ଦେଶ ବିଦେଶ ମନୋରଞ୍ଜନ

୧୪ ବର୍ଷରେ ଯୌନ ଶୋଷଣର ଶିକାର ହୋଇଥିଲେ ଇରା ଖାନ୍

ଅଭିନେତା ଅମିର ଖାନ୍‌ଙ୍କ ଝିଅ ଇରା ଖାନ୍‌ ଚର୍ଚ୍ଚାକୁ ଆସିଛନ୍ତି। ବିଶ୍ବ ମାନସିକ ସ୍ବାସ୍ଥ୍ୟ ଦିବସରେ ସେ ନିଜର ‌ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ମୁଁ ଅବସାଦଗ୍ରସ୍ତ ଅଛି ବୋଲି ଲେଖି ସେ ଚର୍ଚ୍ଚିତ ହୋଇଥିଲେ। ଇରା କହିଥିଲେ ସେ କାହିଁକି ବିସାଦଗ୍ରସ୍ତ ହୋଇଛନ୍ତି ତାହା ସେ ଜାଣିପାରୁନାହାନ୍ତି। ତାଙ୍କ ପିତାମାତାଙ୍କ ଛାଡ଼ପତ୍ର ବି ତାଙ୍କ ଅବସାଦର କାରଣ ନୁହେଁ ବୋଲି ସେ କହିଥିଲେ। ସେ ଏକଥା କହିଛନ୍ତି, ମୁଁ କାହିଁକି ବିସାଦଗ୍ରସ୍ତ ତାହା ମୁଁ […]

ଦେଶ ବିଦେଶ ମନୋରଞ୍ଜନ

୫୫ ବର୍ଷରେ ଶାହରୁଖ୍‌, ପ୍ରେମ ବାଣ୍ଟିବାକୁ ବାର୍ତା

ସୁପରଷ୍ଟାର ଶାହରୁଖ୍‌ ଖାନ୍‌ ୫୫ ବର୍ଷରେ ପଦାର୍ପଣ କରିଥିବା ବ‌େଳେ ସେ ତାଙ୍କ ପ୍ରଶଂସକଙ୍କ ଶୁଭେଚ୍ଛା କୃତଜ୍ଞତା ଜଣାଇଛନ୍ତି। ଏହି ଅବସରରେ ତାଙ୍କର ପ୍ରଶଂସକମାନେ ଶାହରୁଖ୍‌ଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ରକ୍ତଦାନ ଶିବିର ଆୟୋଜନ ସହ ପିପିଇ ଉପକରଣ ବାଣ୍ଟିଥିଲେ। ଏନେଇ ସେ ପ୍ରଶଂସକଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି, ଏହା ଆଶ୍ଚର୍ଯ୍ୟଜନକ। ଏକଥା ବି କହିଛନ୍ତି, ପ୍ରେମ ନବାଣ୍ଟିଲେ ତୁମେମାନେ ଲଭର ବୟ ହୋଇପାରିବ ନାହିଁ। ତେଣୁ ପ୍ରେମ ବାଣ୍ଟିଥିବାରୁ ତୁମମାନଙ୍କୁ ଧନ୍ୟବାଦ। ଆସନ୍ତାବର୍ଷ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ

ଦୀପାବଳିରେ ୭୮୬ ସିରିଜ୍ ନମ୍ବର୍ ଥିବା ନୋଟ୍ ଆପଣଙ୍କୁ କରିଦେବ ମାଲାମାଲ୍, ମିଳିବ ଲକ୍ଷ ଲକ୍ଷ ଟଙ୍କା !

