କଳା ଓ ସଂସ୍କୃତି ଧର୍ମ

ଘରେ ସୁଖ ସମୃଦ୍ଧି ନିମନ୍ତେ ଯୁଦ୍ଧିଷ୍ଠିରଙ୍କୁ ଏହି ଉପାୟ ଅବଲମ୍ବନ କରିବାକୁ କହିଥିଲେ ଶ୍ରୀକୃଷ୍ଣ

ଭଗବାନ ଶ୍ରୀକୃଷ୍ଣ ରଣଭୂମୀରେ ଅର୍ଜ୍ଜୁନଙ୍କୁ ଅସ୍ତ୍ର ଉଠାଇବାକୁ କେବଳ ପ୍ରେରିତ କରିନଥିଲେ। ଏହି ଛଳରେ ସେ ଯେଉଁ ଅମୂଲ୍ୟ ଉପଦେଶମାନେ ଦେଇଥିଲେ ଭଗବତ ଗୀତା ଭାବେ ଆଜି ବି ସମଗ୍ର ମନବ ସମାଜକୁ ଦିଗଦର୍ଶନ ଦେଇଆସୁଛି। ଜୀବନରେ ସୁଖ, ଦୁଃଖ, ବିପଦ ଆଦି ସମ୍ପର୍କରେ ଗୀତା ରୂପକ ମାଳାରେ ସେ ଶ୍ଲୋକର ଯେଉଁ ମୋତି ଗୁନ୍ଥି ଥିଲେ ତାହା ପ୍ରତିଟି ମାନବର ପଥ ପ୍ରଦର୍ଶନ ନିମନ୍ତେ ଅର୍ପିତ ହୋଇଛି। ଶ୍ରୀକୃଷ୍ଣ ଅର୍ଜ୍ଜୁନଙ୍କୁ ଶ୍ଲୋକରେ ଯେଉଁ ସନ୍ଦେଶ ଦେଇଥିଲେ […]

ଧର୍ମ

ଆରମ୍ଭ ହେବାକୁ ଯାଉଛି ମଙ୍ଗଳକାରୀ ସଂଯୋଗ, ଏହି ରାଶିମାନଙ୍କର ହେବ ମଙ୍ଗଳ ହିଁ ମଙ୍ଗଳ

ଜ୍ୟୋତିଶ ଶାସ୍ତ୍ରାନୁସାରେ ମଙ୍ଗଳବାର ଆରମ୍ଭ ହେଉଛି ମଙ୍ଗଳକାରୀ ସଂଯୋଗ। ଯେଉଁଥିରୁ କିଛି ରାଶିର ଲୋକଙ୍କ ମଙ୍ଗଳ ହିଁ ମଙ୍ଗଳ ହେବ। ଏହି ରାଶିର ଲୋକଙ୍କ ଜୀବନରେ ସୁଖ ସମୃଦ୍ଧି ଓ ଶାନ୍ତି ଆସିବା ସହ ଅପାର ସଫଳତାର ବି ଅଧିକାରୀ ହେବେ। ତେବେ ଆସନ୍ତୁ ଜାଣିବା କେଉଁ ରାଶିର ଲୋକେ ଏହି ସଂଯୋଗର ଲାଭ ପାଇବାକୁ ଯାଉଛନ୍ତି। ରାଶିଚକ୍ରର ପ୍ରଥମ ଓ ତୃତୀୟ ରାଶି ଅର୍ଥାତ ମେଶ ଓ ମିଥୁନ ରାଶି ଏହି ସଂଯୋଗର ପ୍ରଚୁର ଲାଭ […]

କଳା ଓ ସଂସ୍କୃତି ଧର୍ମ

କରି କରାଉ ଥାଏ ମୁହିଁ , ମୋ ବିନୁ ଅନ୍ୟଗତି ନାହିଁ | ଶ୍ରୀମନ୍ଦିର ଚାରିପାଖ ଉଚ୍ଛେଦ ବେଳେ ଦେଖିବାରୁ ମିଳିଲା ଏପରି ଚିତ୍ର

