ଅନ୍ତର୍ଜାତୀୟ ଚଳଚ୍ଚିତ୍ରରେ ନାୟକ ହେଲେ ବରଗଡ଼ର ଜଗନ୍ନାଥ
ସମ୍ବଲପୁର : ପ୍ରଥମଥର ପାଇଁ ଅନ୍ତର୍ଜାତୀୟ ଚଳଚ୍ଚିତ୍ରରେ ନାୟକ ଭାବେ ଅଭିନୟର ଯାଦୁ ଦେଖାଇ ସ୍ଥାନୀୟ ଅଞ୍ଚଳ ତଥା ପୂରା ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି ବରଗଡ଼ ଜିଲ୍ଲା ପଦମ୍ପୁର ମହୁଲପାଲିର ଜଗନ୍ନାଥ ସେଠ୍। ଆସାମର ସେମ୍ଖୋର୍ ପାହାଡ଼ ନାମରେ ଆଦିବାସୀଙ୍କ ଜୀବନଶୈଳୀ ଉପରେ ଏହି ଫିଲ୍ମଟି ନିର୍ମାଣ ହେଉଛି। ପାହାଡ଼ ନାମ ଅନୁଯାୟୀ ଫିଲ୍ମର ନାମ ‘ସେମ୍ଖୋର୍’ ରଖାଯାଇଛି। ଏହି ପାହାଡ଼ ଅଞ୍ଚଳରେ ରହୁଥିବା ଦିମାସା ଆଦିବାସୀଙ୍କ ଉପରେ ପ୍ରଥମଥର ପାଇଁ ଫିଲ୍ମ ତିଆରି କରାଯାଇଛି। […]