ବିଦ୍ୟାର୍ଥୀଙ୍କ କାମରେ ଆସିପାରେ ନାରଦ ପୁରାଣର ଏହି ମନ୍ତ୍ର, ଜୀବନର ସବୁ କ୍ଷେତ୍ରରେ ହେବେ ସଫଳ
ନାରଦ ଜଣେ ପରମ ଜ୍ଞାନୀ। ସେ ଭଗବାନ ବିଷ୍ଣୁଙ୍କର ଅନନ୍ୟ ଭକ୍ତ ମଧ୍ୟ । ମହର୍ଷି ନାରଦ ଏକ ପୁରାଣ ରଚନା କରିଥିଲେ। ଯାହା ଭାରତୀୟଙ୍କ ଲାଗି ଆଜି ବି ଅମୂଲ୍ୟ ସମ୍ପଦ ହୋଇ ରହିଛି। ପୁରାଣରେ ନାରଦ ଗଣିତ, ଜ୍ୟୋତିଷ ସମେତ ବ୍ୟବହାରିକ ବିଷୟରେ ଅନେକ ସୂତ୍ର ଦେଇଯାଇଛନ୍ତି ଯାହା ମଣିଷ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଉପଯୋଗୀ ହେଉଛି। ଏଣୁ ନାରଦଙ୍କ ମନ୍ତ୍ର ଛାତ୍ରଛାତ୍ରୀଙ୍କ ଲାଗି ମଧ୍ୟ ଅନେକ ଉପଯୋଗୀ। ତେବେ ସେମାନେ ନିଜକୁ ପୁରାଣ […]