ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଡାକ୍ତରଙ୍କୁ ସାଲ୍ୟୁଟ୍: ଯୁବକ ଟିଭିରେ ଦେଖିଲେ ନିଜ ପ୍ରିୟ ଶୋ’, ସଫଳତାପୂର୍ବକ ଓପନ୍ ବ୍ରେନ ସର୍ଜରୀ କଲେ ଡାକ୍ତର

ହାଇଦ୍ରାବାଦ ୨୨/୧୧ : ଡାକ୍ତରଙ୍କୁ ଭଗବାନ ଆଉ ଏକ ରୂପ ବୋଲି କୁହାଯାଏ। ଡାକ୍ତର ସବୁବେଳେ ନିଜ ରୋଗୀଙ୍କ ଜୀବନ ବଞ୍ଚାଇବାକୁ ପୁରା ପ୍ରୟାସ କରିଥାନ୍ତି। କିନ୍ତୁ ଏକ ସଫଳ ଅପରେସନ ପାଇଁ ଡାକ୍ତର କେବଳ ଔଷଧ ଓ ପ୍ରାର୍ଥନା ଉପରେ ନିର୍ଭରଶୀଳ ନୁହନ୍ତି। ଅପରେସନ ପାଇଁ ଡାକ୍ତର ବେଳେବେଳେ ଅନ୍ୟ ଜିନିଷର ମଧ୍ୟ ସାହାଯ୍ୟ ନେଇଥାନ୍ତି। କିଛି ଦିନ ପୂର୍ବରୁ ଆନ୍ଧ୍ର ପ୍ରଦେଶରେ ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି। ଆନ୍ଧ୍ର ପ୍ରଦେଶ ଗୁଣ୍ଠୁରରେ ଏକ […]

କଳା ଓ ସଂସ୍କୃତି ଧର୍ମ

ପାକିସ୍ତାନରେ ହିନ୍ଦୁ ମନ୍ଦିର ! ମାଟି ଖୋଳୁ ଖୋଳୁ ବାହାରିଲା ୧୩ ଶହ ଖ୍ରୀଷ୍ଟାବ୍ଦର ବିରାଟ ବିଷ୍ଣୁ ମନ୍ଦିର

ନୂଆଦିଲ୍ଲୀ ୨୧/୧୧ : ପାକିସ୍ତାନରେ ହିନ୍ଦୁ ମନ୍ଦିର । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ଉତ୍ତର-ପଶ୍ଚିମ ପାକିସ୍ତାନର ସ୍ବାଟ୍ ଜିଲ୍ଲାର ବାରିକୋଟ ଅଞ୍ଚଳରେ ଏକ ପାହାଡ ଖୋଳା ଯାଉଥିବା ସମୟରେ ହିନ୍ଦୁ ମନ୍ଦିର ଆବିଷ୍କାର ହୋଇଥିବା ସୂଚନା ମିଳିଛି । ତେବେ ଏହି ମନ୍ଦିରଟି ୧୩ ଶହ ଖ୍ରୀଷ୍ଟାବ୍ଦର ବୋଲି ଅନୁମାନ କରାଯାଉଛି । ସୂଚନା ଅନୁସାରେ, ପାକିସ୍ତାନର ସ୍ବାର୍ଟ ଜିଲ୍ଲାର ବାରିକୋଟ ଘୁଣ୍ଡାଇ ଅଞ୍ଚଳରେ ଏକ ପାହାଡ ଖୋଳାଯାଉଥିବା ସମୟରେ ୧୩ ଶହ […]

କଳା ଓ ସଂସ୍କୃତି ଧର୍ମ

ହରିଦ୍ୱାରରେ କୁମ୍ଭ ମେଳା ଆୟୋଜନ: ୮୦ ବର୍ଷ ପରେ ପଡିଛି ଦୁର୍ଲଭ ସଂଯୋଗ, ସିସିଟିଭି ଜରିଆରେ ହେବ ଭିଡ ମନିଟରିଂ

