ମୁଡ୍ ନାହିଁ କହି ବିବାହ ଭାଙ୍ଗିଥିଲେ ସଲ୍ମାନ୍
ଭାଇଜାନ୍ ସଲ୍ମାନ୍ ଖାନ୍ଙ୍କର ବିବାହ ପ୍ରସଙ୍ଗ ୨୦ ବର୍ଷ ଧରି ସିନେପ୍ରେମୀଙ୍କ ପାଇଁ ଏକ ପ୍ରମୁଖ ପ୍ରସଙ୍ଗ ହୋଇ ରହିଛି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ସଲ୍ମାନ୍ଙ୍କ ବିବାହ ୧୯୯୯ ନଭେମ୍ବରରେ ସେତେବେଳର ଜଣେ ଆଗଧାଡ଼ିର ଅଭିନେତ୍ରୀଙ୍କ ସହ ଠିକ୍ ହୋଇଥିଲା। ବିବାହ ତାରିଖ ବି ଠିକ୍ ହୋଇସାରିଥିଲା। କିନ୍ତୁ ବିବାହର ଠିକ୍ ୫ ଦିନ ପୂର୍ବରୁ ସଲ୍ମାନ୍ ମନା କରିଦେଇଥିଲେ। ଏକ ସାକ୍ଷାତକାରରେ ସଲ୍ମାନ୍ଙ୍କ ପ୍ରିୟ ବନ୍ଧୁ ତଥା ଚଳଚ୍ଚିତ୍ର ନିର୍ମାତା ସାଜିଦ୍ ନଡ଼ିଆଡୱାଲା […]