ଧର୍ମ

ଦେବୀପକ୍ଷ ଓ ଅଗ୍ନିବୃକ୍ଷ

ଆମ ଭାରତୀୟ ପରମ୍ପରାରେ, ଦେବଦେବୀଙ୍କ ପରି ଅନେକ ବୃକ୍ଷକୁ ମଧ୍ୟ ଦେବତାର ଆସନ ଦିଆଯାଇ ପୂଜା କରାହୋଇଥାଏ। ଯଥା: ବର, ଅଶ୍ୱତ୍ଥ, ବିଲ୍ୱ, ତୁଳସୀ ଓ ଅଁଳା ଇତ୍ୟାଦି। ସେହିପରି ‘ଅଗ୍ନିବୃକ୍ଷ’ ଭାବରେ ଚିହ୍ନିତ ଶମୀବୃକ୍ଷକୁ ମଧ୍ୟ ଆଶ୍ୱିନ ଶୁକ୍ଳପକ୍ଷରେ, ବିଶେଷକରି ବିଜୟାଦଶମୀ ଦିନ ସ୍ୱତନ୍ତ୍ର ଭାବରେ ପୂଜା କରାଯାଏ। ‘ବାମନ ପୁରାଣ’ରେ ବର୍ଣ୍ଣନା ଅଛି- ସ୍କନ୍ଦଙ୍କଠାରୁ ବଧୁଲି, ସୂର୍ଯ୍ୟଙ୍କଠାରୁ ଓସ୍ତ, କାତ୍ୟାୟନୀଙ୍କଠାରୁ ଶମୀ ଓ ଲକ୍ଷ୍ମୀଙ୍କଠାରୁ ବେଲଗଛ ଉତ୍ପନ୍ନ ହୋଇଥିଲେ। ସ୍ୱୟଂ କାତ୍ୟାୟନୀ ଅଗ୍ନିସଂଭବା। ମହିଷାସୁରକୁ […]

ଲାଇଫ୍ ଷ୍ଟାଇଲ

ଶାସ୍ତ୍ରୀଜୀଙ୍କ ସାଧୁତା ଓ ସହୃଦୟତା

ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୀବନ ଆମ ପାଇଁ ଅସରନ୍ତି ପ୍ରେରଣାର ଉତ୍ସ। ଅକ୍ଟୋବର ୨ ତାରିଖ ତାଙ୍କର ଜନ୍ମଦିନ। ସେଦିନଟି ମଧ୍ୟ ଗାନ୍ଧୀଜୀଙ୍କର ଜନ୍ମଦିନ ହୋଇଥିବାରୁ, ଗାନ୍ଧୀଜୀ ଅଧିକ ଗୁରୁତ୍ୱ ପାଇଥାଆନ୍ତି। କିନ୍ତୁ ଶାସ୍ତ୍ରୀଜୀଙ୍କ ଜୀବନ ମଧ୍ୟ ଆମକୁ ସାଧୁ ଓ ନୀତିବାନ୍ ରହିବା ପାଇଁ ପ୍ରଚୁର ପ୍ରେରଣା ଦିଏ। ସାଧୁତା ଓ ନୀତିନିଷ୍ଠତା ତାଙ୍କ ପାଇଁ ଥିଲା ଆଧ୍ୟାତ୍ମିକତାର ଦୁଇଟି ସୋପାନ। ଶାସ୍ତ୍ରୀଜୀ ମନ୍ତ୍ରୀ ଥିବା ବେଳର କଥା। ଥରେ ତାଙ୍କର ପୁଅମାନେ, […]