ପୁରୀ- କରି କରାଉଥାଏ ମୁହିଁ , ମୋ ବିନୁ ଅନ୍ୟଗତି ନାହିଁ | ଶ୍ରୀମନ୍ଦିର ଚାରିପାଖ ଉଚ୍ଛେଦ ବେଳେ ଏମିତି ଏକ ଚିତ୍ର ଆମ ସାମ୍ନାକୁ ଆସିଛି, ଯାହା ଦେଖିଲେ ଏହା ହିଁ କହିହେବ | ଲଙ୍ଗୁଳି ମଠ ଉଚ୍ଛେଦ ହେଲା ହେଲେ ଏଠାରେ ଥିବା ମନ୍ଦିରକୁ ଛାଡ଼ି ଦିଆଗଲା | ଆଉ ସେ ମନ୍ଦିରର ଚିତ୍ର କହୁଛି, ସତେ ଯେମିତି କାଳିଆ ସାଆନ୍ତ ନିଜେ ନିଜରୁ ମୁକ୍ତ କରିଛନ୍ତି | ଦୀର୍ଘ ଦିନର ବନ୍ଦୀ ଜୀବନରୁ […]

କଳା ଓ ସଂସ୍କୃତି ଧର୍ମ

ଭଗବାନ ବିଷ୍ଣୁଙ୍କ ଭଳି ରାକ୍ଷାସଙ୍କ ନିପାତ ପାଇଁ ଶ୍ରୀଗଣେଶ ମଧ୍ୟ ନେଇଥିଲେ ବହୁ ଅବତାର, ଜାଣନ୍ତୁ କେଉଁ ଅବତାରରେ କେଉଁ ରାକ୍ଷାସର କରିଥିଲେ ଅନ୍ତ

ଆସନ୍ତା ସୋମବାର , ସେପ୍ଟେମ୍ବର ୨ତାରିଖରେ ବିଘ୍ନ ବିନାଶକ ଶ୍ରୀ ଗଣେଶ ଚତୁର୍ଥୀ । ଏହି ଅବସରରେ ଶ୍ରୀ ଗଣେଶଙ୍କ ବିଭିନ୍ନ ସ୍ବରୂପଙ୍କୁ ପୂଜା କରାଯାଏ । ଜ୍ୟୋତିଷାଚାର୍ଯ୍ୟ ପଣ୍ଡିତ ମନୀଷ ଶର୍ମାଙ୍କ ଅନୁସାରେ ଯେଉଁଭଳି ଭାବରେ ରାକ୍ଷସଙ୍କ ସଂହାର ପାଇଁ ଭଗବାନ ବିଷ୍ଣୁ ବିଭିନ୍ନ ଅବତାର ଗ୍ରହଣ କରି ମର୍ତ୍ତ୍ୟକୁ ଆସୁଥିଲେ ସେହିଭଳି ଶ୍ରୀଗଣେଶ ମଧ୍ୟ ବହୁବାର ଅବତାର ଗ୍ରହଣ କରିଛନ୍ତି । ଆସନ୍ତୁ ଜାଣିବା ଶ୍ରୀ ଗଣେଶ କେଉଁ ଅବତାରରେ କେଉଁ ରାକ୍ଷସର କରିଛନ୍ତି […]

