ସ୍ୱାସ୍ଥ୍ୟ

ଏହି ଗୋଟାଏ ଫଳ, ଦୂର କରିପାରେ ଅନେକ ଶାରୀରିକ ସମସ୍ୟା

ଫଳ ଖାଇଲେ ଶରୀର ଯେ ସୁସ୍ଥ ରହିଥାଏ ଏହା ସମସ୍ତେ ଜାଣନ୍ତି। ଫଳ ଭିିତରେ କମଳା ହେଉଛି ଅନ୍ୟତମ ଉତ୍ତମ ଫଳ, ଯାହାକୁ ଖାଇଳେ ଅନେକ ସୁଫଳ ମିଳିଥାଏ। ଆପଣ ଜାଣନ୍ତି କି? କମଳା ହେଉଛି ଔଷଧୀୟ ଗୁଣରେ ଭରପୂର ସବୁଠାରୁ ଉପକାରୀ ଫଳ। ଏହାକୁ ସିଧା ଖାଆନ୍ତୁ କିମ୍ବା ରସ କରି ପିଅନ୍ତୁ, ଏହାର ପ୍ରଭାବରେ ଅନେକ ଶାରୀରିକ ସମସ୍ୟା ଦୂର ହୋଇଥାଏ। ଏହା ଏକ ଆଣ୍ଟି ଅକ୍ସିଡେଣ୍ଟ ଓ ଶକ୍ତିକାରୀ ଫଳ। କେବଳ ଏହାର […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବେସରକାରୀ ସ୍କୁଲ ଫି ଛାଡ କରିବା ପ୍ରସଙ୍ଗ: ହାଇକୋର୍ଟଙ୍କ ଉପରେ ନିଷ୍ପତ୍ତି ଛାଡ଼ିଲେ ରାଜ୍ୟ ସରକାର

ଭୁବନେଶ୍ୱର: କରୋନା ସଂକଟ ସମୟରେ ବେସରକାରୀ ସ୍କୁଲ ଫି ଛାଡ କରିବା ପ୍ରସଙ୍ଗକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସରକାରଙ୍କୁ କହିଥିଲେ ହାଇକୋର୍ଟ । ଏ ନେଇ ସ୍ପଷ୍ଟ ଆଭିମୁଖ୍ୟ ରଖିବାକୁ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ କୋର୍ଟଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ଆଜି ଏ ନେଇ ହାଇକୋର୍ଟରେ ଜବାବ ଦାଖଲ କରିଛନ୍ତି ରାଜ୍ୟ ସରକାର। ବେସରକାରୀ ସ୍କୁଲ ଫି ଛାଡ କରିବା ପ୍ରସଙ୍ଗକୁ ନେଇ ହାଇକୋର୍ଟଙ୍କ ଉପରେ ନିଷ୍ପତ୍ତି ନେବା ଦାୟିତ୍ବ ଛାଡ଼ିଛନ୍ତି ରାଜ୍ୟ […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରୁ ବିଦା ହେଲେ ବ୍ରଜକିଶୋର

ଭୁବନେଶ୍ୱର : ପ୍ରଥ‌ମେ ଯୁକ୍ତ ୩ ପରୀକ୍ଷା ପରିଚାଳନାରେ ବିଭ୍ରାଟ। ଦ୍ବିତୀୟରେ ପରୀକ୍ଷା ଫଳ ପ୍ରକାଶରେ ତ୍ରୁଟି। ତୃତୀୟରେ ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ଫଳରେ ଟପର୍‌ ତାଲିକା ପ୍ରକାଶ ନ କରିବା। ଚତୁର୍ଥରେ ସ୍ନାତକରେ ମାର୍କ ଜାଲିଆତି ଅଭିଯୋଗ। ପଞ୍ଚମରେ ଅଧ୍ୟାପକ କାମ ନକରି ଶୋଉଥିବା ନେଇ ବିସ୍ଫୋରକ ବୟାନ। ଷଷ୍ଠରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ବ୍ରୋକର(ଦଲାଲ୍‌) ବୁଲୁଥିବା ନେଇ ଗଣମାଧ୍ୟମରେ ମତ ରଖିଲେ। ଏଭଳି ଗୋଟିଏ ପରେ ଗୋଟିଏ ମନ୍ତବ୍ୟ ଦେଇ ବିବାଦଘେରକୁ […]

ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଖାଲରେ ଭର୍ତ୍ତି ରସୁଲଗଡ଼ ଶିଳ୍ପାଞ୍ଚଳ; ଅଭିଯୋଗ ହେଉଛି, କେହି ଶୁଣୁନାହାନ୍ତି, ଇଡ୍‌କୋ ଅବହେଳାରୁ ପ୍ରତିଦିନ ଦୁର୍ଘଟଣା ଘଟୁଛି

ଅନ୍ଧାର ରାସ୍ତା ଚୋରଙ୍କୁ ସୁହାଉଛି ବର୍ଷ ବର୍ଷ ଧରି ଡ୍ରେନ୍‌ ସଫା ହେଉନି ଇଡ୍‌କୋ ଟିକସ ନେଉଛି, ଇଡ୍‌କୋ ସବୁ କରିବ: ବିଏମ୍‌ସି ରାସ୍ତା ମରାମତି ପାଇଁ ଖର୍ଚ୍ଚ ଆକଳନ ହୋଇଛି: ଇଡ୍‌କୋର ବରିଷ୍ଠ ଅଧିକାରୀ ଭୁବନେଶ୍ୱର : ରାଜଧାନୀର ସବୁଠୁ ଖରାପ ଓ ଅତ୍ୟନ୍ତ ବିପଜ୍ଜନକ ରାସ୍ତା ପାଲଟିଛି ରସୁଲଗଡ଼ ଶିଳ୍ପାଞ୍ଚଳ ରାସ୍ତା। ରାସ୍ତା ସାରା ଖାଲି ଖାଲ। ସହରର ପ୍ରମୁଖ ସ୍ଥାନରେ ଏହିଭଳି ଏକ ବିପର୍ଯ୍ୟସ୍ତ ରାସ୍ତା ଅଛି ବୋଲି ଯିଏ ନ ଦେଖିଛି […]

ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ରାଜଧାନୀରେ ବୁଲୁଛି ଜାଲ୍ ନୋଟ୍! ୨୦ ଦିନ ପୂର୍ବରୁ ନୟାଗଡ଼ରୁ ଧରାପଡ଼ିଥିଲା ରାକେଟ୍

ଭୁବନେଶ୍ବର: କିଛି ଦିନ ତଳେ ନୟାଗଡ଼ ସହରରୁ ଏକ ରାକେଟ୍ ଠାବ ହୋଇଥିବା ବେଳେ ଏବେ ରାଜଧାନୀରେ ଜାଲ ନୋଟ୍ ବୁଲୁଥିବା ଜଣାପଡ଼ିଛି। ଅପୂର୍ବ ରଞ୍ଜନ ପଣ୍ଡା ନାମକ ଜଣେ ଯୁବକ ଜାଲି ନୋଟ୍ କଥା ଜାଣିବା ପରେ ଏହାକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛନ୍ତି। ତାଙ୍କ କହିବା ଅନୁସାରେ, ଶହେ ଟଙ୍କିଆ ନୋଟ୍ ତାଙ୍କ ହାତକୁ କାଗଜ ଭଳି ପତଳା ଲାଗିଥିଲା। ସନ୍ଦେହ ହେବାରୁ ନିରୀକ୍ଷଣ କରିବାରୁ ଏହା ଏକ ଜାଲ ନୋଟ୍ ବୋଲି ସେ […]

