ଦେଶ ବିଦେଶ ମନୋରଞ୍ଜନ

ଶେହନାଜ ଗିଲଙ୍କ ସହ ସବୁ ସମ୍ପର୍କ ଭାଙ୍ଗିଦେଲେ ତାଙ୍କ ବାପା : ଚଣ୍ଡିଗଡ଼ରେ ସୁଟିଂ ଥିବା ସତ୍ବେ ନିଜ ଘରକୁ ଯାଇନଥିଲେ ଅଭିନେତ୍ରୀ

ମୁମ୍ବାଇ ୧୦/୧୧: ବିଗ୍ ବସ୍ ୧୩ରୁ ଦମଦାର୍ ଲୋକପ୍ରିୟତା ହାସଲ କରିଥିବା ଶେହନାଜ ଗିଲ୍ ଖୁବ୍ ଶୀଘ୍ର ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ମ୍ୟୁଜିକ୍ ଭିଡିଓରେ ନଜର ଆସିବେ। ଏହି ଗୀତର ସୁଟିଂ ନିକଟରେ ଚଣ୍ଡିଗଡ଼ରେ ହୋଇଥିଲା ଯାହା ପରେ ସିଦ୍ଧାର୍ଥ ଏବଂ ଶେହନାଜ ମୁମ୍ବାଇ ଫେରି ଆସିଛନ୍ତି। ଘର ପାଖରେ ସୁଟିଂ କରିବା ସତ୍ବେ ଶେହନାଜ ତାଙ୍କ ବାପାଙ୍କୁ ଜଣାଇ ନଥିଲେ କି ପରିବାରକୁ ଦେଖା କରିବାକୁ ଯାଇନଥିଲେ। ଯାହା ଫଳରେ ତାଙ୍କ ବାପା ସନ୍ତୋଷ ସିଂହ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

୬ବର୍ଷ ବୟସରେ ସବୁଠୁ କନିଷ୍ଠ କମ୍ପ୍ୟୁଟର ପ୍ରୋଗ୍ରାମର ହେଲେ ଅରହମ୍ : ମିଳିଲା ଗିନିଜ ବୁକ୍ ଅଫ୍ ରେକର୍ଡ଼ରେ ସ୍ଥାନ

ଅହମଦାବାଦ ୧୦/୧୧: ୬ବର୍ଷ ବୟସରେ ପିଲାମାନେ ବହୁତ କଷ୍ଟରେ ଏବିସିଡି ଏବଂ ୧ରୁ ୧୦୦ଯାଏଁ ଗଣିବା ଶିଖିପାରୁଥିବାବେଳେ ଅହମଦାବାଦର ୬ବର୍ଷର ଅରହମ୍ ଓମ୍ ତଲସାନିଆ ଏପରି କାରନାମା କରିଛନ୍ତି ଯେ ବଡ଼ ବଡ଼ ସଫ୍ଟଓ୍ବେୟାର ଇଞ୍ଜିନିୟରମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ୬ବର୍ଷର ଏହି ଛୋଟ ପିଲାଟି କମ୍ପ୍ୟୁଟର ଦୁନିଆରେ ଏପରି କାରନାମା କରି ଦେଖାଇଛି ଯେ ଯାହା ଗିନିଜ ବୁକ୍ ଅଫ୍ ଓ୍ବାର୍ଲଡ ରେକର୍ଡ଼ରେ ସ୍ଥାନ ପାଇଛି। ଅରହମଙ୍କ ନାଁ ଗିନିଜ ବୁକ୍ ଅଫ୍ ଓ୍ବାଲର୍ଡ ରେକର୍ଡ଼ରେ ସବୁଠୁ […]

କଳା ଓ ସଂସ୍କୃତି ଧର୍ମ

ପଞ୍ଚମୁଖୀ ହନୁମାନଙ୍କ ପୂଜା କଲେ ମିଳିଥାଏ ଅନେକ ଲାଭ: କାହିଁକି ଏହି ରୂପ ଧାରଣ କରିଥିଲେ ହନୁମାନ, ଜାଣନ୍ତୁ ରୋଚକ କଥା

