ସକାଳ ଜଳଖିଆରେ ପ୍ରତିଦିନ ଖାଆନ୍ତୁ ଗଜା ମୁଗ : ଦିନ ସାରା ରହିବେ ପୂରା ଫିଟ୍
ସକାଳ ଜଳଖିଆ ଆପଣଙ୍କୁ ଦିନରେ କାମ କରିବାକୁ ଶକ୍ତି ଦେଇଥାଏ। ଏଥିପାଇଁ ସକାଳେ ଉପଯୁକ୍ତ ଜଳଖିଆ ଖାଇବା ଆବଶ୍ୟକ। କିଛି ଲୋକ ସକାଳେ ଜଳଖିଆ ଖାଇ ନଥାନ୍ତି ଯଦି ବି ଖାଇଥାନ୍ତି ତେବେ ପେଟ ଭର୍ତ୍ତି ଖାଇ ନଥାନ୍ତି। କିନ୍ତୁ ଏପରି କରିବା ଦ୍ବାରା ସ୍ବାସ୍ଥ୍ୟ ଖରାପ ହୋଇପାରେ। ଏଥିପାଇଁ ସକାଳର ଜଳଖିଆ ପୋଷକ ତତ୍ତ୍ବରେ ଭରପୂର ହେବା ଉଚିତ୍। ଆପଣ ସକାଳ ଜଳଖିଆରେ ଗଜାମୁଗ ସାମିଲ କରିପାରିବେ ଯାହା ଏକ ଉପଯୁକ୍ତ ବିକଳ୍ପ ଅଟେ। ଏହାକୁ […]