ଦେଶ ବିଦେଶ ମନୋରଞ୍ଜନ

ଡ୍ରଗ୍ସ ମାମଲାରେ ବଲିଉଡଡ୍‌ର ଅନେକ ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ଘରେ ଏନ୍‌ସିବି ଚଢ଼ାଉ

ମୁମ୍ବାଇ ୦୮/୧୧ : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତରେ ଡ୍ରଗ୍ସ ଏଙ୍ଗଲ ସାମ୍ନାକୁ ଆସିବା ପରେ ବଲିଉଡରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଚଢ଼ାଉ ଜାରି ରହିଛି। ଅଭିନେତା ଅଭିନେତ୍ରୀଙ୍କ ପରେ ବର୍ତ୍ତମାନ ଏନସିବି ଟିମ ବଲିଉଡର ଅନେକ ନିର୍ଦେଶକ ଓ ପ୍ରଯୋଜକଙ୍କ ଘରେ ଚଢ଼ାଉ କରୁଛି। ତେବେ ଏନସିବି ଟିମ କୌଣସି ନିର୍ଦ୍ଦେଶକ ଓ ପ୍ରଯୋଜକଙ୍କ ନାଁ ଖୁଲାସା କରିବାକୁ ଅସ୍ବୀକାର କରିଛି। ସୂଚନା ଅନୁଯାୟୀ, ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମୁମ୍ବାଇରେ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

କରୋନା ଯୋଗୁଁ ଏଥର ଫିକା ପଡିବ ଭଦ୍ରକ କାଳୀପୂଜା, ଖାଁ ଖାଁ ରହିବ ପୂଜା ମଣ୍ଡପ

ଭଦ୍ରକ ୦୮।୧୧: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀ ସର୍ବଶକ୍ତିର ଆଧାର ଓ ଆଦ୍ୟାଶକ୍ତି । ସେ ସର୍ବବ୍ୟାପିନି , ପରମା ବିଦ୍ୟା ମହାମାୟା ଓ ପରଂବ୍ରହ୍ମ ରୂପିଣୀ । ମାଆ ଶାନ୍ତ, କାନ୍ତା ପୁଣି ସୌମ୍ୟା ଓ ପରମବୈଷ୍ଣବୀ। ମାଆ ଭଦ୍ରକାଳୀ ଙ୍କ ନାମାନୁସାରେ ଭଦ୍ରକର ନାମକରଣ କରାଯାଇଛି । ପ୍ରସିଦ୍ଧ କାଳୀପୂଜା ଅବସରରେ ମାଆ ସାତଦିନ ଧରି ସପ୍ତମାତୃକା ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ପୀଠରେ ସଦାସର୍ବଦା ବିଶ୍ଵମାତା ବେଶରେ ପୂଜା […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ବଢୁଛି ଶୀତ, ୧୧ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ, ସୋନପୁର ସବୁଠୁ ଥଣ୍ଡା ସହର

ଭୁବନେଶ୍ଵର ୦୮।୧୧: ମୌସୁମୀ ଫେରିଯିବା ପରେ ନଭେମ୍ବର ମାସ ଆରମ୍ଭ ହେବା ସହିତ ରାଜ୍ୟରେ ଶୀତର ଆଗମନ ଘଟିଛି। ଦିନକୁ ଦିନ ତାପମାତ୍ରା ହ୍ରାସ ପାଇବା ସହିତ ଥଣ୍ଡା ଅନୁଭୂତ ହେବାରେ ଲାଗିଛି। ସନ୍ଧ୍ୟା ହେଲେ ରାଜ୍ୟର ଅନେକ ଜିଲ୍ଲାରେ ବିନା ଶୀତବସ୍ତ୍ରରେ ବାହାରକୁ କୋଡ କାଢି ହେଉନି। ଏବେ ରାଜ୍ୟର ୧୧ଟି ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଛି। ୯.୬ ଡିଗ୍ରୀ ସହ ସୋନପୁର ସହର ସବୁଠୁ ଥଣ୍ଡା ସହର ହୋଇଛି। ଆଞ୍ଚଳିକ ପାଣିପାଗ […]

ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

କମିସନରେଟ ପୁଲିସର ‘ଲକ୍ଷ୍ମଣରେଖା’

ଭୁବନେଶ୍ୱର : ଶୀତ ଦିନ ଆସୁଥିବାରୁ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି କମିସନରେଟ ପୁଲିସ ପକ୍ଷରୁ ଏକ ଗାଇଡଲାଇନ୍ ଜାରି କରାଯାଇଛି। ଏହାର ନାମ ‘ଲକ୍ଷ୍ମଣରେଖା’ ରଖାଯାଇଛି। ଯେଉଁ କର୍ମଚାରୀମାନଙ୍କର ଥଣ୍ଡା, କାଶ, ଜ୍ବର ଭଳି ଲକ୍ଷଣ ଦେଖାଯିବ, ସେମାନେ ପୁଲିସ ମେଡିକାଲ ଡାକ୍ତରଙ୍କ ନଜରରେ ରହିବେ। ଯଦି ୫ଦିନ ଭିତରେ ଥଣ୍ଡା, କାଶ, ଜ୍ବର ନ କମିଲା, ତାହାଲେ କୋଭିଡ୍ ପରୀକ୍ଷା କରାଇବା ବାଧ୍ୟତାମୂଳକ। ଫଳରେ ପ୍ରାଥମିକ ସ୍ତରରେ ସଂକ୍ରମଣକୁ ରୋକିବା ପାଇଁ ତୁରନ୍ତ ଚିକିତ୍ସା […]

ଦେଶ ବିଦେଶ ମନୋରଞ୍ଜନ

ଏକାଠି ନଜର ଆସିବେ ଶାହରୁଖ୍‌-ସଲ୍‌ମାନ୍‌

ବଲିଉଡ୍‌ ବାଦ୍‌ଶାହ ଶାହରୁଖ୍‌ ଖାନ୍‌ ଓ ଭାଇଜାନ୍‌ ସଲ୍‌ମାନ୍‌ ଖାନ୍‌ଙ୍କୁ ପୁଣିଥରେ ବଡ଼ ପରଦାରେ ଏକାଠି ଦେଖିବାକୁ ମିଳିବ। ଏନେଇ ଆଜି ବି-ଟାଉନ୍‌ରେ ଚର୍ଚ୍ଚା ଜୋର୍‌ ଧରିଛି। ଚଳଚ୍ଚିତ୍ରରେ ଶାହରୁଖ୍‌ଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ ଓ ସଲ୍‌ମାନ୍‌ ଏଥିରେ କେମିଓ (ଅତିଥି କଳାକାର) ଭାବେ ନଜର ଆସିବେ। ମିଳିଥିବା ସୂଚନା ମୁତାବକ, ଚଳଚ୍ଚିତ୍ରରେ ଦୀପିକା ପାଦୁକୋଣ ଶାହରୁଖ୍‌ଙ୍କ ବିପକ୍ଷରେ ଅବତୀର୍ଣ୍ଣ ହେବେ। ଏଥିସହ ଅଭିନେତା ଜନ୍‌ ଇବ୍ରାହମ୍‌ଙ୍କୁ ଏଥିରେ ଖଳନାୟକ ଭୂମିକାରେ ଦେଖିବାକୁ ମିଳିବ। ତେବେ […]

