ଧର୍ମ

ତୁଳସୀ ଗଛ ଆଣିଥାଏ ସୁଖ-ସମୃଦ୍ଧି : ଜାଣନ୍ତୁ ଲଗାଇବେ କେଉଁ ଦିଗରେ?

ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଗଛ ଲଗାଇବା ଦ୍ବାରା ସକରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ। ସେହିପରି ବାସ୍ତୁରେ ବିଭିନ୍ନ ଗଛଲତାର ଏକ ସ୍ବତନ୍ତ୍ର ମହତ୍ତ୍ବ ରହିଥାଏ। ଯେପରି ତୁଳସୀ ଗଛ ବାସ୍ତୁ ଦୋଷ ଦୂର କରିଥାଏ। ଏଥିପାଇଁ ତୁଳସୀ ଗଛ ଘରର ସେହି ସ୍ଥାନରେ ନିଶ୍ଚୟ ରଖିବା ଉଚିତ୍ ଯେଉଁଠାରେ ବାସ୍ତୁ ଦୋଷ ରହିଥିବ। ଆସନ୍ତୁ ଜାଣିବା ତୁଳସୀ ଗଛ ସହ ଜଡ଼ିତ ବାସ୍ତୁ ଟିପ୍ସ। • ତୁଳସୀ ଗଛ ପାଇଁ ଉତ୍ତର,ଉତ୍ତର-ପୂର୍ବ କିମ୍ବା ପୂର୍ବ ଦିଗ […]

ଧର୍ମ

ଘର କିମ୍ବା ଅଫିସରେ ଏପରି ରଖନ୍ତୁ ମାଛ ଆକ୍ବରିୟମ୍ : ଦାମ୍ପତ୍ୟ ଜୀବନରେ ବଢ଼ିବ ପ୍ରେମ

ଘରେ କିମ୍ବା ଅଫିସରେ ମାଛ ଆକ୍ବରିୟମ୍ ରଖିବା ସମୟରେ କିଛି କଥା ପ୍ରତି ଧ୍ୟାନ ରଖିବା ଉଚିତ୍। ଏହାକୁ ଯଦି ଠିକ୍ ସ୍ଥାନ ଏବଂ ଦିଗରେ ରଖାଯିବ ତେବେ ଏହା ପରିବାର ଲୋକଙ୍କ ଖୁସିର କାରଣ ହୋଇପାରେ। ଆକ୍ବରିୟମ୍ ଭିତରେ ବୋହୁଥିବା ପାଣିର ଶବ୍ଦ ଘରେ ସକରାତ୍ମକ ଶକ୍ତିର ପ୍ରବାହ ଏବଂ ଖୁସିକୁ ମଧ୍ୟ ବଢ଼ାଇଥାଏ। • ଆକ୍ବରିୟମକୁ ପୂର୍ବ,ଉତ୍ତର ଏବଂ ପୂର୍ବ-ଉତ୍ତର ଦିଗରେ ରଖିବା ଶୁଭ ହୋଇଥାଏ। ଘରର ଉତ୍ତର ଭାଗ କ୍ୟାରିୟରର ପ୍ରତିନିଧିତ୍ବ କରିଥାଏ […]

ସ୍ୱାସ୍ଥ୍ୟ

ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ନଡ଼ିଆ ତେଲ : ଏହି ୧୦ଟି ରୋଗରୁ ମିଳିବ ମୁକ୍ତି

ପ୍ରତି ବର୍ଷ ସେପ୍ଟେମ୍ବର ୨ତାରିଖରେ ଆନ୍ତର୍ଜାତୀୟ ନଡ଼ିଆ ଦିବସ କିମ୍ବା ବିଶ୍ବ ନଡ଼ିଆ ଦିବସ ପାଳନ କରାଯାଇଥାଏ। ସମଗ୍ର ବିଶ୍ବ ନଡ଼ିଆର ଗୁଣ ଏବଂ ଗୁରୁତ୍ବକୁ ବୁଝି ସାରିଛି। ଏହା ଆମ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ନଡ଼ିଆ ପାଣିଠୁ ଆରମ୍ଭ କରି ଫଳ ଏବଂ ଏହାର ତେଲ ଯାଏଁ ସବୁ ଜିନିଷ ଆମକୁ ସୁସ୍ଥ କରିଥାଏ। ଦକ୍ଷିଣ ଭାରତରେ ନଡ଼ିଆ ତେଲରେ ଲୋକେ ଖାଦ୍ୟ ରୋଷେଇ କରିଥାନ୍ତି। ଯଦି ଆପଣ ବି ସୁସ୍ଥ ଜୀବନଶୈଳୀ […]