ହରିଦ୍ୱାର ୨୨/୧୧ : ହରିଦ୍ୱାରରେ କୁମ୍ଭ ମେଳା ଆୟୋଜନ ହେବାକୁ ଯାଉଛି। ଶ୍ରଦ୍ଧାଳୁଙ୍କ ଭିଡ ଓ କରୋନା ମହାମାରୀକୁ ଦୃଷ୍ଟିରେ ରଖି ମେଳାର ସଫଳତାପୂର୍ବକ ଆୟୋଜନ ବହୁତ ବଡ ଚ୍ୟାଲେଞ୍ଜ। ତେବେ କୁମ୍ଭ ମେଳା ପାଇଁ ଭବ୍ୟ ଆୟୋଜନ ହେବାର ସମ୍ଭାବନା ନାହିଁ ବୋଲି ଅଧିକାରୀ କହିଛନ୍ତି। କୋଭିଡ୍-୧୯ ପ୍ରକୋପ ଯୋଗୁଁ ଜାନୁଆରୀ ୧୪ ତାରିଖରେ ହେବାକୁଥିବା ଭବ୍ୟ କାର୍ଯ୍ୟକ୍ରମ ରଦ୍ଦ କରାଯିବ ବୋଲି କହିଛନ୍ତି। ପ୍ରବନ୍ଧନ ସରକାରଙ୍କ ତରଫରୁ ଜାରି ହୋଇଥିବା କରୋନା ଗାଇଡଲାଇନ ଅନୁଯାୟୀ […]

ଦେଶ ବିଦେଶ ମନୋରଞ୍ଜନ

ମା ହେବା ପରେ ଷ୍ଟେଜକୁ ଫେରିଲେ ସପ୍ନା ଚୌଧୁରୀ: ମଚାଇଲେ ଧମାଲ, ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ ୨୨/୧୧ : ହରିୟାଣାର ଚର୍ଚ୍ଚିତ ଡ୍ୟାନ୍ସର ସପ୍ନା ଚୌଧୁରୀ ଅନେକ ଦିନ ଧରି ଲାଇଭ ଷ୍ଟେଜ୍ ପ୍ରୋଗ୍ରାମରୁ ଦୂରେଇ ରହିଥିଲେ । ସେ ଅନେକ ଥର ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଫ୍ୟାନ୍ସ ମାନଙ୍କୁ ଏହି ବିଷୟରେ କହିଥିଲେ । ଲକଡାଉନ ପରେ ପୁଣି ଥରେ ଦମଦାର ପରଫରମାନ୍ସ ସହିତ ଷ୍ଟେଜକୁ ଫେରିଛନ୍ତି । ଅକ୍ଟୋବରରେ ମା ହେବା ପରେ ଏବେ ପୁଣିଥରେ ଷ୍ଟେଜକୁ ଫେରିଛନ୍ତି ଡ୍ୟାନସ କୁଇନ୍ ସପ୍ନା ଚୌଧୁରୀ । ସେ […]

ଲାଇଫ୍ ଷ୍ଟାଇଲ

କଲର୍ ଥେରାପି କ’ଣ, କିଭଳି କରିଥାଏ କାମ ? ଜାଣନ୍ତୁ ବିଭିନ୍ନ ରଙ୍ଗର ମହତ୍ତ୍ୱ

ଭୁବନେଶ୍ୱର ୨୨/୧୧ : ଆପଣ ଅନେକ ପ୍ରକାର ଥେରାପି ସମ୍ପର୍କରେ ଶୁଣିଥିବେ। ତେବେ କଲର ଥେରାପି ସମ୍ପର୍କରେ କେବେ ଶୁଣିଛନ୍ତି କି ? କଲର ଥେରାପି ରଙ୍ଗ ଉପଯୋଗ କରି ରୋଗ ଭଲ କରିବାର ଏକ ବିଧି। ଏହାକୁ କ୍ରୋମୋ ଥେରାପି ମଧ୍ୟ କୁହାଯାଏ। ଶରୀରର କୌଣସି ଏକ ଅଙ୍ଗରେ ରଙ୍ଗକୁ ଚମକାଇ ଏହି ଥେରାପି କରାଯାଇଥାଏ। କୌଣସି ବିଶେଷ ରଙ୍ଗକୁ ଦେଖି ମଧ୍ୟ ଏହି ଥେରାପି କରାଯାଇଥାଏ। ଆଖିକୁ ଅତିରିକ୍ତ ଚାପରୁ ସୁରକ୍ଷିତ ରଖିବାକୁ ବହୁତ […]

