‘ମଳ’ ମାସର ଅନ୍ୟ ନାମ ହେଉଛି ‘ପୁରୁଷୋତ୍ତମ’ ମାସ
ସ୍ୱୟଂ ନାରାୟଣ ହିଁ ନିଜ ନାମ ଅନୁସାରେ ଏହି ନାଆଁ ଦେଇଛନ୍ତି ଏବର୍ଷ ପଡ଼ିଛି ‘ଯୋଡ଼ା ଆଶ୍ୱିନ’। ଏହାର ଅର୍ଥ- ଏବର୍ଷ ଆଶ୍ୱିନ ମାସର ଅବଧି ମାସେ ନହୋଇ ଦୁଇମାସ ହେବ। ଏହାକୁ ‘ଅଧିକ ମାସ’ ବା ‘ଅଧିମାସ’ ଓ ‘ଅସୁରମାସ’ ମଧ୍ୟ କୁହାଯାଇଥାଏ। ଏହାର ଅନ୍ୟ ଏକ ନାଆଁ ‘ମଳମାସ’। ସାଧାରଣରେ ଗୋଟିଏ ଧାରଣା ଅଛି ଯେ ଏହା ଅଶୁଭ। ତେଣୁ ଏପରି ମାସରେ କୌଣସି ଶୁଭକର୍ମ କରାଯାଏ ନାହିଁ। ଏ ବାବଦରେ ଶାସ୍ତ୍ର ନିର୍ଦ୍ଦେଶ […]