ଧର୍ମ

ମନିପ୍ଲାଣ୍ଟରୁ ଅଧିକ ପ୍ରଭାବଶାଳୀ ଏହି ଗଛ : ଘରେ ଲଗାଇଲେ ହୋଇଯିବେ ମାଲାମାଲ

ଭୁବନେଶ୍ୱର ୦୩/୦୯ : ଧନ ସମ୍ପତ୍ତି ଅର୍ଜନ କରିବା, ଭଲରେ ସୁଖ ଶାନ୍ତିରେ ରହିବା ସମସ୍ତଙ୍କର ସ୍ବପ୍ନ | ଧନ ଅର୍ଜନ କରିବାକୁ ଲୋକେ ପରିଶ୍ରମ କରନ୍ତି | କିଛି ଲୋକେ ଏଥିପାଇଁ ଧାର୍ମିକ ଅନୁଷ୍ଠାନ, ବାସ୍ତୁ ଓ ଜ୍ୟୋତିଷଶାସ୍ତ୍ରର ମଧ୍ୟ ଅନେକ ଉପାୟ କରିଥାନ୍ତି | ଧନ ଅର୍ଜନ ପାଇଁ ଅଧିକାଂଶ ଲୋକେ ଘରେ ମନିପ୍ଲାଣ୍ଟ ଲଗାଇଥାନ୍ତି | କିନ୍ତୁ ଏମିତି ଏକ ଗଛ ଅଛି ଯାହା ମନିପ୍ଲାଣ୍ଟରୁ ଅଧିକ ପ୍ରଭାବଶାଳୀ | ଏହି ଗଛ […]

ସ୍ୱାସ୍ଥ୍ୟ

ସଫା ଚାଉଳର ଭାତ ଡାଇବେଟିସ୍‌ର କାରଣ, ଦକ୍ଷିଣ ଏସିଆରେ ବିପଦ ଅଧିକ: ୧୦ ବର୍ଷର ଗବେଷଣାରୁ ମିଳିଲା ଗୁରୁତ୍ବପୂର୍ଣ୍ଣ ତଥ୍ୟ

ବେଙ୍ଗାଲୁରୁ ୦୬/୦୯: ସଫା ଚାଉଳର ଭାତ(ସଫା ଭାତ) ଡାଇବେଟିସ୍ର କାରଣ । ବିଶେଷ କରି ଦକ୍ଷିଣ ଏସିଆ ଦେଶଗୁଡ଼ିକରେ ଏହାର ବିପଦ ଅଧିକ । ୨୧ଟି ଦେଶରେ ୧,୩୦,୦୦୦ ବୟସ୍କ ବ୍ୟକ୍ତିଙ୍କୁ ନେଇ କରାଯାଇଥିବା ଗବେଷଣାରୁ ଏଭଳି ଭୟଙ୍କର ତଥ୍ୟ ସାମ୍ନାକୁ ଆସିଛି । ଭାରତ, ବ୍ରାଜିଲ, ଚୀନ ଭଳି ଦେଶର ଗବେଷକମାନେ ଏସିଆ, ଆଫ୍ରିକା, ଆମେରିକା ଓ ୟୁରୋପରେ ୧୦ ବର୍ଷ ଧରି ଗବେଷଣା କରି ଏଭଳି ତଥ୍ୟ ଦେଇଛନ୍ତି। ଭାବାଧରିଣୀ ବାଲାଜୀଙ୍କ ନେତୃତ୍ବରେ ଗଠିତ […]