ଦେଶ ବିଦେଶ ମନୋରଞ୍ଜନ

ଡିସେମ୍ବର ୪ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ଗଲେ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ହର୍ଷ ଲିମ୍ବାଚିୟା

ମୁମ୍ବାଇ: ଗଞ୍ଜେଇ ଘରେ ରଖିବା ସହ ସେବନ କରୁଥିବା କଥା ସାମ୍ନାକୁ ଆସିବା ପରେ ଗତକାଲି ଭାରତର ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହଙ୍କୁ ଗିରଫ କରିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)। ଭାରତୀ ଗଞ୍ଜେଇ ଟାଣୁଥିବା କଥା ସ୍ବୀକାର କରିବା ପରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଆଜି ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟାଙ୍କୁ ଗିରଫ କରିଥିଲା ଏନସିବି। ଗିରଫ ପରେ ଦୁହିଁଙ୍କୁ ମୁମ୍ବାଇର କ୍ୱିଲା କୋର୍ଟରେ ହାଜର କରାଯାଇଥିବା ବେଳେ ଡିସେମ୍ବର ୪ପର୍ଯ୍ୟନ୍ତ ଦୁହିଁଙ୍କୁ ନ୍ୟାୟିକ […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସ୍କୁଲ ବନ୍ଦ ପ୍ରସଙ୍ଗ ନେଇ ବିଧାନସଭାରେ ଆଲୋଚନା : ମୋସନ୍ ଆଣି ସରକାରୀ ମୁଖ୍ୟ ସଚେତକ କହିଲେ ବନ୍ଦ ହୋଇନି, ମିଶ୍ରଣ ହୋଇଛି ସ୍କୁଲ, ଆତ୍ମଘାତୀ କହି ବିରୋଧୀଙ୍କ ଉଦ୍‌ବେଗ

ଭୁବନେଶ୍ୱର ୨୨।୧୧: ସୁରୁଖୁରୁରେ ଚାଲିଛି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ। ସ୍କୁଳ ବନ୍ଦ ପ୍ରସଙ୍ଗ ନେଇ ଚାଲିଛି ଆଲୋଚନା । ପ୍ରାଥମିକ ଶିକ୍ଷାର ଏକତ୍ରିକରଣ ଓ ସୁବ୍ୟବସ୍ଥୀକରଣ ନୀତି ନେଇ ଆଗତ ପ୍ରସ୍ତାବ ଉପରେ ବିସ୍ତୃତ ଭାବେ ଆଲୋଚନା ଚାଲିଛି । ସ୍କୁଲ ବନ୍ଦ ପ୍ରସଙ୍ଗରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଆଣିଛନ୍ତି ମୋସନ୍ । ସ୍କୁଲ ବନ୍ଦ କରାଯାଇନି, ମିଶ୍ରଣ କରାଯାଇଛି ବୋଲି ସରକାରୀ ମୁଖ୍ୟ ସଚେତକ ଗୃହକୁ ଅବଗତ କରାଇଛନ୍ତି […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଅପରେସନ୍ କରିପାରିବେ ଆୟୁର୍ବେଦିକ ଡାକ୍ତର, ଅନୁମତି ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ, ୨୨।୧୧: ଆୟୁର୍ବେଦିକ ଡାକ୍ତରଙ୍କ ବାବଦରେ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଏବେ ପାଥୋଲୋଜି ଡାକ୍ତରଙ୍କ ଭଳି ଆୟୁର୍ବେଦିକ ଡାକ୍ତରମାନେ ମଧ୍ୟ ଅପରେସନ କରିପାରିବେ ବୋଲି ସରକାର ଅନୁମତି ଦେଇଛନ୍ତି । ଆର୍ୟୁବେଦ ଡିଗ୍ରୀ ପ୍ରାପ୍ତ ଡାକ୍ତର ଏବେ ଜେନେରାଲ ଓ ଅର୍ଥୋପେଡିକ୍ ସର୍ଜରୀ ମଧ୍ୟ କରିପାରିବେ। ଭାରତୀୟ ଚିକିତ୍ସା କେନ୍ଦ୍ର ପରିଷଦ ବା ସେଣ୍ଟ୍ରାଲ୍ କାଉନସିଲ୍ ଅପ୍ ଇଣ୍ଡିଆମ ମେଡିସିନ କହିଛି ଯେ, ସରକାରଙ୍କ ନିକଟରୁ ଗ୍ରୀନ୍ ସିଗନାଲ୍ ମିଳିବା ପରେ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ନ୍ୟୁୟର୍କ ବେବି ପାଉଡର ମାମଲା: ୧୨୦ ନିୟୁତ ଡଲାର କ୍ଷତିପୂରଣ ପ୍ରଦାନ ଲାଗି Johnson & Johnsonକୁ କୋର୍ଟଙ୍କ ନିର୍ଦ୍ଦେଶ