ଦେଶ ବିଦେଶ ମନୋରଞ୍ଜନ

ଜନ୍ମଦିନରେ ଉଲଗ୍ନ ହୋଇ ଗୋଆ ବିଚ୍‌ରେ ଦୌଡ଼ିଥିଲେ ମିଲିନ୍ଦ ସୋମନ, ରୁଜୁ ହେଲା ଏତଲା

ମୁମ୍ବାଇ: ନଭେମ୍ବର ୪ରେ ବଲିଉଡ୍‌ ଅଭିନେତା ମିଲିନ୍ଦ ସୋମନ ୫୫ ବର୍ଷରେ ପାଦ ଦେଇଥିଲେ। ଜନ୍ମଦିନ ଅବସରରେ ସେ ଗୋଆ ବିଚ୍‌ରେ ଉଲଗ୍ନ ଅବସ୍ଥାରେ ଦୌଡ଼ୁଥିବାର ନଜର ଆସିଥିଲା। ପତ୍ନୀ ଅଙ୍କିତା କନୱାର ମିଲିନ୍ଦଙ୍କ ଉଲଗ୍ନ ଅବସ୍ଥାରେ ଦୌଡ଼ୁଥିବାର ଫଟୋଟି ଉଠାଇଥିବା ବେଳେ ସୋସିଆଲ ମିଡିଆରେ ସେୟାର କରିଥିଲେ ମିଲିନ୍ଦ । ଏବେ ଫଟୋଟିି ଭାଇରାଲ ହେବା ପରେ ମିଲିନ୍ଦ ସୋମନଙ୍କ ବିରୋଧରେ ଏତଲା ରୁଜୁ କରାଯାଇଛି। ମିଳିଥିବା ସୂଚନା ମୁତାବକ, କୋଲବା ପୁଲିସ ଷ୍ଟେସନରେ ଆଇପିସିର […]

ଖେଳ ଦେଶ ବିଦେଶ

ଦୁବାଇରେ ପୂଜାରା ଓ ବିହାରୀଙ୍କ ଟେଷ୍ଟ୍‌ ପ୍ରସ୍ତୁତି

ଦୁବାଇ : ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଅଧିକାଂଶ ଭାରତୀୟ ଖେଳାଳି ଆଇପିଏଲ୍‌ରେ ବ୍ୟସ୍ତ ଥିଲା ବେଳେ ଟେଷ୍ଟ୍‌ ବିଶେଷଜ୍ଞ ଚେତେଶ୍ବର ପୂଜାରା ଏବଂ ହନୁମା ବିହାରି ଆଇପିଏଲ୍‌ ଖେଳୁନାହାନ୍ତି। ତେବେ ଆଇପିଏଲ୍‌ ଶେଷରେ ସେଠାରୁ ଭାରତୀୟ ଦଳ ସିଧାସଳଖ ଅଷ୍ଟ୍ରେଲିଆ ଗସ୍ତ କରିବାକୁ ଥିବାରୁ ପୂଜାରା ଓ ବିହାରୀ ଦୁବାଇରେ ଦଳ ସହ ଯୋଗ ଦେଇଛନ୍ତି। ଆଇପିଏଲ୍‌ ଖେଳୁନଥିବାରୁ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍‌ ଶୃଙ୍ଖଳା ପାଇଁ ଦଳରେ ସାମିଲ ହୋଇଥିବା ଏହି ଦୁଇ ଜଣ ସେମାନଙ୍କ […]

ଖେଳ ଦେଶ ବିଦେଶ

ଟସ୍‌ ବିଜେତା ୱାର୍ନର ବୁମ୍‌ରା ବିଶ୍ବର ଶ୍ରେଷ୍ଠ ଟି-୨୦ ବୋଲର: ବଣ୍ଡ୍‌

ଚଳିତ ଋତୁରେ ସର୍ବାଧିକ ଟସ୍ ଜିତିବାର ଗୌରବ ଡେଭିଡ୍‌ ୱାର୍ନରଙ୍କ ନାମକୁ ଯାଇଛି। ୧୫ ମ୍ୟାଚ୍‌ରୁ ସେ ୧୧ ଥର୍ ଟସ୍ ଜିତିଛନ୍ତି। ଏ କ୍ଷେତ୍ରରେ ସେ ଆଇପିଏଲ୍‌ କୀର୍ତ୍ତିମାନର ସମକକ୍ଷ ମଧ୍ୟ ହୋଇଛନ୍ତି। ୨୦୧୭ରେ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏବଂ ୨୦୧୮ରେ ମହେନ୍ଦ୍ର ସିଂହ ଧୋନି ଚେନ୍ନାଇ ସୁପର୍‌ କିଙ୍ଗ୍ସ ପାଇଁ ମଧ୍ୟ ୧୧ ଥର ଲେଖାଏଁ ଟସ୍ ଜିତିଥିଲେ। ଏହି ଦୁଇ ବର୍ଷ ମଧ୍ୟ ମୁମ୍ବାଇ ଓ ଚେନ୍ନାଇ ବିଜେତା ମୁକୁଟ […]

