ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

PUBG ପରେ ପୁଣି ଫେରିବ TikTok ? ଭାରତୀୟ କର୍ମଚାରୀଙ୍କୁ ଦୀପାବଳି ବୋନସ୍‌ ଦେଇଛି କମ୍ପାନୀ

ନୂଆଦିଲ୍ଲୀ ୧୩/୧୧: ପବ୍‌ଜୀ, ଟିକ୍‌ଟକ୍‌ ସମେତ ଅନକେ ଚୀନ୍‌ ଆପ୍‌ ଭାରତରେ ବ୍ୟାନ୍‌ ହୋଇଛି। ପବ୍‌ଜୀ କର୍ପୋରେସନ୍‌ ଭାରତରେ ପବ୍‌ଜୀ ମୋବାଇଲ୍‌ ଇଣ୍ଡିଆ ଲଞ୍ଚ କରିବା ନେଇ ନଭେମ୍ବର ୧୨ରେ ଘୋଷଣା କରିଛି। ତେବେ ପବ୍‌ଜୀ ମୋବାଇଲ୍‌ ଭାରତକୁ ଫେରିବାକୁ ଥିବା ବେଳେ ଏବେ ଲୋକପ୍ରିୟ ଭିଡିଓ ଆପ୍‌ ‘ଟିକ୍‌ଟକ୍‌’ ଭାରତକୁ ଫେରିବାକୁ ପ୍ରଚେଷ୍ଟା ଚଳାଇଛି। ଭାରତ ସରକାରଙ୍କ ସହ କମ୍ପାନୀ ପକ୍ଷରୁ ଲଗାତର ଆଲୋଚନା କରାଯାଉଥିବା ଜଣାପଡ଼ିଛି। ଟିକ୍‌ଟକ୍‌ ଇଣ୍ଡିଆ ହେଡ୍‌ ନିଖିଲ ଗାନ୍ଧି ଭାରତୀୟ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଧନତେରାସ-ଦୀପାବଳିରେ ମାତ୍ର ୨୦୦୦ଟଙ୍କାରେ କିଣନ୍ତୁ ଡାଇମଣ୍ଡ ଜୁଏଲାରୀ

ନୂଆଦିଲ୍ଲୀ ୧୩/୧୧: ଜେମ୍ ଆଣ୍ଡ ଜୁଏଲାରୀ ଏକ୍ସପୋର୍ଟ କାଉନସିଲର ଚେୟାରମ୍ୟାନ୍ କହିଛନ୍ତି ଯେ ମହାମାରୀ ଏବଂ ଆର୍ଥିକ ଅନିଶ୍ଚିତତା ସତ୍ବେ ଧନତେରାସ ସମୟରେ ଡାଇମଣ୍ଡ ଜୁଏଲାରୀ ର ଚାହିଦା ବଢ଼ିବାର ସମ୍ଭାବନା ରହିଛି। ସେ କହିଛନ୍ତି ଯେ ଏଥର ୧୦ହଜାର ଟଙ୍କାରୁ ୨୦ହଜାର ଟଙ୍କାର ରେଞ୍ଜରେ ଲୋ ପ୍ରାଇସ୍ ଡାଇମଣ୍ଡ ଜୁଏଲାରୀ ପ୍ରବଳ ମାତ୍ରାରେ ବିକ୍ରି ହେବାର ଆଶା ରହିଛି। କରୋନା ମହାମାରୀ ଯୋଗୁଁ ଲୋକଙ୍କ ଖର୍ଚ୍ଚରେ ହ୍ରାସ ଆସିଛି। ଯାହା ଫଳରେ ଲୋକେ ସୁନା ଏବଂ […]

ଦେଶ ବିଦେଶ ମନୋରଞ୍ଜନ

ଅଭିନେତ୍ରୀ ଜୁହି ଚାଓ୍ବଲାଙ୍କୁ ବିବାହ କରିବାକୁ ଚାହୁଁଥିଲେ ସଲମାନ୍ ଖାନ୍ : କିନ୍ତୁ ମନା କରି ଦେଇଥିଲେ ଅଭିନେତ୍ରୀଙ୍କ ବାପା