ନ୍ୟୁୟର୍କ : ବ୍ରୁକଲିନର ଜନୈକ ମହିଳା ଡୋନା ଓଲସନ (୬୭) ଓ ତାଙ୍କ ସ୍ୱାମୀ ରବର୍ଟ ଓଲସନ (୬୫) ଙ୍କୁ ୧୨୦ ନିୟୁତ ଡଲାର କ୍ଷତିପୂରଣ ପ୍ରଦାନ ଲାଗି ନ୍ୟୁୟର୍କ କୋର୍ଟ ଜନସନ୍ ଏଣ୍ଡ ଜନସନ୍‌ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବେବି ପାଉଡରରେ ଆଜବେଷ୍ଟସ୍‌ର ଉପସ୍ଥିତି ଲାଗି ସେମାନେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ କରି ଜନସନ୍‌ଏଣ୍ଡ ଜନସନ୍‌ଙ୍କ ବିରୋଧରେ କୋର୍ଟଙ୍କ ଶରଣାପନ୍ନ ହୋଇଥିଲେ। ମାମଲାରେ କୋର୍ଟ ଦମ୍ପତ୍ତିଙ୍କୁ ସେମାନଙ୍କ କ୍ଷତି ଲାଗି ୩୨୫ ନିୟୁତ ଡଲାର […]

ଖେଳ ଦେଶ ବିଦେଶ

ଏହି ବୋଲରଙ୍କୁ ବିରାଟଙ୍କ ବିପକ୍ଷରେ ଅସ୍ତ୍ର କରିବ ଅଷ୍ଟ୍ରେଲିଆ, ପୂର୍ବରୁ ରନ୍ ମେସିନ୍‌ଙ୍କୁ କରିଛନ୍ତି ୫ ଥର ଆଉଟ୍

ସିଡନୀ,୨୨/୧୧: ଭାରତୀୟ ଦଳ ନଭେମ୍ବର ୨୭ରୁ ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ ଖେଳିବା ଆରମ୍ଭ କରିବ । ଦିନିକିଆରୁ ହିଁ ସିରିଜ ଆରମ୍ଭ ହେବ । ଏହାକୁ ନଜରରେ ରଖି ଉଭୟ ଦଳ ଅଭ୍ୟାସ ଆରମ୍ଭ କରିଦେଇଛନ୍ତି । ବିପକ୍ଷ ବୋଲର ଓ ବ୍ୟାଟସମ୍ୟାନଙ୍କ ପାଇଁ ସ୍ୱତନ୍ତ୍ର ରଣନୀତି ମଧ୍ୟ ଆପଣାଉଛନ୍ତି । ପୂର୍ବରୁ ଖେଳାଯାଇଥିବା ସିରିଜରେ ଭାରତ ବିଜୟୀ ହୋଇଥିଲେ । ଏହାର ନାୟକ ଥିଲେ ମହେନ୍ଦ୍ର ସିଂ ଧୋନୀ । ଧୋନୀଙ୍କ ଅନୁପସ୍ଥିତିରେ ଏବେ ଅଧିନାୟକ […]