ଲାଇଫ୍ ଷ୍ଟାଇଲ

ସେଓରେ ରହିଛି ଅନେକ ଉପକାରୀ ଗୁଣ, ପ୍ରତିଦିନ ଖାଇଲେ ମିଳିଥାଏ ଏହି ସବୁ ଫାଇଦା

ଶରୀରକୁ ସୁସ୍ଥ ରଖିବାକୁ ହେଲେ ସକାଳର ଜଳଖିଆ ଭଲରେ ଆରମ୍ଭ କରିବା ଦରକାର । କାରଣ ଯଦି ଆପଣ ସକାଳର ଖାଦ୍ୟ-ପେୟ ସହିତ ଜଡ଼ିତ କିଛି ଭୁଲ୍ କରିବସନ୍ତି, ତେବେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଏପରି ଏକ ଆହାର ବିଷୟରେ କହିବୁ, ଯାହାକୁ ସକାଳୁ ସକାଳୁ ସେବନ କଲେ ଶରୀର ଦିନ ଯାକ ସଂପୂର୍ଣ୍ଣ ଭାବେ ଶକ୍ତିଶାଳୀ ରହିଥାଏ। ଆପଣ ଇଂରାଜୀରେ ଏକ ଉକ୍ତି ପଢ଼ିଥିବେ, […]

ଲାଇଫ୍ ଷ୍ଟାଇଲ

ଓଜନ କମାଇବାକୁ ଚାହାନ୍ତି କି? ଖାଇବା ପୂର୍ବରୁ ପିଅନ୍ତୁ ଏହି ସୁପ୍

କିଛି ଲୋକଙ୍କ କହିବା ମୁତାବକ କିଛି ଖାଇବା ମାତ୍ରେ ତୁରନ୍ତ ସେମାନଙ୍କ ଓଜନ ବଢ଼ିଯାଏ। ଓଜନ କମାଇବା ଚକ୍କରରେ ଅନେକ ସମୟରେ ନିଜ ପ୍ରିୟ ଖାଦ୍ୟକୁ ବି ତ୍ୟାଗ କରିବାକୁ ବି ପଡ଼ିଥାଏ। ମାତ୍ର ଏପରି କେତେ ଦିନ ବା କରି ହେବ, କେତେ ଦିନ ବା ଖାଇବା ଉପରେ ଆୟତ୍ତ ରଖିବେ ଆପଣ? ଏମିତି ବି ହୁଏ ଖାଦ୍ୟ କମାଇବା ଦ୍ୱାରା ଗ୍ୟାସ୍ ହେତୁ ମୋଟାପଣ ବଢ଼ିଥାଏ। ତେଣୁ, ଖାଇବା କମାଇ ଓଜନ କମାଇବା ଚିନ୍ତା […]

ଲାଇଫ୍ ଷ୍ଟାଇଲ

ପତଳା ହେବାକୁ ଚାହାଁନ୍ତି ତ, ଆପଣାନ୍ତୁ ଏହି ସହଜ ଉପାୟ

ଆଜିକାଲି ଅନେକ ଲୋକ କହୁଛନ୍ତି ଯେ ସେମାନେ ଘରେ ବସିବସି ମୋଟା ହୋଇଗଲେଣି। ସେମାନଙ୍କର ଓଜନ ବି ବଢିଯାଉଥିବା କହନ୍ତି। ଏଥିରୁ ରକ୍ଷା ପାଇବା ଲାଗି କେହିକେହି ଅନେକ ଉପାୟ ବି ଅବଲମ୍ବନ କରୁଛନ୍ତି। ଯଦି କେହି ଆପଣଙ୍କୁ ଓଜନ କମ୍ କରିବାକୁ ପରାମର୍ଶ ଦେବେ, ତେବେ ଦୌଡ଼ିବାକୁ, ଜଗିଂ କରିବାକୁ, ବ୍ୟାୟାମ କରିବାକୁ ବା ଡାଏଟିଂ କରିବାକୁ କହିବେ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ କେବଳ ଶୋଇ କରି ବି ଓଜନ କମ୍ କରି […]

