ଦେଶ ବିଦେଶ ମନୋରଞ୍ଜନ

ଜେଲ୍‌ରେ ଭାରତୀ ଓ ହର୍ଷ

କମେଡି କ୍ବିନ୍‌ ଭାରତୀ ସିଂହ ଓ ସ୍ୱାମୀ ହର୍ଷ ଲିମ୍ୱାଚିଆଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଉଭୟଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛି ମୁମ୍ୱାଇର କିଲା କୋର୍ଟ। ଡ୍ରଗ୍ସ ମାମଲାରେ ସଂପୃକ୍ତି ଓ ବ୍ୟବହାର ନେଇ ସେମାନେ ଦୋଷ ସ୍ବୀକାର କଲା ପରେ କୋର୍ଟ ତାଙ୍କୁ ଡିସେମ୍ବର ୪ ତାରିଖ ଯାଏ ହାଜତକୁ ପଠାଇ ଦେଇଛି। ସେପଟେ ଭାରତୀ ଓ ହର୍ଷ କୋର୍ଟରେ ନିଜର ଜାମିନ୍‌ ପାଇଁ ଆବେଦନ କରିଛନ୍ତି। ଏହାର ଶୁଣାଣି […]

ଦେଶ ବିଦେଶ ମନୋରଞ୍ଜନ

ଜୀବନରେ ବହୁତ ଭୁଲ୍‌ ନିଷ୍ପତ୍ତି ନେଇଛି

ପୂର୍ବତନ ମିସ୍‌ ଇଣ୍ଡିଆ ତଥା ଲୋକପ୍ରିୟ ଅଭିନେତ୍ରୀ ଜୁହି ଚାୱଲା ନିଜ ବୃତ୍ତିଗତ ଜୀବନରେ ବହୁତଗୁଡ଼ିଏ ଭୁଲ୍‌ ନିଷ୍ପତ୍ତି ନେଇଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ଅବସରରେ ଜୁହି ଏପରି କହିଛନ୍ତି। ସେ କହିଛନ୍ତି, ବଲିଉଡ୍‌ରେ ଯେତେବେଳେ ମୁଁ ସଫଳତାର ଶୀର୍ଷରେ ଥିଲି, ସେତେବେଳେ ଅନେକଗୁଡ଼ିକ ଭୁଲ୍‌ ନିଷ୍ପତ୍ତି ନେଇଛି। ‘ଦିଲ୍‌ ତୋ ପାଗଲ୍‌ ହୈ’ ଓ ‘ରାଜା ହିନ୍ଦୁସ୍ତାନୀ’ ଭଳି ଚଳଚ୍ଚିତ୍ରକୁ ମୁଁ ‌ସେତେବେଳେ ମନା କରିଦେଇଥିଲି। ମୋର ସେ ପିଲାଳିଆମି ପାଇଁ ଆଜି […]

ଖେଳ ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ନାସିକ ବାଳକଙ୍କ ନୂଆ ସାଇକ୍ଲିଂ କୀର୍ତ୍ତିମାନ, ୮ ଦିନରେ କାଶ୍ମୀରରୁ କନ୍ୟାକୁମାରୀ

ନାସିକ: ନାସିକର ଓମ୍ ମହାଜନ ନାମକ ଜଣେ ୧୭ ବର୍ଷୀୟ ନାବାଳକ ନୂଆ ସାଇକ୍ଲିଂ କୀର୍ତ୍ତିମାନ କରିଛନ୍ତି। କାଶ୍ମୀରରୁ କନ୍ୟାକୁମାରୀ ଦୀର୍ଘ ୩୬୦୦ କିଲୋମିଟର ଦୂରତାକୁ ମାତ୍ର ୮ ଦିନ ୭ ଘଣ୍ଟା ଓ ୩୮ ମିନିଟ୍‌ ସମୟରେ ଅତିକ୍ରମ କରିଛନ୍ତି ସେ। ଏଭଳି କରିବାରେ ଦେଶର ଦ୍ରୁତତମ ସାଇକ୍ଲିଷ୍ଟ ହୋଇଛନ୍ତି ଓମ୍। ଗତ ସପ୍ତାହର ଏକ ଶିତୁଆ ରାତିରେ ନିଜର ଏହି ଦୁଃସାସିକ ଅଭିଯାନ ଶ୍ରୀନଗରରୁ ଆରମ୍ଭ କରିଥି‌ଲେ ସେ। ମଧ୍ୟପ୍ରଦେଶର ପ୍ରବଳ ବର୍ଷାକୁ ସଫଳତାର […]