କଳା ଓ ସଂସ୍କୃତି ଧର୍ମ

ଜାଣନ୍ତୁ କେଉଁଠି ଅଛି ବିଶ୍ୱର ସବୁଠୁ ମୂଲ୍ୟବାନ ଗଣେଶଙ୍କ ମୂର୍ତ୍ତି ଆଉ କିଏ କରୁଛନ୍ତି ପୂଜା

ପାଖେଇ ଆସୁଛି ଗଣେଶ ପୂଜା ! ଦେଶର ବିଭିନ୍ନ ସହରରେ ଏବେ ଗଣେଶୋତ୍ସବ ପାଇଁ ଏବେ ପ୍ରସ୍ତୁତି ଜୋରଦାର ଚାଲିଛି। ଉତ୍ସବ ବେଳେ ବିଭିନ୍ନ ପୂଜା ମଣ୍ଡପରେ ବପ୍ପାଙ୍କୁ ଭିନ୍ନଭିନ୍ନ ରୂପରେ ସଜାଇ ଲୋକେ ପୂଜାର୍ଚ୍ଚନା କରନ୍ତି। ଚଳିତ ବର୍ଷ ବି ସେଇଆ ହେବ। ଏଥିଲାଗି ଆକର୍ଷକ ତୋରଣ ଓ ମଣ୍ଡପ ପ୍ରସ୍ତୁତି ଏବେ ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିସାରିଲାଣି। ତେବେ ଜାଣନ୍ତି କି ବିଶ୍ୱର ସବୁଠୁ ମୂଲ୍ୟବାନ ବପ୍ପାଙ୍କ ମୂର୍ତ୍ତି କେଉଁଠି ଅଛି ଓ କିଏ ତାଙ୍କର […]

କଳା ଓ ସଂସ୍କୃତି ଧର୍ମ

ସୁନା ଜଳେନି, ହେଲେ ରାବଣର ସ୍ୱର୍ଣ୍ଣଲଙ୍କା ଜଳିଯିବା ପରେ କ’ଣ ହେଲା ସେ ସବୁ ସୁନା,ଆସନ୍ତୁ ଜାଣିବା

ଏକଥା ସମସ୍ତଙ୍କୁ ଜଣା, ଯେ ହନୁମାନ ରାବଣର ସ୍ୱର୍ଣ୍ଣଲଙ୍କାକୁ ଜାଳିପୋଡି ଭସ୍ମ କରିଦେଇଥିଲେ। ଏହାର ପ୍ରମାଣ ଆଜିର ଦିନରେ ବି ମିଳେ। ହେଲେ ସୁନାତ ନିଆଁରେ ଜଳେନି, ଏଣୁ ପୋଡି ପାଉଁଶ ହୋଇଯାଇଥିବା ଲଙ୍କାର ସୁନା ସବୁ କୁଆଡେ ଗଲା ତାହା ହିଁ ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବେଦ ବିଜ୍ଞାନ ମଣ୍ଡଳ ପୁଣେର ଗବେଷକ ଡା.ବର୍ତ୍ତକ ବାଲ୍ମିକୀ ରାମାୟଣରେ ବର୍ଣ୍ଣିତ ଗ୍ରହ ଓ ନକ୍ଷତ୍ରଙ୍କ ସ୍ଥିତି ଓ ବର୍ତ୍ତମାନ ସେହି ଗ୍ରହ ଓ ନକ୍ଷତ୍ରଙ୍କ […]

ଲାଇଫ୍ ଷ୍ଟାଇଲ

କାହାକୁ କେବେ ମିଳିବ ସରକାରୀ ଚାକିରୀ, ଜାଣନ୍ତୁ ଜ୍ୟୋତିଷର ଏହି ୭ ସଙ୍କେତ

ସରକାରୀ ଚାକିରୀ ପ୍ରତି ଭାରତୀୟଙ୍କ ଦୁର୍ବଳତା ବ୍ରିଟିଶ ଶାସନ କାଳରୁ ରହି ଆସିଛି। ଶିଶୁଟି ସ୍କୁଲକୁ ଯାଇଥାଏ କେବଳ ବାବୁ ହେବା ଆଶାରେ। ତେବେ ସରକାରୀ ଚାକିରୀ କିନ୍ତୁ ସମସ୍ତଙ୍କ ଭାଗ୍ୟରେ ଜୁଟେନି। ତେବେ ଜ୍ୟୋତିଷୀରେ ସରକାରୀ ଚାକିରୀ ନେଇ ଗ୍ରହ ଯୋଗର ବିସ୍ତୃତ ବର୍ଣ୍ଣନା ରହିଛି। କେଉଁ ଗ୍ରହ ଯୋଗରୁ ଉଚ୍ଚ ପଦପଦବୀର ଅଧିକାରୀ ହୋଇପାରିବେ ତାର ମଧ୍ୟ ବର୍ଣ୍ଣନା ରହିଛି। ତେବେ ଆସନ୍ତୁ ଜାଣିବା ଜ୍ୟୋତିଷୀୟ ଗ୍ରହ ଯୋଗରେ କେଉଁମାନେ କରିବେ ସରକାରୀ ଚାକିରୀ। […]

