ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଅଫିସରେ ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‍କାର ହେବ। ଆପଣଙ୍କର କୌଣସି ଇଚ୍ଛା ପୂରଣ ହେବ। ବେପାର ବୃଦ୍ଧିର ସମ୍ଭାବନା ରହିଛି। ବୃଷ: ଆପଣଙ୍କ ବିଚାର ସକାରାତ୍ମକ ରହିବ। ନିଜର ଲକ୍ଷ୍ୟ ହାସଲ ଲାଗି ଠୋସ୍‌ ଯୋଜନା କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ। ମିଥୁନ: ଲାଗିରହିଥିବା ସମସ୍ୟାର ସମାଧାନ ହେବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ପାରିବାରିକ ଜୀବନ ସୁଖକର ହେବ। କର୍କଟ: ଅଫିସରେ ନୂଆ ଦାୟିତ୍ବକୁ ଭଲଭାବେ ତୁଲାଇବେ। ବେପାରରେ ଯଥେଷ୍ଟ ଲାଭ ହେବ। […]

ଦେଶ ବିଦେଶ ମନୋରଞ୍ଜନ

ଲଣ୍ଡନରେ ଦୀପାବଳି ପାଳିଲେ ପ୍ରିୟଙ୍କା ଓ ନିକ୍

ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ସ୍ବାମୀ ନିକ୍ ଜୋନ୍ସ ଏଥର ଲଣ୍ଡନରେ ଦୀପାବଳି ପାଳନ କରିଛନ୍ତି। ଏ ସଂପର୍କରେ ପ୍ରିୟଙ୍କା ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ୍‌ରେ ଏକ ଫଟୋ ସେୟାର କରିବା ସହ ପ୍ରଶଂସକଙ୍କୁ ଦୀପାବଳିର ଅଭିନନ୍ଦନ ବାର୍ତା ଦେଇଛନ୍ତି। ଫଟୋରେ ପ୍ରିୟଙ୍କା ଶାଢ଼ି ସହିତ କାନଫୁଲ, ଚୁଡ଼ି ପିନ୍ଧି ହାତରେ ଦୀପ ଧରି ନିକ୍‌ଙ୍କ ସହ ଛିଡ଼ା ହୋଇଛନ୍ତି। ନିକ୍ ଏକ କଳା ଟିସାର୍ଟ ପିନ୍ଧିଥିବା ନଜରରେ ଆସିଛନ୍ତି। ଉଭୟଙ୍କ ଡ୍ରେସ୍‌-ଅପ ତାଙ୍କ ଇନ୍‌ଷ୍ଟା ଫଲୋଅର୍ସଙ୍କୁ ଖୁବ୍ […]

ଦେଶ ବିଦେଶ ମନୋରଞ୍ଜନ

ରାଜା ହିନ୍ଦୁସ୍ତାନୀ ଚୁମ୍ବନ ଦୃଶ୍ୟ ପାଇଁ ଲାଗିଥିଲା ୩ଦିନ

ଅମିର ଖାନ୍‌ ଓ କରିସ୍ମା କପୁରଙ୍କ ଫିଲ୍ମ ରାଜା ହିନ୍ଦୁସ୍ତାନୀ ମୁକ୍ତିଲାଭକୁ ୨୪ବର୍ଷ ବିତିଛି। ଏହି ଅବସରରେ ନିର୍ଦ୍ଦେଶକ ଧର୍ମେଶ ଫିଲ୍ମର ଚୁମ୍ବନ ଦୃଶ୍ୟ ସହ ଯୋଡ଼ି ହୋଇଥିବା ଏକ କଥା ବୟାନ କରିଛନ୍ତି। ସେତେବେଳେ ଏହି ଚଳଚ୍ଚିତ୍ରର ଚୁମ୍ବନ ଦୃଶ୍ୟକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ଧର୍ମେଶ କହିଛନ୍ତି, ଏହି ଫିଲ୍ମ ୩ ଘଣ୍ଟା ୨୦ ମିନିଟ୍‌ ଅବଧିର ଥିଲେ ହେଁ ଏଥିରୁ ୨୦ ମିନିଟ୍‌ କାଟି ଦିଆଯାଇଥିଲା। କରିସ୍ମା ଏହି ଚୁମ୍ବନ ଦୃଶ୍ୟ ବାବଦରେ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ସତର୍କ କରାଇଲେ ବିଶ୍ବ ଖାଦ୍ୟ କାର୍ଯ୍ୟକ୍ରମ ମୁଖ୍ୟ : ଆସନ୍ତାବର୍ଷ ଭୟଙ୍କର ଦୁର୍ଭିକ୍ଷ!

