ଧର୍ମ

ଆରମ୍ଭ ହେଉଛି କାର୍ତ୍ତିକ ମାସ : ଯୋଗ ନିଦ୍ରାରେ ଜାଗ୍ରତ ରହିବେ ଭଗବାନ ବିଷ୍ଣୁ

କାର୍ତ୍ତିକ ମାସ ହିନ୍ଦୁ ଧର୍ମରେ ଅତ୍ୟଧିକ ପବିତ୍ର ମାସ ବୋଲି ଜଣା ଯାଇଥାଏ। ଏହା ଚତୁର୍ମାସର ଶେଷ ମାସ। ଏହି ମାସରୁ ଦେବ ତତ୍ତ୍ବ ମଜବୁତ ହୋଇଥାଏ। ଏମାସରେ ତୁଳସୀ ରୋପଣ ଏବଂ ବିବାହ ସର୍ବୋତ୍ତମ ହୋଇଥାଏ। ଏମାସରେ ଦୀପଦାନ ଏବଂ ଦାନ କରିବା ଦ୍ବାରା ଅକ୍ଷୟ ଶୁଭ ଫଳ ପ୍ରାପ୍ତ ହୋଇଥାଏ। ଏଥର କାର୍ତ୍ତିକ ମାସ ନଭେମ୍ବର ୧ରୁ ନଭେମ୍ବର ୩୦ ଯାଏଁ ରହିବ। ଏମାସରୁ ସ୍ନିଗ୍ଧ ଜିନିଷ ଏବଂ ଡ୍ରାଇ ଫ୍ରୃଟ୍ସ ଖାଇବାକୁ ପରାମର୍ଶ […]

କଳା ଓ ସଂସ୍କୃତି ଧର୍ମ

କାର୍ତ୍ତିକ ମାସରେ ପାଳନ କରନ୍ତୁ ଏହି ୭ଟି ନିୟମ, ମିଳିଥାଏ ସୁଖ ସମୃଦ୍ଧି

ଭୁବନେଶ୍ୱର ୩୧/୧୦ : ହିନ୍ଦୁ ଧର୍ମରେ କାର୍ତ୍ତିକ ମାସର ବିଶେଷ ମହତ୍ତ୍ୱ ରହିଛି। କାର୍ତ୍ତିକ ମାସକୁ ପବିତ୍ର ମାସ ବୋଲି କୁହାଯାଏ। ଏହି ମାସରେ ଯେଉଁ ବ୍ୟକ୍ତି ବ୍ରତ ପାଳନ କରନ୍ତି ଏବଂ ତପ କରନ୍ତି ସେମାନଙ୍କୁ ମୋକ୍ଷ ପ୍ରାପ୍ତି ହୁଏ ବୋଲି ଶାସ୍ତ୍ରରେ କୁହାଯାଇଛି। ଧାର୍ମିକ ବିଶ୍ୱାସ ଅନୁଯାୟୀ, କାର୍ତ୍ତିକ ମାସ ଭଗବାନ ବିଷ୍ଣୁ ଓ ମା’ଲକ୍ଷ୍ମୀଙ୍କୁ ଅତ୍ୟନ୍ତ ପ୍ରିୟ। କାର୍ତ୍ତିକ ମାସ ଶରତ ପୂର୍ଣ୍ଣିମାରୁ ଆରମ୍ଭ ହୁଏ। କାର୍ତ୍ତିକ ମାସରେ ଏହି ୭ଟି ନିୟମ […]

