ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ବଢ଼ୁଛି କରୋନା ସଂକ୍ରମଣ: ରାଜଧାନୀ ଦିଲ୍ଳୀକୁ ଗଡ଼ିବନି ଟ୍ରେନ୍‌, ଉଡ଼ିବନି ବିମାନ !

ମୁମ୍ବାଇ ୨୦/୧୧: ଦେଶର ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତ ଗତି​‌ରେ ବଢ଼ିଚାଲିଛି। ଦିଲ୍ଲୀକୁ ଲୋକେ ଯିବାକୁ ବି ଭୟ କଲେଣି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ସରକାର ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ମୁମ୍ବାଇରୁ ଦିଲ୍ଲୀ ବିମାନ ଓ ଟ୍ରେନ୍‌ ଚଳାଚଳ ବନ୍ଦ କରିବାକୁ ମହାରାଷ୍ଟ୍ର ସରକାର ବିଚାର କରୁଥିବା ଜଣାପଡ଼ିଛି। ତେବେ ଏହାକୁ ନେଇ ସରକାର ଖୁବଶୀଘ୍ର ନିଷ୍ପତ୍ତି ନେଇପାରନ୍ତି। ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଦୁଇ ଦିନ ହେଲା ମୁମ୍ବାଇରେ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ସ୍ୱାମୀ ସାବଧାନ ! ସ୍ତ୍ରୀଙ୍କୁ ନିଜ ରୋଜଗାରର ପୁରା ତଥ୍ୟ ଦେବାକୁ ବାଧ୍ୟ, ଆରଟିଆଇ ଜରିଆରେ ଆବେଦନ ଆସିଲେ କହିପାରିବେନି ମିଛ

ନୂଆଦିଲ୍ଲୀ, ୨୦/୧୧: ଏବେ ସ୍ତ୍ରୀ ଜାଣିପାରିବେ ସ୍ୱାମୀଙ୍କ ଦରମା । ଆରଟିଆଇ ଜରିଆରେ ମିଳିପାରିବ ତଥ୍ୟ । ଏନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ରୀୟ ସୂଚନା ଆୟାଗ । ପତ୍ନୀ ସୂଚନା ଅଧିକାର ଆଇନ ଆଦାରରେ ନିଜ ପତିଙ୍କ ଆୟ ବାବଦରେ ଜାଣିପାରିବେ ବୋଲି ଆୟୋଗ କହିଛନ୍ତି । ଦି ଟାଇମ୍ସ ଅଫ୍ ଇଣ୍ଡିଆର ରିପୋର୍ଟ ଅନୁସାରେ, ଯୋଧପୁରରେ ରହୁଥିବା ରହମତ ବାନୋ ନିଜ ପତିଙ୍କ ଆୟ ବାବଦରେ ଜାଣିବାକୁ ଚାହିଁଥିଲେ । କିନ୍ତୁ ଆୟକର ବିଭାଗ ରହମତଙ୍କ […]

ଖେଳ ଦେଶ ବିଦେଶ

ଆଇସିସିର ନୂଆ ନିୟମ : ୧୫ ବର୍ଷରୁ କମ ବୟସର କ୍ରିକେଟର ଖେଳିପାରିବେନି ଅନ୍ତରାଷ୍ଟ୍ରୀୟ ମ୍ୟାଚ୍

ନୂଆଦିଲ୍ଲୀ ୨୦/୧୧ : ଆନ୍ତର୍ଜାତିକ କ୍ରିକେଟରେ ପାଦ ଥାପିବା ପାଇଁ ନୂଆ ନିୟମ ଲାଗୁ କରିଛି ଅନ୍ତରାଷ୍ଟ୍ରୀୟ କ୍ରିକେଟ ପରିଷଦ (ଆଇସିସି) । ନୂଆ ନିୟମ ଅନୁଯାୟୀ ପୁରୁଷ, ମହିଳା,୧୯ ବର୍ଷରୁ କମ ଭଳି ଯେକୌଣସି କ୍ରିକେଟ ଖେଳିବା ପାଇଁ ଖେଳାଳୀଙ୍କ ବୟସ ଅତିକମରେ ୧୫ ବର୍ଷ ହେବା ଅନିର୍ବାଯ୍ୟ । ଆଇସିସ ବୋର୍ଡ ଖେଳାଳୀମାନଙ୍କର ସୁରକ୍ଷାକୁ ଧ୍ୟାନ ରଖି ଏହି ନିୟମ ଲାଗୁ କରିଛି । ଏହି ବୟସ ସମ୍ବନ୍ଧୀୟ ନିୟମ ପ୍ରାୟତଃ ସମସ୍ତ ପ୍ରକାର […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କରୋନା ଭୟ: ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ଓହରି ଗଲେ ୩୧ ହଜାରରୁ ଅଧିକ ପରୀକ୍ଷାର୍ଥୀ

