ସ୍ୱାସ୍ଥ୍ୟ

ସାବଧାନ ! ଅଧିକ ମାତ୍ରାରେ ଗର୍ଭନିରୋଧକ ବଟିକା ସେବନ ସ୍ୱାସ୍ଥ୍ୟ ପାଇଁ ହାନିକାରକ, ମହିଳାମାନେ ନିଶ୍ଚୟ ଜାଣିବା ଦରକାର

ଭୁବନେଶ୍ୱର ୨୦/୧୦ : ଅସୁରକ୍ଷିତ ସମ୍ଭୋଗ ପରେ ଜରୁରୀକାଳୀନ ଗର୍ଭନିରୋଧକ ବଟିକା ମହିଳାଙ୍କୁ ଗର୍ଭାବସ୍ଥା ରୋକିବାର ମଉକା ନିଶ୍ଚୟ ଦେଇଥାଏ କିନ୍ତୁ ଏହାର ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟ ରହିଛି। ନିୟମିତ ଏହି ବଟିକା ସେବନ କରିବା ଦ୍ୱାରା ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ। ନିୟମିତ ଏହି ବଟିକା ସେବନ ଦ୍ୱାରା ହର୍ମୋନ ସନ୍ତୁଳନ ମଧ୍ୟ ବିଗିଡି ଯାଇଥାଏ। ଏହି ବଟିକା ସେବନ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ଡାକ୍ତରଙ୍କ ଅନୁଯାୟୀ, ୨୫-୪୫ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅଫିସରେ ଆପଣ କେବଳ ନିଜ କାମରେ ମନ ଦିଅନ୍ତୁ। ବ୍ୟବସାୟ କାର୍ଯ୍ୟ ପାଇଁ ଦୂର ସ୍ଥାନକୁ ଯାତ୍ରାରେ ଯିବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ ରହିବ। ବୃଷ: ଆପଣଙ୍କ ସ୍ବଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ। ଚାକିରିଆଙ୍କୁ ପାରିତୋଷିକ ମିଳିପାରେ। ବ୍ୟବସାୟରେ ଭଲ ଲାଭ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ମିଥୁନ: ଜୀବନରେ ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ। ସବୁ କାମ ସରଳତାପୂର୍ବକ ପୂରା ହେବ। ନୂଆ ଗ୍ରୁପରେ ମିଶିବାର ବିଚାର କରିବେ। କର୍କଟ: କଳ୍ପନା […]

ଖେଳ ଦେଶ ବିଦେଶ

ସୂଚୀ ସୁନିଶ୍ଚିତ, ନଭେମ୍ବର ୧୨ରେ ସିଡ୍‌ନି ପହଞ୍ଚିବ କୋହଲି ବାହିନୀ

ମେଲବର୍ନରେ ବକ୍ସିଂ ଡେ’ ଟେଷ୍ଟ୍, ସିଡ୍‌ନିରେ ସଙ୍ଗରୋଧ ସହ ପ୍ରଶିକ୍ଷଣ ଶିବିର ମେଲବର୍ନ: କ୍ରିକେଟ୍ ଅଷ୍ଟ୍ରେଲିଆ (ସିଏ) ବୁଧବାର ବହୁ ପ୍ରତୀକ୍ଷିତ ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳା ସୂଚୀକୁ ଚୂଡାନ୍ତ ରୂପ ଦେଇଛି। ତଦନୁଯାୟୀ ଭାରତୀୟ କ୍ରିକେଟ୍ ଦଳ ଆଇପିଏଲ୍-୧୩ ସରିବାର ଦୁଇ ଦିନ ପରେ ଅର୍ଥାତ୍ ନଭେମ୍ବର ୧୨ ତାରିଖରେ ସିଡ୍‌ନି ପହଞ୍ଚି ସେଠାରେ ନଭେମ୍ବର ୨୬ ତାରିଖ ପର୍ଯ୍ୟନ୍ତ ସଙ୍ଗରୋଧରେ ରହିବ। ସଙ୍ଗରୋଧ ବେଳେ କିନ୍ତୁ ଭାରତୀୟ ଖେଳାଳିଙ୍କୁ ଅଭ୍ୟାସ କରିବାର ସଂପୂର୍ଣ୍ଣ ସୁଯୋଗ ମିଳିବ। ବିସିସିଆ‌ଇର […]