ନୂଆଦିଲ୍ଲୀ : ବିଶ୍ବ ଏବେ କେବଳ କରୋନା ମହାମାରୀ ଜନିତ ଅସୁବିଧା ଦେଇ ଗତି କରୁନାହିଁ। ଏହି ମହାମାରୀ ପାଇଁ ବିଶ୍ବରେ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୧ରେ ଗୁରୁତର ଦୁର୍ଭିକ୍ଷ ଦେଖାଦେବାର ଆଶଙ୍କା ମଧ୍ୟ ରହିଛି। ଏଭଳି ପୂର୍ବାନୁମାନ କରିଛି ବିଶ୍ବ ଖାଦ୍ୟ ସଂଗଠନ। ଚଳିତବର୍ଷ ଏହି ସଂଗଠନକୁ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିବାବେଳେ ଏହି ସଂସ୍ଥା ମୁଖ୍ୟ ଡେଭିଡ୍‌ ବିସ୍‌ଲିଙ୍କ ଦ୍ବାରା କରାଯାଇଥିବା ଏଭଳି ଆକଳନ ଏବେ ଗଭୀର ଚିନ୍ତାର ବିଷୟ ପାଲଟିଛି। ସେ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

୨୬ ବର୍ଷ ହେଲା ସଂଶୋଧନ ହୋଇନି ବ୍ୟାଙ୍କ କର୍ମଚାରୀଙ୍କ ପେନ୍‌ସନ୍‌

ନୂଆଦିଲ୍ଲୀ : ଦୀର୍ଘ ୨୬ ବର୍ଷ ହେଲା ବ୍ୟାଙ୍କ କର୍ମଚାରୀମାନଙ୍କ ପେନସନ୍‌ ସଂଶୋଧନ ହୋଇନାହିଁ। ଶେଷଥର ପାଇଁ ୧୯୯୩ ମସିହାରେ ବ୍ୟାଙ୍କ କର୍ମଚାରୀଙ୍କ ପେନସନ୍‌ ସଂଶୋଧନ ହୋଇଥିଲା। ବ୍ୟାଙ୍କ କମର୍ଚାରୀଙ୍କ ପାଇଁ ୧୯୯୩ ମସିହାରେ ସ୍ଥାପନ ହୋଇଥିବା ପେନସନ ପାଣ୍ଠିରେ କିନ୍ତୁ ଗଚ୍ଛିତ ରାଶି ବଢ଼ି ବଢ଼ି ଚାଲିଛି। ଏହି ରାଶି ଏବେ ୨.୪୦ ଲକ୍ଷ କୋଟିରେ ପହଞ୍ଚିଛି। କିନ୍ତୁ ଅନ୍ୟପକ୍ଷରେ ପେନସନ୍ ପାଣ୍ଠିରେ ଆବଶ୍ୟକ ଅର୍ଥ ନଥିବାରୁ ଅବସରପ୍ରାପ୍ତ କର୍ମଚାରୀଙ୍କ ପେନସନ୍‌ରେ ସଂଶୋଧନ ହେଉନାହିଁ ବୋଲି […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୭୪୯ କରୋନା ସଂକ୍ରମିତ ଚିହ୍ନଟ, ୧୬ ମୃତ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମ୍‌ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୭୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୪୩୭ ଜଣ ଚିହ୍ନଟ ହୋଇଥିବା ବେଳେ ୩୧୨ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ସଂକ୍ରମିତଙ୍କୁ ମିଶାଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ୦୯୪୦୮ରେ ପହଞ୍ଚିଛି। ଗତ […]

ଖେଳ ଦେଶ ବିଦେଶ

ବିରାଟ କୋହଲି ବିଶ୍ବ କ୍ରିକେଟ୍‌ରେ ଶକ୍ତିଶାଳୀ: ଟେଲର୍‌

ମେଲବର୍ନ : ଭାରତୀୟ ଦଳ ଅଧିନାୟକ ବିରାଟ ‌କୋହଲି ବିଶ୍ବ କ୍ରିକେଟର୍‌ ଜଣେ ଅତି ଶକ୍ତିଶାଳୀ ବ୍ୟକ୍ତି ବୋଲି ଦର୍ଶାଇଛନ୍ତି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ମାର୍କ ଟେଲର୍‌। କୋହଲିଙ୍କୁ ଜଣେ ଆକ୍ରମଣାତ୍ମକ କ୍ରିକେଟର୍ ଏବଂ ରାଷ୍ଟ୍ରୀୟ ଚେତନାର ସଂଜମି ବ୍ୟକ୍ତି ଭାବେ ମଧ୍ୟ ଅଭିହିତ କରିଛନ୍ତି ଟେଲର୍‌। ବର୍ଷ ବର୍ଷ ଧରି କୋହଲି ଅନେକ ମ୍ୟାଚ୍‌ ବିଜୟୀ ପାଳି ଖେଳି ନିଜ ପ୍ରତିଷ୍ଠା ବଢ଼ାଇଛନ୍ତି। ସମ୍ମାନର ସହ ପ୍ରଭାବୀ ବ୍ୟକ୍ତିତ୍ବ ଗଢ଼ିବାରେ ସେ ଦାୟିତ୍ବବାନ ଭୂମିକା ତୁଲାଇଛନ୍ତି […]

