ଖେଳ ଦେଶ ବିଦେଶ

ଆଇପିଏଲର ପ୍ରଥମ କ୍ବାଲିଫାୟର : ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଦିଲ୍ଲୀ

ଦୁବାଇ : ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମଠାରେ ଆଜି ଚଳିତ ଆଇପିଏଲର ପ୍ରଥମ କ୍ବାଲିଫାୟର ଦିଲ୍ଲୀ କ୍ୟାପିଟାଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି । ଏହି ମ୍ୟାଚରେ ଦିଲ୍ଲୀ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଆଜି ମ୍ୟାଚରେ ଯେଉଁ ଦଳ ଜିତିବ ସେ ସିଧାସଳଖ ଆଇପିଏଲ ଫାଇନାଲରେ ପ୍ରବେଶ କରିବ । ଦିଲ୍ଲୀ ଦଳ ଏ ପର୍ଯ୍ୟନ୍ତ କୌଣସି ଆଇପିଏଲର ଫାଇନାଲକୁ ଯାଇନାହିଁ । ଫଳରେ ଏଥର ଫାଇନାଲକୁ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ବିନା ବାଜାରେ ଯିବ ବର, ମଣ୍ଡପ ଓ ହୋଟେଲ ପାଇଁ ଜାରି ହେବ ଏସ୍‌ଓପି

ଭୁବନେଶ୍ବର: ଆଗକୁ ବାହାଘର ଋତୁ ଆସୁଥିବାବେଳେ ଲୋକ ଏବେ ମଣ୍ଡପ, ହୋଟେଲ, ବ୍ୟାଣ୍ଡ ପାର୍ଟି, ଫୁଲ, କ୍ୟାଟରିଂ ଆଦି ବୁକିଂ କରୁଛନ୍ତି। ଠିକ୍‌ ଏହି ସମୟରେ ବିଏମ୍‌ସି ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ଘୋଷଣା କରାଯାଇଛି। ବିଏମ୍‌ସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ, ବାହାଘର ଉତ୍ସବରେ ୨୦୦ ଲୋକ ଏକାଠି ହୋଇପାରିବେ। ହେଲେ ସେମାନଙ୍କୁ କରୋନା କଟକଣା ମାନି ସମସ୍ତ କାର୍ଯ୍ୟକ୍ରମ କରିବାକୁ ହେବ। ନଚେତ୍‌ ହୋଟେଲ/ମଣ୍ଡପକୁ ସିଲ୍‌ କରାଯିବ। ଶ୍ରୀ ଚୌଧରୀ କହିଛନ୍ତି ଯେ, ବାହାଘରରେ କୌଣସି […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ସୁସ୍ଥ ପରେ ଆପଣଙ୍କ ଦେହରେ ରହୁଛି କି ଏହି ସବୁ ଲକ୍ଷଣ ? ବରିଷ୍ଠ ଡାକ୍ତରଙ୍କ ପରାମର୍ଶ ନମାନିଲେ ଶୀତ ଦିନେ ସ୍ଥିତି ହୋଇପାରେ ସାଙ୍ଘାତିକ…

କନକ ବ୍ୟୁରୋ: ଚିନ୍ତା ବଢ଼ାଇଲାଣି କୋଭିଡ୍ ପରବର୍ତ୍ତୀ ସମସ୍ୟା । ଶୀତ ଦିନେ କରୋନା କୋପ ଅଧିକ ବଢ଼ିପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି । କାରଣ ଶୀତ ଦିନେ ପ୍ରଦୂଷଣ ମାତ୍ରା ଅଧିକ ରୁହେ ଯାହା ଫଳରେ ନିଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା ହେବ । ଏହାସହ ଶୀତଦିନେ ଭୂତାଣୁ ଜନିତ ରୋଗ ଅଧିକ ସଂଖ୍ୟାରେ ଦେଖାଦେଇଥାଏ ତେଣୁ ଏହି ସମୟରେ ଅଧିକ ସଚେତନ ରହିବାକୁ ପଡ଼ିବ ବୋଲି କହିଛନ୍ତି ବରିଷ୍ଠ ଚିକିତ୍ସକ ନିରଜ ମିଶ୍ର । […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଯନ୍ତ୍ରଣାରେ ଛଟପଟ ବୃଦ୍ଧ ଦମ୍ପତି: ସ୍ବାମୀ କର୍କଟ ରୋଗରେ ଆକ୍ରାନ୍ତ, ସ୍ତ୍ରୀ ପକ୍ଷାଘାତ ରୋଗରେ, ଡାକ୍ତର କହିଲେ…

