ଆସିଗଲା ନୂଆ ଆପଲ୍ ଓ୍ୱାଚ୍ : ସୁଯୋଗ ଛାଡନ୍ତୁନି, ଆମାଜନରେ ମିଳୁଥିବା ସ୍ମାର୍ଟ ଓ୍ୱାଚ୍ର ଦାମ୍ ବି ଆକର୍ଷଣୀୟ
ନୂଆଦିଲ୍ଲୀ, ୧୧|୦୮: ଏଣିକି ଅନଲାଇନ୍ ସପିଂ ସାଇଟ ଆମାଜନରେ ମିଳୁଛି ଲାଟେଷ୍ଟ୍ ଆପଲ୍ ଓ୍ୱାଚ୍ । ଆମାଜନରେ ଆପଲ ଓ୍ୱାଚ୍ର ଆକର୍ଷଣୀୟ ଓ୍ୱିକେଣ୍ଡ୍ ସେଲ୍ସ ଆରମ୍ଭ ହୋଇଛି । ଗ୍ରାହକମାନେ ଏବେ ଆମାଜନରୁ ବ୍ରାଣ୍ଡ୍ ନ୍ୟୁ ଆପଲ ଓ୍ୱାଚର କିଣି ପାରିବେ । ଆପଲ୍ ଓ୍ୱାଚ୍ ଏସଇ ଓ ଆପଲ ଓ୍ୱାଚ୍ ସିରିଜ-୬ ମଧ୍ୟ ଗତ ଶୁକ୍ରବାରଠାରୁ ଅନଲାଇନରେ ମିଳୁଛି । ଏହା ଭିନ୍ନ ଭିନ୍ନ ରଙ୍ଗରେ ଉପଲବ୍ଧ । ଏସଇ ସିରିଜର ଦାମ୍ ୨୧ହଜାର ଥିବା […]