ଶିକ୍ଷା ଓ ନିଯୁକ୍ତି

ପିଲାଙ୍କ ପାଠପଢ଼ାରେ ମନ ଲାଗୁନାହିଁ କି ? ଷ୍ଟଡି ରୁମରେ ଏସବୁ ଜିନିଷ ପ୍ରତି ରଖନ୍ତୁ ଧ୍ୟାନ

ବାସ୍ତୁ ଶାସ୍ତ୍ର ଅନୁସାରେ ପାଠପଢ଼ାରେ ମନ ଲଗାଇବା ଏବଂ କ୍ୟାରିୟର ବନାଇବା ପାଇଁ ଧ୍ୟାନ କେନ୍ଦ୍ରିତ କରିବା ସବୁଠୁ ଅଧିକ ଜରୁରୀ। ପିଲାଙ୍କ ଉଜ୍ଜ୍ବଳ ଭବିଷ୍ୟତ ପାଇଁ ପାଠପଢ଼ା ରୁମ୍ ଅର୍ଥାତ୍ ଷ୍ଟଡି ରୁମ୍ ଠିକ ଭାବେ ବ୍ୟବସ୍ଥିତ କରିବା ଉଚିତ୍। ଘରେ ବାସ୍ତୁ ଦୋଷ ହେବା ଦ୍ବାରା ନକରାତ୍ମକତା ବଢ଼ିଥାଏ ଏବଂ ମନର ଏକାଗ୍ରତା ବଜାୟ ରହିପାରେ ନାହିଁ। ଯାହା ଦ୍ବାରା ମାନସିକ ଚିନ୍ତା ବଢ଼ିଥାଏ ଏବଂ ପାଠପଢ଼ାରେ ଆଗ୍ରହ ବଢ଼ିଥାଏ। ବାସ୍ତୁ ଅନୁସାରେ ଷ୍ଟଡି […]

ସ୍ୱାସ୍ଥ୍ୟ

ଷ୍ଟ୍ରୋକର ଆଶଙ୍କାକୁ କମ୍ କରିବ ଏହି ୭ଟି ଜିନିଷ : ଜାଣନ୍ତୁ କେତେ ଭୟଙ୍କର ଏହି ରୋଗ

ଆପଣ ଜାଣନ୍ତି କି ପ୍ରତି ୪୦ସେକେଣ୍ଡରେ ଜଣେ ବ୍ୟକ୍ତି ଷ୍ଟ୍ରୋକର ଶିକାର ହୋଇଥାଏ। ଆମେରିକାରେ ଷ୍ଟ୍ରୋକ ମୃତ୍ୟୁର ପଞ୍ଚମ ସବୁଠୁ ବଡ଼ କାରଣ। ଷ୍ଟ୍ରୋକ୍ ଯେକୌଣସି ମଣିଷଙ୍କୁ ହୋଇପାରେ। ଡାକ୍ତରଙ୍କ ମତରେ ମସ୍ତିଷ୍କର କୋଶିକା ମଧ୍ୟରେ ଠିକ ଭାବେ ରକ୍ତ ସଞ୍ଚାରଣ ନ ହେବା ଫଳରେ ଏହା ହୋଇଥାଏ। ଯେତେବେଳେ ଏହି କୋଶିକାଗୁଡ଼ିକୁ ପର୍ଯ୍ୟାପ୍ତ ଅକ୍ସିଜେନ୍ ଏବଂ ପୋଷଣ ମିଳିବା ବନ୍ଦ ହୋଇଯାଇଥାଏ ସେତେବେଳେ ବ୍ୟକ୍ତି ଷ୍ଟ୍ରୋକର ଶିକାର ହୋଇଥାଏ। ଷ୍ଟ୍ରୋକ ପ୍ରତି ଲୋକଙ୍କୁ ଜାଗ୍ରତ କରିବା […]

