କଳା ଓ ସଂସ୍କୃତି ଧର୍ମ

ଧନତେରସ କେବେ ? ଜାଣନ୍ତୁ ଏହି ଦିନ କେଉଁ ଜିନିଷ କିଣିଲେ ହୋଇଯିବେ ଭିକାରି…

କାର୍ତ୍ତିକ କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଧନତେରସ ପର୍ବ ପାଳନ କରାଯାଏ । ଏହି ବର୍ଷ ଧନତେରସ ୧୩ ନଭେମ୍ବରରେ ପାଳନ କରାଯିବ । ଏହି ଦିନ ପିତ୍ତଳ କିମ୍ବା ରୂପା ବାସନ କିଣିବାର ଏକ ପରମ୍ପରା ରହିଛି । ବିଶ୍ୱାସ କରାଯାଏ ଯେ ଏହି ଦିନରେ ଯାହା ବି କିଣାଯାଏ ଶୁଭ ହୋଇଥାଏ । ଏହା ସହିତ ଧନ ମଧ୍ୟ ବୃଦ୍ଧି ପାଇଥାଏ । ଧନତେରାସରେ, ସପିଂ ସହିତ ଶୁଭ କାର୍ଯ୍ୟ ମଧ୍ୟ କରାଯାଇଥାଏ । ଏହି […]

ଦେଶ ବିଦେଶ ମନୋରଞ୍ଜନ

ବିଦେଶରେ ଉଇଁଲା ଚାନ୍ଦ, ପ୍ରିୟଙ୍କା ଚୋପଡ଼ା ସେୟାର କଲେ କରୱା ଚୌଥ ଲୁକ୍

ନୂଆଦିଲ୍ଲୀ: ବିଦେଶରେ ଥାଇ ମଧ୍ୟ ଖୁବ ଧୁମଧାମରେ କରୱା ଚୌଥ ପାଳନ କରିଛନ୍ତି ପ୍ରିୟଙ୍କା ଚୋପ୍ରା । ସେ ସ୍ୱାମୀ ନିକ ଜୋନସଙ୍କ ସହିତ ଆମେରିକାରେ ଅଛନ୍ତି । ପ୍ରିୟଙ୍କା ଇଷ୍ଟାଗ୍ରାମରେ କରୱା ଚୌଥର ଫଟୋ ସେୟାର କରିଛନ୍ତି । ରେଡ ସାଢ଼ୀରେ ପ୍ରିୟଙ୍କା ଚୋପ୍ରା ଖୁବ ସୁନ୍ଦର ଦେଖାଯାଉଛନ୍ତି । ପ୍ରିୟଙ୍କା କରୱା ଚୌଥ ସେଲିବ୍ରେସନର ଦୁଇଟି ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ଅଭିନେତ୍ରା ଜଣଙ୍କ ପୂଜା ଥାଳି ଥର ହସୁଥିବା ନଜର […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପ୍ରକାଶ ପାଇଲା ଓଜେଇଇ ଫଳାଫଳ, ୪୯,୨୬୭ ପିଲାଙ୍କୁ ମିଳିଲା ରାଙ୍କ୍ 6/11/2020

ଭୁବନେଶ୍ଵର ୦୬।୧୧: ପ୍ରକାଶ ପାଇଲା ଚଳିତ ବର୍ଷର ଓଡିଶା ଯୁଗ୍ମ ପ୍ରବେଶିକ ପରୀକ୍ଷା(ଓଜେଇଇ)ର ଫଳାଫଳ। ପରୀକ୍ଷା ଦେଇଥିବା ୪୯,୨୬୭ ପିଲାଙ୍କୁ ରାଙ୍କ ମିଳିଛି। ଚଳିତ ଓଜେଇଇରେ ବି.ଟେକ୍‌ରେ ଶୋଭିତ ପଟେଲ ଓ ଶ୍ୟାମସୁନ୍ଦର ପଟେଲ ଏମ.ଟେକ୍ ଟପ୍ପର ହୋଇଛନ୍ତି। ବୈଷେୟିକ ଶିକ୍ଷା ଓ ଦକ୍ଷତା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ଫଳାଫଳ ଘୋଷଣା କରିଛନ୍ତି। ଏମବିଏରେ ଶୁଭକାନ୍ତ ସାହୁ, ଏମସିଏରେ ଜୟଦୀପ ଦେ, ବି ଫାର୍ମରେ ସୌମ୍ୟ ରଞ୍ଜନ ରାଉତରାୟ ଓ ଏମ ଫାର୍ମରେ ପରିମିତା ସାହୁ ଟପ୍ପର […]

କଳା ଓ ସଂସ୍କୃତି ଧର୍ମ

କାର୍ତ୍ତିକ ମାସରେ ନିଶ୍ଚୟ କରନ୍ତୁ ଏସବୁ କାମ : ପାଇବେ ପୁଣ୍ୟ ଏବଂ ହେବେ ଅଜସ୍ର ଧନସମ୍ପତ୍ତିର ଅଧିକାରୀ

ହିନ୍ଦୁ ଧର୍ମରେ କାର୍ତ୍ତିକ ମାସକୁ ଏକ ପବିତ୍ର ମାସ ବୋଲି କୁହାଯାଏ। ପୌରାଣିକ ଏବଂ ପ୍ରାଚୀନ ଗ୍ରନ୍ଥରେ କାର୍ତ୍ତିକ ମାସରେ ବ୍ରତ ଏବଂ ତପର ବିଶେଷ ମହତ୍ତ୍ବ କୁହାଯାଇଛି। ବିଶ୍ବାସ ରହିଛି ଯେ ଯେଉଁ ବ୍ୟକ୍ତିମାନେ କାର୍ତ୍ତିକ ମାସରେ ବ୍ରତ,ତପସ୍ୟା କରିଥାନ୍ତି ସେମାନଙ୍କୁ ମୋକ୍ଷ ପ୍ରାପ୍ତି ହୋଇଥାଏ। କାର୍ତ୍ତିକ ମାସରୁ ଦେବ ତତ୍ତ୍ବ ମଧ୍ୟ ମଜବୁତ ହୋଇଥାଏ। କାର୍ତ୍ତିକ ମାସ ନଭେମ୍ବର ୩୦ତାରିଖ ଯାଏଁ ରହିବ। କାର୍ତ୍ତିକ ମାସର ଧନ ସହ ସମ୍ବନ୍ଧ : କାର୍ତ୍ତିକ ମାସ […]

ଦେଶ ବିଦେଶ ମନୋରଞ୍ଜନ

ଆଥିୟାଙ୍କୁ ବୟଫ୍ରେଣ୍ଡ କେଏଲ୍ ରାହୁଲ ଗିଫ୍ଟ କଲେ ବେଷ୍ଟ ବାର୍ଥଡେ ଫଟୋ : କହିଲେ ମ୍ୟାଡ ଚାଇଲ୍ଡ

ମୁମ୍ବାଇ ୬/୧୧: ସୁନୀଲ ଶେଟ୍ଟୀଙ୍କ ଝିଅ ଆଥିୟା ନଭେମ୍ବର ୫ତାରିଖରେ ନିଜର ୨୮ତମ ଜନ୍ମଦିନ ସେଲିବ୍ରେଟ୍ କରିଛନ୍ତି।ଏହାକୁ ଆହୁରି ଖାସ୍ ବନାଇଛନ୍ତି ତାଙ୍କ ବୟଫ୍ରେଣ୍ଡ କ୍ରିକେଟର କେଏଲ୍ ରାହୁଲ୍। ରାହୁଲ୍ ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ ଯାହାର କ୍ୟାପସନରେ ସେ ଲେଖିଛନ୍ତି ଯେ ହ୍ୟାପି ବାର୍ଥଡେ ମ୍ୟାଡ ଚାଇଲ୍ଡ। ଫଟୋରେ ଆଥିୟା ରାହୁଲଙ୍କ କାନ୍ଧରେ ମୁଣ୍ଡ ରଖିଥିବା ନଜର ଆସିଛନ୍ତି। ଉଭୟଙ୍କ ଚେହେରା ଖୁବ୍ ରାଡିଏଣ୍ଟ ଦେଖାଯାଉଛି। ଆଥିୟା ଏବଂ ରାହୁଲ ନିଜ ରିଲେସନଶିପକୁ ୨୦୧୯ମସିହାରେ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

