ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଶୀତ ଦିନେ ନିଅନ୍ତୁ ପାଦର ଯତ୍ନ

ଶୀତ ଋତୁର ଆରମ୍ଭରୁ ହିଁ ଅଧିକାଂଶଙ୍କ ପାଦ ଫଟା ସମସ୍ୟା ଦେଖାଦିଏ। ଏଣୁ ଏଥିପ୍ରତି ଯତ୍ନବାନ୍ ହେବା ଆବଶ୍ୟକ। ନିୟମିତ ଭାବେ ପାଦରେ ସକାଳ ଓ ସଞ୍ଜରେ ମଏଶ୍ଚରାଇଜର୍ ଲଗାନ୍ତୁ। ଏହା ପାଦକୁ କୋମଳ ରଖିବା ସହ ପାଦ ଫଟାକୁ କମ୍ କରିଥାଏ । ଘରେ ମୋଜା ପିନ୍ଧି ଚଳପ୍ରଚଳ କରନ୍ତୁ। ଏପରି କରିବା ଦ୍ୱାରା ପାଦରେ ଧୂଳିମଳି ନ ଲାଗିବା ସହ ଫଟା ମଧ୍ୟ ହୁଏନାହିଁ। ସପ୍ତାହରେ ଥରୁଟିଏ ଉଷୁମ ପାଣିରେ ପାଦ ବୁଡ଼ାଇ ରଖିବା […]

କଳା ଓ ସଂସ୍କୃତି ଧର୍ମ

ବୃହସ୍ପତି ଚଳନରେ ଏହି ୫ଟି ରାଶିର ବ୍ୟକ୍ତି ହେବେ ମାଲାମାଲ୍ ଏବଂ ଏହି ରାଶି ଉପରେ ପଡ଼ିବ ଖରାପ ପ୍ରଭାବ, ଜାଣନ୍ତୁ 1 min read

ବୃହସ୍ପତି ଚଳନ ସମୟରେ ଦ୍ୱାଦଶ ରାଶିଙ୍କ ପ୍ରଭାବ ମେଷ (୧୦ମ ବୃହସ୍ପତି)- ଦଶମ ସ୍ଥାନସ୍ଥ ବୃହଷ୍ପତି ମାନବକୁ ସ୍ଥାନେ ସ୍ଥାନେ କଳହର ସୁତ୍ରପାତ କରାଇ ଅବିଶ୍ୱାସର ବାତାବରଣ ମଧ୍ୟରେ ସ୍ଥାନଚ୍ୟୁତ୍ କରାଇଥାଏ । ସ୍ୱାସ୍ଥ୍ୟହାନୀ ଓ ଧନହାନୀ ହୋଇଥାଏ । ବୃଷ- (୯ମ ବୃହସ୍ପତି)- ନବମ ସ୍ଥାନସ୍ଥ ବୃହଷ୍ପତି (ସୁତାର୍ଥ ଲାଭଂ ନବପଞ୍ଚମେଷୁ) ବ୍ୟକ୍ତିକୁ ବହୁ ଦିଗରୁ ଧନ ଲାଭ କରାଇବା ସହିତ ନୂତନ କର୍ମକ୍ଷେତ୍ର ସୃଷ୍ଟି କରାଇଥାନ୍ତି । ପୁତ୍ର ଲାଭ କରାଇଥାଏ । କର୍ମକ୍ଷେତ୍ରରେ […]

ଖେଳ ଦେଶ ବିଦେଶ

ଭାରତ-ଅଷ୍ଟ୍ରେଲିଆ ସିରିଜ୍: ମାତ୍ର ୩୦ ମିନିଟରେ ସରିଗଲା ଦିନିକିଆ ଓ ଟି-ଟ୍ବେଣ୍ଟି ସିରିଜ୍ ଟିକେଟ

