କଳା ଓ ସଂସ୍କୃତି ଧର୍ମ

ପ୍ରତିଦିନ ହ୍ରାସ ପାଉଛି ଗୋବର୍ଦ୍ଧନ ପର୍ବତର ଉଚ୍ଚତା: କ’ଣ ଏହାର ରହସ୍ୟ, ଅଭିଶାପ ନା ଆଉ କିଛି…?

ଭୁବନେଶ୍ୱର ୧୫/୧୧ : ଦିପାଵୈ ଆର ଦିନ କାର୍ତ୍ତିକ ମାସ ଶୁକ୍ଳପକ୍ଷ ପ୍ରତିପଦା ତିଥିରେ ଗୋବର୍ଦ୍ଧନ ପୂଜା କରାଯାଇଥାଏ। ଶ୍ରୀକୃଷ୍ଣ ଇନ୍ଦ୍ରଦେବଙ୍କ ପ୍ରକୋପରୁ ଗୋକୁଳବାସୀଙ୍କୁ ବଞ୍ଚାଇବା ପାଇଁ ତର୍ଜନୀ ଆଙ୍ଗୁଠିରେ ଗୋବର୍ଦ୍ଧନ ପର୍ବତ ଉଠେଇଥିଲେ। ସେବେଠାରୁ ଗୋବର୍ଦ୍ଧନ ପର୍ବ ପାଳନ କରିବା ପରମ୍ପରା ଚାଲିଆସିଛି। ଧାର୍ମିକ ବିଶ୍ୱାସ ଅନୁସାରେ, ପୂର୍ବରୁ ଏହି ବିଶାଳକାୟ ପର୍ବତ ଉଚ୍ଚତା ପଛରେ ସୂର୍ଯ୍ୟ ଲୁଚି ଯାଉଥିଲେ। କିନ୍ତୁ ବର୍ତ୍ତମାନ ଏହି ପର୍ବତର ଉଚ୍ଚତା ପ୍ରତିଦିନ ମୁଠାଏ ଲେଖାଏ କମି କମିଯାଉଛି। ୫ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଶ୍ରୀନଗରରେ ଶହୀଦ ଯବାନଙ୍କୁ ଦିଆଗଲା ଶ୍ରଦ୍ଧାଞ୍ଜଳି: ଦୀପାବଳି ପୂର୍ବ ଦିନ ଦେଶ ରକ୍ଷା ପାଇଁ ଦେଇଥିଲେ ବଳିଦାନ

ଶ୍ରୀନଗର ୧୫/୧୧ : ଜାମ୍ମୁ କାଶ୍ମୀର କୁପବାଡାରେ ଶହୀଦ ହୋଇଥିବା ବିଏସଏଫ ସବ-ଇନ୍ସପେକ୍ଟର ରାକେଶ ଡୋଭାଲଙ୍କୁ ଆଜି ଶ୍ରୀନଗରରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ରାକେଶ ଡୋଭାଲ କୁପବାଡା ନୌଗାମ ସେକ୍ଟରରେ ଦେଶ ରକ୍ଷା ପାଇଁ ନିଜ ଜୀବନର ବଳିଦାନ ଦେଇଛନ୍ତି। ଶୁକ୍ରବାର ଦିନ ପାକିସ୍ତାନ ତରଫରୁ ଶୁଟ୍ଆଉଟ୍ ହୋଇଥିଲା। ଏତିକିବେଳେ ମୋର୍ଟାର ରାକେଶଙ୍କ ମୁଣ୍ଡରେ ବାଜିଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ୩୮ ବର୍ଷ ବୟସ୍କ ରାକେଶ ଡୋଭାଲଙ୍କ ଘର […]

ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଘୁଙ୍ଗୁଡ଼ି ପାଇଁ ଚିନ୍ତିତ କି ? ଖୁବ ଶୀଘ୍ର ବଜାରକୁ ଆସିବ ଔଷଧ

