ଧର୍ମ

ଘର ସିଡ଼ି ତଳେ ରଖୁଛନ୍ତି କି ଏହିସବୁ ଜିନିଷ, ହୋଇଯାଆନ୍ତୁ ସାବଧାନ ! ରାହୁ କେତୁ ଉପରେ ପଡ଼ିପାରେ ପ୍ରଭାବ

ଘରର ସିଡ଼ି ଘରର ଉନ୍ନତି ସହିତ ଉତ୍ଥାନ ପତ୍ତନ ସହିତ ଜଡ଼ିତ । ଘର ବାହାରେ ସିଡ଼ି ଥିଲେ ଏହା ଶୁକ୍ର ସହିତ ସମ୍ବନ୍ଧ ରଖିଥାଏ । ସେହିପରି ଘର ଭିତରେ ସିଡ଼ି ଥିଲେ ଏହା ମଙ୍ଗଳ ସହିତ ସମ୍ବନ୍ଧ ରଖିଥାଏ । ତେବେ କହିବାକୁ ଗଲେ ସିଡ଼ିର ସମ୍ବନ୍ଧ ସିଧାସଳଖ ରାହୁ କେତୁ ସହିତ ଥାଏ । ଭୁଲ ସିଡ଼ି ଜୀବନରେ ଆକସ୍ମିକ ସମସ୍ୟା ସୃଷ୍ଟି କରିଥାଏ । ଏହା କାରଣରେ ରାହୁ କେତୁ ପ୍ରଭାବିତ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଭୁବନେଶ୍ୱରରେ ପ୍ରତିଷ୍ଠା ହେବ ଇନକ୍ୟୁବେଟର ସେଣ୍ଟର, ପ୍ରସ୍ତୁତ ହେବ କୋଭିଡ଼ ଟୀକା

ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରସ୍ତୁତ ହେବ କୋଭିଡ୍ ଟିକା । ଭାରତ ବାୟୋଟେକ୍ ପକ୍ଷରୁ ପ୍ରତିଷ୍ଠା ହେବ ଇନକ୍ୟୁବେଟର ସେଣ୍ଟର । ଅନ୍ଧାରୁଆ ବାୟୋଟେକ୍ ପାର୍କରେ ପ୍ରତିଷ୍ଠା ହେବ ଏହି କାରଖାନା । ଏଥିପାଇଁ ୩ଶହ କୋଟି ଟଙ୍କାର ପୁଞ୍ଜି ନିବେଶ କରିବ ଭାରତ ବାୟୋଟେକ । ଏଠାରେ ମ୍ୟାଲେରିଆ, ଜାପାନୀ ଏନସେଫାଲାଇଟିସ୍ ଟିକା ମଧ୍ୟ ପ୍ରସ୍ତୁତ ହେବ । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏପରି ଏକ ପ୍ରକଳ୍ପ ମଞ୍ଜୁରୀ ମିଳିଛି । ୧୫ […]

ସ୍ୱାସ୍ଥ୍ୟ

ଡାଇବେଟିସ୍‌ ଓ କ୍ୟାନ୍ସର ପାଇଁ ଅନେକ ଉପକାରୀ ଏହି ଗଛ

ସଦାବାହାର ଗଛ ପ୍ରାୟ ସମସ୍ତଙ୍କ ବାଡ଼ିରେ ବା ଛାତ ଉପରେ କୁଣ୍ଡରେ ଶୋଭା ପାଇଥାଏ। ତେବେ ଆପଣ ଜାଣିଛନ୍ତି କି ଆପଣଙ୍କ ଘରେ ଥିବା ଏହି ଆର୍ୟୁବେଦିକ ଗଛ ଡାଇବେଟିସ୍‌ ଓ କ୍ୟାନ୍ସର ଭଳି ରୋଗର ଉପଶମ କରିପାରିବ? କେବଳ ଏତିକି ନୁହେଁ ଏହା ବ୍ଲଡ୍‌ ସୁଗାର ବା ରକ୍ତ ଶର୍କରା ସ୍ତରକୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ। ଯଦି ଆପଣ ଏହାର ସଠିକ ଉପଯୋଗ କରିବେ ତାହାଲେ ଆପଣଙ୍କୁ ଅଧିକ ଟଙ୍କା ଦେଇ ଔଷଧ କିଣିବାକୁ ପଡ଼ିବନାହିଁ। […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ଲାଗି ବଡ଼ ଖବର, ଫର୍ମ ପୂରଣ ପ୍ରକ୍ରିୟା ସ୍ଥଗିତ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛି । ପୂର୍ବରୁ ବିଭାଗ ପକ୍ଷରୁ ୨୦୨୧ ମସିହା ବାର୍ଷିକ ହାଇସ୍କୁଲ ପରୀକ୍ଷାର ଫର୍ମ ପୂରଣ ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା । ଏବେ ଏହାକୁ ସ୍ଥଗିତ କରାଯାଇଛି । ପରିଷଦ ପକ୍ଷରୁ ପରବର୍ତ୍ତୀ ବିଜ୍ଞପ୍ତି ପ୍ରକାଶ ଯାଏଁ ସ୍ଥଗିତ ରହିବ । ଏନେଇ ପରବର୍ତ୍ତୀ ବିଜ୍ଞପ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପରାମର୍ଶକ୍ରମେ ଜାରି କରାଯିବ ବୋଲି ସୂଚନା ଦିଆଯାଇଛି । ପୂର୍ବରୁ ଚଳିତମାସରେ […]

କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ଶିକ୍ଷା ଓ ନିଯୁକ୍ତି

ଭାଇଚାରାର ଉଦାହରଣ :ରାମ ରୂପକ ଦୀପ ତିଆରି କରି ଏକତାର ସନ୍ଦେଶ ଦେଲେ ମୁସଲମାନ ମହିଳା

ବାରାଣାସୀ ୦୭/୧୧ : ହିନ୍ଦୁ ଧର୍ମରେ ପ୍ରକାଶର ସନ୍ଦେଶ ଦେଉଥିବା ପର୍ବ ଦୀପାବଳି ଏକ ସ୍ୱତନ୍ତ୍ର ପର୍ବ। ଭାରତରେ ଦୀପାବଳି କେବଳ ଯେ ହିନ୍ଦୁ ପାଳନ କରନ୍ତି ତା’ ନୁହେଁ। ଏଠାରେ ସବୁ ଧର୍ମର ଲୋକେ ଦୀପ ଲଗାଇ ବାଣ ଫୁଟାଇ ଦୀପାବଳି ପାଳନ କରନ୍ତି। ଚଳିତ ବର୍ଷ ନଭେମ୍ବର ୧୪ ତାରିଖରେ ଦୀପାବଳି ପଡିବ। ଏଥିପାଇଁ ଦୀପ ବିକ୍ରି ଆରମ୍ଭ ହୋଇଗଲାଣି। କାଶୀର ମୁସଲମାନ ସମ୍ପ୍ରଦାୟର ମହିଳାମାନେ ପ୍ରଭୁ ଶ୍ରୀରାମ ରୂପକ ଦୀପ ତିଆରି କରୁଛନ୍ତି। […]

ଦେଶ ବିଦେଶ ମନୋରଞ୍ଜନ

ନିର୍ଦେଶକ ସୁଦର୍ଶନ ରତନଙ୍କ ପରଲୋକ, କରୋନାରେ ଥିଲେ ଆକ୍ରାନ୍ତ

ନୂଆଦିଲ୍ଲୀ ୭/୧୧: ମାଧୁରୀ ଦୀକ୍ଷିତ ଏବଂ ଶେଖର ସୁମନ ଅଭିନୀତ ‘ମାନବ ହତ୍ୟା’(୧୯୮୬) ଭଳି ଫିଲ୍ମର ନିର୍ମାତା ଏବଂ ନିର୍ଦେଶକ ସୁଦର୍ଶନ ରତନଙ୍କ ପରଲୋକ ହୋଇ ଯାଇଛି। ସେ କରୋନାରେ ଆକ୍ରାନ୍ତ ଥିଲେ ଏବଂ ଗୁରୁବାର ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।ଶେଖର ଶୁକ୍ରବାର ରାତିରେ ନିଜ ଟ୍ବିଟରେ ରତନଙ୍କ ପରଲୋକ ବିଷୟରେ ସୂଚନା ଦେଇଥିଲେ। ଶେଖର ଟ୍ବିଟରେ ଲେଖିଥିଲେ ଯେ,‘ କରୋନା କାରଣରୁ ସେ ନିଜ ବନ୍ଧୁଙ୍କ ମଧ୍ୟରୁ ଜଣେ ସୁଦର୍ଶନ ରତନଙ୍କୁ ହରାଇ ଦେଇଛନ୍ତି।ସେ […]

ଦେଶ ବିଦେଶ ମନୋରଞ୍ଜନ

କିନ୍ନରଙ୍କ ସମର୍ଥନରେ ଦେଶବାସୀଙ୍କୁ ଅକ୍ଷୟ କୁମାରଙ୍କ ଅପିଲ୍: କହିଲେ-‘ଏମାନଙ୍କ ସଫଳତାରେ ନାଚିବା ପାଳି ଏବେ ଆମର’

