ସ୍ୱାସ୍ଥ୍ୟ

ଦୈନନ୍ଦିନ ଖାଦ୍ୟରେ ଏହି ସବୁ ସାମଗ୍ରୀ ଆଦୌ ବ୍ୟବହାର କରନ୍ତୁ ନାହିଁ

ଆମେ ଦୈନନ୍ଦିନ ରୋଷେଇରେ ବ୍ୟବହାର କରୁଥିବା ଏମିତି ଅନେକ ଖାଦ୍ୟ ପ୍ରସ୍ତୁତି ଉପକରଣ ରହିଛି ଯାହା ଶରୀର ପାଇଁ ଆଦୌ ସୁସ୍ଥକର ନୁହେଁ। ପ୍ରାରମ୍ଭରୁ ସେସବୁ ବ୍ୟବହାର ହେଉଥିବାର ଦେଖିଥିବା ହେତୁ ହେଉ କିମ୍ବା ନିଜେ ବ୍ୟବହାର କରିଥିବା ହେତୁ ହେଉ ସେଗୁଡ଼ିକର ଖରାପ ଗୁଣ ବିଷୟରେ ଚିନ୍ତା କରନ୍ତି ନାହିଁ। ମାତ୍ର ଏପରି ଅନେକ ଜିନିଷ ରହିଛି ଯାହାକୁ ଖାଦ୍ୟରେ ବ୍ୟବହାର କରିବା ଅନୁଚିତ। ବଜାରରେ ମିଳୁଥିବା ଶସ୍ତା ଖୋଲା ତୈଳ ଆଦୌ ବି ଦେହ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଫିକା ପଡ଼ିଲା ଭସାଣ ଯାତ୍ରା, ବିଦାୟ ମହାମାୟା

ବିନା ବାଣରେ ଭସାଣି, କ୍ଷତ୍ରୀୟଗଡ଼ରେ ଅସ୍ତ୍ର ପୂଜା ଭୁବନେଶ୍ବର: ବାଜା ବାଜିଲାନି, ଶୋଭାଯାତ୍ରା ହେଲାନି କି ବିରାଟ ପଟୁଆରରେ ରୋଶଣି ମଧ୍ୟ କରାଗଲାନି। ପ୍ରଶାସନର କରୋନା ମାର୍ଗଦର୍ଶିକା ଅନୁଯାୟୀ ସ୍ମାର୍ଟସିଟିର ପୂଜା ମଣ୍ଡପଗୁଡ଼ିକ ଆଜି ନିରାଡ଼ମ୍ବର ଭାବେ ମା’ଙ୍କୁ ବିଦାୟ ଦେଇଛନ୍ତି। ଗତକାଲି ଦେବୀଙ୍କ ନବଦିନାତ୍ମକ ଲୀଳା ମଣ୍ଡପରେ ଶେଷ ହେବା ପରେ ଆଜି ମା’ଙ୍କୁ ମେଲାଣି ଦିଆଯାଇଛି। ପ୍ରତିବର୍ଷ ଘଣ୍ଟଘଣ୍ଟା, ଡିଜେ, ଚିକିମିକି ଆଲୁଅ ସାଙ୍ଗକୁ ଲୋକକଳା ପ୍ରଦର୍ଶନରେ କମ୍ପି ଉଠୁଥିବା ରାଜଧାନୀ‌ରେ ଏଥରକ ସେ […]

ଦେଶ ବିଦେଶ ମନୋରଞ୍ଜନ

ଗର୍ଭାବସ୍ଥାରେ କରୀନାଙ୍କ କମର୍ସିଆଲ୍ ଫଟୋସୁଟ୍

ବଲିଉଡ୍‌ର ବେବୋ ତଥା କରୀନା କପୁର ଖାନ୍ ବଡ଼ ଭଉଣୀ କରିସ୍ମାଙ୍କ ସହ ଏବେ କମର୍ସିଆଲ୍ ଫଟୋସୁଟ୍ କରୁଥିବା ନଜର ଆସିଛନ୍ତି। ଭଉଣୀ କରିସ୍ମାଙ୍କ ସହ ମିଶି ଫିଲ୍ମରେ କେବେ ନଜର ଆସିନଥିବା କରୀନା ପ୍ରଥମ ଥର ପାଇଁ ଗର୍ଭବତୀ ଥିବା ସମୟରେ ଫଟୋସୁଟ୍‌ କରୁଛନ୍ତି। କରୀନା ଓ କରିସ୍ମା ଉଭୟ ସମାନ ରଙ୍ଗର ଡ୍ରେସ୍ ପିନ୍ଧି ବିଜ୍ଞାପନରେ ସୁଟିଂ କରୁଥିବା ନିଜେ କରିନା ତାଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍‌ରେ ପୋଷ୍ଟ କରିଛନ୍ତି। ଚଳିତ ବର୍ଷ ବଲିଉଡ୍‌ରେ ୨୦ […]

