ଲକ୍ଷ୍ମୀବିଳାସ ବ୍ୟାଙ୍କ ପରେ ଏହି ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ
ନୂଆଦିଲ୍ଲୀ: ଲକ୍ଷ୍ମୀ ବିଳାସ ବ୍ୟାଙ୍କ ପରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଅନ୍ୟ ଏକ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି। ମହାରାଷ୍ଟ୍ରର ଜଲନାରେ ଥିବା ଅର୍ବନ କୋଅପରେଟିଭ ବ୍ୟାଙ୍କ ଉପରେ ଏହି ପ୍ରତିବନ୍ଧକ ଲାଗିଛି। ଆରବିଆଇ ଅନୁଯାୟୀ, ଏହି ବ୍ୟାଙ୍କକୁ କିଛି ନିର୍ଦ୍ଦେଶ ଦିଆଯାଇଛି, ଯାହା ଆଗାମୀ ଛଅ ମାସ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏହି ନିର୍ଦ୍ଦେଶ ଅନୁଯାୟୀ, ଏହି ବ୍ୟାଙ୍କ ଆରବିଆଇର ଅନୁମତି ବିନା କୌଣସି ଋଣ ଦେଇପାରିବ ନାହିଁ କିମ୍ବା ନୂତନ ଜମା […]