ମୁମ୍ବାଇ ୦୭/୧୧ : ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଫିଲ୍ମ ‘ଲକ୍ଷ୍ମୀ’ ଆସନ୍ତା ୯ ତାରିଖରେ ରିଲିଜ ହେବ। ଫିଲ୍ମର ଗୀତ ‘ଅବ ହାମାରୀ ବାରି’ ରିଲିଜ ହୋଇଛି। ଅକ୍ଷୟ କୁମାର ସୋସିଆଲ ମିଡ଼ିଆରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଅକ୍ଷୟ କୁମାର କିନ୍ନରଙ୍କୁ ସମର୍ଥନ କରିଛନ୍ତି। ଭିଡିଓରେ ଅକ୍ଷୟଙ୍କ ସହ କିଆରା ଆଡଭାନୀ ଓ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ ମଧ୍ୟ ନଜର ଆସିଛନ୍ତି। ଏହି ଫିଲ୍ମରେ ଅକ୍ଷୟ କୁମାର ଜଣେ କିନ୍ନରଙ୍କ ଭୂମିକାରେ […]

ଧର୍ମ

ଘରେ ରଖନ୍ତୁ ମାଠିଆ ବା ସୁରେଇ: ଆର୍ଥିକ ସମସ୍ୟା ସହ ଦୂର କରେ ମାନସିକ ଅବସାଦ

ଭୁବନେଶ୍ୱର ୦୭/୧୧ : ପୂର୍ବରୁ ଲୋକେ ଘରେ ମାଟିରେ ତିଆରି ମାଠିଆରେ ପାଣି ରଖି ପିଉଥିଲେ। ଆଗରୁ ପ୍ରତ୍ୟେକ ଲୋକଙ୍କ ଘରେ ମାଠିଆ ଦେଖିବାକୁ ମିଳୁଥିଲା। ବିଶେଷକରି ଗ୍ରୀଷ୍ମ ଦିନରେ ଲୋକେ ମାଠିଆ ପାଣି ପିଇବାକୁ ଭଲ ପାଆନ୍ତି। ଏହା କେବଳ ପାଣିକୁ ପ୍ରାକୃତିକ ଭାବେ ଥଣ୍ଡା କରେନି ବରଂ ଏହାର ସ୍ୱାସ୍ଥ୍ୟଗତ ଗୁଣ ମଧ୍ୟ ରହିଛି। ମାଠିଆ ପାଣି ସ୍ୱାସ୍ଥ୍ୟ ପାଇଁ ହିତକର। ମାଟିରେ ତିଆରି ମାଠିଆ ଜୀବନରେ ଖୁସି ଆଣିବାରେ ମଧ୍ୟ ମହତ୍ତ୍ୱପୂର୍ଣ୍ଣ। ମାଠିଆକୁ […]

ଦେଶ ବିଦେଶ ରାଜନୀତି ସ୍ୱାସ୍ଥ୍ୟ

କରୋନାରେ ସଂକ୍ରମିତ ହେଲେ କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ : ଟ୍ବିଟର ମାଧ୍ୟମରେ ଦେଲେ ସୂଚନା

ନୂଆଦିଲ୍ଲୀ ୭/୧୧ : କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ତାଙ୍କ କରୋନା ଟେଷ୍ଟ୍ ରିପୋର୍ଟ ପଜିଟିଭ ଆସିଛି। ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ ନିଜ ଟ୍ବିଟର ହ୍ୟାଣ୍ଡଲରେ ମଧ୍ୟ ଏବିଷୟରେ ସୂଚନା ଦେଇଛନ୍ତି। ସେ ଲେଖିଛନ୍ତି ଯେ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। କିନ୍ତୁ ଚିନ୍ତାର କୌଣସି ବିଷୟ ନାହିଁ। ସେ ସେମାନଙ୍କୁ ମଧ୍ୟ କରୋନା ଟେଷ୍ଟ କରାଇବାକୁ ଅନୁରୋଧ କରୁଛନ୍ତି ଯେଉଁମାନେ ଗତ ସପ୍ତାହରେ ତାଙ୍କ ସହ […]

କଳା ଓ ସଂସ୍କୃତି ଧର୍ମ

କାହିଁକି କୁହାଯାଏ ବୁଝ୍ ନ ବୁଝ୍ ପଢ୍ ଗୀତା…

ଓଡ଼ିଆରେ ଗୋଟିଏ କଥା ଅଛି, ବୁଝ୍ ନ ବୁଝୁ ପଢ଼ ଗୀତା, ରୁଚୁ ନ ରୁଚୁ ଖା ପିତା । ସରଳ ଭାଷାରେ ଏହାର ଅର୍ଥ ହେଉଛି, ପିତା ଯେମିତି ଶରୀର ପାଇଁ ହିତକର ଗୀତା ସେମିତି ଆମ ମାନସିକ ଶାନ୍ତି ପାଇଁ ଆବଶ୍ୟକ ଯାହା ଆଜିକାଲିର ବ୍ୟସ୍ତବହୁଳ ଓ ଜଂଜାଳମୟ ଦୁନିଆରେ ସହଜେ ମିଳେ ନାହିଁ । ଏଠାରେ ଗୀତା କହିଲେ କେବଳ ହିନ୍ଦୁ ଧର୍ମର ଭଗବତ ଗୀତା ନୁହେଁ, ଧର୍ମ ନିର୍ବିଶେଷରେ ଯେ କୌଣସି […]