ଲାଇଫ୍ ଷ୍ଟାଇଲ

ଏହି ସବୁ ଖାଦ୍ୟରୁ ନିଜକୁ ଦୂରେଇ ରଖନ୍ତୁ, ନହେଲେ ସୃଷ୍ଟି ହୋଇପାରେ ଅନେକ ସ୍ବାସ୍ଥ୍ୟଗତ ସମସ୍ୟା

କିଡନି ହେଉଛି ଶରୀରର ଏକ ପ୍ରମୁଖ ଅଙ୍ଗ । କିଡନି ହିଁ ଶରୀରର ସବୁ କ୍ରିୟାର ସନ୍ତୁଳନ ଠିକ୍ ରଖିଥାଏ । କିଡନିର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କାମ ହେଉଛି ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରି ନୂତନ ରକ୍ତ ତିଆରି କରିବା। ଆପଣ ଜାଣିଥିବେ ନିଶ୍ବୟ ଯେ ବର୍ତ୍ତମାନ ଲୋକଙ୍କୁ ଫାଷ୍ଟଫୁଡ୍ ଖାଇବା ସବୁଠାରୁ ଅଧିକ ପସନ୍ଦ । କିନ୍ତୁ ଏହି ଫାଷ୍ଟଫୁଡ୍ ଯେ କିଡ୍ନି ପାଇଁ କେତେ କ୍ଷତିକାରକ ଆପଣ ଏବେ ନହେଲେ ପରେ ନିଶ୍ଚିତ […]

ଲାଇଫ୍ ଷ୍ଟାଇଲ

ଏସବୁ ପିଇଲେ, ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଏ!

ଏବେ କରୋନା ସଂକ୍ରମଣକୁ ନେଇ ଅନେକ ଲୋକ ଚିନ୍ତାରେ ଥିବା ପରିଲକ୍ଷିତ ହେଉଛି। ଏହାଛଡ଼ା କିଛି ଲୋକ ନିଜର ରୋଗ ପ୍ରତିରୋଧକ ଶକ୍ତି କମ୍ ବୋଲି ଅନୁଭବ କରୁଛନ୍ତି। ଯେଉଁମାନେ ଏଭଳି ଲକ୍ଷ୍ୟ କରୁଛନ୍ତି, ସେମାନେ ଖାଦ୍ୟରେ ଉପରୋକ୍ତ ଜିନିଷ ସାମିଲ୍ କରିଲେ, ତାହା ସେମାନଙ୍କ ପାଇଁ ଲାଭକାରୀ ହେବ। ବିଟ୍ ଓ ଗାଜର ରସ:- ବିଟ୍ ରସରେ ଅଧିକ ମାତ୍ରାରେ ଆଣ୍ଟି ଅକ୍ସିଡେଣ୍ଟସ ଥାଏ, ଯାହା ଶରୀରର ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ। […]

ଲାଇଫ୍ ଷ୍ଟାଇଲ

ଏହି ଗୋଟାଏ ପରିବା ଭଲ କରିପାରେ ଅନେକ ରୋଗ, ଦୈନିକ ଖାଇଲେ ଖୁବ୍ ଭଲ

ମଧୁମେହ ଆଜିକାଲି ଏକ ସାଧାରଣ ରୋଗ ପାଲଟିଗଲାଣି। ପ୍ରାୟ ପ୍ରତି ଘରେ ଏହି ରୋଗୀ ଥିବାର ଦେଖିବାକୁ ମିଳୁଛି। ଏହି ରୋଗ ଥରେ ହେଲେ ଏହାର ସଂପୂର୍ଣ୍ଣ ଆରୋଗ୍ୟ କଷ୍ଟକର, ମାତ୍ର ରୋଗକୁ ଆୟତ୍ତରେ ରଖାଯାଇପାରେ। ଉପଯୁକ୍ତ ବ୍ୟାୟାମ, ଖାଦ୍ୟ ଓ ନିୟମିତ ଔଷଧ ସେବନ କଲେ ଏହି ରୋଗକୁ ହରାଯାଇ ପାରେ। ଏହି ରୋଗକୁ ଆଦୌ ଅଣଦେଖା କରାନଯାଇପାରେ। ଏହାକୁ ଅଣଦେଖା କଲେ ଅନେକ ପାର୍ଶ୍ବ ରୋଗ ବାହାରି ଯିବାର ସମ୍ଭାବନା ରହିଛି। ତେବେ ଆପଣ […]

