ଦେଶ ବିଦେଶ ମନୋରଞ୍ଜନ

ଆଜି କାଜଲଙ୍କ ବିବାହ

କଣ୍ଠଶିଳ୍ପୀ ନେହା କକ୍କଡ଼ଙ୍କ ପରେ ଏବେ ଦକ୍ଷିଣୀ ଅଭିନେତ୍ରୀ କାଜଲ ଅଗ୍ରୱାଲ ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଆସନ୍ତାକାଲି ଅର୍ଥାତ(ଶୁକ୍ରବାର) ତାଙ୍କର ବିବାହ ଥିବା ବେଳେ ଏନେଇ ସମସ୍ତ ପ୍ରସ୍ତୁତି ସରିଛି। ଆଜି ତାଙ୍କର ମେହେନ୍ଦି ଓ ହଳଦୀ ରଶମ ଶେଷ ହୋଇଛି। ହାତରେ ମେହେନ୍ଦି ଲଗାଇ ବେଶ୍‌ ଚୁଲ୍‌ବୁଲି ଅନ୍ଦାଜରେ ଆଜି ସାମାଜିକ ଗଣମାଧ୍ୟମରେ ସେ ନିଜର କିଛି ଫଟୋ ସେୟାର କରିଛନ୍ତି। ଏଥିରେ ସେ ବହୁତ ଖୁସିଥିବା ‌ଦେଖିବାକୁ ମିଳିଛି। ଆସନ୍ତାକାଲି ତାଙ୍କର […]

କଳା ଓ ସଂସ୍କୃତି ଧର୍ମ

ଆଜି ଶରତ ପୂର୍ଣ୍ଣିମା : ଜାଣନ୍ତୁ ଏହାର ଶୁଭ ମୁହୂର୍ତ୍ତ ଏବଂ କ୍ଷୀରି କରିବାର ମହତ୍ତ୍ବ

ହିନ୍ଦୁ ଧର୍ମରେ ଶରତ ପୂର୍ଣ୍ଣିମାର ବିଶେଷ ମହତ୍ତ୍ବ ରହିଛି। ଏପରି ବିଶ୍ବାସ ରହିଛି ଯେ ଶରତ ପୂର୍ଣ୍ଣିମା ବ୍ରତ କରିବା ଦ୍ବାରା ସମସ୍ତ ମନୋସ୍କାମନା ପୂର୍ଣ୍ଣ ହୋଇଥାଏ। ଶରତ ପୂର୍ଣ୍ଣିମାକୁ କୋଜାଗରୀ ପୂର୍ଣ୍ଣିମା ନାଁରେ ମଧ୍ୟ ଜଣାଯାଇଥାଏ। କୁହାଯାଇଥାଏ ଯେ ଏହି ଦିନ ଚନ୍ଦ୍ର ପୃଥିବୀରେ ଅମୃତ ବର୍ଷା କରିଥାନ୍ତି। ଶରତ ପୂର୍ଣ୍ଣିମା ଦିନ ଚନ୍ଦ୍ର,ମାଆ ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ପୂଜାର ବିଧାନ ଥାଏ। ଶରତ ପୂର୍ଣ୍ଣିମାରେ ଚନ୍ଦ୍ର ଏବଂ ପରିଷ୍କାର ଆକାଶ ମୌସୁମୀ ପୂରାପୂରି […]

ଦେଶ ବିଦେଶ ମନୋରଞ୍ଜନ

‘କୋଭିଡ ପାଇଁ ସବୁ କିଛି ଘୁଞ୍ଚିଗଲା’ : ବିବାହକୁ ନେଇ ବଡ଼ କଥା କହିଲେ ଅଭିନେତ୍ରୀ ଶ୍ରୀଜିତା ଦେ