ନୂଆଦିଲ୍ଲୀ ୨୦/୧୧ : ବିଶ୍ବରେ କରୋନା ଲହରୀ ବ୍ୟାପକ ରୂପ ଧାରଣ କରିଛି ସତ କିନ୍ତୁ କ୍ରିକେଟ୍ ଫ୍ୟାନ୍ସଙ୍କ ଉତ୍ସାହ ଆକାଶଛୁଆଁ । ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ନଭେମ୍ବର ୨୭ରୁ ଦିନିକିଆ ସିରିଜ ଆରମ୍ଭ ହେବାକୁ ଯାଉଛି ଏବଂ ଏହା ପରେ ଟି-ଟ୍ବେଣ୍ଟି ସିରିଜ୍ ଖେଳାଯିବ । ତେବେ ଆଶ୍ଚର୍ଯ୍ୟର କଥା ହେଉଛି ମାତ୍ର ଅଧ ଘଣ୍ଟା ମଧ୍ୟରେ ଉଭୟ ଦିନିକିଆ ଏବଂ ଟି-ଟ୍ବେଣ୍ଟି ଟିକେଟ ବିକ୍ରି ଶେଷ ହୋଇଯାଇଛି । ୨ ଟି ଦିନିକିଆ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଭାରତର ଦୁଇ ସହର ବିଶ୍ବର ସବୁଠୁ ଶସ୍ତା, ଖର୍ଚ୍ଚ କମ୍ ସହିତ ରହିବା ପାଇଁ ଉପଯୋଗୀ

ନୂଆଦିଲ୍ଳୀ ୨୦/୧୧: ଭଲ ବାତାବରଣ ସାଙ୍ଗକୁ ସ୍ବଚ୍ଛ ପରିବେଶରେ ରହିବାକୁ ଲୋକେ ପସନ୍ଦ କରନ୍ତି। କିନ୍ତୁ ଏଭଳି ସହରରେ ଘର କରି ରହିବାକୁ ହେଲେ ବଜେଟ୍‌ ବି ଦେଖିବା ଦରକାର। ତେବେ ଭାରତରେ ଏମିତି କିଛି ସହର ଅଛି ଯାହାକି ଶାସ୍ତା ଓ ସୁନ୍ଦର। ଇକୋନୋମିକ୍‌ ଇଣ୍ଟେଲିଜେନ୍ସ ୟୁନିଟ୍ -୨୦୨୦ ବିଶ୍ବରେ କଷ୍ଟ ଅଫ୍‌ ଲିଭିଂ ଆଧାରରେ ମୋଟ ୧୩୦ ସହରର ରାଙ୍କିଙ୍ଗ ଜାରି କରିଛି। ଦୁନିଆର ସବୁଠୁ ଶସ୍ତା ସହର ମଧ୍ୟରେ ଭାରତର ଦୁଇଟି ସହର […]

ଦେଶ ବିଦେଶ ମନୋରଞ୍ଜନ

କରୋନା ଭାଇରସରେ ଆକ୍ରାନ୍ତ ହେଲେ ବଲିଉଡ ଅଭିନେତା ନିଖିଲ ଦ୍ବିବେଦୀ : ରହିଛନ୍ତି ହୋମ୍ କ୍ବାରେଣ୍ଟାଇନରେ

ମୁମ୍ବାଇ ୨୦/୧୧: କରୋନା ଭାଇରସ୍ ନିଜ କାୟା ବିସ୍ତାର କରି ଚାଲିଥିବାବେଳେଏବେ ବଲିଉଡର ପ୍ରସିଦ୍ଧ ଅଭିନେତା ଏବଂ ନିର୍ମାତା-ନିର୍ଦେଶକ ନିଖିଲ ଦ୍ବିବେଦୀ କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ନିକଟରେ ନିଖିଲ ଦ୍ବିବେଦୀ ଅସୁସ୍ଥ ଅନୁଭବ କରୁଥିଲେ। ଏହା ପରେ ସେ ନିଜର କରୋନା ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଏହା ପରଠୁ ତାଙ୍କୁ ଘରେ କ୍ବାରେଣ୍ଟାଇନ୍ ରହିବାକୁ ପରାମର୍ଶ ଦିଆଯାଇଛି। ଏହା ସହିତ ତାଙ୍କ ପତ୍ନୀ ଗୌରୀ ପଣ୍ଡିତଙ୍କ ମଧ୍ୟ କୋଭିଡ-୧୯ […]