ମୁମ୍ବାଇ ୧୩/୧୧: ବଲିଉଡ ଅଭିନେତ୍ରୀ ଜୁହି ଚାଓ୍ବଲା ୫୩ବର୍ଷର ହୋଇଯାଇଛନ୍ତି।ନିଜ ଚୁଲବୁଲି ଅନ୍ଦାଜରେ ଜୁହି ପ୍ରଶଂସକଙ୍କ ବ୍ୟତୀତ ସଲମାନ ଖାନଙ୍କ ହୃଦୟରେ ମଧ୍ୟ ସ୍ଥାନ ସୃଷ୍ଟି କରିଥିଲେ।ଦିନେ ସଲମାନ୍ ଖାନ୍,ଜୁହିଙ୍କୁ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ଜୁହିଙ୍କ ବାପା ସଲମାନଙ୍କ ପ୍ରସ୍ତାବକୁ ଅସ୍ବୀକାର କରି ଦେଇଥିଲେ।ଏକଥାର ଖୁଲାସା ସଲମାନ ନିଜେ ଏକ ସାକ୍ଷାତକାରରେ କରିଥିଲେ। ପାଖାପାଖି ୨୮ବର୍ଷ ପୁରୁଣା ଏକ ଭିଡିଓରେ ସଲମାନ ଏକଥାର ଖୁଲାସା କରିଥିଲେ ଯାହା ଖୁବ୍ ଭାଇରାଲ୍ ମଧ୍ୟ ହୋଇଥିଲା। ଭିଡିଓରେ ସଲମାନ,ଜୁହିଙ୍କ […]

କଳା ଓ ସଂସ୍କୃତି ଧର୍ମ

ଆଜି ଧନତେରାସ : ଜାଣନ୍ତୁ ଧନଲାଭ ପାଇଁ ୧୦ଟି ଉପାୟ

ଆଜି ହେଉଛି ଧନତେରାସ। ଦୀପାବଳି ପର୍ବ ଧନତେରାସରୁ ଆରମ୍ଭ ହୋଇଥାଏ। ଶାସ୍ତ୍ର ଅନୁସାରେ ଧନତେରାସ ଦିନ ସମୁଦ୍ର ମନ୍ଥନ ସମୟରେ ଦେବତାଙ୍କ ଚିକିତ୍ସକ ଭଗବାନ ଧନ୍ବନ୍ତରୀ ଅମୃତ କଳସ ନେଇ ପ୍ରକଟ ହୋଇଥିଲେ। ଧନତେରାସ ଭଗବାନ ଧନ୍ବନ୍ତରୀଙ୍କ ପୂଜା ସହ ଧନ-ଧାନ୍ୟ ବର୍ଷା କରିବାର ପର୍ବ ଅଟେ। ଧନତେରାସ ଦିନ ଧନ ପ୍ରାପ୍ତି ଏବଂ ସମସ୍ୟାକୁ ଦୂର କରିବା ପାଇଁ କିଛି ଉପାୟ କରାଯାଇଥାଏ। ଆସନ୍ତୁ ଜାଣିବା ସେହି ଉପାୟ ଗୁଡ଼ିକ ବିଷୟରେ ଧନତେରାସ ଦିନ ଚାନ୍ଦି […]

