ମହାଭାରତରେ ଗୋଟିଏ ନୁହେଁ ବରଂ ଥିଲେ ୩ଟି କୃଷ୍ଣ : ୨ଜଣ ଅସଲି ଏବଂ ଜଣେ ନକଲି , ଜାଣନ୍ତୁ ଏହାର ରହସ୍ୟ
ମହାଭାରତ ହିନ୍ଦୁଙ୍କର ଏକ ପ୍ରମୁଖ ଧର୍ମଗ୍ରନ୍ଥ, ଯାହା ସ୍ମୃତିର ଇତିହାସ ବର୍ଗରେ ଆସିଥାଏ। ବେଳେବେଳେ ଏହାକୁ କେବଳ ଭାରତ କୁହାଯାଇଥାଏ। ଏହି କାବ୍ୟଗ୍ରନ୍ଥ ଭାରତର ଅନୁପମ ଧାର୍ମିକ,ପୌରାଣିକ,ଐତିହାସିକ ଏବଂ ଦାର୍ଶନିକ ଗ୍ରନ୍ଥ। ବିଶ୍ବର ସବୁଠୁ ଲମ୍ବା ଏହି ସାହିତ୍ୟିକ ଗ୍ରନ୍ଥ ଏବଂ ମହାକାବ୍ୟ,ହିନ୍ଦୁ ଧର୍ମର ମୁଖ୍ୟତମ ଗ୍ରନ୍ଥରୁ ଗୋଟିଏ। ଏହି ଗ୍ରନ୍ଥକୁ ହିନ୍ଦୁ ଧର୍ମରେ ପଞ୍ଚମ ବେଦ ବୋଲି କୁହାଯାଇଥାଏ। ଏହା ଆଜି ବି ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଅନୁକରଣୀୟ ସ୍ରୋତ। ଏହି କୃତି ପ୍ରାଚୀନ […]