ଦେଶ ବିଦେଶ ମନୋରଞ୍ଜନ

ଝିଅଙ୍କ ଭବିଷ୍ୟତ ଗଢିବାକୁ ଗାଁର ସବୁ ଛାତ୍ରୀଙ୍କୁ ସାଇକେଲ୍ ଦେବାକୁ ଘୋଷଣା କଲେ ସୋନୁ ସୁଦ୍

ମୁମ୍ବାଇ ୩୧/୧୦ : ବଲିଉଡ ଅଭିନେତା ସୋନୁ ସୁଦ୍ ଲୋକଙ୍କୁ ସାହାଯ୍ୟ କରି ସବୁବେଳେ ଚର୍ଚ୍ଚାରେ। ସୋନୁ ସୁଦ୍ ସୋସିଆଲ ମିଡ଼ିଆରେ ଖୁବ ସକ୍ରିୟ ରୁହନ୍ତି। ତାଙ୍କୁ ଯିଏ ବି ସାହାଯ୍ୟ ମାଗେ ସେ ସମସ୍ତଙ୍କୁ ଜବାବ୍ ଦିଅନ୍ତି ଏବଂ ପାରୁ ପର୍ଯ୍ୟନ୍ତ ସାହାଯ୍ୟ କରନ୍ତି। ତାଙ୍କର ଏହି ବଦାନ୍ୟତା ପାଇଁ ଲୋକେ ତାଙ୍କୁ ଭଗବାନ ଭଳି ପୂଜା କରୁଛନ୍ତି। ଜଣେ ବ୍ୟକ୍ତି ସୋନୁ ସୁଦଙ୍କୁ ଏକ ଅଜବ ସାହାଯ୍ୟ ମାଗିଛନ୍ତି। ସୋନୁ ତାଙ୍କୁ ମଜାଳିଆ ଜବାବ […]

ଖେଳ ଦେଶ ବିଦେଶ

ଲଗାତର ସେଞ୍ଚୁରୀ ପରେ ଡବଲ୍ ଡକ୍, ଆଇପିଏଲରେ ନିଜ ରେକର୍ଡରେ ନିଜେ ଲଜ୍ଜିତ ଶିଖର ଧାଓ୍ୱନ

ଦୁବାଇ,୩୧/୧୦: ଚଳିତ ଆଇପିଏଲରେ ଦିଲ୍ଲୀ ଡେୟାରଡେଭିଲ୍ସ ତରଫରୁ ଖେଳୁଛନ୍ତି ଶିଖର ଧାଓ୍ୱନ । ଚଳିତ ଆଇପିଏଲରେ ଧାଓ୍ୱନ ଏକ ବିରଳ ରେକର୍ଡ ପ୍ରତିଷ୍ଠା କରିଛନ୍ତି । ଲଗାତର ଦୁଇଟି ଶତକ ଲଗାଇବା ପରେ ଧାଓ୍ୱନ ପରବର୍ତ୍ତୀ ଦୁଇଟି ମ୍ୟାଚରେ କୌଣସି ରନ୍ ନକରି ପ୍ୟାଭିଲିୟନ ଫେରିଛନ୍ତି । ଏପରି କରିବାରେ ସେ ପ୍ରଥମ ବ୍ୟାଟସମ୍ୟାନ୍ ହୋଇଛନ୍ତି । ଏହି ବିରଳ ରେକର୍ଡରେ ସେ ଲଗାତର ଦୁଇଟି ମ୍ୟାଚରେ ଦୁଇଟି ଶତକ ଲଗାଇଥିଲେ । କିନ୍ତୁ ସତକ ଲଗାଇବାର […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜଧାନୀରୁ ଆଉ ୮୧ କରୋନା ପଜିଟିଭ୍ ଚିହ୍ନଟ, ସୁସ୍ଥ ହେଲେ ୨୨୬

ଭୁବନେଶ୍ୱର, ୩୧।୧୦: ଭୁବନେଶ୍ୱରରୁ ଚିହ୍ନଟ ହେଲେ ଆଉ ୮୧ ଜଣ କରୋନା ପଜିଟିଭ୍ । ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୧୫୩ରେ ପହଞ୍ଚିଛି ।ଶନିବାର ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୯ ଜଣ ରହିଥିବା ବେଳେ ୬୨ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଏହାସହ ୨୨୬ ଜଣ ଆରୋଗ୍ୟ ଲାଭ କରିଛନ୍ତି । ସୂଚନାଯୋଗ୍ୟ ଯେ, ରାଜଧାନୀରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୨୯୧୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୪୨୩ଟି […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୩୨୦ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର ୩୧।୧୦: ରାଜ୍ୟରେ ଖସିବାରେ ଲାଗିଛି କରୋନା ଗ୍ରାଫ୍ । ୨୪ ଘଣ୍ଟା ମଧ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୨ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୩୨୦ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ୧୨ ମୃତକଙ୍କ ମଧ୍ୟରୁ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଓ ସୁନ୍ଦରଗଡ଼ […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

୧୬ତାରିଖରେ ଖୋଲିବ ସ୍କୁଲ, କେବଳ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବା: ମାନିବେ କୋଭିଡ଼ ଗାଇଡଲାଇନ୍