କେଉଁ ଜିଲ୍ଲାରେ ଏଯାବତ କରୋନା ସଂକ୍ରମିତଙ୍କ ସଂଖ୍ୟା କେତେ ଜାଣନ୍ତୁ

ଭୁବନେଶ୍ବର: ଗତ ୨୪ ଘଣ୍ଟାର କରୋନା ରିପୋର୍ଟ ପ୍ରକାଶ ପାଇଛି। ରାଜ୍ୟରେ ପୁଣି ୧୪୯୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୮୬୭ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରମିତ ୬୨୭ ଜଣ ଅଛନ୍ତି । ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୯୮ ହଜାର ୭୬୮ରେ ପହଞ୍ଚିଥିବା ବେଳେ ସେଥିମଧ୍ୟରୁ ସୁସ୍ଥ ହୋଇ ସାରିଲେଣି ୨ ଲକ୍ଷ ୮୩ ହଜାର ୫୩୩ ଜଣ। ଏବେ ସକ୍ରିୟ ଅଛନ୍ତି ୧୩୭୮୯ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଚାକିରିରେ ପଦୋନ୍ନତି ମିଳିପାରେ। ବନ୍ଧୁଙ୍କ ଘରକୁ ଯାଇପାରନ୍ତି। ରାଜନୀତିରେ ସଫଳତା ପାଇବେ। ବୃଷ: ଆପଣଙ୍କର ଧୢାନ ରଚନାତ୍ମକ କାମରେ ଲାଗିରହିବ। ବେପାରୀଙ୍କ ଲାଗି ଦିନଟି ବହୁତ ଭଲ। ଓକିଲଙ୍କୁ ନୂଆ ମକଦମା ମିଳିପାରେ। ମିଥୁନ: ଭାଗୀଦାରି କାରବାରରେ ଲାଭ ହେବ। ଅଫିସ କାମ ଅନ୍ୟ ଦିନ ତୁଳନାରେ ଉତ୍ତମ ରୂପେ ହେବ। ପ୍ରେମିକାଙ୍କ ସହିତ ଭ୍ରମଣରେ ଯିବା ପାଇଁ ଭାବିବେ। କର୍କଟ: ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି […]

କଳା ଓ ସଂସ୍କୃତି ଧର୍ମ

କାର୍ତ୍ତିକବ୍ରତ ଓ ଆକାଶ ଦୀପ

କାର୍ତ୍ତିକ ପରି ମାସ ନାହିଁ କି ବିଷ୍ଣୁଙ୍କ ପରି ଦେବତା ନାହାନ୍ତି। ବିଭିନ୍ନ ପୁରାଣର ବର୍ଣ୍ଣନା ଅନୁସାରେ, ମନୁଷ୍ୟ ତାର ସମଗ୍ର ଜୀବନରେ ଯେତେ ପାପ କରିଥାଏ, ତାହା କାର୍ତ୍ତିକ ମାସରେ ସ୍ନାନ, ହବିଷ୍ୟାନ୍ନ ଭୋଜନ, ବିଷ୍ଣୁଙ୍କୁ ତୁଳସୀ ଅର୍ପଣ ଏବଂ ଆକାଶଦୀପ ଦାନରେ ନଷ୍ଟ ହୋଇଥାଏ। ଦୀପ ଭଗବାନ ବିଷ୍ଣୁଙ୍କର ଅତ୍ୟନ୍ତ ପ୍ରିୟ। ଏହା ସ୍ୱୟଂ ଜ୍ୟୋତିସ୍ୱରୂପ। ମହାଲକ୍ଷ୍ମୀ ଦୀପଲକ୍ଷ୍ମୀ ସ୍ୱରୂପିଣୀ। ଦୀପ ଅଜ୍ଞାନତା ରୂପକ ଅନ୍ଧକାରକୁ ଦୂର କରି ଜ୍ଞାନରୂପକ ଆଲୋକ ଦେଇଥାଏ। ଜ୍ଞାନ […]