ଲାଇଫ୍ ଷ୍ଟାଇଲ

ଆପଣଙ୍କର ଏହି ୧୦ଟି ଖରାପ ଅଭ୍ୟାସ ରହିଛି କି ? ତେବେ ହେବ ଏହି ସବୁ ମାରାତ୍ମକ ରୋଗ

ଅନେକ ଖରାପ ଅଭ୍ୟାସ ଆଶ୍ଚର୍ଯ୍ୟଜନକ ଭାବେ ଆମ ସ୍ବାସ୍ଥ୍ୟକୁ ନଷ୍ଟ କରି ଦେଇଥାଏ। ଅଜାଣତରେ ହୋଇଥିବା ଏହି ଭୁଲ୍ ପାଇଁ ଆମେ ପରେ ପଶ୍ଚାତାପ କରିଥାଉ। ସୁସ୍ଥ ଏବଂ ଆନନ୍ଦମୟ ଜୀବନ ଚାହୁଁଛନ୍ତି ଯଦି ତେବେ ପ୍ରତିଦିନର ଏହି ଛୋଟ ଛୋଟ ଭୁଲ୍ ପ୍ରତି ଧ୍ୟାନ ଦେବା ଆରମ୍ଭ କରନ୍ତୁ। ବିଶ୍ବାସ କରନ୍ତୁ,ଏହି ୧୦ଟି ଖରାପ ଅଭ୍ୟାସ ଛାଡ଼ିବା ଦ୍ବାରା ଆପଣଙ୍କୁ ଡାକ୍ତର ଏବଂ ଔଷଧ ଉଭୟଙ୍କଠୁ ମୁକ୍ତି ମିଳିବ। ୧. ଅଧିକାଂଶ ସମୟରେ ଆପଣ ଲୋକଙ୍କୁ […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଏହି ୧୦ଟି ଜିନିଷରେ ଲୁଚି ରହିଛି ପ୍ରୋଟିନ୍-ଫାଇବର୍ : ପ୍ରତିଦିନ ଖାଆନ୍ତୁ ସକାଳ ଜଳଖିଆରେ

ସକାଳ ଖାଦ୍ୟରେ ଅସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ବଦଳରେ ଜଳଖିଆରେ କିଛି ନଖାଇବା ଆହୁରି ଭଲ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଜଳଖିଆରେ ଡାଇଟ୍ ବାଲାନ୍ସ ରଖିବା ଦ୍ବାରା କେବଳ ଶରୀରକୁ ଶକ୍ତି ମିଳିନଥାଏ ବରଂ ଏହା ପୂରା ଦିନର ଭୋକକୁ ମଧ୍ୟ ନିୟନ୍ତ୍ରଣ ରଖିଥାଏ। ଆସନ୍ତୁ ଜାଣିବା ୧୦ଟି ଉପଯୁକ୍ତ ଜଳଖିଆ ବିଷୟରେ ୧.ଅଣ୍ଡା : ଅଣ୍ଡାକୁ ପ୍ରୋଟିନ୍ ର ରାଜା କୁହାଯାଏ। କମ୍ କ୍ୟାଲୋରୀ ଯୁକ୍ତ ଅଣ୍ଡା ଦ୍ବାରା ଶରୀରକୁ କେବଳ ପର୍ଯ୍ୟାପ୍ତ ପ୍ରୋଟିନ୍ ମିଳିନଥାଏ ବରଂ […]