ଖେଳ ଦେଶ ବିଦେଶ ମନୋରଞ୍ଜନ

କ୍ରିକେଟର୍‌ଙ୍କ ପିତୃତ୍ବ ଅବକାଶ ନୂଆ ନୁହେଁ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ପରେ ବିରାଟ କୋହଲିଙ୍କୁ ବିସିସିଆଇ ପିତୃତ୍ବ ଅବକାଶ ଲାଗି ଅନୁମତି ଦେଇଥିବାରୁ ସେ ଶେଷ ୩ ଟେଷ୍ଟ୍ ଖେଳିବେ ନାହିଁ। କୋହଲିଙ୍କ ବଲିଉଡ୍‌ ଅଭିନେତ୍ରୀ ପତ୍ନୀ ଅନୁଷ୍କା ଶର୍ମା ଜାନୁଆରିରେ ସେମାନଙ୍କ ପ୍ରଥମ ସନ୍ତାନକୁ ଜନ୍ମ ଦେବାର ଥିବାରୁ କୋହଲି ପ୍ରତ୍ୟକ୍ଷ ଭାବେ ଉପସ୍ଥିତ ହେବାକୁ ଏଭଳି ଛୁଟି ନେଇଛନ୍ତି। ୩୨ ବର୍ଷୀୟ କୋହଲିଙ୍କ ଏହି ନିଷ୍ପତ୍ତିକୁ ଅନେକ ପ୍ରଶଂସା ମଧ୍ୟ କରିଛନ୍ତି। ଏହାକୁ ନେଇ କିଛି […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଜଳବାୟୁ ପରିବର୍ତ୍ତନ: ୩ ଶହ କୋଟି ଲୋକଙ୍କ ପାଇଁ ସତର୍କ ଘଣ୍ଟି

ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନଜନିତ ସମସ୍ୟା ଆଗକୁ ଭୟଙ୍କର ରୂପ ନେବାକୁ ଯାଉଛି। ଏକ ଅଧ୍ୟୟନ ଅନୁଯାୟୀ ୨୦୭୦ ସୁଦ୍ଧା ବିଶ୍ବରେ ପ୍ରାୟ ୩ ଶହ କୋଟି ଲୋକ ଏଭଳି ସ୍ଥାନରେ ରହୁଥି‌ବେ ଯେଉଁଠି ସହ୍ୟ କଲାଭଳି ତାପମାତ୍ରା ନଥିବ । ଯେଉଁ ପର୍ଯ୍ୟନ୍ତ ଗ୍ରୀନ୍‌ ହାଉସ୍‌ ଗ୍ୟାସ୍‌ର ନିର୍ଗମନରେ ହ୍ରାସ ପାଇବ ନାହିଁ, ସେ ପର୍ଯ୍ୟନ୍ତ ବହୁ ସଂଖ୍ୟାରେ ଲୋକେ ଜଳବାୟୁ ପରିବର୍ତ୍ତନଜନିତ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ବାଧ୍ୟ ହେବେ। ପୂରା ବିଶ୍ବ ଏବେ ତିନି ଡିଗ୍ରି […]

ଦେଶ ବିଦେଶ ରାଜନୀତି ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

୨୦୨୩ରେ ‘ଜି୨୦ ଶିଖର ସମ୍ମିଳନୀ’ ଆୟୋଜନ କରିବ ଭାରତ

ନୂଆଦିଲ୍ଲୀ/ରିୟାଦ୍‌: ପୂର୍ବ ନିର୍ଦ୍ଧାରିତ ସମୟର ବର୍ଷକ ପରେ ଅର୍ଥାତ୍‌ ୨୦୨୩ ଭାରତ ‘ଜି୨୦ ଶିଖର ସମ୍ମିଳନୀ’ ଆୟୋଜନ କରିବ ବୋଲି ରବିବାର ଦିନ ‘ଜି୨୦’ ନେତାମାନେ ଘୋଷଣା କରିଛନ୍ତି। ‘ଜି୨୦’ର ଓସାକା ଘୋଷଣାନାମା ଅନୁସାରେ, ୨୦୨୨ରେ ଭାରତ ଏହି ଶିଖର ସମ୍ମିଳନୀ ଆୟୋଜନ କରିବା କଥା। ଉକ୍ତ ଘୋଷଣାନାମାରେ ଉଲ୍ଲେଖ ଥିଲା ଯେ, ୨୦୨୦ରେ ସାଉଦି ଆରବ, ୨୦୨୧ରେ ଇଟାଲି ଏବଂ ୨୦୨୨ରେ ଭାରତରେ ଆମେ ଏକତ୍ର ହେବାକୁ ସ୍ଥିର କରିଛୁ। ‘ଜି୨୦ ରିୟାଦ୍‌ ଶିଖର ସମ୍ମିଳନୀ […]

