ଖେଳ ଦେଶ ବିଦେଶ ମନୋରଞ୍ଜନ

ଭୋ… ଭୋ… ହୋଇ କାନ୍ଦିଲେ ମହମ୍ମଦ ସିରାଜ: ସିରିଜ୍ ଜିତି ପିତାଙ୍କୁ ଦେବାକୁ ଚାହୁଁଛନ୍ତି ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ ୨୩/୧୧ : ନଭେମ୍ବର ୨୦ରେ ଭାରତୀୟ କ୍ରିକେଟର ମହମ୍ମଦ ସିରାଜଙ୍କ ପିତାଙ୍କର ଦେହାନ୍ତ ହୋଇଛି । ଅନେକ ଦିନ ଧରି ଫୁସଫୁସ ଜନୀତ ରୋଗରେ ପୀଡିତ ଥିବା ସିରାଜଙ୍କର ୫୩ ବର୍ଷିୟ ପିତା ମହମ୍ମଦ ଗୋସ୍ ଶେଷ ନିଶ୍ବାସ ତ୍ବାଗ କରିଛନ୍ତି । ପିତାଙ୍କ ପରଲୋକ ଖବର ଶୁଣି ଭାଙ୍ଗିପଡିଛନ୍ତି ମହମ୍ମଦ ସିରାଜ । ଏବେ ସେ କ୍ରିକେଟ ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆ ଗସ୍ତରେ ଥିବାରୁ ପିତାଙ୍କ ଶେଷ ଦର୍ଶନ କରିବାର ସୁଯୋଗ ମଧ୍ୟ […]

କଳା ଓ ସଂସ୍କୃତି ଧର୍ମ

କାର୍ତ୍ତିକ ପୂର୍ଣ୍ଣିମା ଦିନ ଗଙ୍ଗା ନଦୀରେ ସ୍ନାନ ଓ ଦାନପୁଣ୍ୟର ରହିଛି ବିଶେଷ ମହତ୍ତ୍ୱ, ଜାଣନ୍ତୁ ଏହାପଛର ପୌରାଣିକ କଥା

ଭୁବନେଶ୍ୱର ୨୩/୧୧ : ହିନ୍ଦୁ ଧର୍ମରେ କାର୍ତ୍ତିକ ମାସର ଅନେକ ମହତ୍ତ୍ୱ ରହିଛି। କାର୍ତ୍ତିକ ମାସଧର୍ମ ମାସ କୁହାଯାଏ। କାର୍ତ୍ତିକ ଅମାବାସ୍ୟାର ଯେତିକି ମହତ୍ତ୍ୱ ଅଛି କାର୍ତ୍ତିକ ପୂର୍ଣ୍ଣିମାର ମଧ୍ୟ ସେତିକି ମହତ୍ତ୍ୱ ରହିଛି। ଏଥର କାର୍ତ୍ତିକ ପୂର୍ଣ୍ଣିମା ନଭେମ୍ବର ୩୦ ତାରିଖରେ ପଡୁଛି। ଏହି ଦିନ ପବିତ୍ର ଗଙ୍ଗା ନଦୀରେ ବୁଡ଼ ପକାଇବାର ବିଶେଷ ମହତ୍ତ୍ୱ ରହିଛି। ଗଙ୍ଗା ନଦୀରେ ନହେଲେ ବି ଯେକୌଣସି ପବିତ୍ର ନଦୀରେ ସ୍ନାନ କଲେ ଶୁଭ ଫଳ ମିଳେ ବୋଲି […]

କଳା ଓ ସଂସ୍କୃତି ଲାଇଫ୍ ଷ୍ଟାଇଲ

ଶୀନ ଦିନେ ଅଧିକ ସମୟ ଗରମ ପାଣିରେ ଗାଧୋଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ

ଭୁବନେଶ୍ବର ୨୨/୧୧ : ଶୀତ ଦିନେ ମନୋବଳ ପରିବର୍ତ୍ତନ ହେବା ସହିତ ଶରୀରର ଆବଶ୍ୟକତା ମଧ୍ୟ ବଦଳିଯାଏ | ଥଣ୍ଡା ପାଗରେ ଫ୍ଲୁ ଏବଂ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବା ନିତାନ୍ତ ଆବଶ୍ୟକ । ଏହି ସବୁ ଜିନିଷ ଲୋକମାନେ ଜାଣିକି ମଧ୍ୟ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତି ନାହିଁ । ଶୀତଦିନେ ଲୋକମାନେ ପ୍ରାୟତଃ କେଉଁ ଭୁଲ କରନ୍ତି ଜାଣନ୍ତୁ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଥଣ୍ଡା ପାଗରେ […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

ପୁଣି ତେଜିଲାଣି ମେଡିକାଲ କଲେଜ ପ୍ରତିଷ୍ଠା ଦାବି, ମେସିନ ଅଛି କିନ୍ତୁ ରୋଗୀଙ୍କ କାମରେ ଆସୁନି

ଭଦ୍ରକ ୨୩।୧୧ : ପୁଣି ତେଜିଲାଣି ମେଡିକାଲ କଲେଜ ପ୍ରତିଷ୍ଠା ଦାବି । ଭଦ୍ରକ ଜିଲ୍ଲାର ମେଡିକାଲ କଲେଜ ପ୍ରତିଷ୍ଠା ଦାବି ନେଇ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରିଛି ମେଡିକାଲ କଲେଜ ସଂଗ୍ରାମୀ ସେନା । ଭଦ୍ରକ ସହରର ଭାଗବତ କଲ୍ୟାଣ ମଣ୍ଡପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବହୁ ବୁଦ୍ଧିଜୀବୀ ଅଂଶଗ୍ରହଣ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଆବାହକଙ୍କ ଅନୁଯାୟୀ, ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଡାକ୍ତର ଅଭାବ ସହ ଭିତ୍ତିଭୂମିର ମଧ୍ୟ ଅଭାବ ରହିଛି । ଚିକିତ୍ସା […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ସ୍କୁଲ ବନ୍ଦ ନିଷ୍ପତ୍ତି ପ୍ରସଙ୍ଗ: ବଦଳିଲା ସ୍କୁଲ ମିଶ୍ରଣ ନିୟମ

ଭୁବନେଶ୍ବର୨୩/୧୧: ପୁଣି ବଦଳିଲା ସ୍କୁଲ ମିଶ୍ରଣ ନିୟମ। କେବିକେ ଅଞ୍ଚଳରେ ଗୋଟିଏ ସ୍କୁଲରେ ୧୫ରୁ କମ୍ ଛାତ୍ରଛାତ୍ରୀ ଥିଲେ ସ୍କୁଲ ମିଶ୍ରଣ ହେବ। ସିଡ୍ୟୁଲ ଅଞ୍ଚଳରେ ଏହି ନିୟମ ପରିବର୍ତ୍ତନ ହେବ ନାହିଁ। ସେହିପରି ନନ୍‌ ସିଡ୍ୟୁଲ ଅଞ୍ଚଳରେ ସ୍କୁଲରେ ୨୦ରୁ କମ ପିଲା ଥିଲେ, ସ୍କୁଲ ମିଶ୍ରଣ କରାଯିବ। ଏ ନେଇ ଗୃହରେ ସ୍ପଷ୍ଟୀକରଣ ରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ଦେଶ ବିଦେଶ ମନୋରଞ୍ଜନ