ଖେଳ ଦେଶ ବିଦେଶ

ଆଇପିଏଲ୍ ମ୍ୟାଚ୍ ମଝିରେ ବିରାଟ କୋହଲି ପତ୍ନୀ ଅନୁଷ୍କା ଶର୍ମାଙ୍କୁ ଇସାରାରେ ପଚାରିଲେ-‘ତମେ ଖାଇଚ?’ ଅନୁଷ୍କା ଦେଲେ ଏମିତି ଉତ୍ତର

ନୂଆଦିଲ୍ଲୀ ୨୯/୧୦: ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ ଆଇପିଏଲରେ କ୍ରମାଗତ ଦୁଇଟି ମ୍ୟାଚ୍ ହାରିସାରିଲାଣି। ରବିବାର ଚେନ୍ନାଇ ସୁପର କିଙ୍ଗସ ସହ ଥିଲା ବେଙ୍ଗାଲୁରୁର ମ୍ୟାଚ୍। ସେଥିରେ ମଧ୍ୟ ସିଏସକେ ସହଜରେ ବିଜୟ ହାସଲ କରିଥିଲା। ମାତ୍ର ସେ ମ୍ୟାଚ୍ ଭିତରେ ବିରାଟ ଏମିତି କିଛି କାରନାମା କରି ଦେଖାଇଛନ୍ତି ଯାହା ଏବେ ସମସ୍ତଙ୍କୁ ବେଶ ପସନ୍ଦ ଆସିବା ସହ ସମସ୍ତଙ୍କ ମନ ମଧ୍ୟ ଜିଣିଛି। ମ୍ୟାଚ୍ ଦେଖିବାକୁ ଆସିଥିଲେ ତାଙ୍କ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା। ମ୍ୟାଚ୍ […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

JEE Main ଟପ୍ପର ଗିରଫ : ପରୀକ୍ଷାରେ ଅନ୍ୟକୁ ବସାଇ ପାଇଥିଲେ ୯୯.୮%

ଗୁଆହାଟୀ ୨୯/୧୦: ଆସାମ ପୋଲିସ୍ JEE Main ପରୀକ୍ଷାରେ ଏକ ବଡ଼ ଠକାମିର ଖୁଲାସା କରିଛି। ପୋଲିସ୍ ଜେଇଇରେ ୯୯.୮% ପ୍ରତିଶତ ନମ୍ବର ସହ ଆସାମରେ ଟପ୍ କରିଥିବା ପରୀକ୍ଷାର୍ଥୀ ,ତାଙ୍କ ବାପା ଡାକ୍ତର ଜ୍ୟୋତିର୍ମୟ ଦାସ (ଗୁଆହାଟୀର ଜଣେ ଡାକ୍ତର) ଏବଂ ପ୍ରକ୍ସିର ବ୍ୟବସ୍ଥା କରିଥିବା ଅନ୍ୟ ୩ଜଣଙ୍କୁ ଗିରଫ କରିଛି। ଅଭିଯୋଗ ଅନୁସାରେ ଜେଇଇ ଟପର ନୀଲ ନକ୍ଷତ୍ର ଦାସ ବିନା​‌ ପରୀକ୍ଷା ଦେଇ JEE Main ପରୀକ୍ଷାରେ ୯୯.୮% ହାସିଲ କରିଥିଲେ। ଅର୍ଥାତ୍ […]