ନୂଆଦିଲ୍ଲୀ ୦୩/୧୧ : ଯଦି ଆପଣଙ୍କୁ ପୁରୁଣା ନୋଟ ଓ ମୁଦ୍ରା ସଂଗ୍ରହ କରିବାର ସଉକ ରହିଛି ତାହେଲେ ଆପଣ ବି ସହଜରେ ଲକ୍ଷପତି ହୋଇପାରିବେ। ଚଳିତ ବର୍ଷ ଦୀପାବଳିରେ ପୁରୁଣା ନୋଟ୍ ଓ ମୁଦ୍ରା ଦ୍ୱାରା ଆପଣଙ୍କ ଭାଗ୍ୟ ଚମକି ଯାଇପାରେ। ଶୀଘ୍ର ୭୮୬ ସିରିଜ୍ ନୋଟ୍ ଖୋଜିବା ଆରମ୍ଭ କରିଦିଅନ୍ତୁ। ଯଦି ଆପଣଙ୍କ ପାଖରେ ଏହି ସିରିଜର ନୋଟ୍ ଅଛି ତାହେଲେ ଆପଣ ବି ଲକ୍ଷପତି ହୋଇପାରିବେ। ଏଥିପାଇଁ ଆପଣଙ୍କୁ ଇ-ୱେ ୱେବସାଇଟକୁ ଯାଇ […]

ଖେଳ ଦେଶ ବିଦେଶ

ଆରସିବିକୁ ୬ ଓ୍ୱିକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ, ପ୍ଲେ-ଅଫରେ କଲା ପ୍ରବେଶ

ଦୁବାଇ, ୦୨।୧୧: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ଆଇପିଏଲର ଏକ ଗୁରୁତ୍ୱପୂର୍ଣ୍ଣ ଲିଗ୍ ମ୍ୟାଚରେ ଦିଲ୍ଲୀ ୬ ଓ୍ୱିକେଟରେ ବିଜୟ ଲାଭ କରିଛି । ୧୫୩ ରନର ବିଜୟ ଲକ୍ଷ୍ୟକୁ ଦିଲ୍ଲୀ ୧୯ ଓଭରରେ ୪ ଓ୍ୱିକେଟ୍ ହରାଇ ହାସଲ କରିନେଇଥିଲା । ଟସ୍ ହାରି ବ୍ୟାଟିଂ କରିଥିବା ବେଙ୍ଗାଲୁରୁର ଦୁଇ ଓପନର ଜୋସ ଫିଲିପ୍ ଏବଂ ଦେବଦତ୍ତ ପାଡିକଲ ପ୍ରଥମ ଓ୍ଵିକେଟ୍‌ରେ ୨୫ ରନ ଯୋଡିଥିଲେ। ଫିଲିପ ୧୨ ରନ […]

ଦେଶ ବିଦେଶ ମନୋରଞ୍ଜନ

କିୟାରାଙ୍କ ପର୍ଦ୍ଦାଫାସ କଲେ ଅକ୍ଷୟ କୁମାର : ଏହି ଅଭିନେତାଙ୍କୁ କରୁଛନ୍ତି ଡେଟ୍ ,ଭିଡିଓ ଦେଖି ହୋଇଯିବେ ଆଶ୍ଚର୍ଯ୍ୟ

ମୁମ୍ବାଇ ୩/୧୧: ଅଭିନେତ୍ରୀ କିଆରା ଆଡଭାନି ଏବଂ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସମ୍ପର୍କର ଖବର ଦୀର୍ଘ ଦିନରୁ ଶୁଣିବାକୁ ମିଳୁଛି। ଉଭୟଙ୍କୁ ଏକାଠି ଅନେକ ଥର ବାହାରେ ଏବଂ ପାର୍ଟିରେ ସ୍ପଟ୍ କରାଯାଇଛି। ଦୁହେଁ କେବେ ବି ନିଜ ଡେଟିଂକୁ ନେଇ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଏବେ କପିଳ ଶର୍ମାଙ୍କ ଶୋରେ ଅକ୍ଷୟ କୁମାର କିଆରାଙ୍କ ପର୍ଦ୍ଦାଫାସ କରି ଦେଇଛନ୍ତି। ଅକ୍ଷୟ କୁମାରଙ୍କ ସହ ଫିଲ୍ମ ଲକ୍ଷ୍ମୀରେ ଫିମେଲ୍ ଲିଡରେ ଅଭିନୟ କରିଥିବା କିୟାରା ଆଡଭାନି ନିଜ […]

