ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଭାରତରେ ୫.୫ ଲକ୍ଷ ବିକ୍ରି ଅତିକ୍ରମ କଲା ନେକ୍ସଟ ଜେନ୍ ଏର୍ଟିଗା

ଭୁବନେଶ୍ୱର ୧୮।୧୨ : ମାରୁତି ସୁଜୁକିର ଦମଦାର ଡିଜାଇନ୍‌, ସମ୍ବେଦନଶୀଳତା ଏବଂ ପ୍ରଯୁକ୍ତି ଦକ୍ଷତାର ପ୍ରମାଣ ହେଉଛି ଏର୍ଟିଗା । ଅତ୍ୟାଧୁନିକ ଷ୍ଟାଇଲ୍‌, ଆରାମ ଏବଂ ବିଭିନ୍ନ ପ୍ରକାର ପ୍ରଯୁକ୍ତିରେ ସୁସଜ୍ଜିତ ମାରୁତି ସୁଜୁକିର ନେକ୍ସଟ୍ ଜେନ୍ ଏର୍ଟିଗା ଭାରତର ନିୟୁତାଧିକ ଗ୍ରାହକଙ୍କ ହୃଦୟ ଜିତିଛି । ଏହି ଗାଡିଟି ଦେଶର ଏକ ନମ୍ବର ବିକ୍ରି ହେଉଥିବା ଏମ୍‌ପିଭିରେ ପରିଣତ ହୋଇଛି । ୫.୫ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ଏହାକୁ ନେଇ ବିଗତ ଦୁଇ ବର୍ଷରେ ଏହା […]

ଦେଶ ବିଦେଶ ମନୋରଞ୍ଜନ

ନଭେମ୍ବର ୨୦ରେ ସ୍କୁଲ୍ ବନ୍ଧୁଙ୍କୁ ବିବାହ କରିବେ ଅଭିନେତ୍ରୀ ଶୀତଲ ପାଣ୍ଡ୍ୟା : ଜୁମ୍ କଲ୍ ଜରିଆରେ କରିଥିଲେ ନିର୍ବନ୍ଧ

ମୁମ୍ବାଇ ୧୮/୧୧: ତୁ ସୂରଜ ମେଁ ସାଞ୍ଝ,ଚିଡ଼ିଆଘର ଏବଂ ଉଡ଼ାନ ଭଳି ଟିଭି ଶୋରେ ନଜର ଆସିଥିବା ଅଭିନେତ୍ରୀ ଶୀତଲ ପାଣ୍ଡ୍ୟା ଖୁବ୍ ଶୀଘ୍ର ବୟଫ୍ରେଣ୍ଡ ଅଭିଷେକ ଭଟ୍ଟାଚାର୍ଯ୍ୟଙ୍କୁ ବିବାହ କରିବେ। ସେମାନେ ସ୍କୁଲ୍ ସମୟରୁ ପରସ୍ପରକୁ ଜାଣନ୍ତି ଏବଂ ଦୀର୍ଘ ଦିନରୁ ପରସ୍ପରକୁ ଜାଣନ୍ତି। ଲକଡାଉନ୍ ଏବଂ ମହାମାରୀ ଯୋଗୁଁ ଦୁହେଁ ଜୁମ୍ କଲ୍ ଜରିଆରେ ନିର୍ବନ୍ଧ କରିଥିଲେ। ଶୀତଲ୍ ନିଜ ବିବାହ ପ୍ରସ୍ତୁତି ବିଷୟରେ କହିଛନ୍ତି ଯେ ତାଙ୍କ ବିବାହ ନଭେମ୍ବର ୨୦ତାରିଖରେ ହେବ। […]

ଦେଶ ବିଦେଶ ମନୋରଞ୍ଜନ

ଅଭିନୟକୁ ବାଏ ବାଏ କହିଲେ ଇମରାନ୍ ଖାନ୍ : ଘନିଷ୍ଠ ବନ୍ଧୁ କଲେ ଆମୀରଙ୍କ ଭଣଜାଙ୍କ ପ୍ଲାନ୍‌ର ଖୁଲାସା