ଧର୍ମ

ଏପରି କଲେ ଭଗବାନ ଶିବଙ୍କ କୋପରୁ ରକ୍ଷା ମିଳିବ ନାହଁ- ଜାଣନ୍ତୁ ସେ ବିଷୟରେ

ଭଗବାନ ଶିବ ସହଜରେ ପ୍ରସନ୍ନ ହୁ ଅନ୍ତି। ତାଙ୍କ ଆଶୀଷରେ ସୁଖଶାନ୍ତିରେ ଦିନ କଟେ। ହେଲେ ସେ ରାଗିଲେ ପ୍ରଳୟ କରନ୍ତି । ଏପରି କିଛି କାମ ଅଛି, ଯେଉଁଥିରେ ଭଗବାନ ଶିବ ଅସନ୍ତୁଷ୍ଟ ହେବା ସହ କୋପ କରନ୍ତି। ଏହାଦ୍ଵାରା ବ୍ୟକ୍ତିର ସୁଖଶାନ୍ତି ଦୂରେଇଯାଇ ଅନିଷ୍ଠ ହୁଏ । ଜାଣନ୍ତୁ ତେବେ ଉକ୍ତ କାମଗୁଡ଼ିକ… ଅନ୍ୟର ସ୍ତ୍ରୀ ଅବା ସ୍ୱାମୀକୁ ଖରାପ ନଜରରେ ଦେଖବା ଅବା ତାକୁ ପାଇବାକୁ ଇଚ୍ଛା କରିବା ହେଉଛି ବହୁତ ବଡ଼ […]

ଧର୍ମ

ଜାଣନ୍ତୁ କୃଷ୍ଣଙ୍କ ବାଲ୍ୟ ସାଥୀ ସୁଦାମା ଏତେ ଗରିବ ଥିଲେ କାହିଁକି? କ’ଣ ଶ୍ରୀକୃଷ୍ଣ ତାଙ୍କ ଦାରିଦ୍ର୍ୟତା ଦୂର କରିଥିଲେ?

କୃଷ୍ଣ ଓ ସୁଦାମାଙ୍କ କାହାଣୀ ତ ସମସ୍ତେ ଜାଣିଥିବେ ଆପଣ। ଦ୍ୱାରକାଧୀଶ ଭଗବାନ ଶ୍ରୀକୃଷ୍ଣ ଓ ନିର୍ଦ୍ଧନ ବ୍ରାହ୍ମଣଙ୍କ ଏହି କାହାଣୀ ବାସ୍ତବିକ ଶିକ୍ଷଣୀୟ। ଏଣୁ ଆଜିର ଦିନରେ ବି କୃଷ୍ଣସୁଦାମାଙ୍କ କାହାଣୀର ଯଥେଷ୍ଠ ତାତ୍ପର୍ଯ୍ୟ ରହିଛି। ଯେଉଁମାନେ କେବେ ଏହି କାହାଣୀ ମନନ କରୁଥିବେ ସେମାନଙ୍କ ମନରେ ସ୍ୱତଃ ପ୍ରଶ୍ନ ଉଠିଥିବା ଶ୍ରୀକୃଷ୍ଣଙ୍କ ବାଲ୍ୟ ସାଥୀ ଏତେ ଗରିବ କିପରି ହେଲେ? ଭଗବା ଶ୍ରୀକୃଷ୍ଣ ତ ଅନ୍ତର୍ଯ୍ୟାମୀ ସେ କଣ ସୁଦାମାଙ୍କ ଗିରିବୀ ଜାଣି ପାରୁନଥିଲେ। […]