ଆସୁଛି ଆଉ ଏକ ଚନ୍ଦ୍ର ଗ୍ରହଣ: ଭୁଲରେ ବି କରନ୍ତୁନି ଏହିସବୁ କାମ
ଭୁବନେଶ୍ୱର ୦୯/୧୧ : ହିନ୍ଦୁ ପାଞ୍ଜି ଅନୁସାରେ ନଭେମ୍ବର ୩୦ ତାରିଖରେ ଚନ୍ଦ୍ର ଗ୍ରହଣ ଲାଗିବ। ଏହା ଚଳିତ ବର୍ଷର ଶେଷ ଚନ୍ଦ୍ର ଗ୍ରହଣ। ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଯୋଗୁଁ ଏହାର ମହତ୍ତ୍ୱ ରହିଛି। ଏହି ଚନ୍ଦ୍ର ଗ୍ରହଣରେ କିଛି କଥା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ। ବର୍ଷର ଶେଷ ଚନ୍ଦ୍ର ଗ୍ରହଣ ଏସିଆ, ଅଷ୍ଟ୍ରେଲିଆ, ପ୍ରଶାନ୍ତ ମହାସାଗର ଓ ଆମେରିକାର କିଛି ଭାଗରେ ଦେଖାଦେବ। ଗ୍ରହଣ ସମୟରେ ସୂତକ ସମୟକୁ ଅଶୁଭ ବୋଲି କୁହାଯାଏ। […]