ଦେଶ ବିଦେଶ ସ୍ୱାସ୍ଥ୍ୟ

କରୋନା ଉତ୍ତୀର୍ଣ୍ଣ ଭା‌ରତୀୟ ଦଳର ପ୍ରଶିକ୍ଷଣ ଆରମ୍ଭ

ସିଡ୍‌ନି : ଅଷ୍ଟ୍ରେଲିଆ ଗସ୍ତରେ ଆସିଥିବା ଭାରତୀୟ କ୍ରିକେଟ୍‌ ଦଳ ପ୍ରଥମ କରୋନା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛି। ୟୁଏଇରୁ ସିଧାସଳଖ ଆସି ସିଡ୍‌ନି ପହଞ୍ଚିବାର ଦୁଇ ଦିନ ପରେ ପୂରା ଭାରତୀୟ ଦଳ ଓ ଅଧିକାରୀମାନଙ୍କର କରୋନା ପରୀକ୍ଷା ରିପୋର୍ଟ ନେଗେଟିଭ୍‌ ଆସିଥିଲା। ଫଳରେ ଶନିବାରଠାରୁ ଭାରତୀୟ ଦଳକୁ ପ୍ରଶିକ୍ଷଣ ପାଇଁ ଅନୁମତି ମିଳିଥିଲା। ଭାରତୀୟ ଦଳ ମଧ୍ୟ ଶନିବାର ଉଭୟ ଆଉଟ୍‌ଡୋର୍‌ ଏବଂ ଜିମ୍‌ ସେସନ୍‌ରେ ପ୍ରସ୍ତୁତି ଚଳାଇଥିଲେ। ହାର୍ଦିକ୍‌ ପାଣ୍ଡ୍ୟା, ପୃଥ୍ବୀ ସ’ ଓ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ମଙ୍ଗଳ ଗ୍ରହରୁ ଶିଳା ନମୁନା ଆଣିବାକୁ ‘ନାସା’ର ଉଦ୍ୟମ

ନୂଆଦିଲ୍ଲୀ : ପ୍ରଥମ କରି ମଙ୍ଗଳ ଗ୍ରହରୁ ଶିଳା ନମୁନା ଆଣିବାକୁ ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ‘ନାସା’ ଉଦ୍ୟମ କରିଛି। ଏ ନେଇ ‘ନାସା’ ପକ୍ଷରୁ ଗତ ନଭେମ୍ବର ୧୦ରେ ଏକ ଘୋଷଣା କରାଯାଇଥିଲା। ମଙ୍ଗଳ ଗ୍ରହରୁ ଶିଳା ନମୁନା (ଏମ୍‌ଏସ୍‌ଆର୍‌) ଆଣିବାକୁ ବୈଜ୍ଞାନିକମାନେ ପ୍ରସ୍ତୁତ ବୋଲି ‘ନାସା’ ପକ୍ଷରୁ ପ୍ରକାଶ ପାଇଛି। ମଙ୍ଗଳ ଗ୍ରହରୁ ଶିଳା ନମୁନା ଆଣିବା ପରେ ଏହା ଉପରେ ଅଧିକ ଗବେଷଣା କରାଯିବ ବୋଲି ‘ନାସା’ କହିଛି। ମଙ୍ଗଳ ଗ୍ରହରୁ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

୨୪ଘଣ୍ଟାରେ ୩୦,୫୪୮ କରୋନା ଆକ୍ରାନ୍ତ ଚିହ୍ନଟ, ୪୩,୮୫୧ ସୁସ୍ଥ

ନୂଆଦିଲ୍ଲୀ : ଗତ କିଛି ଦିନ ହେଲା ଭାରତରେ ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇପାରେ ଲାଗିଛି । ଗତ ୨୪ ଘଣ୍ଟାରେ ପ୍ରାୟ ୩୦ ହଜାର ୫୪୮ ନୂଆ ସଂକ୍ରମଣ ସହ ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୮୮,୪୫,୧୨୭ରେ ପହଞ୍ଚିଛି ଓ ୪୩୫ ଜଣ ମୃତ୍ୟୁବରଣ କରିଛନ୍ତି । ଏହା ସହ ଦେଶରେ ୨୪ଘଣ୍ଟାରେ ୪୩,୮୫୧ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା […]