ଛତିଶଗଡରେ ଆରମ୍ଭ ହେଲା ମହିଳାମାନଙ୍କ ପାଇଁ ମହିଳାଙ୍କ ଦ୍ବାରା ପରିଚାଳିତ ମୋବାଇଲ୍ କ୍ଲିନିକ୍
ରାୟପୁର: ଛତିଶଗଡରେ କେବଳ ମହିଳାଙ୍କ ଲାଗି ସ୍ୱତନ୍ତ୍ର ମୋବାଇଲ୍ ମେଡିକାଲ୍ ସୁବିଧା ‘ଦାଏ-ଦିଦି(ମା’-ଭଉଣୀ) କ୍ଲିନିକ୍’ ଆରମ୍ଭ କରିଛି। ଦେଶରେ ଏହା ପ୍ରଥମ। ପ୍ରଥମ ସର୍ବମହିଳା ମୋବାଇଲ୍ କ୍ଲିନିକ୍ ରାଜ୍ୟର ରାୟପୁର, ବିଲାସପୁର ଏବଂ ଭିଲାଇର ମ୍ୟୁନିସିପାଲିଟି ଅଂଚଳରେ ମାଗଣା ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଇବ। କେବଳ ମହିଳା ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଡାଏ-ଦିଦି କ୍ଲିନିକରେ ଡାକ୍ତର, ପାରାମେଡିକାଲ୍ ଷ୍ଟାଫ୍, ଟେକ୍ନିସିଆନ୍ ଏବଂ ସହାୟକ ନର୍ସ ମିଡୱାଇଫ୍(ଏଏନ୍ଏମ୍)ଙ୍କ ସମେତ ମହିଳା କର୍ମଚାରୀ ରହିବେ। ରାଜ୍ୟରେ ମହିଳା ସଶକ୍ତିକରଣ ଦିଗରେ […]