ଲାଇଫ୍ ଷ୍ଟାଇଲ

ଭାଗ୍ୟ ଉପରେ ପ୍ରଭାବ ପକାଇଥାଏ ମଣିଷର ବ୍ୟବହାର: ଜାଣନ୍ତୁ କିଭଳି ବଦଳାଇ ପାରିବେ ନିଜ ଭାଗ୍ୟ

ଭୁବନେଶ୍ୱର ୦୮/୦୯ : ମଣିଷ ବ୍ୟବହାର ସହ ଗ୍ରହ ସ୍ଥିତିର ସମ୍ବନ୍ଧ ରହିଛି | ମଣିଷର ବ୍ୟବହାର ଦ୍ୱାରା ଗ୍ରହ ସ୍ଥିତି ମଧ୍ୟ ପ୍ରଭାବିତ ହୋଇଥାଏ | ଭଲ ହେଉ କିମ୍ବା ଖରାପ ମଣିଷର ବ୍ୟବହାର ସିଧାସଳଖ ଗ୍ରହକୁ ପ୍ରଭାବିତ କରିଥାଏ | ଗ୍ରହ କାରଣରୁ ଭାଗ୍ୟ ଉପରେ ମଧ୍ୟ ପ୍ରଭାବ ପଡିଥାଏ | ବେଳେବେଳେ ଆମ ବ୍ୟବହାର ଯୋଗୁଁ ଭାଗ୍ୟ ମଧ୍ୟ ବଦଳି ଯାଇଥାଏ | ବ୍ୟବହାରର ପ୍ରଭାବ ଭାଗ୍ୟ ଉପରେ କିଭଳି ପଡିଥାଏ ଜାଣନ୍ତୁ […]

ସ୍ୱାସ୍ଥ୍ୟ

ଶରୀର ପାଇଁ ହିତକର ଛତୁ: ପୋଷାକ ତତ୍ତ୍ୱ ସହ ରହିଛି ଅନେକ ଔଷଧୀୟ ଗୁଣ

ଭୁବନେଶ୍ୱର ୨୨/୦୯ : ଛତୁ ସ୍ୱାସ୍ଥ୍ୟ ପାଇଁ ହିତକାରକ । ମେଦବହୁଳତା ରୋଗୀଙ୍କ ପାଇଁ ଛତୁ ଅତ୍ୟନ୍ତ ଉପାଦେୟ । ଛତୁ ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ମଧ୍ୟ ନିୟନ୍ତ୍ରଣ ହୋଇଥାଏ । ଛତୁରେ ଅନେକ ପୋଷାକ ତତ୍ତ୍ୱ ସହ ଅନେକ ଔଷଧୀୟ ଗୁଣ ମଧ୍ୟ ରହିଛି । ଛତୁର ଅନେକ ଗୁଣ ରହିଛି । ଛତୁରେ ଅନେକ ମହତ୍ଵପୁର୍ଣ ମିନେରାଲ ଓ ଭିଟାମିନ ରହିଛି । ଏଥିରେ ଭିଟାମିନ-ବି, ଡି, ପୋଟାସିୟମ, ଆଇରନ, ସେଲେନିୟମ ପର୍ଯ୍ୟାପ୍ତ […]

ସ୍ୱାସ୍ଥ୍ୟ

ଆପଣଙ୍କ ନଖର ରଙ୍ଗ କହିବ ଆପଣଙ୍କୁ କେଉଁ ରୋଗ : ପଢ଼ନ୍ତୁ ପୂରା ଖବର

ନଖ କେବଳ ହାତ-ଗୋଡ଼ର ସୌନ୍ଦର୍ଯ୍ୟ ବଢ଼ାଇନଥାଏ ବରଂ ସ୍ବାସ୍ଥ୍ୟ ସହ ଜଡ଼ିତ ଅନେକ ରାଜ ମଧ୍ୟ ଖୋଲିଥାନ୍ତି। ଏଗୁଡ଼ିକର ପରିବର୍ତ୍ତିତ ଆକାର ଏବଂ ରଙ୍ଗ ଆପଣଙ୍କ ଶରୀରର ଅବସ୍ଥା ବିଷୟରେ କହିଥାନ୍ତି। ଏପରି କ୍ଷେତ୍ରରେ ଯଦି ଆପଣଙ୍କ ନଖର ରଙ୍ଗ ମଧ୍ୟ ବଦଳୁଛି କିମ୍ବା ନଖରେ ଡଟସ ଦେଖାଯାଉଛି ତେବେ ନଜରଅନ୍ଦାଜ କରନ୍ତୁ ନାହିଁ। ଅଧିକାଂଶ ସମୟରେ ଲୋକେ ଏହାକୁ କ୍ୟାଲସିୟମ୍ କିମ୍ବା ମିନେରାଲ୍ ଅଭାବ ଭାବି ଇଗ୍ନୋର କରିଥାନ୍ତି କିନ୍ତୁ ନଖର ରଙ୍ଗ ବଦଳିବା ହୃଦ […]