ଭୁବନେଶ୍ୱର ୧୫/୧୧ : ଘୁଙ୍ଗୁଡ଼ି ଏମିତି ଏକ ଜିନିଷ ଯାହାକୁ ନିୟନ୍ତ୍ରଣ କରାଯାଇ ପାରିବନାହିଁ। ଶୋଇବା ସମୟରେ ମଣିଷ ଶରୀର ସମ୍ପୂର୍ଣ ଶାନ୍ତ ହୋଇଗଲେ ଘୁଙ୍ଗୁଡ଼ି ଆରମ୍ଭ ହୋଇଯାଇଥାଏ। ଘୁଙ୍ଗୁଡ଼ି ଯୋଗୁଁ ପାଖରେ ଶୋଇଥିବା ବ୍ୟକ୍ତି ହଇରାଣ ହୁଅନ୍ତି। ଯେଉଁମାନେ ଘୁଙ୍ଗୁଡ଼ି ମାରନ୍ତି ତାଙ୍କ ପାଖେ ଶୋଇଲେ ଭଲ ନିଦ ହୁଏନାହିଁ। ଘୁଙ୍ଗୁଡ଼ି ଯୋଗୁଁ ନିଦ ଖରାପ ହୋଇଥାଏ। ଘୁଙ୍ଗୁଡ଼ିରୁ ମୁକ୍ତି ପାଇବା ପାଇଁ ଖୁବ ଶୀଘ୍ର ଏକ ଔଷଧ ଆସିବାର ଅଛି। ଘୁଙ୍ଗୁଡ଼ି ମାରିବା ସାଧାରଣତଃ […]

କଳା ଓ ସଂସ୍କୃତି ଧର୍ମ

ଘରର ଏହି ଦିଗର ସ୍ୱାମୀ ହେଉଛନ୍ତି ଧନର ଦେବତା କୁବେର: ଏଠାରେ ଧନ ରଖିବା ହୋଇଥାଏ ଶୁଭ

ଭୁବନେଶ୍ୱର ୧୫/୧୧ : ପ୍ରାୟ ସମସ୍ତଙ୍କ ଘରେ ଗହଣା ଓ ନଗଦ ଟଙ୍କା ଥାଏ। ଅଧିକାଂଶ ଲୋକ ଘରେ ନଗଦ ଟଙ୍କା ଓ ଗହଣା ରଖିଥାନ୍ତି। ବାସ୍ତୁଶାସ୍ତ୍ର ଅନୁସାରେ ସଠିକ ଦିଗରେ ଧନ ବା ଗହଣା ରଖିଲେ ଧନ ବୃଦ୍ଧି ହୋଇଥାଏ। ଘରେ ଧନ କିମ୍ବା ଗହଣା ରଖିବାର ସଠିକ ଦିଗ କେଉଁଟି ଜାଣନ୍ତୁ। ଧନ ରଖିବାକୁ ଘରର ଉତ୍ତର ଦିଗ ସବୁଠାରୁ ଶୁଭ ବୋଲି କୁହାଯାଏ। କାରଣ ଉତ୍ତର ଦିଗର ସ୍ୱାମୀ ଧନର ଦେବତା କୁବେର। […]

ଖେଳ ଦେଶ ବିଦେଶ

ସପ୍ତମ ଫର୍ମୁଲା-ୱାନ୍ world ଟାଇଟଲ ଜିତିଲେ ଲୁଇସ୍ ହାମିଲ୍ଟନ୍, ନିକଟରେ ଜିତିଥିଲେ ଟର୍କି ଗ୍ରାଣ୍ଡ ପ୍ରିକ୍ସ

ଇସ୍ତାନାବୁଲ : ସପ୍ତମ ଫର୍ମୁଲା-ୱାନ ଟାଇଟଲ ଜିତିଛନ୍ତି ବ୍ରିଟେନର ଲୁଇସ୍ ହାମିଲ୍ଟନ। ତୁର୍କି ଗ୍ରାଣ୍ଡ ସ୍ଲାମ ବିଜେତା ହେବା ପରେ ହାମିଲ୍ଟନ୍‌ ନୂଆ ରେକର୍ଡ କାୟମ କରିଛନ୍ତି । ଏହି ବିଜୟ ସହ ତାଙ୍କୁ ଏଫ-ୱାନ୍‌ ବିଜେତା ମାଇକେଲ ସୁମାକରଙ୍କ ସ୍ଥାନରେ ଏବେ ଦେଖାଯାଉଛି। ସୁମାକର ୨୦୧୩ ମର୍ସିଡିଜ୍‌ରେ ଜର୍ମାନଙ୍କୁ ପଛରେ ପକାଇ ଏଫ-ୱାନ୍‌ ବିଜେତା ହୋଇଥିଲେ। ମର୍ସିଡିଜ୍‌ ଷଷ୍ଠ ଟାଇଟଲ ଲାଗି ହାମିଲ୍ଟନ ଅଳ୍ପକେ ବିଫଳ ହୋଇଥିଲେ। ଏଥିରେ ହାମିଲ୍ଟନଙ୍କୁ ତାଙ୍କ ଟିମ୍‌ ମେଟ୍‌ ଭାଲ୍ଟେରୀ […]