ମୁମ୍ବାଇ ୧୮/୧୧: ଅଭିନେତା ଆମୀର ଖାନଙ୍କ ଭଣଜା ଏବଂ ଦିଲ୍ଲୀ ବେଲି ଭଳି ଫିଲ୍ମରେ କାମ କରି ସାରିଥିବା ଇମରାନ୍ ଖାନ୍ ଅଭିନୟ ଛାଡ଼ିବାର ନିଷ୍ପତ୍ତି ନେଇଛନ୍ତି। ଦୀର୍ଘ ଦିନରୁ ବଡ଼ ପରଦାରୁ ଦୂରେଇ ଯାଇଥିବା ଇମରାନ୍ ଖାନ୍ ଶେଷରେ ଅଭିନୟକୁ ଅଲବିଦା କହିଛନ୍ତି। ଇମରାନଙ୍କ ଘନିଷ୍ଠ ବନ୍ଧୁ ଏବଂ ଅଭିନେତା ଅକ୍ଷୟ ଓବରୟ ଏକ ସାକ୍ଷାତକାରରେ ଏବିଷୟରେ କହିଛନ୍ତି। ସେ କହିଛନ୍ତି ଯେ ଇମରାନ୍ ଖାନ୍ ଏବେ ଅଭିନୟ ନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ସକାଳୁ ଖାଲି ପେଟରେ ଖାଆନ୍ତୁ ରସୁଣ, ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ସହ ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ

ଭୁବନେଶ୍ୱର ୧୭/୧୧ : ଭାରତୀୟ ବ୍ୟଞ୍ଜନରେ ରସୁଣର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ଭାରତୀୟ ବ୍ୟଞ୍ଜନରେ ରସୁଣକୁ ନଜରଅନ୍ଦାଜ କରିବା ମୁସକିଲ। ରସୁଣ ବ୍ୟଞ୍ଜନର ସ୍ୱାଦ ଦୁଇଗୁଣ କରିଦେଇଥାଏ। ରସୁଣ କେବଳ ଖାଇବାରେ ବ୍ୟବହୃତ ହୁଏନାହିଁ ବରଂ ବିଭିନ୍ନ ରୋଗ ପାଇଁ ଘରୋଇ ଉପଚାର ଭାବେ ମଧ୍ୟ ବ୍ୟବହାର କରାଯାଏ। ଥଣ୍ଡା, କାଶ, ଉଚ୍ଚ ରକ୍ତଚାପ, ଦାନ୍ତ ଯନ୍ତ୍ରଣା, କୋଷ୍ଠକାଠିନ୍ୟ ଓ ସଂକ୍ରମଣ ମୁକାବିଲା ପାଇଁ ଭିନ୍ନ ଭିନ୍ନ ଉପାୟରେ ସେବନ କରାଯାଇଥାଏ। ସକାଳୁ ଖାଲି ପେଟରେ […]

ଲାଇଫ୍ ଷ୍ଟାଇଲ

ଜୀବନ ସହ ଜଡିତ ଅନେକ ସମସ୍ୟାର ସମାଧାନ ହେଲା ହଳଦୀ, ରହିଛି ଚମତ୍କାରୀ ଜ୍ୟୋତିଷ ଉପାୟ

ଭୁବନେଶ୍ୱର ୧୮/୧୧ : ଭାରତୀୟ ବ୍ୟଞ୍ଜନରେ ହଳଦୀର ମୁଖ୍ୟ ଭୂମିକା ରହିଛି। ଭାରତୀୟ ମସଲାରେ ହଳଦୀର ଅନେକ ମହତ୍ତ୍ୱ ରହିଛି। ହଳଦୀ ବିନା ଯେକୌଣସି ବ୍ୟଞ୍ଜନ ଅଧୁରା। ଏହା ବ୍ୟଞ୍ଜନର ରଙ୍ଗ ବଢାଇବା ସହ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ହିତକର। ହଳଦୀର ଅନେକ ସ୍ୱାସ୍ଥ୍ୟଗତ ଗୁଣ ରହିଛି। ହଳଦୀ ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଜ୍ୟୋତିଷଶାସ୍ତ୍ରରେ ମଧ୍ୟ ହଳଦୀର ଅନେକ ମହତ୍ତ୍ୱ ରହିଛି। ହଳଦୀ କେବଳ ଏକ ମସଲା ନୁହେଁ ବରଂ […]

ଖେଳ ଦେଶ ବିଦେଶ

ଟିମ୍ ଇଣ୍ଡିଆରେ ଖୁବ ଶୀଘ୍ର ସାମିଲ୍ ହୋଇପାରନ୍ତି ଏହି ଯୁବ ଖେଳାଳି: ଭୁରି ଭୁରି ପ୍ରଶଂସା କଲେ ଅଜିତ ଅଗରକର୍

ନୂଆଦିଲ୍ଲୀ ୧୮/୧୧ : ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୦) ୧୩ତମ ସିଜନ୍ ନଭେମ୍ବର ୧୦ ତାରିଖରେ ସମାପ୍ତ ହୋଇଛି। ମୁମ୍ବାଇ ଇଂଡିଆନ୍ସ ଦୁବାଇ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଷ୍ଟାଡିୟମରେ ଫାଇନାଲ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ହରାଇ ପଞ୍ଚମଥର ପାଇଁ ଆଇପିଏଲ୍ ଜିତିଛି। ୨୦୨୦ ଆଇପିଏଲରେ ଅନେକ ଯୁବ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଛି। ଦେବଦତ୍ତ ପଡିକ୍କଲ୍, ଇଶାନ୍ କିଷନ, ରାହୁଲ ତେୱତିୟା ଓ ଶୁଭମନ ଗିଲ ଚମତ୍କାର ବ୍ୟାଟିଂ କରିଛନ୍ତି। ରାଜସ୍ଥାନର ଯୁବ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ମାତ୍ର ୩୦ସେକେଣ୍ଡରେ ପାଟି ଭିତରେ କରୋନା ଭାଇରସ୍‌କୁ ନାଶ କରିବ ମାଉଥ୍ ଓ୍ବାଶ୍ : ଗବେଷଣା

ଓ୍ବାଶିଂଟନ୍ ୧୮।୧୧: ସାଧାରଣ ମାଉଥ୍ ଓ୍ବାଶ୍ ମାତ୍ର ୩୦ ସେକେଣ୍ଡରେ କରୋନା ଭାଇରସ୍ କୁ ନାଶ କରିପାରିବ । କାର୍ଡିଫ ୟୁନିଭରସିଟିର ଅନୁସନ୍ଧାନକାରୀଙ୍କ ଗବେଷଣା ଅନୁସାରେ କିଛି ମାଉଥ୍ ଓ୍ବାଶ୍ ରେ ଏକ ସ୍ବତନ୍ତ୍ର ଉପାଦାନ ରହିଛି ଯାହା ଭାଇରସ୍ ସହ ଲଢିବାର କ୍ଷମତା ରଖୁଥିବା ନେଇ ପ୍ରମାଣିତ ହୋଇଛି । ୟୁନିଭରସିଟିର ପ୍ରଫେସର ଡେଭିଡ୍ ଥମାସଙ୍କ ନେତୃତ୍ବରେ ଏହି ଅନୁସନ୍ଧାନ ଚାଲିଥିବା ଜଣାପଡିଛି । ଅନୁସନ୍ଧାନର ତଥ୍ୟ ଅନୁସାରେ, ସେଟିପାଇରିଡିନିୟମ୍ କ୍ଲୋରାଇଡ୍ ଯେଉଁ ମାଉଥ୍ ଓ୍ବାଶ୍ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୮୯ ଲକ୍ଷ ଟପିଲା, ୨୪ ଘଣ୍ଟାରେ ୩୮,୬୧୭ ନୂଆ ଆକ୍ରାନ୍ତ, ୪୭୪ ମୃତ