ମୁମ୍ବାଇ ୩୦/୧୦: ଟିଭି ଅଭିନେତ୍ରୀ ଶ୍ରୀଜିତା ଦେ ଲକଡାଉନରେ ନିଜର ଅଧିକାଂଶ ସମୟ ନିଜ ବୟଫ୍ରେଣ୍ଡ ମାଇକେଲ୍ ବ୍ଲୋହମଙ୍କ ସହ ଗୋଆରେ ବିତାଇଛନ୍ତି। ଏହା ତାଙ୍କ ପାଇଁ ଏକ ଚମତ୍କାର ସଂଯୋଗ ଥିଲା। ଏହି ଯୋଡ଼ି ନିଜ ବନ୍ଧୁ ଟିନା ଦତ୍ତା,ଆସ୍କା ଗୋରାଡିଆ ଏବଂ ବନ୍ଧୁ ବ୍ରେଣ୍ଟ ଗୋବ୍ଲେଙ୍କ ସହ ଛୁଟି କଟାଇବାକୁ ଗୋଆ ଯାଇଥିଲେ। କିନ୍ତୁ ବାକି ସମସ୍ତଙ୍କ ଭଳି ଏମାନେ ମଧ୍ୟ ଲକଡାଉନ୍ ଯୋଗୁଁ ସେଠାରେ ହିଁ ଫସି ଯାଇଥିଲେ। ଶ୍ରୀଜିତା କହିଛନ୍ତି ଯେ […]

ଦେଶ ବିଦେଶ ମନୋରଞ୍ଜନ

ତାରକ ମେହତା କା ଉଲଟା ଚଶମା ଫେମ୍ ସମୟ ଶାହଙ୍କୁ ମିଳିଲା ଜୀବନରେ ମାରି ଦେବାକୁ ଧମକ : ମାମଲା ରୁଜୁ

ମୁମ୍ବାଇ ୩୦/୧୦: କମେଡ଼ି ଧାରାବାହିକ ‘ତାରକ ମେହତା କା ଉଲଟା ଚଶମା’ରେ ଗୋଗି ଭୂମିକାରେ ଅଭିନୟ କରୁଥିବା ସମୟ ଶାହ ମୁମ୍ବାଇର ବୋରିବଲି ପୋଲିସ୍ ଷ୍ଟେସନରେ କିଛି ଯୁବକଙ୍କ ବିରୋଧରେ ତାଙ୍କୁ ଧମକାଇବାର ମାମଲା ରୁଜୁ କରିଛନ୍ତି। ସମୟ ପୋଲିସକୁ ଦେଇଥିବା ଅଭିଯୋଗରେ କହିଛନ୍ତି ଯେ କିଛି ଦିନ ତଳେ ସୁଟିଂରୁ ଫେରିବା ସମୟରେ ତାଙ୍କ ସୋସାଇଟି ବାହାରେ କିଛି ଯୁବକ ତାଙ୍କୁ ରୋକିଥିଲେ ଏବଂ ଅଶ୍ଳୀଳ ଗାଳି ଦେଇ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। […]

ଦେଶ ବିଦେଶ ମନୋରଞ୍ଜନ

ହଲିଉଡ୍‌ ସୁପରଷ୍ଟାର ବ୍ରାଡ୍‌ ପିଟ୍ଟଙ୍କ ହେଲା Breakup: ୨୭ ବର୍ଷୀୟା ମଡେଲ୍‌ଙ୍କ ସହ କରୁଥିଲେ ଡେଟିଂ