ଦେଶ ବିଦେଶ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ, ଅପରାହ୍ଣ ୩ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା ଦେବୀଙ୍କ ବିୟୋଗରେ ବିଧାନସଭାରେ ଶୋକ ପ୍ରସ୍ତାବ ଆଗତ ହେବା ପରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅପରାହ୍ଣ ୩ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି। ରାଜ୍ୟପାଳଙ୍କ ପତ୍ନୀଙ୍କ ବିୟୋଗରେ ଗୃହରେ ପ୍ରଥମେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତା’ପରେ ଏହାକୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମର୍ଥନ କରିଥିଲେ। ଏହାପରେ ବିଧାନସଭାରେ ରାଜ୍ୟପାଳଙ୍କ ପତ୍ନୀ ସୁଶୀଳା […]

ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ମେହେନ୍ଦୀ ହେଲା ଲିପଷ୍ଟିକ; ଭାଇରାଲ ହେଉଛି ଭିଡିଓ

ବିଉଟି ବ୍ଲଗରେ ଜଣେ ମଡେଲ ଓଠ ରେ ଲିପଷ୍ଟିକ ବଦଳରେ ମେହେନ୍ଦୀ ଲଗାଉଥିବା ଏକ ଭିଡିଓ ସୋସିଆଲ ମେଡିଆରେ ଭାଇରାଲ ହେଉଛି । ସିଏ ନିଜର ଓଠ କୁ ନାଲି କରିବା ପାଇଁ ମେହେନ୍ଦୀ ର ବ୍ୟବହାର କରିଛନ୍ତି । ଚିକାଗୋ ସହର ର ବ୍ରିଆନ ଚିଷ୍ଟିଆନ୍ସ୍ ଙ୍କ ଦ୍ଵାରା ମେହେନ୍ଦୀ ର ଏଭଳି ବ୍ୟବହାର କୁ ଦେଖି ଟ୍ଵିଟରରେ ୟୁଜର୍ସମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ସାଧାରଣତଃ ମେହେନ୍ଦୀ ଏକ ପ୍ରାକୃତିକ ଉପାଦାନ । ଯାହାକୁ ହାତ, […]

କଳା ଓ ସଂସ୍କୃତି ଧର୍ମ

ଘରେ ଆକ୍ୱାରିୟମ ରଖିବା ଦ୍ୱାରା ହୋଇପାରେ ଅସୁବିଧା, ଏହିସବୁ କଥା ଉପରେ ରଖନ୍ତୁ ଧ୍ୟାନ

ନୂଆଦିଲ୍ଲୀ: ବାସ୍ତୁ ଶାନ୍ତ୍ର ଅନୁଯାୟୀ ଘରେ ରଖାଯାଇଥିବା ପ୍ରତ୍ୟେକ ବସ୍ତୁ ବ୍ୟକ୍ତିର ଦୈନିକ ଜୀବନ ଉପରେ ସୀଧାସଳଖ ପ୍ରଭାବ ପକାଇଥାଏ । ବାସ୍ତୁ ଅନୁଯାୟୀ ଯଦି ଘରେ ଜିନିଷ ଭୁଲ ଜାଗାରେ ରଖାଯାଇଛି ତେବେ ବ୍ୟକ୍ତିକୁ ନକାରାତ୍ମକତାର ସାମ୍ନା କରିବାକୁ ପଡ଼ିଥାଏ । ସଠିକ ଯାଗାରେ ସୁବ୍ୟବସ୍ଥିତ ବସ୍ତୁ ସକାରାତ୍ମକତା ସଞ୍ଚାର କରିଥାଏ । ଘରର ଉତ୍ତର ପୂର୍ବ ଭାଗରେ ଜଳ ତତ୍ତ୍ୱ ସହ ଜଡ଼ିତ ଜିନିଷ ରଖିବା ଦ୍ୱାରା ଧନର ଆଗମନ ହୋଇଥାଏ ଏବଂ ସକାରାତ୍ମକ […]

ରାଶିଫଳ

ଜାଣନ୍ତୁ ଏ ସପ୍ତାହର ରାଶିଫଳ

ରବି ଓ ସୋମବାର: ଲକ୍ଷ୍ୟ ହାସଲ ପାଇଁ ବଡ଼ ଭାଇଙ୍କ ସାହାଯ୍ୟ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ସବୁ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରୁହନ୍ତୁ। ଶୁକ୍ର ଓ ଶନିବାର: ଆୟର ନୂଆ ସାଧନ ପାଇବେ। ରବି ଓ ସୋମବାର: କ୍ୟାରିୟର ଲାଗି ଭଲ ସୁଯୋଗ ପାଇବେ। ମଙ୍ଗଳ, ବୁଧ ଓ ଗୁରୁବାର: ଆପଣଙ୍କ ପ୍ରତିଷ୍ଠା ବଢ଼ିବ ଓ ଉପହାର ପାଇପାରନ୍ତି। ଶୁକ୍ର ଓ ଶନିବାର: ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। ରବି ଓ […]