ଦେଶ ବିଦେଶ ମନୋରଞ୍ଜନ

ନାସିରୁଦ୍ଦିନ ଶାହଙ୍କ ପୁଅ ଭିଭାନ ଶାହ କରୋନାରେ ସଂକ୍ରମିତ : ରହିଛନ୍ତି ଆଇସୋଲେସନରେ

ମୁମ୍ବାଇ ୩/୧୧: ବଲିଉଡ ଅଭିନେତା ଭିଭାନ ଶାହ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ସେ ଦିଗ୍ଗଜ ଅଭିନେତା ନାସିରୁଦ୍ଦିନ ଶାହଙ୍କ ପୁଅ। ଭିଭାନ ଶାହ କିଛି ଦିନ ହେବ ନିଜ ଓ୍ବେବ୍ ସିରିଜ ‘ଏ ସୁଟେବଲ୍ ବୟ’ର ପ୍ରମୋସନରେ ବ୍ୟସ୍ତ ଥିଲେ। ଏବେ ସୂଚନା ମିଳିଛି ଯେ ସେ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଗତ ସପ୍ତାହରେ ଭିଭାନ୍ ଶାହଙ୍କ ସ୍ବାସ୍ଥ୍ୟ ବିଗିଡ଼ିଥିଲା ଯାହା ପରେ ସେ କରୋନା ଟେଷ୍ଟ୍ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିରେ ସେ […]

ଦେଶ ବିଦେଶ ମନୋରଞ୍ଜନ

ହଲିଉଡର ପ୍ରସିଦ୍ଧ ଅଭିନେତା ଏଡି ହେସଲଙ୍କ ପରଲୋକ : ପ୍ରେମିକାଙ୍କ ଘର ବାହାରେ ଗୁଳି କରି ହତ୍ୟା କଲା ଦୁର୍ବୃତ୍ତ

ଟେକ୍ସାସ ୩/୧୧: ଫିଲ୍ମ ‘ଦି କିଡସ୍ ଆର ଅଲ୍ ରାଇଟ୍’ର ଅଭିନେତା ଏଡ୍ଡି ହେସଲଙ୍କ ଟେକ୍ସାସରେ ଗୁଳି ବାଜିବାରୁ ମୃତ୍ୟୁ ହୋଇଯାଇଛି। ତାଙ୍କୁ ମାତ୍ର ୩୦ବର୍ଷ ହୋଇଥିଲା। ଟେକ୍ସାସର ଗ୍ରାଣ୍ଡ ପ୍ରେରୀରେ ତାଙ୍କ ପ୍ରେମିକାଙ୍କ ଘର ବାହାରେ ଶନିବାର ବିଳମ୍ବିତ ରାତିରେ ଗୋଟାଏରେ ହେସଲରେ ପେଟରେ ଗୁଳି କରି ହତ୍ୟା କରାଯାଇଥିଲା। ଦୁର୍ଘଟଣା ସମୟରେ ତାଙ୍କ ପ୍ରେମିକା ଘରେ ଥିଲେ କିନ୍ତୁ ସେ ଆକ୍ରମଣକାରୀଙ୍କୁ ଚିହ୍ନିପାରିନଥିଲେ। ପୋଲିସ୍ ମାମଲାର ତଦନ୍ତ କରୁଛି। ଏବେ ସୁଦ୍ଧା ଏହି ମାମଲାରେ […]