କଳା ଓ ସଂସ୍କୃତି ଧର୍ମ

ଜଣା-ଅଜଣା: ‘ଜଗଦ୍ଧାତ୍ରୀ’

କାର୍ତ୍ତିକ ଶୁକ୍ଳ ନବମୀ ତିଥିରେ ଅନୁଷ୍ଠିତ ହୁଏ ଜଗଦ୍ଧାତ୍ରୀ ପୂଜା। କୋଟିସୂର୍ଯ୍ୟସମ ତେଜୋମୟୀ, ଶଙ୍ଖ, ଚକ୍ର ଓ ଧନୁ-ତୀର ଧାରିଣୀ, ସିଂହବାହିନୀ ଦେବୀ ଏହି ଜଗଦ୍ଧାତ୍ରୀ। ସ୍ୱନାମ ଅନୁସାରେ ସେ ଏ ସଂସାରର ପାଳନକର୍ତ୍ତ୍ରୀ। ଏହି ଦେବୀ ମହିଷମର୍ଦ୍ଦିନୀ ଦେବୀ ଦୁର୍ଗାଙ୍କର ଏକ ସ୍ୱରୂପ। ଏହି ଦେବୀଙ୍କର ଆବିର୍ଭାବ ସଂପର୍କରେ ଏକ ପ୍ରାଚୀନ ଉପାଖ୍ୟାନ ରହିଛି। ଦେବୀ ଦୁର୍ଗା ମହିଷାସୁରକୁ ବଧ କଲାପରେ, ଅଗ୍ନି, ବାୟୁ, ବରୁଣ ଓ ଚନ୍ଦ୍ର ମନେ ମନେ ଚିନ୍ତା କଲେ- ଦେବୀଙ୍କର […]

କଳା ଓ ସଂସ୍କୃତି ଧର୍ମ

‘ଭାଗବତ ସପ୍ତା’ର ବାର୍ତ୍ତା

‘ଭାଗବତ’ ହେଉଛି ‘ପରମଶାସ୍ତ୍ର’। ଏ ସଂପର୍କରେ କୁହାଯାଇଛି, “ପରମଶାସ୍ତ୍ର ଭାଗବତ / ଅଭ୍ୟାସ କରୁଥିବ ନିତ୍ୟ।’’ ଏପରି ଉକ୍ତି ‘ଭାଗବତ ବାଣୀ’ ରୂପେ କଥିତ ହୁଏ। ସେହିପରି, ଭାଗବତ ଗ୍ରନ୍ଥ ବା ପୋଥିର ଆସ୍ଥାନକୁ କୁହାଯାଏ ‘ଭାଗବତ ଗାଦି’। ଏହି ଭାଗବତ ଗ୍ରନ୍ଥ ବା ପୋଥି ରହିବା ଘର ବା ଏହା ପଢ଼ା ହେଉଥିବା ସ୍ଥାନ ‘ଭାଗବତ ଘର’ ବା ‘ଭାଗବତ ଟୁଙ୍ଗି’ ନାମରେ ପରିଚିତ ହୁଏ। ଭାଗବତ ଗ୍ରନ୍ଥ ବା ପୋଥିକୁ ଦେବତାଜ୍ଞାନ କରାଯାଏ। ତାହାକୁ […]