ଭୁବନେଶ୍ୱର ୩୧।୧୦: ଆସିଲା ଅନଲକ୍- ୬ ଗାଇଡଲାଇନ୍ । ନଭେମ୍ବର ପାଇଁ ଅନ୍ ଲକ୍ -୬ ଗାଇଡ ଲାଇନ୍ ଜାରି କରଛନ୍ତି ରାଜ୍ୟ ସରକାର । ଏବଂ ନଭେମ୍ବର ୧୬ରୁ ଖୋଲିବ ସ୍କୁଲ । ନବମରୁ ଦ୍ବାଦଶ ଶ୍ରେଣୀ ଯାଏ ସ୍କୁଲ ଖୋଲିବ । ତେବେ ନଭେମ୍ବର ୩୦ ତାରିଖ ଯାଏ ଅନ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ନିର୍ଦ୍ଦେଶନାମା ଜାରି ରହିଛି । ଏନେଇ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପକ୍ଷରୁ ଏସଓପି […]

କଳା ଓ ସଂସ୍କୃତି

‘ଗୋସାଣୀ’ଙ୍କ କଥା ଓ ଗାଥା

ଶାରଦୀୟ ଦୁର୍ଗାପୂଜାରେ ଶ୍ରୀକ୍ଷେତ୍ରରେ ପୂଜିତ ହେଉଥିବା ମୃଣ୍ମୟୀ ପ୍ରତିମା ‘ଗୋସାଣୀ’ ନାମରେ ପ୍ରସିଦ୍ଧ। ମୁଖ୍ୟତଃ ଆଶ୍ୱିନ ଶୁକ୍ଳ ଅଷ୍ଟମୀଠାରୁ ଦଶମୀ ପର୍ଯ୍ୟନ୍ତ ଏହି ପୂଜା ହୋଇଥାଏ ଏବଂ ଦଶମୀ ପରଦିନ ସେମାନଙ୍କର ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହୁଏ। ଏହା ‘ଗୋସାଣୀ ଯାତ’ ଭାବରେ ଲୋକପ୍ରିୟ। ‘ଗୋସାଣୀ’ ଶବ୍ଦର ଅନେକ ଅର୍ଥ ଅଛି। ଏହାର ଗୋଟିଏ ଅର୍ଥ- ମାଲିକାଣୀ ବା ଖାଉନ୍ଦାଣୀ। ଏହାର ମୂଳ ସଂସ୍କୃତ ‘ଗୋସ୍ୱାମିନୀ’। ‘ସାରଳା ମହାଭାରତ’ର ‘ଆଦିପର୍ବ’ରେ ଏହାର ଦୃଷ୍ଟାନ୍ତ ରହିଛି। ‘ଗଙ୍ଗା’ଙ୍କୁ ‘ଗୋସାମଣୀ’ […]

ଦେଶ ବିଦେଶ ମନୋରଞ୍ଜନ

‘ମଞ୍ଜରୀ’ରେ ନୂଆ ମେଗା ଧାରାବାହିକ ‘ସିଂହଦ୍ୱାର’ ଯେଉଁଠି ମଥାନତ ହୁଏ ଆସ୍ପର୍ଦ୍ଧା ଓ ଅହଙ୍କାର.., ଧାରାବାହିକରେ ଯାତ୍ରା ଦୁନିଆର ଦୁଇ ମହାରଥୀ

ଭୁବନେଶ୍ୱର : ସିଂହଦ୍ୱାର ସେପାଖେ ଦେବତା, ଆଉ ଏ ପାଖରେ ମଣିଷଙ୍କ ଭିଡ଼। ଏପାଖରେ ଗହଳଚହଳ, ଆର ପାଖେ ସବୁ ଶାନ୍ତ, ନିରବ ନିଶ୍ଚଳ। କେତେ ମାନସିକ ନେଇ ମଣିଷ ଦେବତାଙ୍କ ପାଖକୁ ଧାଇଁ ଯାଏ। ହେଲେ ତା’ର ସବୁ ମନସ୍କାମନା କ’ଣ ପୂରଣ ହୁଏ? ସବୁ କପାଳରେ କ’ଣ ସୁଖ ଲେଖାଥାଏ? ଏମିତି ଅସମାହିତ ପ୍ରଶ୍ନ ମଣିଷ ମନରେ ଉଙ୍କିମାରେ। ଉତ୍ତର ମିଳୁ ବା ନ ମିଳୁ, ତଥାପି ସେ ଦେବତାଙ୍କ ପାଦ ତଳେ ମଥା […]