ଖେଳ ଦେଶ ବିଦେଶ

ଆଜି ହିଁ ହିଟମ୍ୟାନ୍ ଖେଳିଥିଲେ ୨୬୪ ରନର ଇନିଂସ : ଏମିତି ଭାବେ ମନେ ପକାଇଲା ବିସିସିଆଇ

ନୂଆଦିଲ୍ଲୀ ୧୩/୧୧ : ଭାରତୀୟ ଟିମର ମହାନ କ୍ରିକେଟର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ୨୦୧୪ ନଭେମ୍ବର ୧୩ରେ ସର୍ବୋଚ୍ଚ ବ୍ୟକ୍ତିଗତ ସ୍କୋର ହାସଲ କରିଥିଲେ । କୋଲକାତାର ଇଡେନ୍ ଗାର୍ଡେନରେ ଶ୍ରୀଳଙ୍କା ବିପକ୍ଷରେ ୨୬୪ ରନର ବିଶାଳ ଇନିଂସ ଖେଳିଥିଲେ ରୋହିତ ଶର୍ମା । ତେବେ କ୍ରିକେଟ ପ୍ରେମୀଙ୍କ ମନରେ ଏହି ସ୍ମୃତି ପୁଣି ଥରେ ତାଜା ହୋଇଛି । ବିସିସିଆଇ ମଧ୍ୟ ଏଥିରୁ ବାଦ ପଡିନାହିଁ । ଟ୍ବିଟ୍ କରି ଏହି ସ୍ମରଣୀୟ ମୂହୁର୍ତ୍ତକୁ ମନେ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଧନତେରସରେ ସୁନା ଦର ୨୦୦ ଟଙ୍କା ବଢିଲା

ନୂଆଦିଲ୍ଲୀ : ଧନତେରାସ ଦିନରେ ସୁନା ଦରରେ ସାମାନ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି । ତେବେ ଏବେ ବି ଏହା ୫୧୦୦୦ ତଳେ ରହିଛି । ଭାରତୀୟ ବୁଲିୟନ ଓ ଜୁଏଲାରୀ ସଂଘର ସୂଚନା ଅନୁସାରେ ଆଜି ସୁନା (୨୨ କ୍ୟାରେଟ୍) ୧୦ ଗ୍ରାମ ପିଛା ୨୦୦ ଟଙ୍କା ବୃଦ୍ଧି ପାଇ ୫୦୯୫୦ଟଙ୍କାରେ ପହଞ୍ଚିଛି । ଗତ କାଲି ସୁନା ୧୦ ଗ୍ରାମ ପିଛା ୫୦୭୦୨ ଟଙ୍କା ଥିଲା । ସେହିପରି ମଲଟି କମୋଡିଟି ଏକ୍ସଚେଞ୍ଜ (ଏମସିଏକ୍ସ)ରେ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଅଙ୍ଗୁର ଚାଷ କରି ନିଜ ମୃତ ସ୍ବାମୀଙ୍କ ଉପରେ ଥିବା ୩୦ ଲକ୍ଷ ଟଙ୍କାର ଋଣ ଶୁଝିଲେ ପତ୍ନୀ

ନାସିକ: କଠିନ ପରିଶ୍ରମ ଆଗରେ ଯେକେହି ବି ହାରି ଯାଇପାରେ, ଅଭାବ ତ ଖୁବ୍‌ ସାନ‌ କଥା। କେବଳ ପରିଶ୍ରମ ନୁହେଁ, ଦୃଢ଼ ଇଚ୍ଛା ଶକ୍ତି ରଖିଲେ ଯେକେହି ବି ସଫଳତାର ମଜା ଚାଖି ପାରନ୍ତି ତାହା ପ୍ରମାଣ କରି ଦେଖାଇଛନ୍ତି ନାସିକ ବାସିନ୍ଦା ସଂଗୀତା ବୋରାଷ୍ଟେ। ନିଜ ମୃତ ସ୍ବାମୀଙ୍କ ମୁଣ୍ଡ‌ରେ ଥିବା ୩୦ ଲକ୍ଷ ଟଙ୍କାର ଋଣ ଭାରକୁ ଅଙ୍ଗୁର ଚାଷ କରି ଦୂରେଇ ପାରିଛନ୍ତି ସଂଗୀତା। ସେ ନାସିକର ନିଫାଦ ତାଲୁକାରେ ଅଙ୍ଗୁର […]

ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦୈନନ୍ଦିନ ଜୀବନର ଏହି ସରଳ କାମଟି ଭଲ କରିପାରେ ଅନେକ ରୋଗ, ଆସନ୍ତୁ ଖୋଲା ମନରେ ହସିବା

