ମନଦୀପଙ୍କ ଖେଳୁଆଡ ମନୋଭାବ : ପିତାଙ୍କ ଦେହାନ୍ତ ପରେ ବି କ୍ରିଜକୁ ଓହ୍ଲାଇଲେ, ସମସ୍ତଙ୍କ ହୃଦୟ ଜିଣିଲେ
ଦୁବାଇ,୨୫|୧୦: ଆଇପିଏଲର ୪୩ ତମ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦକୁ କିଙ୍ଗସ୍ ଏକାଦଶ ପଞ୍ଜାବ ୧୨ ରନରେ ପରାସ୍ତ କରିଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ପଞ୍ଜାବ ନିର୍ଦ୍ଧାରିତ ୨୦ ଓଭରରେ ୧୨୬ ରନ୍ କରିଥିଲା । ପଞ୍ଜାବର ବ୍ୟାଟସମ୍ୟାନ୍ ହାଇଦ୍ରାବାଦ ବୋଲରଙ୍କ ମୁକାବିଲା କରିପାରି ନଥିଲେ । ଦଳର ବ୍ୟାଟସମ୍ୟାନ୍ ମନଦୀପ ସିଂ ମାତ୍ର ୧୭ ରନ୍ କରି ଆଉଟ୍ ହୋଇଥିଲେ । ତେବେ ସେ ଏହି ମ୍ୟାଚ୍ ଖେଳି ସମସ୍ତଙ୍କ ହୃଦୟ […]