ଦେଶ ବିଦେଶ ମନୋରଞ୍ଜନ

ରେକର୍ଡ ଆଶାରେ ଅକ୍ଷୟ

କରୋନା କଟକଣା ଓ ନାମକରଣକୁ ନେଇ ବିବାଦ ପରେ ଶେଷରେ ଆଜି ଓଟିଟି ପ୍ଲାଟ୍‌ଫର୍ମରେ ମୁକ୍ତିଲାଭ କରିଛି ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘ଲକ୍ଷ୍ମୀ’। ପ୍ରଥମ ଦିନରେ ହିଁ ଏହାକୁ ଦର୍ଶକଙ୍କ ଭଲ ପ୍ରତିକ୍ରିୟା ମିଳିଛି। ତେବେ ‘ଲକ୍ଷ୍ମୀ’ ସଫଳତା ଅର୍ଜନ କଲେ, ଅକ୍ଷୟ ଏକ ନୂଆ ‌ରେକର୍ଡ ସୃଷ୍ଟି କରିବେ। ଗତ ଦୁଇ ବର୍ଷରେ ଅକ୍ଷୟଙ୍କ ୭ଟି ଚଳଚ୍ଚିତ୍ର ମୁକ୍ତିଲାଭ କରିଥିବା ବେଳେ ସବୁଯାକ ବକ୍ସ-ଅଫିସ୍‌ରେ ସୁପରହିଟ୍‌ ପ୍ରମାଣିତ ହୋଇଛି। ଆଜି ଅର୍ଥାତ ନଭେମ୍ବର ୯ […]

ଖେଳ ଦେଶ ବିଦେଶ

ମହିଳା ଟି-୨୦ ଚ୍ୟାଲେଞ୍ଜ ଟ୍ରଫି, ଟ୍ରେଲ୍‌ବ୍ଲେଜର୍ସ ନୂଆ ବିଜେତା

ସାର୍‌ଜା: ହରମନପ୍ରୀତ କୌରଙ୍କ ସୁପରନୋଭାସର ହ୍ୟାଟ୍ରିକ୍ ମହିଳା ଟି-୨୦ ଚ୍ୟାଲେଞ୍ଜ ଟ୍ରଫି ଜିତିବା ସ୍ବପ୍ନକୁ ଟ୍ରେଲବ୍ଲେଜର୍ସ ଭାଙ୍ଗି ଦେଇଛି। ‌ସ୍ମୃତି ମନ୍ଧାନାଙ୍କ ଟ୍ରେଲବ୍ଲେଜର୍ସ ସୋମବାର ୧୬ ରନ୍‌ରେ ସୁପରନୋଭାସକୁ ହରାଇ ଏହି ୩ ଦଳିଆ ପ୍ରତିଯୋଗିତାର ନୂଆ ବିଜେତା ହୋଇଛି। ଆଜିର ଲୋ ସ୍କୋରିଂ ଫାଇନାଲ୍‌ରେ ଟସ୍‌ ହାରି ବ୍ୟାଟିଂ କରିଥିବା ଟ୍ରେଲବ୍ଲେଜର୍ସ ପାଇଁ ଡେଣ୍ଡ୍ରା ଡଟିନ ଓ ସ୍ମୃତି ମନ୍ଧାନା ପ୍ରଥ‌ମ ୱିକେଟ୍‌ରେ ୭୧ ରନ୍‌ ଯୋଡ଼ି ଭଲ ଆରମ୍ଭ କରିଥିଲେ। ଡଟିନ୍‌ (୨୦)ଙ୍କୁ ପୂନମ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