କଳା ଓ ସଂସ୍କୃତି ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

କବି ନିତ୍ୟାନନ୍ଦ ନାୟକଙ୍କୁ ଶାରଳା ପୁରସ୍କାର

ଭୁବନେଶ୍ବର: ଶ୍ରେଷ୍ଠ ସାହିତ୍ୟ କୃତୀ ପାଇଁ ଇମ୍ଫା ଚାରିଟେବୁଲ୍ ଟ୍ରଷ୍ଟ୍ ପକ୍ଷରୁ ଦିଆଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ବରିଷ୍ଠ କବି ନିତ୍ୟାନନ୍ଦ ନାୟକଙ୍କୁ ପ୍ରଦାନ କରାଯାଇଛି। ୨୦୧୭ରେ ଫ୍ରେଣ୍ଡ୍‌ସ ପବ୍ଲିସର୍ସ ଦ୍ବାରା ପ୍ରକାଶିତ ଶ୍ରୀ ନାୟକଙ୍କ କବିତା ପୁସ୍ତକ ‘ସେତେବେଳେ ନଥିବି’ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଛି। କରୋନା ନିୟମାବଳୀକୁ ଦୃଷ୍ଟିରେ ରଖି ୪୧ତମ ଶାରଳା ପୁରସ୍କାର ପ୍ରଦାନ ପାଇଁ ଏକ ସଂକ୍ଷିପ୍ତ ସମାବେଶ ଅନୁଷ୍ଠିତ ହୋଇଥିଲା। ସମାବେଶରେ ଶ୍ରୀ ନାୟକଙ୍କୁ ଉତ୍ତରୀୟ, […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ବାଲେଶ୍ବରରେ ୧୦ ହଜାର ଡେଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ସଂକ୍ରମିତ?

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟ‌ରେ ରାଜ୍ୟରେ ନୂଆ ୧୫୪୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୮୬ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬୫୪ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୫ ହଜାର ୪୮୨କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଏହିସବୁ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୧୫୪୦ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ପୁଣି ୧୨ ମୃତ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟ‌ରେ ରାଜ୍ୟରେ ନୂଆ ୧୫୪୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮୮୬ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬୫୪ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜାଣିବାକୁ ମିଳିଛି। ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୮୫ ହଜାର ୪୮୨କୁ ବୃଦ୍ଧି ପାଇଛି। ୩୦ଟି ଜିଲ୍ଲା ଓ ଷ୍ଟେଟ୍ ପୁଲରୁ ଏହିସବୁ […]

ଖେଳ ଦେଶ ବିଦେଶ

ଫେଲ୍ ମାରିଲେ ଦିଲ୍ଲୀ ବ୍ୟାଟସମ୍ୟାନ୍, ୮୮ ରନରେ ଜିତିଲା ସନରାଇଜର୍ସ ହାଇଦ୍ରାବାଦ

ଦୁବାଇ, ୨୭|୧୦: ଦିଲ୍ଲୀ କ୍ୟାପିଟାଲ୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମୁକାବିଲାରେ ହାଇଦ୍ରାବାଦ ୮୮ ରନରେ ବିଜୟୀ ହୋଇଛି । ୨୨୦ ରନର ବିଜୟ ଲକ୍ଷ୍ୟକୁ ପିଛା କରୁଥିବା ଦିଲ୍ଲୀ ନିର୍ଧାରିତ ୧୯ ଓଭରରେ ୧୩୧ ରନରେ ଅଲଆଉଟ ହୋଇଯାଇଥିଲା । ଏହି ବିଜୟ ସହ ହାଇଦ୍ରାବାଦର ପ୍ଲେଅଫ ଖେଳିବା ଆଶା ଉଜ୍ଜୀବିତ ରହିଛି । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦକୁ ଦୁଇ ଓପନର ଡେଭିଡ୍ ଓ୍ଵାର୍ଣ୍ଣର ଓ ଋଦ୍ଧିମାନ ଶାହା ଦମଦାର […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