ଦେଶ ବିଦେଶ ରାଜନୀତି ସ୍ୱାସ୍ଥ୍ୟ

ବିହାର ପରେ ମଧ୍ୟପ୍ରଦେଶରେ ମିଳିବ ମାଗଣା କରୋନା ଟିକା

ନୂଆଦିଲ୍ଲୀ ୨୯/୧୦: ମଧ୍ୟପ୍ରଦେଶ ବାସିନ୍ଦାଙ୍କ ପାଇଁ ଭଲ ଖବର। ବିହାର ପରେ ମଧ୍ୟପ୍ରଦେଶରେ ଦିଆଯିବ ମାଗଣାରେ କରୋନା ଟିକା। ଭାରତୀୟ ଜନତା ପାର୍ଟି ଏମିତି କିଛି ପ୍ରତିଶ୍ରୁତି କରିଛି। ନଭେମ୍ବର ୩ରେ ୧୮ଟି ବିଧାନସଭା କ୍ଷେତ୍ରରେ ଉପନିର୍ବାଚନ ହେବ, ଯେଉଁଥିପାଇଁ ବିଜେପି ନିଜ ଘୋଷଣାପତ୍ରରେ ମଧ୍ୟପ୍ରଦେଶର ପ୍ରତ୍ୟେକ ବାସିନ୍ଦାକୁ କୋଭିଡ ଭାକସିନ ମାଗଣାରେ ଦିଆଯିବା ନେଇ ପ୍ରତିଶ୍ରୁତି ଦେଇଛି। ୨୯ ନିର୍ବାଚନୀ କ୍ଷେତ୍ରରୁ ପ୍ରତ୍ୟେକଙ୍କ ପାଇଁ ବିଜେପି ସଂକଳ୍ପ ପତ୍ର​ ଶୀଷର୍କରୁ ଅଲଗା ଘୋଷଣାପତ୍ର ଜାରି କରିଛି। […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଲକ୍ଷ୍ମୀପୂଜା ଓ କାଳୀପୂଜା ପାଇଁ ପ୍ରଶାସନର ପ୍ରସ୍ତୁତି ବୈଠକ, କୋଭିଡ଼ ନିୟମ ଭାଙ୍ଗିଲେ ୧ଲକ୍ଷ ଟଙ୍କା ଜରିମାନା

ଭଦ୍ରକ ୨୯।୧୦ : ଭଦ୍ରକରେ ଲକ୍ଷ୍ମୀପୂଜା ଓ ପ୍ରସିଦ୍ଧ କାଳୀପୂଜା ପାଇଁ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ବସିଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଛି । ବୈଠକରେ ଜିଲ୍ଲାପାଳ ଡ. ଜ୍ଞାନ ଦାସଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲାର ପ୍ରଶାସନିକ ଅଧିକାରୀ, ବିଭିନ୍ନ ପୂଜା କମିଟିର କର୍ମକର୍ତ୍ତା , ପୁଲିସ ଅଧିକାରୀ ଉପସ୍ଥିତ ରହିଥିଲେ । ତେବେ ପୂଜା ପୂର୍ବରୁ ସମସ୍ତ ପୂଜା କମିଟି ଉପଜିଲ୍ଲାପାଳଙ୍କ ଠାରୁ ବିଧିବଦ୍ଧ ଅନୁମତି ନେବାକୁ ବାଧ୍ୟ । ମଣ୍ଡପ […]

ଶିକ୍ଷା ଓ ନିଯୁକ୍ତି

ଜେନେଟିକ୍‌ ଇଞ୍ଜିନିୟରଙ୍କ ଦାବି: ୨୦୪୫ ବେଳକୁ ମରିବା ହେବ ଇଚ୍ଛାଧୀନ, ବୟାସାଧିକ୍ୟ ରୋଗର ହୋଇପାରିବ ଚିକିତ୍ସା

ନୂଆଦିଲ୍ଲୀ ୨୮/୧୦: ୨୫ ବର୍ଷ ପରେ ମୃତ୍ୟୁ ଅକସ୍ମାତ ନୁହେଁ ବରଂ ନିଜ ଇଚ୍ଛାରେ ଆସିବ। ମୃତ୍ୟୁକୁ ବଶବର୍ତ୍ତୀ କରିବା ସହ ବୟସ କମାଇବା ସହଜ ହୋଇଯିବ ବୋଲି ବାର୍ସେଲୋନାର ଦୁଇ ଜେନେଟିକ୍‌ ଇଞ୍ଜିନିୟର ଦାବି କରିଛନ୍ତି। ସେମାନଙ୍କ ଦ୍ବାରା ପ୍ରକାଶିତ ଏକ ପୁସ୍ତକରେ ଏନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ସେମାନଙ୍କ ଦାବି ଅନୁସାରେ ୨୦୪୫ ବେଳକୁ ମୃତ୍ୟୁ ସ୍ବଇଚ୍ଛାରେ ଆସିବାକୁ ଥିବା ବେଳେ ବୟାସିଧିକ୍ୟ କାରଣରୁ ଆଉ ଲୋକେ ମୃତ୍ୟୁବରଣ କରିବେ ନାହିଁ। ଦୁଇ […]