ରେଡିଓ ଚକ୍ଲେଟ୍ରେ ‘ରସିକ ନାଗର’
ଭୁବନେଶ୍ୱର : ଶାରଦୀୟ ଦୁର୍ଗାପୂଜାରେ ରେଡିଓ ଚକ୍ଲେଟ୍ରେ ମୁକ୍ତିଲାଭ କରିଛି ଆଧୁନିକ ଗୀତ ‘ରସିକ ନାଗର’। ସରୋଜ ବିଶ୍ବାଳ ଗୀତ ରଚନା କରିଥିବା ବେଳେ ସଂଗୀତରେ ସଜାଇଛନ୍ତି ସୌମିତ୍ରୀ ପଲାଇ। ସୌମିତ୍ରୀ ଓ ବର୍ଣ୍ଣାଳୀ ହୋତା କଣ୍ଠଦାନ କରିଛନ୍ତି। ବର୍ଣ୍ଣାଳୀ ନିଜେ ଏହି ଗୀତର ଭିଡିଓରେ ଅଭିନୟ କରିଛନ୍ତି। ନିର୍ଦ୍ଦେଶନା ଦେଇଛନ୍ତି ତୁଷାରକାନ୍ତ ସ୍ବାଇଁ। କୋରିଓଗ୍ରାଫି କରିଛନ୍ତି ପଦ୍ମିନୀ ପଟ୍ଟନାୟକ। ୨୩ ତାରିଖରେ ଗୀତର ଅଡିଓ ମୁକ୍ତିଲାଭ କରିଥିବା ବେଳେ ଆଜି ଗୀତର ଭିଡିଓ ଚକ୍ଲେଟ୍ର ଅଫିସିଆଲ […]