ନୂଆଦିଲ୍ଲୀ ୨୯/୧୦: ହଲିଉଡ ସୁପରଷ୍ଟାର ବ୍ରାଡ୍‌ ପିଟ୍‌ଙ୍କ ପ୍ରେମ କାହାଣୀରେ ପଡ଼ିଲା ପୂର୍ଣ୍ଣଛେଦ। ବ୍ରାଡ୍‌ ପିଟ୍‌ଙ୍କ ବ୍ରେକ୍ଅପ୍‌ ଖବର ସାମ୍ନାକୁ ଆସିଛି। ନିଜର ଗାର୍ଲଫ୍ରେଣ୍ଡ ୨୭ ବର୍ଷୀୟା ମଡେଲ ନିକୋଲ୍‌ ପୋଟୁରାଲିସ୍କି ସହ ବ୍ରାଡ୍‌ ବ୍ରେକ୍‌ଅପ୍‌ କରିଥିବା ଜଣାପଡ଼ିଛି। ଏକାଠି ନଜର ଆସିବାର ୩ ମାସ ପରେ ସେମାନଙ୍କ ବିଚ୍ଛେଦ ହୋଇଥିବା ଖବର ମିଳିଛି। ଅଗଷ୍ଟରେ ୫୬ ବର୍ଷୀୟ ଅଭିନେତା ଓ ୨୭ ବର୍ଷୀୟା ମଡେଲଙ୍କୁ ଡେଟ୍‌ ସମୟରେ ଦେଖିବାକୁ ମିଳିଥିଲା। ସେତେବେଳେ ଏକ ଖବର ମିଳିଥିଲା […]

ଦେଶ ବିଦେଶ ମନୋରଞ୍ଜନ

ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ ବମ୍‌ବ’ର ନାଁ ବଦଳି ହେଲା ‘ଲକ୍ଷ୍ମୀ’

ନୂଆଦିଲ୍ଲୀ ୩୦/୧୦: ବଦଳିଗଲା ଫିଲ୍ମ ‘ଲକ୍ଷ୍ମୀ ବମବ’ର ନାଁ। ଅକ୍ଷୟ କୁମାର ଓ କିୟାରା ଆଡଭାନୀଙ୍କ ଅଭିନୀତ ଏ ସିନେମାର ନାଁ ଏବେ ହେଲା ‘ଲକ୍ଷ୍ମୀ’। ସାମାଜିକ ଗଣମାଧ୍ୟମରେ ଫିଲ୍ମର ନାଁକୁ ନେଇ ଅନେକ ବିବାଦ ଦେଖା ଦେଇଥିଲା। ଏହା ସହ ବ୍ୟାନ୍ ଲକ୍ଷ୍ମୀ ବମ୍‌ବ ବୋଲି ସୋସିଆଲ ମିଡିଆରେ ଟ୍ରେଣ୍ଡ କଲା। ରାଘବ ଲରେନ୍ସଙ୍କ ନିର୍ଦେଶିତ ଏ ସିନେମା ଗୁରୁବାର ସେନସର ସାର୍ଟିଫିକେଟ୍ ପାଇଁ ଯାଇଥିଲା ଓ ସ୍କ୍ରିନିଂ ପରେ ନିର୍ମାତା ସିବିଏଫସି ସହ କଥାବାର୍ତା […]

ସ୍ୱାସ୍ଥ୍ୟ

ଓଡ଼ିଶାରେ ପୁଣି ଥରେ କରୋନା ସଂକ୍ରମଣ : ସଜାଗ ନ ରହିଲେ ସଂକ୍ରମିତ ହେବାର ଆଶଙ୍କା ଅଧିକ

ଭୁବନେଶ୍ବର ୩୦/୧୦: ଶୀତରେ କରୋନା ବଢିବା ସମ୍ଭାବନା ରହିଛି। ସଜାଗ ନରହିଲେ ସଂକ୍ରମଣ ବଢିବାର ସମ୍ଭାବନା ଅଧିକ ରହିଛି। ବର୍ତମାନ ସଂକ୍ରମଣ ହ୍ରାସ ପାଇଛି । ଦୈନିକ ୧୫୦୦ ପାଖାପାଖି ରହୁଛି। ଭୁବନେଶ୍ୱରରେ ୧୦୦ ପାଖା ପାଖି ପହଂଚିଛି। ପୂଜାରେ ବଢିବ ବୋଲି ଆଶଙ୍କା କରାଯାଉଥିଲା,ଲୋକଙ୍କ ସହଯୋଗ ଯୋଗୁଁ ଏହା କମିଛି,ତାଳମୁହାଁ ହେବାର ସ୍ଥିତି ଦେଖାଯାଇଛି। ଓଡ଼ିଶାରେ ବି ଇନଫେକ୍ସନ ହେଉଛି। କିନ୍ତୁ ବହୁତ କମ। ଆଇଏଲଏସ ରେ ଟେଷ୍ଟ ହୋଇଥିବା କିଛି ବ୍ୟକ୍ତିଙ୍କ ମଧ୍ୟରୁ ୩-୪ […]