କଳା ଓ ସଂସ୍କୃତି ଧର୍ମ

‘ଗଜ’ରେ ଆସନ୍ତି ‘ଗଜଲକ୍ଷ୍ମୀ’

ଓଡ଼ିଶାର ଅନେକ ଅଞ୍ଚଳରେ ପ୍ରତିବର୍ଷ କୁମାର ପୂର୍ଣ୍ଣମୀଠାରୁ ଗଜଲକ୍ଷ୍ମୀ ପୂଜାର ଆରମ୍ଭ ହୁଏ। ଦେବୀ ଲକ୍ଷ୍ମୀଙ୍କର ବିଭିନ୍ନ ରୂପ ମଧ୍ୟରୁ ଏହି ରୂପ ଗୋଟିଏ। ଏଥିରେ ତାଙ୍କର ଦୁଇ ପାଶ୍ୱର୍ରେ ଦୁଇଟି ଗଜ ବା ହାତୀ ରହି କଳସରେ ଜଳ ଢାଳୁଥାଆନ୍ତି। ଏହି ନାମର ଆଉ ଏକ ତାତ୍ପର୍ଯ୍ୟ ମଧ୍ୟ ଅଛି। ତାହା ହେଉଛି- କୁମାର ପୂର୍ଣ୍ଣିମା ରାତିର ଶେଷ ପ୍ରହରରେ ଦେବୀ ଲକ୍ଷ୍ମୀ ଗଜବାହନରେ ପୃଥିବୀକୁ ଆସନ୍ତି ବୋଲି ତାଙ୍କର ନାମ ଗଜଲକ୍ଷ୍ମୀ ହୋଇଛି। ଏ […]

ଦେଶ ବିଦେଶ ମନୋରଞ୍ଜନ

‘ଗଣପତ୍‌’ର ମୋସନ୍‌ ପୋଷ୍ଟର ସେୟାର କ‌‌ଲେ ଟାଇଗର୍‌

ବଲିଉଡ୍‌ ଆକ୍ସନ ଷ୍ଟାର୍‌ ଟାଇଗର ସ୍ରଫ୍‌ ଆଜି ସାମାଜିକ ଗଣମାଧ୍ୟମରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ବିଷୟରେ ଘୋଷଣା କରିଛନ୍ତି। ଖୁବ୍‌ଶୀଘ୍ର ସେ ପୂଜା ଫିଲ୍ମସ୍‌ର ଚଳଚ୍ଚିତ୍ର ‘ଗଣପତ’ରେ ନଜର ଆସିବେ। ଆଜି ଟ୍ବିଟର୍‌ରେ ଏକ ମୋସନ୍‌ ପୋଷ୍ଟର୍‌ ସେୟାର କରି ‌ସେ ଲେଖିଛନ୍ତି, ଏହା ମୋ ପାଇଁ ଖୁବ୍‌ ସ୍ବତନ୍ତ୍ର, ଆପଣମାନଙ୍କ ପାଇଁ ମଧ୍ୟ। ମୁଁ ନେଇ ଆସୁଛି ‘ଗଣପତ୍‌’ ଆହୁରି ଅଧିକ ଆକ୍ସନ, ଥ୍ରିଲ୍‌ ଓ ମନୋରଞ୍ଜନ ସହ। ଏହି ମୋସନ୍‌ ପୋଷ୍ଟର୍‌ରେ ଟାଇଗର୍‌ଙ୍କୁ ଏକ […]