ଭୁବନେଶ୍ୱର ୧୦/୧୧ : ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ହନୁମାନ ସର୍ବଦା ନିଜ ଭକ୍ତଙ୍କ କଷ୍ଟ ଦୂର କରିଥାନ୍ତି। ସେଥିପାଇଁ ହନୁମାନଙ୍କୁ ସଙ୍କଟମୋଚନ ମଧ୍ୟ କୁହାଯାଏ। ଶ୍ରଦ୍ଧାର ସହ ଆରାଧନା କଲେ ହନୁମାନ ଖୁବ ଶୀଘ୍ର ପ୍ରସନ୍ନ ହୋଇଯାନ୍ତି। ହନୁମାନ ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ହୋଇଥିବାରୁ ତାଙ୍କ ଶରଣାଗତ ହେଲେ ଭକ୍ତଙ୍କ ସବୁ ସଙ୍କଟ ଦୂର ହୋଇଥାଏ। ହନୁମାନ କଳିଯୁଗର ଦେବତା। ହନୁମାନ କାହିଁକି ପଞ୍ଚମୁଖୀ ରୂପ ଧାରଣ କରିଥିଲେ ଏବଂ ତାଙ୍କ ପୂଜା ଦ୍ୱାରା […]

ସ୍ୱାସ୍ଥ୍ୟ

ଶୋଇବା ପୂର୍ବରୁ ଭୁଲରେ ବି ଏହିସବୁ ଖାଦ୍ୟ ସେବନ କରନ୍ତୁନି, ହେବ ନାହିଁ ନିଦ

ଭୁବନେଶ୍ୱର ୦୯/୧୧ : ବେଳେବେଳେ ଅଧା ରାତିରେ ସ୍ନାକ୍ସ ଖିଅବାକୁ ଇଚ୍ଛା ହୋଇଥାଏ। କିନ୍ତୁ ଏହି ଅଭ୍ୟାସ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ରାତିରେ ଶୋଇବା ପୂର୍ବରୁ କିଛି ଖାଦ୍ୟ ସେବନ କରିବା ଅନୁଚିତ। କାରଣ ଏହା ଦ୍ୱାରା ନିଦ ବାଧା ପାଇଥାଏ। ସେଥିପାଇଁ ଶୋଇବା ପୂର୍ବରୁ ଏହିସବୁ ଖାଦ୍ୟ ଠାରୁ ଦୁରେଇ ରହିବା ଆବଶ୍ୟକ। ପତ୍ରଯୁକ୍ତ ପନିପରିବା ଯେପରିକି କୋବି, ବନ୍ଧାକୋବି, ବ୍ରୋକୋଲି ସ୍ୱାସ୍ଥ୍ୟ ପାଇଁ ହିତକର କିନ୍ତୁ ଶୋଇବା ପୂର୍ବରୁ ଏସବୁ ଖାଇବା ଉଚିତ ନୁହେଁ। […]

କଳା ଓ ସଂସ୍କୃତି ଧର୍ମ

କାହିଁକି ପାଳନ କରାଯାଏ ଧନତେରାସ ? ଏହି ଦିନ ଭୁଲ୍‌ରେ ବି କରନ୍ତୁ ନାହିଁ ଏହି ୭ଟି ଜିନିଷ

ଧନତେରାସ କାର୍ତ୍ତିକ କୃଷ୍ଣ ତ୍ରୟୋଦଶୀରେ ପାଳନ କରାଯାଇଥାଏ। ଏଥର ତ୍ରୟୋଦଶୀ ନଭେମ୍ବର ୧୨ ରାତି ୯.୩୦ରୁ ପର ଦିନ ନଭେମ୍ବର ୧୩ତାରିଖ ସନ୍ଧ୍ୟା ୫.୫୯ ଯାଏଁ ରହିବ। ଏହା ପରେ ଚତୁର୍ଦ୍ଦଶୀ ତିଥି ଆରମ୍ଭ ହୋଇଯିବ। ଏଥିପାଇଁ ନଭେମ୍ବର ୧୩ତାରିଖ ସନ୍ଧ୍ୟା ୫.୫୯ ପୂର୍ବରୁ ଧନତେରାସ ପାଳନ କରାଯିବ। ନଭେମ୍ବର ୧୩ତାରିଖ ସନ୍ଧ୍ୟା ୫.୫୯ପରେ ଛୋଟ ଦିପାବଳୀ ଅର୍ଥାତ୍ ନରକ ଚତୁର୍ଦ୍ଦଶୀ ଆରମ୍ଭ ହୋଇଯିବ। ଧନତେରାସ ପର୍ବ ଧନ ଏବଂ ଆରୋଗ୍ୟ ସହ ଜଡ଼ିତ। ଧନ ପାଇଁ […]

