ରାମାନନ୍ଦ ସାଗରଙ୍କ ଲୋକପ୍ରିୟ ‘ରାମାୟଣ’ ଧାରାବାହିକରେ ଶ୍ରୀରାମ ଓ ସୀତାଙ୍କଠୁ ଆରମ୍ଭ କରି ଲଙ୍କାପତି ରାବଣଙ୍କ ଚରିତ୍ରରେ ଅଭିନୟ କରିଥିବା କଳାକାରଙ୍କ ସମ୍ପର୍କରେ ଜାଣନ୍ତୁ ଏହିସବୁ କଥା …
ଟିଭି ପରଦାରେ ବିଭିନ୍ନ ପ୍ରକାର ଧାର୍ମିକ ଓ ପୌରଣିକ ଧାରାବାହିକ ପ୍ରସାରଣ ହୋଇଥାଏ। କିନ୍ତୁ ରାମାନନ୍ଦ ସାଗରଙ୍କ ରାମାୟଣ ଧାରାବାହିକକୁ ଦର୍ଶକ ଏବେ ବି ମନେ ରଖିଛନ୍ତି। ରାମାୟଣ ଧାରା ବାହିକର ପ୍ରଯୋଜକ ଓ ନିର୍ଦେଶକ ଦୁଇଟି ଦାୟିତ୍ବ ନିଜେ ରାମାନନ୍ଦ ସାଗର ନିର୍ବାହ କରୁଥିଲେ। ୧୯୮୬ ରୁ ୧୯୮୮ ମସିହା ମଧ୍ୟରେ ରାମାୟଣ ସିରିୟଲରେ ଅଭିନୟ କରୁଥିବା କଳାକାରଙ୍କ ପ୍ରକୃତ ନାଁ ଭୁଲି ସେମାନେ ଯେଉଁ ଚରିତ୍ରରେ ଅଭିନୟ କରୁଥିଲେ ସେହି ନାଁକୁ ଦର୍ଶକ ମନେ […]