କଳା ଓ ସଂସ୍କୃତି ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କରୋନାରୁ ମୁକ୍ତି ପାଇଁ କାଶୀ ମହାସ୍ମଶାନରେ ଦୀପାବଳି ରାତିରେ ହେଲା ତନ୍ତ୍ର ସାଧନା

କାଶୀ ୧୫/୧୧ : ଦୀପାବଳି ରାତିରେ ସାରା ଦେଶ ଦୀପାବଳି ପୂଜାରେ ଲୋକେ ବ୍ୟସ୍ତ ଥିଲେ। ସେତେବେଳେ ଗୋଟିଏ ଜାଗାରେ କରୋନା ମହାମାରୀରୁ ମୁକ୍ତି ପାଇଁ ତପସ୍ୱୀ ସାଧନା କରୁଥିଲେ। ମୋକ୍ଷ ନଗରୀ କାଶୀ ବାରାଣାସୀରେ ଦୀପାବଳି ରାତିରେ ତନ୍ତ୍ର ସାଧକ କରୋନାରୁ ମୁକ୍ତି ପାଇଁ ସାଧନା କରୁଥିଲେ। କାଶୀର ମହାସ୍ମଶାନ ମାଣିକର୍ଣ୍ଣିକା ଘାଟରେ ଜଳନ୍ତା ଚିତା ମଧ୍ୟରେ ସାଧକମାନେ ତାନ୍ତ୍ରିକ କ୍ରିୟା ଶବ ସାଧନା କରୁଥିଲେ। ତନ୍ତ୍ର ସାଧକ ଦୀପାବଳି ରାତିରେ ମହାସ୍ମଶାନ ଯାଆନ୍ତି ଓ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଦୀପାବଳିରେ ଭାରତ ମାଲାମାଲ୍: ହେଲା ୭୨ ହଜାର କୋଟି ଟଙ୍କାର କାରବାର, ୪୦ ହଜାର କୋଟି ଟଙ୍କାର ଘାଟାରେ ପଡିଲା ଚୀନ

ନୂଆଦିଲ୍ଲୀ ୧୫।୧୧: କରୋନା ମହାମାରୀର ଗମ୍ଭୀର ସଙ୍କଟ ମଧ୍ୟରେ ସମଗ୍ର ଦେଶରେ ଚଳିତ ବର୍ଷ ଦୀପାବଳି ପର୍ବ ଏକ ଭିନ୍ନ ଢଙ୍ଗରେ ପାଳନ କରାଯାଇଛି। ଏଥର ପାର୍ବଣରେ ବିଶେଷତ୍ଵ ମଧ୍ୟ ଦେଖିବାକୁ ମିଳିଛି। ଏଥିରେ ଅନେକ ନୂତନତ୍ଵ ଭରି ରହିଛି। ଖାସ୍ କରି ଚୀନ ସାମଗ୍ରୀର ପୂର୍ଣ୍ଣ ବହିଷ୍କାର, ବଡ ଧରଣରେ ଭାରତୀୟ ସାମଗ୍ରୀର ବ୍ୟବହାର ସହିତ ଭାରତରେ ଆଠ ମାସର ବାଣିଜ୍ୟିକ ନିର୍ବାସନ ସମାପ୍ତ ହୋଇଛି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକାଲ ଫର ଭୋକାଲ […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ସପ୍ତମାତୃକା ପୂଜା ଆରମ୍ଭ

