ଆଜି ପବିତ୍ର ଦୁର୍ଗାଷ୍ଟମୀ, ଏମିତି କରନ୍ତୁ ମା’ ମହାଗୌରୀଙ୍କ ପୂଜା, ଦୂର ହେବ ପାପ ଓ ବିବାହ ସମସ୍ୟା
ଭୁବନେଶ୍ବର ୨୪/୧୦: ଆଜି ହେଉଛି ପବିତ୍ର ଦୁର୍ଗାଷ୍ଟମୀ ତଥା ନବରାତ୍ରିର ଅଷ୍ଟମ ଦିନ। ନବରାତ୍ରିର ଅଷ୍ଟମୀ ତିଥରେ ମା’ ଗୌରୀଙ୍କୁ ପୂଜା କରାଯାଏ। ଭବବାନ ଶିବଙ୍କୁ ପ୍ରାପ୍ତ କରିବା ପାଇଁ ଦେବୀ ମା’ ମହାଗୌରୀ ବହୁ କଷ୍ଟ କରିଥିଲେ। ଯେଉଁଥିରେ ତାଙ୍କ ଶରୀର ପୂରା କଳା ରଙ୍ଗ ପଡ଼ି ଯାଇଥିଲା। ତେବେ ଭଗବାନ ଶିବଙ୍କ ଦର୍ଶନ ଓ କୃପା ଦୃଷ୍ଟି ମା’ ଗୌରୀଙ୍କ ଉପରେ ପଡ଼ିବାରୁ ତାଙ୍କ ଶରୀର ଗୌରବଣ୍ଣ ଧାରଣ କଲା। ଏହା ସହ ତାଙ୍କ […]