ବ୍ରହ୍ମଗିରି୫/୧୧: ଅବହେଳିତ ହୋଇ ପଡି ରହିଛନ୍ତି ବୃଦ୍ଧ ଦମ୍ପତି। ସ୍ତ୍ରୀ ପକ୍ଷାଘାତ ରୋଗରେ ଆକ୍ରାନ୍ତ ଥିବାବେଳେ ସ୍ବାମୀ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡି ରହିଛନ୍ତି। ଦୁଇଜଣ ରୋଗରେ ଆକ୍ରାନ୍ତ, ହେଲେ କିଏ କାହାର ସେବା କରିବା ପାଇଁ ସମର୍ଥ ନୁହେଁ। ଚିକିତ୍ସା ହେବା ପାଇଁ ପାଖରେ ନା ଅଛି ଲୋକ ବଳ ନା ଅଛି ଅର୍ଥ ବଳ। ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ। ସରକାରଙ୍କ ସାହାଯ୍ୟକୁ ଚାହିଁ ବସିଛନ୍ତି ସ୍ବାମୀ-ସ୍ତ୍ରୀ। ଅନ୍ୟପଟରେ ଜିଲ୍ଲା […]

ସ୍ୱାସ୍ଥ୍ୟ

ବାୟୁ ପ୍ରଦୂଷଣରୁ ଫୁସଫୁସକୁ ରକ୍ଷା କରିବାକୁ ସକାଳେ ସେବନ କରନ୍ତୁ ହର୍ବଲ ଚା’

ଭୁବନେଶ୍ୱର ୦୫/୧୧ : ବାୟୁ ପ୍ରଦୂଷଣର ସ୍ତର ବୃଦ୍ଧି ହେବାସହ ତାପମାତ୍ରା ମଧ୍ୟ କମିଯାଇଥାଏ। ବାସ୍ତବରେ ପାଣିପାଗ ବାୟୁର ଗୁଣକୁ ମଧ୍ୟ ବହୁତ ପ୍ରଭାବିତ କରିଥାଏ। ଯେଉଁଥିପାଇଁ ଲୋକଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥାଏ। ପ୍ରଦୂଷିତ ବାୟୁରେ ନିଶ୍ୱାସ ନେବା ଦ୍ୱାରା ଆଜମା, ବ୍ରୋଙ୍କାଇଟିସ୍, ନିମୋନିଆ ଏବଂ କ୍ରନିକ୍ ଫୁସଫୁସ ରୋଗ ଭଳି ଅନେକ ସମସ୍ୟା ଦେଖାଦେଇଥାଏ। ଏହି ଭଳି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା ପାଇବା ପାଇଁ ଫୁସଫୁସକୁ ଧୂଳି କଣିକା ଠାରୁ ରକ୍ଷା କରିବା […]

ସ୍ୱାସ୍ଥ୍ୟ

ଥରେ କୋଭିଡରୁ ସୁସ୍ଥ ହେବା ଅର୍ଥ ନୁହେଁ ଆପଣ ପୂରା ସୁରକ୍ଷିତ

କରୋନା ଭୂତାଣୁ ସିଧାସଳଖ ଫୁସଫୁସ୍‌କୁ ଆକ୍ରାନ୍ତ କରିଥାଏ। ଏଥିପାଇଁ ଯେଉଁ ସତର୍କତା କଥା ବାରମ୍ବାର କୁହାଯାଇ ଆସୁଛି, ତାହା ହେଉଛି ମାସ୍କ, ଦୂରତା ଓ ସାନିଟାଇଜର୍। ନିଶ୍ଚିତ ଭାବେ ଭଲ ମାସ୍କ ବ୍ୟବହାର କରନ୍ତୁ ଓ ୬ ଫୁଟର ଦୂରତା ରଖନ୍ତୁ। ଯାହା ଫଳରେ କାଶୁ ଥିବା, ଛିଙ୍କୁ ଥିବା ଲୋକର ଭୂତାଣୁ ଅନ୍ୟ ବ୍ୟକ୍ତିର ଫୁସଫୁସ ପର୍ଯ୍ୟନ୍ତ ପହଁଚି ପାରିବ ନାହିଁ। ବର୍ତ୍ତମାନର ତଥ୍ୟ ଅନୁଯାୟୀ ୮୦ପ୍ରତିଶତ କରୋନା ଆକ୍ରାନ୍ତଙ୍କ ପାଖରେ ସ୍ୱାଭାବିକ ଥଣ୍ଡା, କାଶ, […]

ଧର୍ମ

ବୟସ ବଢ଼ିଲେ ଶରୀର ପାଇଁ ରାମବାଣ ହୋଇଥାଏ ଏହି ୮ଟି ଜିନିଷ : ନଖାଇଲେ ଭୋଗିବେ ଗମ୍ଭୀର ସମସ୍ୟା

ଶରୀରକୁ ସୁସ୍ଥ ରଖିବା ପାଇଁ ଭିଟାମିନର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥାଏ। ଭିଟାମିନର ଅଭାବରେ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ହୋଇଥାଏ। ଖାସ୍ କରି ବୟସ ବଢ଼ିଲେ କିଛି ଖାସ୍ ଭିଟାମିନ୍ସ ଆହୁରି ଜରୁରୀ ହୋଇଥାଏ। ଆସନ୍ତୁ ଜାଣିବା ଏହା ବିଷୟରେ ୧.କ୍ୟାଲସିୟମ୍ : ବୟସ ବଢ଼ିଲେ କ୍ୟାଲସିୟମ୍ ଅତ୍ୟନ୍ତ ଜରୁରୀ ହୋଇଥାଏ। କ୍ୟାଲସିୟମର ଅଭାବରେ ହାଡ଼ ଦୁର୍ବଳ ହୋଇଥାଏ ଯାହା ଫଳରେ ଅଷ୍ଟିଓପୋରୋସିସ ହୋଇପାରେ। ମେନୋପୋଜ ପରେ ଏହି ସମସ୍ୟା ସାଧାରଣ ହୋଇଯାଇଥାଏ। କ୍ୟାଲସିୟମ୍ ମାଂସପେଶୀ,ସ୍ନାୟୁ,କୋଶିକା ଏବଂ […]