ଭଦ୍ରକ୧୫/୧୧: ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା ଭଦ୍ରକାଳୀଙ୍କର ସପ୍ତମାତୃକା ପୂଜା ଆରମ୍ଭ ହୋଇଛି। ସପ୍ତମାତୃକା ବେଶର ସାତ ଦିନରେ ସାତଟି ଵେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି। ଆଜି ଦ୍ଵିତୀୟ ଦିନରେ ମହାକାଳୀ ଵେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି । ମା ଭଦ୍ରକାଳୀ ସଵୁଦିନ ଶାନ୍ତ ରୂପେ ଦର୍ଶନ ଦେଉଥିଵା ଵେଳେ ଆଜି ଉଗ୍ରରୂପା ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି। ଶତ୍ରୁଙ୍କୁ ସଂହାର କରିବା ପାଇଁ ଏହି ଵେଶ ଧାରଣ କରିଥାନ୍ତି। ପହଡ ଖୋଲିଵା ପରେ ମାଆଙ୍କର ନୀତିକାନ୍ତୀ […]

ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଝିଅ ଡାକ୍ତର ହେଉ ବୋଲି ସ୍ବପ୍ନ ଦେଖିଥିଲେ ବାପା, ହେଲେ କରୋନାରେ ବାପାଙ୍କ ମୃତ୍ୟୁ ପରେ ଆତ୍ମହତ୍ୟାକୁ ବାଛି ନେଲା ଝିଅ

ବଲାଙ୍ଗୀର: ସବୁ କିଛି ଠିକଠାକ ଥିଲା । ଖୁସିରେ ଚାଲୁଥିଲା ପରିବାର । ପୁଅଝିଅଙ୍କୁ ନେଇ ବାପା ମା ବେଶ ଭଲରେ ଥିଲେ । ହଠାତ ବାପାଙ୍କୁ ଥଣ୍ଡାକାସ ହୋଇଥିଲା । ସାଧାରଣ ଥଣ୍ଡା ଭାବି ସେ ଘରେ ରହି ଔଷଧପତ୍ର ଖାଇଥିଲେ । ହେଲେ ଥଣ୍ଡା ଛାଡିବାର ନାଁ ନେଲାନି । ବଢି ଚାଲିଲା । ଶେଷରେ ବାପା ଡାକ୍ତରଙ୍କ ପରାମର୍ଶ ନେଲେ । ଡାକ୍ତର କହିଲେ କରୋନା ପରୀକ୍ଷା କରିବାକୁ । କରୋନା ପରୀକ୍ଷା […]

ଦେଶ ବିଦେଶ ପର୍ଯ୍ୟଟନ ସ୍ପେଶାଲ ରିପୋର୍ଟ

ପ୍ରାକୃତିକ ସୌନ୍ଦର୍ଯ୍ୟରେ ଖୁନ୍ଦି ହୋଇଛି ରାଜାଗାଡ଼ା ଜଳପ୍ରପାତ ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଂଚାୟତର କୁରୁମିଙ୍ଗିଆ ଗ୍ରାମ ନିକଟରେ ରହିଛି ଜଳପ୍ରପାତ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲାରେ ସମସ୍ତ ପ୍ରାକୃତିକ ସୌନ୍ଦର୍ଯ୍ୟ ଖୁନ୍ଦି ହୋଇଛି। ସେଥି ମଧ୍ୟରୁ ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ପଂଚାୟତର କୁରୁମିଙ୍ଗିଆ ଗ୍ରାମ ନିକଟରେ ଥିବା ଏକ ବିଶାଳ ଜଳପ୍ରପାତକୁ ଗ୍ରାମର ଯୁବକମାନେ ଖୋଜି ବାହାର କରିଛନ୍ତି। ଘଞ୍ଚ ଜଙ୍ଗଲ ପାହାଡ଼ ପର୍ବତ ଘେରା ଏଭଳି ଏକ ସ୍ଥାନ ଯେଉଠିକୁ ଜଣେ ଥରେ ଗଲେ ବାରମ୍ବାର ଯିବାକୁ ମନ ହେବ। ଲୁକ୍କାୟିତ ଅବସ୍ଥାରେ ଥିବା ଏଭଳି ଏକ ଜଳପ୍ରପାତ ବିଷୟରେ ସ୍ଥାନୀୟ ଯୁବକମାନେ ପ୍ରକାଶ କରିବା ପରେ […]