ଦେଶ ବିଦେଶ ମନୋରଞ୍ଜନ

କନ୍ୟା ପୂଜା କଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ, ଧୋଇଲେ ପିଲାଙ୍କ ପାଦ, ପରଷିଲେ ଖାଦ୍ୟ

ନୂଆଦିଲ୍ଲୀ ୨୫/୧୦: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟି ସବୁ ପର୍ବପର୍ବାଣୀକୁ ଧୁମଧାମରେ ପାଳନ କରନ୍ତି। ଏବେ ଏଥିରୁ ବାଦ ପଡ଼ି ନାହିଁ ନବରାତ୍ରି। ଶିଳ୍ପା ସେଟ୍ଟୀ ଗତକାଲି ଗୋଟିଏ ଭିଡ଼ିଓ ସେୟାର କରିଥିଲେ ଯେଉଁଥିରେ ସେ ଦୁର୍ଗାଷ୍ଟମୀକୁ ଖୁବ୍ ଭକ୍ତିର ସହ ପାଳନ କରୁଛନ୍ତି। ଏହି ଅବସରରେ ସେ କନ୍ୟା ପୂଜା ମଧ୍ୟ କରିଛନ୍ତି। କେବଳ ଏତିକି ନୁହେଁ ପିଲାମାନଙ୍କୁ ସେ ନିଜ ହାତରେ ଖାଦ୍ୟ ମଧ୍ୟ ପରଷିଛନ୍ତି। ଏହାର ଏକ ଭିଡ଼ିଓକୁ ମଧ୍ୟ ଶିଳ୍ପା ତାଙ୍କ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ସଫଳତା ହାସଲ କରିବା ଲାଗି ତତ୍ପର ରହିବେ। ଆପଣଙ୍କ ଯାତ୍ରା ଲାଭଦାୟକ ସାବ୍ୟସ୍ତ ହେବ। ଗବେଷଣାରୁ ନୂଆ ତଥ୍ୟ ପାଇବେ। ବୃଷ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣଙ୍କ ଜୀବନରେ କିଛି ନୂଆ ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ସାଥୀଙ୍କ ସହ ରାତ୍ରୀଭୋଜନ ପାଇଁ ଯୋଜନା କରିବେ। ମିଥୁନ: ଅତୀତର କଥା ନେଇ ମନସ୍ତାପରେ ରହିବେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। କୌଣସି କାମ ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ। କର୍କଟ: […]

ଲାଇଫ୍ ଷ୍ଟାଇଲ

ଗାଡ଼ିରେ ଯିବାବେଳେ ବାନ୍ତି ହେଉଥିଲେ ଆପଣାନ୍ତୁ ଏସବୁ ଉପାୟ, ତୁରନ୍ତ ବନ୍ଦ ହୋଇଯିବ ବାନ୍ତି

ବସ୍, କାର୍ ଇତ୍ୟାଦିରେ ଯାତ୍ରା କରିବା ସମୟରେ ଅଧିକାଂଶ ଲୋକଙ୍କର ବାନ୍ତି ସମସ୍ୟା ହୋଇଥାଏ | ଅନେକ ଲୋକଙ୍କୁ ଦୀର୍ଘ ଯାତ୍ରା କରିବା ଦ୍ୱାରା କିମ୍ବା ବଙ୍କା ରାସ୍ତାରେ ମଧ୍ୟ ବାନ୍ତି ଲାଗିଥାଏ | ଯାହାଦ୍ୱାରା ସେମାନେ କୁଆଡେ ବୁଲିବାକୁ ଯିବାକୁ ସଙ୍କୋଚ କରନ୍ତି | ଏପରି ପରିସ୍ଥିତିରେ, ଆପଣ କିଛି ଘରୋଇ ଉପଚାର ଆପଣାଇ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ | ଆଜି ଆମେ ଆପଣଙ୍କୁ ୫ଟି ଘରୋଇ ଉପଚାର କହିବୁ, ଯାହାଦ୍ୱାରା ଆପଣ ଯାତ୍ରା […]