ନୂଆଦିଲ୍ଲୀ ୨୦/୧୧: ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଚାଟାର୍ଡ ଆକାଉଣ୍ଟସ୍‌ ଅଫ୍‌ ଇଣ୍ଡିଆ (ICAI) ଜାନୁଆରୀରେ ଚାଟାର୍ଡ ଆକାଉଣ୍ଟ (CA) ପରୀକ୍ଷା ପାଇଁ ଘୋଷଣା କରିଛି। ଏହି ପରୀକ୍ଷା ୨୧ ଜାନୁଆରୀରୁ ନଭେମ୍ବରରେ ଯେଉଁ ସବୁ ସହରରେ ପରୀକ୍ଷା ଆ​‌ୟୋଜିତ ହୋଇଛି ସେହି ସବୁ ସହରରେ ହେବ ବୋଲି ଜଣାପଡ଼ିଛି। ତେବେ ନଭେମ୍ବରରେ ହେବାକୁ ଥିବା ପରୀକ୍ଷାରୁ ପାଖାପାଖି ୩୧,୫୦୦ ସିଏ ଆବେଦନକାରୀ ଓହରିଯାଇଥିବା ଜଣାପଡ଼ିଛି । ସେଥି ମଧ୍ୟରୁ ଦୁଇ ତୃତୀୟାଂଶ ଛାତ୍ରଛାତ୍ରୀ ଜାନୁଆରୀରେ ପରୀକ୍ଷା ଦେବାକୁ ମନସ୍ଥ […]

ଦେଶ ବିଦେଶ ମନୋରଞ୍ଜନ

ପ୍ରସିଦ୍ଧ ଗାୟକ ବବି ବ୍ରାଉନଙ୍କ ୨୮ବର୍ଷର ପୁଅଙ୍କ ଦେହାନ୍ତ : ସନ୍ଦେହଜନକ ଅବସ୍ଥାରେ ଘରୁ ମିଳିଲା ମୃତଦେହ

ନୂଆଦିଲ୍ଲୀ ୨୦/୧୧: ପ୍ରସିଦ୍ଧ ଆମେରିକୀୟ ଗାୟକ ବବି ବ୍ରାଉନ୍(୫୧)ଙ୍କ ପୁଅ ବବି ବ୍ରାଉନ୍ ଜୁନିୟରଙ୍କ ପରଲୋକ ଘଟିଛି । ୨୮ବର୍ଷୀୟ ବ୍ରାଉନ୍ ଜୁନିୟର ବୁଧବାର ଲସ୍ ଏଞ୍ଜେଲସ୍ ସ୍ଥିତ ନିଜ ଘରେ ମୃତ ଅବସ୍ଥାରେ ଉଦ୍ଧାର ହୋଇଥିଲେ। ଲସ୍ ଏଞ୍ଜେଲସର ପୋଲିସର କହିବା ଅନୁସାରେ,ଘଟଣା ସେଠାକାର ସ୍ଥାନୀୟ ସମୟ ଅନୁସାରେ ୧.୩୦ରେ ଘଟିଛି। ପୋଲିସ୍ ମତରେ ଘଟଣାରେ କୌଣସି ଧରଣର ଫାଉଲ୍ ପ୍ଲେ ନାହିଁ। ବ୍ରାଉନ୍ ଜୁନିୟର ବବି ବ୍ରାଉନ୍ ଏବଂ କିମ୍ ଓ୍ବାର୍ଡ଼ଙ୍କ ପୁଅ ଥିଲେ। […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଟିକା ପାଇଁ ପ୍ରସ୍ତୁତ ହୋଇଛି ଡାଟାବେଶ: ସ୍ବାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ବର୨୦/୧୧: କରୋନା ଟିକା ପାଇଁ କେନ୍ଦ୍ରର ଗାଇଡ଼ଲାଇନ ଅନୁଯାୟୀ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଏ ନେଇ ଡାଟାବେଶ ପ୍ରସ୍ତୁତ ହୋଇଥିବା ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି। ସ୍ୱାସ୍ତ୍ୟ କର୍ମୀ ବୟସ୍କ ଓ ଗର୍ଭବତୀଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ। ସ୍ୱାସ୍ଥ୍ୟ ଭିତ୍ତିଭୂମି ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆଲୋଚନା କରି ଆମେ ନିଷ୍ପତ୍ତି ନେବୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ।ପୂର୍ବରୁ ମଧ୍ୟ କରୋନା ଟିକା ସଂପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

କୋଭିଡ୍‌-୧୯ ଦ୍ୱିତୀୟ ପ୍ରବାହ ଆଶଙ୍କା: ପୁଣି ଖୋଲିବ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିବା ବ୍ରହ୍ମପୁର କୋଭିଡ୍‌ ହସ୍ପିଟାଲ୍‌

