ଦିପାବଳୀ ପୂର୍ବରୁ ଘରୁ ହଟାଇ ଦିଅନ୍ତୁ ଏହି ୮ଟି ଜିନିଷ : ନଚେତ୍ ପଡ଼ିବେ ଅସୁବିଧାରେ
ନଭେମ୍ବର ୧୪ତାରିଖ ଶନିବାର ଦିପାବଳୀ ପର୍ବ ପାଳନ କରାଯିବ। କୁହାଯାଏ ଯେ ଦିପାବଳୀରେ ମାଆ ଲକ୍ଷ୍ମୀ ଘରେ ପ୍ରବେଶ କରନ୍ତି। ଏହି ଦିନ ଘରେ ଦୀପ ଜଳାଯାଇଥାଏ ଯାହା ଦ୍ବାରା ମା ଲକ୍ଷ୍ମୀଙ୍କ କୃପା ବଜାୟ ରହିଥାଏ। ଏହି ଦିନ ଘରେ ଅନେକ ଜିନିଷ ରହିବା ଅଶୁଭ ହୋଇଥାଏ। କୁହାଯାଇଥାଏ ଯେ ଯେଉଁମାନଙ୍କ ଘରେ ଏହି ଜିନିଷ ହୋଇଥାଏ ତାଙ୍କ ଘରେ ମା ଲକ୍ଷ୍ମୀଙ୍କ କୃପା ହୋଇନଥାଏ। ଆସନ୍ତୁ ଜାଣିବା ଏହି ଜିନିଷ ଗୁଡ଼ିକ ବିଷୟରେ ଯେଉଁଗୁଡ଼ିକ […]