କଳା ଓ ସଂସ୍କୃତି ଧର୍ମ

ଆସନ୍ତା କାଲି କରଓ୍ବା ଚୌଥ ବ୍ରତ : ଜାଣନ୍ତୁ କ’ଣ ଖାଇବେ ଏବଂ କ’ଣ ନ ଖାଇବେ

ସ୍ବାମୀଙ୍କ ଦୀର୍ଘାୟୁ ପାଇଁ ରଖାଯାଇଥିବା କରଓ୍ବା ଚୌଥ ବ୍ରତ ବୁଧବାର,ନଭେମ୍ବର ୪ତାରିଖରେ ରଖାଯିବ। କରଓ୍ବା ଚୌଥକୁ ସବୁ ବ୍ରତଗୁଡ଼ିକ ମଧ୍ୟରୁ ସବୁଠୁ କଠିନ ବୋଲି କୁହାଯାଇଥାଏ। ମହିଳାମାନେ ବିନା କିଛି ଗ୍ରହଣ କରି ନିର୍ଜଳା ବ୍ରତ କରନ୍ତି। ବୈଜ୍ଞାନିକ ଦୃଷ୍ଟିରୁ ଦେଖିଲେ ଦିନ ସାରା ଭୋକିଲା ଶୋଷିଲା ରହିବା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇଥାନ୍ତି। ଡିହାଇଡ୍ରେସନ ଏବଂ ପୋଷକ ତତ୍ତ୍ବର ଅଭାବରୁ ମନୁଷ୍ୟର ସ୍ବାସ୍ଥ୍ୟ ବିଗିଡ଼ି ପାରେ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଯଦି ଆପଣ ବ୍ରତର ଗୋଟିଏ […]

କଳା ଓ ସଂସ୍କୃତି ଧର୍ମ

ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ମାସ: ତୁଳସୀ ପୂଜା ସମୟରେ କରନ୍ତୁନି ଏହିସବୁ ଭୁଲ୍

ଭୁବନେଶ୍ୱର ୦୨/୧୧ : ଶରତ ପୂର୍ଣ୍ଣିମା ପରେ କାର୍ତ୍ତିକ ମାସ ଆରମ୍ଭ ହୋଇଥାଏ। ଚଳିତ ବର୍ଷ ନଭେମ୍ବର ୧ ତାରିଖ ରବିବାର ଠାରୁ କାର୍ତ୍ତିକ ମାସ ଆରମ୍ଭ ହୋଇଛି। କାର୍ତ୍ତିକ ମାସକୁ ହିନ୍ଦୁ ଧର୍ମରେ ଧାର୍ମିକ ମାସ ବୋଲି କୁହାଯାଏ। କାର୍ତ୍ତିକ ମାସରେ ଭଗବାନ ବିଷ୍ଣୁ ଜଳରେ ବାସ କରନ୍ତି। ସେଥିପାଇଁ ମାସ ସାରା ସକାଳୁ ସ୍ନାନ କରି ଭଗବାନଙ୍କ ପୂଜା କଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ। କାର୍ତ୍ତିକ ମାସରେ ତୁଳସୀ ପୂଜାର ବିଶେଷ ଗୁରୁତ୍ତ୍ଵ […]

ସ୍ୱାସ୍ଥ୍ୟ

ସ୍ୱାସ୍ଥ୍ୟ ସମ୍ବାଦ : ମଧୁମେହ ରୋଗୀଙ୍କ ଉପରେ କରୋନାର ପ୍ରଭାବ

ମଧୁମେହ ରୋଗୀମାନେ କରୋନା ଭୂତାଣୁ ଦ୍ବାରା ସ˚କ୍ରମିତ ହେବାର ସମ୍ଭାବନା ଅଧିକ। କାରଣ ମଧୁମେହ ରୋଗୀଙ୍କର ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥାଏ। ଦ୍ବିତୀୟରେ ମଧୁମେହ ରୋଗୀଙ୍କ କ୍ଷେତ୍ରରେ କୋଭିଡ୍‌ ରୋଗର ତୀବ୍ରତା ଅଧିକ ଦେଖାଯାଏ। ଅଧିକ ଜଟିଳତା ଉପୁଜିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡ଼ିପାରେ। ଯେଉଁ ରୋଗୀମାନଙ୍କର ରକ୍ତଶର୍କରା ନିୟନ୍ତ୍ରଣରେ ନଥାଏ ବା ମଧୁମେହ ଜନିତ ଜଟିଳତା ଥାଏ ସେମାନଙ୍କ କୋଭିଡ୍‌ ସ୍ଥିତି ଗୁରୁତର ହେବାର ସମ୍ଭାବନା ଥାଏ। ମଧୁମେହ ରୋଗୀଙ୍କ ଶରୀରରେ ଭୂତାଣୁ, […]