ଖେଳ ଦେଶ ବିଦେଶ

ବାଙ୍ଗାଲୋରକୁ ବିଦା କଲା ହାଇଦ୍ରାବାଦ, ଦିଲ୍ଲୀ-ହାଇଦ୍ରାବାଦ କ୍ବାଲିଫାୟାର୍‌ ରବିବାର

ଆବୁଧାବି : ବିରାଟ କୋହଲିଙ୍କ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ଦଳର ଆଇପିଏଲ୍‌ ଟ୍ରଫି ଦୁସ୍ବପ୍ନ ଜାରି ରହିଲା। ଶୁକ୍ରବାର ଏଲିମିନେଟର୍‌ ମୁକାବିଲାରେ ହାଇଦ୍ରାବାଦ ହାତରୁ ୬ ୱିକେଟ୍‌ରେ ହାରି ବିଦାୟ ନେବାକୁ ବାଧ୍ୟ ହେଲା। ଦୀର୍ଘ ୪ ବର୍ଷ ବ୍ୟବଧାନ ପରେ ପ୍ଳେ ଅଫ୍‌ ଆସିଥିବା ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍‌ ବାଟରେ ପ୍ରତି ଥର ହାଇଦ୍ରାବାଦ ହିଁ ବାଟ ଓଗାଳିଲା। ୨୦୧୬ ଫାଇନାଲରେ ହାଇଦ୍ରାବାଦ ନିକଟରୁ ହାରି ବିରାଟ କୋହଲିଙ୍କ ଦଳ ଉପବିଜେତା ହେବା ପରଠାରୁ ଆଉ […]

ଖେଳ ଦେଶ ବିଦେଶ

ଜାତୀୟ କ୍ରୀଡ଼ାରୁ କପଡ଼ା ଦୋକାନ, ପେଟ ପାଇଁ ଫୁଟ୍‌ବଲର୍‌ ମିନତି ଏବେ ସେଲ୍‌ସ ଗାର୍ଲ

ସମ୍ବଲପୁର : ୨୦୦୨ରେ ଆସାମରେ ଅନୁଷ୍ଠିତ କନିଷ୍ଠ ବାଳିକା ଜାତୀୟ ଫୁଟ୍‌ବଲ୍ ପ୍ରତିଯୋଗିତାରେ ଓଡ଼ିଶା ଉପବିଜେତା ହୋଇ ରୌପ୍ୟ ପଦକ ଜିତିଥିଲା। ଓଡ଼ିଶା ଦଳ ସଫଳତାର ଅନ୍ୟତମ ନାୟିକା ଥିଲେ ସମ୍ବଲପୁରର ଆଦିବାସୀ ଯୁବତୀ ମିନତି ତିର୍କି। ସେହିପରି ସେ ହାଇଦ୍ରାବାଦ-ବିଶାଖାପାଟଣାରେ ଅନୁଷ୍ଠିତ ୨୦୦୨ ଜାତୀୟ କ୍ରୀଡ଼ାରେ ଓଡ଼ିଶା ସିପକ୍‌ଟାକ୍ର ଦଳର ମଧ୍ୟ ପ୍ରମୁଖ ସଦସ୍ୟା ଥିଲେ। କିନ୍ତୁ ଯୁବ ବୟସରେ କ୍ରୀଡ଼ାକୁ କ୍ୟାରିୟର୍‌ କରିଥିବା ମିନତି ଏବେ ସମସ୍ତଙ୍କ ପାଇଁ ଅଲୋଡ଼ା। ଦେଶ ପାଇଁ ଖେଳିବା […]