ଖେଳ ଦେଶ ବିଦେଶ

ଆଇପିଏଲ ୨୦୨୦ : ଟସ୍ ଜିତିଲା ଚେନ୍ନାଇ, ପ୍ରଥମେ କରିବ ଫିଲ୍ଡିଂ

ଦୁବାଇ, ୨୯/୧୦: ଆଜି ଚଳିତ ଆଇପିଏଲ୍‌ର ଏକ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍‌ସ ଓ କୋଲକାତା ନାଇଟ୍‌ ରାଇଡର୍ସ । ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଚେନ୍ନାଇ । ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଟସ୍ ଜିତି କୋଲକାତାକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି । ଅର୍ଥାତ ପ୍ରଥମେ ବୋଲିଂ କରିବ ଚେନ୍ନାଇ । କୋଲକାତା ପାଇଁ ଏହି ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ । ଲିଗ୍‌ ପର୍ଯ୍ୟାୟରେ ଦଳର ଆଉ ମାତ୍ର ୨ଟି […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ପୁଣି କରୋନାରେ ଆଖି ବୁଜିଲେ ୧୧ ଜଣ ଆକ୍ରାନ୍ତ: ମୃତ୍ୟୁ ସଂଖ୍ୟା ୧୩ ଶହକୁ ଛୁଇଁଲା

ଭୁବନେଶ୍ବର ୩୦/୧୦: କରୋନା ସଂକ୍ରମଣ କମିଛି ସତ ମୃତ୍ୟୁରେ ବ୍ରେକ୍‌ ଲାଗୁନି । ରାଜ୍ୟରେ ବେକାବୁ ହେଉଛି କୋଭିଡ୍‌ ମୃତ୍ୟୁ । ଗତ୨୪ ଘଣ୍ଟା ମଧ୍ୟରେ ୧୧ ଜଣ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୦୮ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ୨୪ଘଣ୍ଟାରେ ୧୧ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି […]

ଶିକ୍ଷା ଓ ନିଯୁକ୍ତି

ଛୋଟ ପିଲାଙ୍କ ପାଇଁ ମୋବାଇଲ୍ ଫୋନ୍ କେତେ କ୍ଷତିକାରକ : ପଢ଼ନ୍ତୁ ପୂରା ଖବର

ମୋବାଇଲ୍ ଫୋନ୍ ଏବେ ଲୋକଙ୍କ ଜୀବନର ଗୁରୁତ୍ବପୂର୍ଣ୍ଣ ଅଂଶ ହୋଇ ଯାଇଛି। ଖାସ୍ କରି ସ୍ମାର୍ଟଫୋନ୍ ଦିନଚର୍ଯ୍ୟାରେ ସାମିଲ ହୋଇ ସାରିଛି,କାରଣ ଏହା ସହ ଆସୁଥିବା ସୁବିଧା ଆମେ ପ୍ରତିଦିନ ବ୍ୟବହାର କରିଥାଉ। ଏହା କେବଳ ଫୋନରେ କଥା ହେବା ଯାଏଁ ସୀମିତ ରହି ନାହିଁ,ବରଂ ନ୍ୟୁଜ ଅପଡେଟ୍ ଚେକ୍ କରିବା,ମ୍ୟାଚ୍ ସ୍କୋର ଦେଖିବା କିମ୍ବା ସିଧା ଲାଇଭ ମ୍ୟାଚ୍,ଫିଲ୍ମ ଦେଖିବା କିମ୍ବା ଭିଡିଓ କଲିଂ କରିବାରେ ପ୍ରତିଦିନ ବ୍ୟବହାର ହୋଇଥାଏ। ଏହା ଯେତେ ସୁବିଧା ନେଇ […]