ଏହି ଫଳରେ ଅଛି ଅନେକ ଔଷଧୀୟ ଗୁଣ, ଏହାକୁ ଆପଣ ଦୈନିକ ଖାଦ୍ୟରେ ବି ସାମିଲ୍ କରିପାରନ୍ତି
ଚେରି ଖାଇବାକୁ କାହାକୁ ବା ଭଲ ଲାଗେନି ? ଏହା ଏମିତି ଏକ ଫଳ ଯାହାକି ଅଧିକାଂଶ ଲୋକଙ୍କ ପ୍ରିୟ। ଅନେକ ଲୋକ ଭାବିଥାନ୍ତି ଚେରି ଅତିରିକ୍ତ ମିଠା ହୋଇଥିବାରୁ ଏହା ହୁଏତ ଶରୀର ପାଇଁ ହାନୀକାରକ ହୋଇପାରେ। ମାତ୍ର ଏହା ସେମାନଙ୍କ ଭ୍ରାନ୍ତ ଧାରଣା। ବାସ୍ତବରେ କହିବାକୁ ଗଲେ ଚେରିରେ କୌଣସି କ୍ଷତିକାରୀ ଉପାଦାନ ନାହିଁ। ଏହା ଶରୀର ପାଇଁ ଖୁବ୍ ଭଲ ହୋଇଥାଏ। ତେବେ ଚାଲନ୍ତୁ ଜାଣିବା ଚେରିରେ କେଉଁ ସବୁ ଭଲ ଗୁଣ […]