ଖେଳ ଦେଶ ବିଦେଶ

ଆଜି ଆଇପିଏଲ ୨୦୨୦ ଫାଇନାଲ ; କିଏ ମାରିବ ବାଜି ? ଜାଣନ୍ତୁ କାହାର ପଲ୍ଲା ବେଶି ଭାରି

ନୂଆଦିଲ୍ଲୀ: ଆଜି ଆବୁ ଧାବୀରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯିବ ଆଇପିଏଲ ସିଜିନ ୧୩ର ଫାଇନାଲ ମ୍ୟାଚ୍ । ଚଳିତ ଆଇପିଏଲ ଟାଇଟଲ ଜିତି ମୁମ୍ବାଇ ୫ମ ଥର ପାଇଁ ଚାମ୍ପିୟନ ହେବା ଲକ୍ଷ୍ୟ ରଖିଛି । ସେପଟେ ଦିଲ୍ଲୀ ପ୍ରଥମ ଥର ପାଇଁ ଫାଇନାଲରେ ପ୍ରବେଶ କରିଥିବାରୁ ମନବଳ ଦୃଢ ରହିଛି ଏବଂ ପ୍ରଥମ ଥର ପାଇଁ ଆଇପିଏଲ ଟାଇଟଲ ହାସଲ ପାଇଁ ଲକ୍ଷ୍ୟ ରଖିଛି । ପୂର୍ବ ମ୍ୟାଚ ଗୁଡିକୁ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

କୋଭିଡ଼ ସ୍ଥିତିର ସମୀକ୍ଷା କଲେ ଜିଲ୍ଲାପାଳ, ମୁକାବିଲା ନେଇ ଯୋଜନା ପ୍ରସ୍ତୁତ

ପୁରୁଷୋତ୍ତମପୁର ୧୦।୧୧: ପୁରୁଷୋତ୍ତମପୁର ବ୍ଲକରେ କୋଭିଡ଼ ସ୍ଥିତିର ସମୀକ୍ଷା କଲେ ଜିଲ୍ଲାପାଳ । କିଛିଟା ଅଞ୍ଚଳରେ କରୋନାର ୨ୟ ଲହରୀକୁ ଦୃଷ୍ଟିରେ ରଖି ସମୀକ୍ଷା ବୈଠକ ବସିଛି । ବୈଠକରେ ଜିଲ୍ଲାପାଳଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ହୋଇଥିଲେ । ଆଗାମୀ ଦିନରେ କରୋନାର ମୁକାବିଲା ନେଇ ଯୋଜନା ପ୍ରସ୍ତୁତ କରାଯାଇଛି । କିଛି ଦିନ ତଳେ କରୋନା ସଂକ୍ରମଣର ପିକ୍‌ରେ ଥିଲା ଗଞ୍ଜାମ ଜିଲ୍ଲା, ପରେ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ଉଦ୍ୟମରେ କରୋନା ସ୍ଥିତିକୁ […]

କଳା ଓ ସଂସ୍କୃତି ଧର୍ମ

ଶ୍ରୀମନ୍ଦିର ଦ୍ୱାର ରୂପା ଛାଉଣୀ ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ବୈଠକ, ଛାଉଣୀର ଡିଜାଇନ୍ ପରଖିବ ପରିଚାଳନା କମିଟି…