୭୫ ବର୍ଷ ବୟସରେ ପ୍ରେମ ନିଶା: ବ୍ୟାଣ୍ଡ ବାଜା ସହ ବରଯାତ୍ରୀ ନେଇ ଗଲେ, ରୀତିନୀତି ଅନୁସାରେ ହେଲା ବାହାଘର

ପ୍ରତାପଗଡ଼ ୨୮/୧୦ : କଥା ଅଛି ପ୍ରେମ ପାଇଁ କୌଣସି ବୟସ ସୀମା ନାହିଁ। କେତେବେଳେ କେଉଁ ସମୟରେ କେଉଁ ବୟସରେ ପ୍ରେମ ହେବ ତାହା କହିହେବ ନାହିଁ। ଉତ୍ତର ପ୍ରଦେଶ ପ୍ରତାପଗଡ଼ରୁ ଏହିଭଳି ଏକ ମାମଲା ସାମ୍ନାକୁ ଆସିଛି। ପ୍ରତାପଗଡ଼ ଥାନା ଅନ୍ତର୍ଗତ ପାଟହଟିୟା ଗାଁରେ ଜଣେ ୭୫ ବର୍ଷ ବୟସ୍କ ବୃଦ୍ଧ ବିବାହ କରିଛନ୍ତି। ୭୫ ବର୍ଷ ବୟସ୍କ ଅବଧ ନାରାୟଣ ସୁବସା ଗାଁର ୪୫ ବର୍ଷ ବୟସ୍କା ରାମରତିଙ୍କ ସହ ବିବାହ କରିଛନ୍ତି। […]

ଦେଶ ବିଦେଶ ମନୋରଞ୍ଜନ ରାଜନୀତି

ବିହାର ଜନତାଙ୍କୁ ସୋନୁ ସୁଦ୍‌ଙ୍କ ଅପିଲ୍-‘ଆଙ୍ଗୁଠିରେ ନୁହେଁ, ବୁଦ୍ଧି ଖଟାଇ କରନ୍ତୁ ମତଦାନ’

ପାଟନା ୨୮/୧୦ : ବିହାରରେ ଆଜି, ଅକ୍ଟୋବର ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ ମତଦାନ ଜାରି ରହିଛି। ମତଦାନ କେନ୍ଦ୍ରରେ ଲୋକେ ସକାଳୁ ଭୋଟ ଦେବା ପାଇଁ ଛିଡା ହୋଇଛନ୍ତି। ତମାମ ନେତା ଲୋକଙ୍କୁ ବଢ଼େଇଚଢେଇ ମତଦାନ ପାଇଁ ଅପିଲ କରିଛନ୍ତି। ଏମିତି ସ୍ଥିତିରେ ବଲିଉଡ ଅଭିନେତା ସୋନୁ ସୁଦ ମଧ୍ୟ ଜନତାଙ୍କୁ ଏକ ଅପିଲ କରିଛନ୍ତି। ମତଦାନରେ ସେ ଆଙ୍ଗୁଠି ବ୍ୟବହାର ନ କରି ନିଜ ବୁଦ୍ଧି ଖଟାଇ ମତଦାନ କରିବାକୁ ଜନତାଙ୍କୁ ଅପିଲ କରିଛନ୍ତି। […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବନକ ଲାଗି ନୀତି

ପୁରୀ ୨୮।୧୦: ଶ୍ରୀମନ୍ଦିରରେ ଆଜି କାର୍ତ୍ତିକ ନୀତି ସହ ମହାପ୍ରଭୁଙ୍କ ଶ୍ରୀମୃଖ ଶୃଙ୍ଗାର ବା ବନକ ଲାଗି ନୀତି ଅନୁଷ୍ଠିତ ହେବ। ଆଜି ଦ୍ବିତୀୟ ଭୋଗ ମଣ୍ଡପ ପରେ ଦତ୍ତ ମହାପାତ୍ର ସେବାୟତମାନେ ମହାପ୍ରଭୁଙ୍କ ଏହି ନୀତି ଆରମ୍ଭ କରିବେ । ବନକଲାଗି ନୀତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନୀର୍ଘଣ୍ଟ ଚୂଡ଼ାନ୍ତ ହୋଇଛି । ପ୍ରଥା ଓ ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିରରେ ପ୍ରତ୍ୟେକ ବୁଧବାର କିମ୍ବା ଗୁରୁବାରରେ ବନକ ଲାଗି ନୀତି ପାଳନ ହେବାର […]