ନୂଆଦିଲ୍ଲୀ : ଗତ କିଛି ଦିନ ହେଲା ଭାରତରେ ଦୈନିକ ସଂକ୍ରମଣ ସଂଖ୍ୟା ହ୍ରାସ ପାଇପାରେ ଲାଗିଛି । ଗତ ୨୪ ଘଣ୍ଟାରେ ପ୍ରାୟ ୩୮ ହଜାର ୬୧୭ ନୂଆ ସଂକ୍ରମଣ ସହ ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୮୯ ଲକ୍ଷ ଟପିଯାଇଛି ଓ ୪୭୪ ଜଣ ମୃତ୍ୟୁବରଣ କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ଭାରତରେ ମୋଟ ସଂକ୍ରମିତ ସଂଖ୍ୟା୮୯୧୨୯୦୭ ରେ ପହଞ୍ଚିଛି […]

ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଆଦିତ୍ୟ ଅଶ୍ବିନୀ ହସପିଟାଲରେ କରୋନା ଆକ୍ରାନ୍ତ ଡାକ୍ତର ଓ ଅନ୍ୟ କୋଭିଡ ଯୋଦ୍ଧାଙ୍କ ଚିକିତ୍ସା ହେବ

ଭୁବନେଶ୍ବର : ଏଣିକି ଭୁବନେଶ୍ବରସ୍ଥିତ ଆଦିତ୍ୟ ଅଶ୍ବିନୀ ହସପିଟାଲରେ କରୋନା ସଂକ୍ରମିତ ହେଉଥିବା ଡାକ୍ତର ଓ ଅନ୍ୟ କୋଭିଡ୍ ଯୋଦ୍ଧାଙ୍କ ଚିକିତ୍ସା କରାଯିବ । ଏ ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶ ଜାରି କରାଯାଇଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ କରୋନା ରୋଗୀମାନଙ୍କୁ ଚିକିତ୍ସା ଦାୟିତ୍ବରେ ଥିବା ଡାକ୍ତର ଓ ଅନ୍ୟ କୋଭିଡ ଯୋଦ୍ଧାମାନେ ମଧ୍ୟ କରୋନା ଆକ୍ରାନ୍ତ ହେଉଛନ୍ତି । ନିଜ ଜୀବନକୁ ବିପଦରେ ପକାଇ […]

ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଫାଇଜର୍‌ ଓ ମଡର୍ଣ୍ଣା ପରେ ଏବେ ସିନୋଭାକ୍ ଟିକାରେ ଦେଖିବାକୁ ମିଳୁଛି ସୁଫଳ

ନୂଆଦିଲ୍ଳୀ: ଫାଇଜର୍‌ ଓ ମଡର୍ଣ୍ଣା ଟିକା ପରେ ଏବେ ସିନୋଭାକ୍‌ ବାୟୋଟେକ୍‌ ଦ୍ବାରା ବିକଶିତ ଚୀନୀ ଟିକାରେ ମଧ୍ୟ କରୋନା ଭାଇରସ ବିରୋଧରେ ଲଢ଼ିବାର କ୍ଷମତା ଦେଖିବାକୁ ମିଳିଛି। ବ୍ରାଜିଲରେ ଚାଲିଥିବା କ୍ଲିନିକାଲ୍ ପରୀକ୍ଷଣରେ ସ୍ୱେଚ୍ଛାସେବୀମାନଙ୍କ ଉପରେ ଏହି ଟିକାର ସୁଫଳ ଦେଖା ଦେଇଛି। ଫାଇଜର୍‌ ଓ ମଡର୍ଣ୍ଣା ଟିକା ପ୍ରାୟ ୯୦ ପ୍ରତିଶତ ସଫଳ ହୋଇଛି ବୋଲି କମ୍ପାନି ପକ୍ଷରୁ ଦାବି ହେବା ପରେ ପରେ ଏହି ଟିକା ମଧ୍ୟ ଏବେ ସେହି ଦୌଡ଼ରେ ସାମିଲ୍‌ […]