କଳା ଓ ସଂସ୍କୃତି ଧର୍ମ

ଅଁଳା ନବମୀରେ କାହିଁକି ଅଁଳା ଗଛକୁ ପୂଜା କରାଯାଏ? ରହିଛି ବିଶେଷ ମହତ୍ତ୍ୱ

ଭୁବନେଶ୍ୱର ୧୯/୧୧ : ହିନ୍ଦୁ ଧର୍ମରେ ଅନେକ ପର୍ବପର୍ବାଣି ପାଳନ କରାଯାଏ। କଥାରେ ଅଛି ୧୨ ମାସରେ ୧୩ ପର୍ବ। ଦୀପାବଳି ପରେ ବର୍ତ୍ତମାନ ଛଠ ପୂଜା ପାଳନ କରାଯାଉଛି। ଛଠ ପୂଜା ପରେ ଅଁଳା ନବମୀ ପାଳନ କରାଯିବ। ଅଁଳା ନବମୀ ପରେ କାର୍ତ୍ତିକ ପୂର୍ଣ୍ଣମୀ ପାଳନ କରାଯିବ। ହିନ୍ଦୁ ଧର୍ମରେ ଅଁଳା ନବମୀର ଅନେକ ମହତ୍ତ୍ୱ ରହିଛି। କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ଅଁଳା ନବମୀ ପାଳନ କରାଯାଏ। ଏଥର ଅଁଳା […]

ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ନିରାମିଶାଷୀ ଡାଇଟରେ ସାମିଲ କରିପାରିବେ ଏହି ୯ଟି ଜିନିଷ : ରହିବ ନାହିଁ ପ୍ରୋଟିନର ଅଭାବ

ସୁସ୍ଥ ରହିବା ପାଇଁ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ରଖିବା ଆବଶ୍ୟକ। ସୁସ୍ଥ ରହିବା ପାଇଁ ଡାଇଟରେ ପ୍ରୋଟିନ୍ ଯୁକ୍ତ ଜିନିଷ ସାମିଲ କରିବା ଅତ୍ୟନ୍ତ ଜରୁରୀ ହୋଇଥାଏ। ଶରୀରରେ ପ୍ରୋଟିନର ଅଭାବ ହେଲେ ବିଭିନ୍ନ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆଜି ଆମେ ଜାଣିବା ନିରାମିଶାଷୀ ଲୋକେ ଡାଇଟରେ କେଉଁ ୯ଟି ଜିନିଷ ସାମିଲ କରିବା ଉଚିତ୍। ୧. ବିନ୍ସ : ନିରାମିଶାଷୀ ଲୋକଙ୍କୁ ଡାଇଟରେ ବିନ୍ସକୁ ସାମିଲ କରିବା ଉଚିତ୍। ବିନ୍ସରେ ଫାଇବର […]

ଖେଳ ଦେଶ ବିଦେଶ

ବିରାଟଙ୍କୁ ବର୍ଡରଙ୍କ ପ୍ରଶଂସା : ଅଧିନାୟକ ଭାବେ ମୋ ଟିମ୍‌ରେ କୋହଲିଙ୍କୁ ନେଇ ଖେଳିବାକୁ ମୁଁ ପସନ୍ଦ କରିଥାନ୍ତି

ନୂଆଦିଲ୍ଲୀ, ୨୦।୧୧: ଅଷ୍ଟ୍ରେଲିଆ ଦଳର ପୂର୍ବତନ ଅଧିନାୟକ ଆଲାନ ବର୍ଡର ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କୁ ପ୍ରଶଂସା କରିଛନ୍ତି । ଭାରତର ଆକ୍ରମଣାତ୍ମକ ବ୍ୟାଟିଂ ପଛରେ ବିରାଟଙ୍କ ହାତ ଥିବା ସେ କହିଛନ୍ତି । ଏହାସହ ଅଧିନାୟକ ଭାବେ ସେ ବିରାଟଙ୍କୁ ଗୋଟିଏ ଟିମରେ ନେଇ ଖେଳିବାକୁ ପସନ୍ଦ କରିବେ ବୋଲି ମଧ୍ୟ କହିଛନ୍ତି । ବର୍ଡର ଆହୁରି କହିଛନ୍ତି ଯେ, ବିରାଟଙ୍କ ପୁଅ ହେଲେ ତାକୁ ଅଷ୍ଟ୍ରେଲିଆର ନାଗରିକତ୍ୱ ମିଳିଯିବ । ଏପରି ହେଲେ […]