WhatsApp ରେ ଆରମ୍ଭ ହେଲା ଶପିଂ : ଜାଣନ୍ତୁ ଏହି ଫିଚର ବିଷୟରେ

ନୂଆଦିଲ୍ଲୀ ୧୦/୧୧: WhatsApp ଗତ କିଛି ଦିନ ହେବ ଲଗାତାର ଗୋଟିଏ ପରେ ଗୋଟିଏ ଫିଚର ଆଣୁଛି। ଏହି କ୍ରମରେ WhatsApp ଏବେ ଆପ୍‌ରେ ଶପିଂ ବଟନ୍ ଆଡ୍ କରୁଛି। କମ୍ପାନୀ କହିବା ଅନୁସାରେ ଏହି ଫିଚର ବ୍ୟବସାୟ ପାଇଁ ଲାଭଦାୟକ ରହିବ ଏବଂ ସେମାନେ ନିଜ ସେଲ୍ ବଢ଼ାଇ ପାରିବେ। WhatsAppର ଏହି ନୂଆ ଫିଚର ଅନୁସାରେ ୟୁଜର୍ସଙ୍କୁ ବିଜନେସ୍ WhatsApp ଆକାଉଣ୍ଟସ୍ ପ୍ରୋଫାଇଲ୍ ପାଖରେ ଶପିଂ ବଟନ୍ ଦେଖାଯିବ। ଏହି ବଟନ୍ ଷ୍ଟୋର୍ ଆଇକନ୍ […]

ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଦୀପାବଳି ପୂର୍ବରୁ କମିଲା ସୁନା ଦର: ୭ ବର୍ଷରେ ଗୋଟିଏ ଦିନରେ ସର୍ବାଧିକ ହ୍ରାସ

ନୂଆଦିଲ୍ଲୀ ୧୦/୧୧ : କରୋନା ଭ୍ୟାକସିନକୁ ନେଇ ଖୁସି ଖବର ମଧ୍ୟରେ ଅନ୍ତରାଷ୍ଟ୍ରୀୟ ସ୍ଥରରେ ସୁନା ଦର ହ୍ରାସ ପାଇଛି। ରାଇଟର୍ସର ଏକ ଖବର ଅନୁଯାୟୀ, ଅନ୍ତରାଷ୍ଟ୍ରୀୟ ସ୍ଥରରେ ସୁନା ଦର ୫ ପ୍ରତିଶତ ଅଧିକ ହ୍ରାସ ପାଇଛି। ୨୦୧୩ ମସିହା ପରେ ଗୋଟିଏ ଦିନରେ ସର୍ବାଧିକ ହ୍ରାସ ପାଇଛି ସୁନା ଦର। ଏହାର ପ୍ରଭାବ ଘରୋଇ ବଜାରରେ ମଧ୍ୟ ପଡିଛି। ଭାରତୀୟ ବଜାରରେ ମଧ୍ୟ ସୁନା ଦର ହ୍ରାସ ପାଇପାରେ। ବର୍ତ୍ତମାନ ସ୍ଥିତିରେ ସୁନା ଦର […]

ସ୍ୱାସ୍ଥ୍ୟ

ଶୀତ ଦିନରେ ଗୁଡ ଚା’ ପିଇବା ସ୍ୱାସ୍ଥ୍ୟ ପାଇଁ ହିତକର, ରହିଛି ଅନେକ ଫାଇଦା

ଭୁବନେଶ୍ୱର ୧୦/୧୧ : ଶୀତ ଋତୁରେ ଶକ୍ତି ବଢାଇବା ପାଇଁ ଗୁଡ ଚା’ ସବୁଠାରୁ ଭଲ ଅପ୍ସନ୍। ଖାଇବାରେ ଚିନି ବଦଳରେ ଗୁଡ ବ୍ୟବହାର କରିବା ସ୍ୱାସ୍ଥ୍ୟ ପକ୍ଷେ ହିତକର। ଓଜନ କମ୍ କରିବାଠୁ ଆରମ୍ଭ କରି ଅନେକ ରୋଗ ପାଇଁ ମଧ୍ୟ ଲାଭଦାୟକ। ପ୍ରତିରୋଧକ କ୍ଷମତା ବଢ଼ିବାରେ ମଧ୍ୟ ଗୁଡର ମହତ୍ତ୍ୱ ରହିଛି। ତେବେ ଥଣ୍ଡା ଦିନରେ ବା ଶୀତ ଋତୁରେ ଘରେ ଗୁଡ ଚା’ ତିଆରି କରି ସେବନ କରିବା ବହୁତ ଭଲ। ଜାଣନ୍ତୁ […]