କଳା ଓ ସଂସ୍କୃତି ଧର୍ମ

ଧନତେରସ୍ ଦିନ କିଣନ୍ତୁ ଝାଡୁ: ମିଳିବ ମା’ ଲକ୍ଷ୍ମୀ ଓ କୁବେରଙ୍କ କୃପା, ହେବନାହିଁ ଧନର ଅଭାବ

ଭୁବନେଶ୍ୱର ୦୫/୧୧ : ଚଳିତ ବର୍ଷ ଧନତେରସ ନଭେମ୍ୱର ୧୩ ତାରିଖରେ ପଡିବ। ଧନତେରସରୁ ଦୀପାବଳି ଆରମ୍ଭ ହୋଇଥାଏ। ଧନତେରସରେ ଧାତୁ କିଣିବା ବିଶ୍ୱାସ ରହିଛି। ଅଲଗା ଅଲଗା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଭିନ୍ନ ଭିନ୍ନ ଧାତୁ କିଣିବା ବିଶ୍ୱାସ ରହିଛି। ଏହାଦ୍ୱାରା ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି କୁହାଯାଏ। ଏହି ଦିନ ଭଗବାନ ଧନ୍ଵନ୍ତରୀ ଏବଂ ଧନର ଦେବତା କୁବେରଙ୍କ ପୂଜା ମଧ୍ୟ କରାଯାଇଥାଏ। ଛୋଟ ଦୀପାବଳିର ଦିନେ ପୂର୍ବରୁ ପଡିଥାଏ ଧନତେରସ। […]

ଦେଶ ବିଦେଶ ମନୋରଞ୍ଜନ

ଅଭିନେତା ଫରାଜ୍‌ ଖାନ୍‌ଙ୍କ ପରଲୋକ

ବଲିଉଡ ଅଭିନେତା ଫରାଜ୍ ଖାନ୍‌ ଆଉ ନାହାନ୍ତି। ୪୬ ବର୍ଷ ବୟସରେ ବେଙ୍ଗାଲୁରୁର ଏକ ହସ୍ପିଟାଲ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣତ୍ୟାଗ କରିଛନ୍ତି। ଅଭିନେତ୍ରୀ ପୂଜା ଭଟ୍ଟ ଏହି ସୂଚନା ଦେଇଛନ୍ତି। ପୂଜା ଟୁଇଟର୍‌ରେ ଉଲ୍ଲେଖ କରିଛନ୍ତି, ଭାରି ମନରେ ଏହି ଖବରକୁ କହିବାକୁ ପଡ଼ୁଛି ଯେ, ଫରାଜ୍‌ ଖାନ୍‌ ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲେ। ଆଶା କରୁଛି, ସେ ଏବେ ଭଲ ଦୁନିଆରେ ରହିବେ। ଆପଣଙ୍କ ସାହାଯ୍ୟ ଓ ଶୁଭକାମନା ପାଇଁ ଧନ୍ୟବାଦ। ଦୟାକରି ତାଙ୍କ […]

ଦେଶ ବିଦେଶ ମନୋରଞ୍ଜନ

ଜନ୍ମଦିନରେ ଉଲଗ୍ନ ହୋଇ ଗୋଆ ବିଚ୍‌ରେ ଦୌଡ଼ିଲେ ମିଲିନ୍ଦ ସୋମନ

ବଲିଉଡ୍‌ ଅଭିନେତା ମିଲିନ୍ଦ ସୋମନ ୫୫ ବର୍ଷରେ ପାଦ ଦେଇଥିବା ବେଳେ ଜନ୍ମଦିନରେ ଗୋଆ ବିଚ୍‌ରେ ଉଲଗ୍ନ ଅବସ୍ଥାରେ ଦୌଡ଼ୁଥିବା ନଜର ଆସିଛନ୍ତି। ତାଙ୍କ ପତ୍ନୀ ଅଙ୍କିତା କନୱାର ମିଲିନ୍ଦଙ୍କ ଏହି ଫଟୋଟି ଉଠାଇଛନ୍ତି। ଏହାକୁ ସେ ସୋସିଆଲ ମିଡିଆରେ ଛାଡ଼ିବା ସହ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ ମିଲିନ୍ଦ ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଶୁଭେଚ୍ଛୁମାନେ ମଧ୍ୟ ତାଙ୍କୁ ଭିନ୍ନ ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି। ମିଲିନ୍ଦ ‌ଜଣେ ସେଲେବ୍ରିଟି ମଡେଲ୍‌ ହୋଇଥିବା ବେଳେ ପ୍ୟାର୍‌ କା […]