ପୁରୀ: ଶ୍ରୀମନ୍ଦିରର ୮ ଦ୍ୱାର ରୂପା ଛାଉଣୀ ହେବ । ଆଜି ଅପରାହ୍ଣରେ ଏନେଇ ଏକ ସ୍ୱତନ୍ତ୍ର ବୈଠକର ଆୟୋଜନ କରାଯାଇଛି । ପୂର୍ବରୁ ଏନେଇ ସବୁ ପ୍ରକାର ଯୋଜନା ପ୍ରସ୍ତୁତ ହୋଇ ସାରିଥିବା ବେଳେ ଆଜି ବୈଠକରେ ଅନୁମୋଦନ ହେବ । ରୂପା ଛାଉଣୀ ନେଇ ଉତ୍କଳୀୟ ପରମ୍ପରାକୁ ନଜର ରଖି ସ୍ୱତନ୍ତ୍ର ଡିଜାଇନ ପ୍ରସ୍ତୁତ କରିବା ପାଇଁ ବୈଠକରେ ଆଲୋଚନା ହେବ । ତେବେ ଏକ ଡିଜାଇନ ପ୍ରସ୍ତୁତ ହୋଇଛି । ଏହାକୁ ୬ […]

ଦେଶ ବିଦେଶ ମନୋରଞ୍ଜନ

‘କୌନ ବନେଗା କରୋଡପତି’ ସିଜନ-୧୨ର ବିଜେତା ହେ‌ଲେ ନାଜିଆ ନାସିମ

‘କୌନ ବନେଗା କରୋଡପତି’ ସିଜନ-୧୨ର ବିଜେତା ହେ‌ଲେ ନାଜିଆ ନାସିମ ପରିବାର ଓ ସ୍ବାମୀଙ୍କୁ ଦେଲେ ସଫଳତାର ଶ୍ରେୟ ସେୟାର ନୂଆଦିଲ୍ଲୀ: ‘କୌନ ବନେଗା କରୋଡପତି’ ସିଜନ-୧୨ ଟେଲିଭିଜନର ଗେମ୍ ରିଆଲିଟି ସୋ’ରେ ଗାଜିଆବାଦର ଛବି କୁମାର ୧ କୋଟି ଟଙ୍କା ପ୍ରଶ୍ନ ପର୍ଯ୍ୟନ୍ତ ପହଞ୍ଚିଥିଲେ। ତେବେ ସେ ଏହି ପ୍ରଶ୍ନର ଉତ୍ତର ଦେଇ ନପାରିବାରୁ ଖେଳରୁ ଓହରି ଯାଇଥିଲେ। ତେବେ ଝାଡଖଣ୍ଡରୁ ନାଜିଆ ନାସିମ ଅମିତାଭ ବଚ୍ଚନଙ୍କ ସାମ୍ନାରେ ହଟ୍‌ ସିଟ୍‌ରେ ବସି ୧୫ଟି ପ୍ରଶ୍ନର […]

ଖେଳ ଦେଶ ବିଦେଶ

ପ୍ରଥମ ଥର ଫାଇନାଲରେ ଦିଲ୍ଲୀ, ମୁମ୍ବାଇ ସହ ମଙ୍ଗଳବାର ଟ୍ରଫି ଟକ୍କର

ଆବୁଧାବି: ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଦୀର୍ଘ ପ୍ରତିକ୍ଷାର ଅବସାନ ଘଟିଛି। ରବିବାର ସନ୍‌ରାଇଜର୍ସ ହାଇଦ୍ରାବାଦକୁ ଉଦୟ ହେବାର କୌଣସି ସୁଯୋଗ ନଦେଇ ଫାଇନାଲରେ ସ୍ଥାନ ପକ୍କା କରି ନେଇଛି ଶ୍ରେୟସ୍ ଆୟରଙ୍କ ଦଳ। ଆଇପିଏଲ୍‌ର ଗତ ୧୨ ଋତୁରେ ଏକାଧିକବାର ଫାଇନାଲ୍ ଦ୍ବାରରେ ପହଞ୍ଚିଥିଲା ଦିଲ୍ଲୀ। ହେଲେ ଶେଷ କ୍ଷଣରେ ଏହି ଦଳ ହାତରୁ ଖସି ଯାଉଥିଲା ଟ୍ରଫି ଲଢ଼େଇ ଟିକେଟ। ଏଥର କିନ୍ତୁ ପ୍ରତୀକ୍ଷିତ ଲକ୍ଷ୍ୟକୁ ହାସଲ କରି ନେଇଛି ଦୁଇ ଥର ସେମିଫାଇନାଲିଷ୍ଟ ଦଳ। […]