ହସିଲେ ରୋଗ ମୁକ୍ତ ହେବା କଥାଟି ଆମେ ସମସ୍ତେ ପ୍ରାୟ ଶୁଣିଛନ୍ତିି। ହେଲେ ଏହାକୁ କେତେ ମାତ୍ରାରେ କାମରେ ଲଗାଉଛେ ତାହା ହେଉଛି ଗୁରୁତ୍ବପୂର୍ଣ୍ଣ କଥା। ହସ ଏକ ଏପରି ମହୋଷଧୀ ଯାହା ଦ୍ବାରା କଠିନରୁ କଠିନତମ ରୋଗକୁ ଦୂରେଇ ଦିଆ ଯାଇପାରେ। ଅଧିକାଂଶ ପରିବାରରେ ବଡ଼ ପାଟି କରି ହସିବା ଉପରେ କଟକଣା ରହିଥାଏ। ମାତ୍ର ଅପଣ ଏପରି ଆଦୌ ବି କରନ୍ତୁ ନାହିଁ। ଯଦି ଆପଣଙ୍କ ଘରେ କେହି ଖୋଲା ହୃଦୟରେ ଶବ୍ଦ କରି […]

କଳା ଓ ସଂସ୍କୃତି ଧର୍ମ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଏକ ଆଦର୍ଶ ଆଚରଣର ଇସ୍ତାହାର

ନଭେମ୍ବର ୧୪, ପଣ୍ଡିତ ଜବାହରଲାଲ ନେହେରୁଙ୍କର ଜନ୍ମ ଦିନ। ସେ ପିଲାଙ୍କୁ ଖୁବ୍ ଭଲ ପାଉଥିବାରୁ ଏହି ଦିନଟିକୁ ‘ଶିଶୁ ଦିବସ’ ରୂପେ ପାଳନ କରାଯାଇଥାଏ। କିନ୍ତୁ ନିଜର ଜୀବନକାଳରେ ଆହୁରି ଅନେକ ଆଦର୍ଶ ଆଚରଣର ଦୃଷ୍ଟାନ୍ତ ନେ‌େହରୁ ରଖିଯାଇଛନ୍ତି। ପଣ୍ଡିତ ନେହେରୁ ଥିଲେ ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ। ମୃତ୍ୟୁ (୧୯୬୪) ପର୍ଯ୍ୟନ୍ତ ସେ ପ୍ରଧାନମନ୍ତ୍ରୀ ହୋଇ ରହିଥିଲେ। ସ୍ୱାଧୀନ ଭାରତରେ ସାହିତ୍ୟ, ଲଳିତକଳା ଓ ସଂଗୀତ-ନାଟକ କ୍ଷେତ୍ରରେ ବହୁବିଧ ବିକାଶପାଇଁ ସେ ସ୍ୱପ୍ନ ଦେଖିଥିଲେ। […]

କଳା ଓ ସଂସ୍କୃତି ଧର୍ମ

ବଡ଼ବଡୁଆଏ ହେ!…

“ବଡ଼ବଡ଼ୁଆଏ ହେ! ଅନ୍ଧାରରେ ଆସି ଆଲୁଅରେ ଯାଅ! ଗଙ୍ଗା ଯାଅ! ଗୟା ଯାଅ! ଗୋଦାବରୀ ଯାଅ! ବାଇଶି ପାହାଚରେ ଗଡ଼ଗଡ଼ଉ ଥାଅ!” ଏ ହେଉଛି ଆମର ପାରମ୍ପରିକ ‘ବଡ଼ବଡ଼ୁଆ ଡାକ’। ଏହାର ଅନେକ ତାତ୍ପର୍ଯ୍ୟ ରହିଛି। ବିଧି ଅନୁସାରେ, ଦୀପାବଳି ଅମାବାସ୍ୟା ଦିନ ପିତୃପୁରୁଷଙ୍କୁ ଏହିପରି ଭାବରେ ଡକାଯାଏ। ଏହା ମାଧ୍ୟମରେ ସେମାନଙ୍କୁ ମର୍ତ୍ତ୍ୟକୁ ନିମନ୍ତ୍ରଣ କରାଯାଇ ତୀର୍ଥ ଦର୍ଶନ ପାଇଁ ଅନୁରୋଧ କରାଯାଏ। ପରିଶେଷରେ ଶ୍ରୀମନ୍ଦିରର ବାଇଶି ପାହାଚରେ ମହାପ୍ରସାଦ ସେବନ କରି ବିଦାୟ ନେବାକୁ […]