ବ୍ରହ୍ମପୁର: କରୋନାଭାଇରସ୍‌ ସଂକ୍ରମଣର ଦ୍ୱିତୀୟ ପ୍ରବାହ ଆଶଙ୍କା ଥିବାରୁ ସହରର ଉପକଣ୍ଠରେ ଥିବା ଟାଟା କୋଭିଡ୍‌ ହସ୍ପିଟାଲ୍‌ ପୁଣି ଖୋଲିବାକୁ ପ୍ରଶାସନ ନିଷ୍ପତ୍ତି ଗ୍ରହଣ କରିଛି। ଗଞ୍ଜାମ ଜିଲ୍ଲାରେ କୋଭିଡ୍‌-୧୯ ନୂତନ ସଂକ୍ରମଣ ମାମଲା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିବା କାରଣରୁ ଆସନ୍ତା ନଭେମ୍ବର ୩୦ ତାରିଖରୁ ଟାଟା କୋଭଡ୍‌ ହସ୍ପିଟାଲ୍‌ ବନ୍ଦ କରିବାକୁ ଜିଲ୍ଲାସ୍ତରୀୟ ପ୍ରଶାସନିକ ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ଏହାଛଡ଼ା ଟାଟା କୋଭଡ୍‌ ହସ୍ପିଟାଲ୍‌ରେ ବେଡ୍‌ ମଧ୍ୟ ଖୁବ୍‌ କମ୍‌ ଆବଶ୍ୟକ ପଡୁଥିବା […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଗତ ୨୨ ଘଣ୍ଟା ମଧ୍ୟରେ ପୁଣି ୭୫୭ କରୋନା ଆକ୍ରାନ୍ତ ଚିହ୍ନଟ, ୧୬ ମୃତ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୭୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୩୬ ଜଣ ସଂଗରୋଧ କେନ୍ଦ୍ରରୁ ଥିବା ବେଳେ ୩୨୧ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୧୨ ହଜାର ୪୫ରେ ପହଞ୍ଚିଛି। ଏବେ ସୁଦ୍ଧା ସୁସ୍ଥ ହୋଇ ସାରିଲେଣି ୩ ଲକ୍ଷ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ପୂର୍ବଶତ୍ରୁତାରୁ ସ୍ୱାମୀ ଓ ସ୍ତ୍ରୀଙ୍କୁ ଆକ୍ରମଣ କଲେ ପଡ଼ୋଶୀ

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଡଙ୍ଗାପାଳ ଗ୍ରାମର ସ୍ୱାମୀ ଓ ସ୍ତ୍ରୀ ଶୋଇଥିଲା ବେଳେ ପୂର୍ବଶତ୍ରୁତାକୁ କେନ୍ଦ୍ର କରି ପଡ଼ୋଶୀ ପରିବାର ସଂଘବଦ୍ଧ ଭାବେ ଆକ୍ରମଣ କରିଥିବାର ଖବର ମିଳିଛି। ଗୁରୁତର ଅବସ୍ଥାରେ ଉଭୟେ ଛେଣ୍ଡିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ୧୧ ଟାରେ ଗୋପାଳ ନାଏକ(୪୫) ଓ ତାଙ୍କ ପତ୍ନୀ ଚାରୁ(୪୧) ଖାଇପିଇ ଶୋଇବାକୁ ଯାଉଥିଲେ। ଏହି ସମୟରେ ପଡ଼ୋଶୀ ଟିହାଁ ନାଏକ(୨୧), ତାଙ୍କ ବାପା ପୁନିଆ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଗର୍ଭବତୀ ମହିଳାଙ୍କ ପାଇଁ ଖୁସି ଖବର, ପ୍ରସବ ବେଳେ ଜଣାପଡ଼ିବ ନାହିଁ ଯନ୍ତ୍ରଣା

ନୂଆଦିଲ୍ଲୀ: ମହିଳାମାନେ ଯେତେବେଳେ ପିଲା ଜନ୍ମ କରନ୍ତି ସେହି ସମୟର କଷ୍ଟ ଓ ଯନ୍ତ୍ରଣା ସେ ହିଁ ଜାଣିଥା’ନ୍ତି । ତାଙ୍କ ବ୍ୟତୀତ ଏହି ଯନ୍ତ୍ରଣା କେବଳ କିଛି ମାତ୍ରରେ ପ୍ରସବ କରାଉଥିବା ଡାକ୍ତର ଓ ନର୍ସମାନେ ଅନୁଭବ କରିପାରନ୍ତି । ହେଲେ ଏବେ ଡାକ୍ତରୀ ବିଜ୍ଞାନ ଏକ ନୂଆ ଉପାୟରେ ପ୍ରସବ କରାଇବ ଯେଉଁ ତରିକାରେ ଗର୍ଭବତୀ ଜଣଙ୍କୁ ଡେଲଭରି ସମୟରେ ଗର୍ଭ ଯନ୍ତ୍ରଣା ଜଣାପଡିବ ନାହିଁ । ବିଜ୍ଞାନର ଅଗ୍ରଗତି ଯୋଗୁଁ ପ୍ରତିଦିନ ବିଶ୍ୱରେ […]