କମେଡ଼ିଆନ୍ ଭାରତୀ ଏବଂ ତାଙ୍କ ସ୍ବାମୀ ହର୍ଷଙ୍କୁ ମିଳିଲା ଜାମିନ

ମୁମ୍ବାଇ ୨୩/୧୧: ଡ୍ରଗ୍ ମାମଲାରେ ଗିରଫ ହୋଇଥିବା କମେଡ଼ିଆନ୍ ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ ହର୍ଷଙ୍କୁ ଜାମିନ ମିଳିଯାଇଛି। ଶନିବାର ଏନସିବି ମୁମ୍ବାଇ ସ୍ଥିତ ଭାରତୀଙ୍କ ଘରେ ଚଢ଼ାଉ କରିଥିଲା। ଚଢ଼ାଉରେ ସେଠାରୁ ଗଞ୍ଜେଇ ଜବତ କରାଯାଇଥିଲା। ପଚରାଉଚରାରେ ଭାରତୀ ଡ୍ରଗ୍ସ ନେଉଥିବା ମାନିଥିଲେ। କମେଡ଼ିଆନ୍ ଭାରତୀ ସିଂହଙ୍କୁ ପାଖାପାଖି ୬ଘଣ୍ଟା ପଚରାଉଚୁରା କରିବା ପରେ ଗିରଫ କରାଯାଇଥିଲା। ଏହା ପରେ ବିଳମ୍ବିତ ରାତିରେ ତାଙ୍କ ସ୍ବାମୀ ହର୍ଷଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ରବିବାର ପ୍ରଥମେ […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଘରୋଇ ସ୍କୁଲ ଫି’ କମାଇବା ମାମଲା : ଫି’ କେତେ କମିବ ସତ୍ୟପାଠ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ ୨୩।୧୧: ଘରୋଇ ସ୍କୁଲ ଫି’ ବୃଦ୍ଧି ମାମଲାରେ ତଥ୍ୟ ଦେବା ଲାଗି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏମଓୟୁ ଆଧାରରେ ଫି’ କମାଇବା ସପକ୍ଷରେ ଅଛନ୍ତି ରାଜ୍ୟ ସରକାର । ତେବେ ସତ୍ୟପାଠ ଜରିଆରେ ତଥ୍ୟ ଦେବାକୁ ରାଜ୍ୟ ସରକାରଙ୍କୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଡିସେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ଫି’ କମ୍ କରିବାକୁ ନେଇ ଏମଓୟୁ ସ୍ବାକ୍ଷରିତ ହୋଇଥିଲା । ବିଭିନ୍ନ ଘରୋଇ ସ୍କୁଲ କର୍ତ୍ତୃପକ୍ଷଙ୍କ ସହ […]

ରାଶିଫଳ

ଜାଣନ୍ତୁ ଆଜିର ରାଶିଫଳ

ମେଷ: ଦିନଟି ସେବା ସତ୍କାରରେ କଟିବ। ରାଜନୀତିରେ ଆର୍ଥିକ ଲାଭ ହେବ। ପ୍ରେମ ସମ୍ବନ୍ଧରେ ସଫଳତା ପାଇବେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ। ବୃଷ: କାର୍ଯ୍ୟକ୍ଷେତ୍ରରେ ଅଧିକ ଲାଭ ହେବାର ଯୋଗ ରହିଛି। ବୟୋଜ୍ୟେଷ୍ଠଙ୍କୁ ସାହାଯ୍ୟ କରିବେ। ଛାତ୍ରଙ୍କୁ କିଛି ନୂଆ ଶିଖିବାର ସୁଯୋଗ ମିଳିବ। ମିଥୁନ: ନିଜର ଶକ୍ତିକୁ ସଠିକ୍‌ ଦିଶାରେ ପ୍ରୟୋଗ କରନ୍ତୁ। ବିଶେଷ କାର୍ଯ୍ୟରେ ଦୂର ସ୍ଥାନକୁ ଯିବେ। ପରିବାରରେ ସୁଖ ଶାନ୍ତି ବୃଦ୍ଧି ପାଇବ। କର୍କଟ: ବେପାରୀ ବର୍ଗ କୌଣସି ନୂଆ […]

ଦେଶ ବିଦେଶ ପର୍ଯ୍ୟଟନ ସ୍ପେଶାଲ ରିପୋର୍ଟ

ଅଠାଳିଆ ଜଳପ୍ରପାତ!

ଅଧିକାଂଶ ଜଳପ୍ରପାତ ଖସଡ଼ା। କେତେକ ଏତେ ଖସଡ଼ା ଯେ, ତଳୁ ଉପରକୁ ଚଢ଼ିବା ଅସଂଭବ। ତେବେ, ଥାଇଲାଣ୍ଡ୍‌ରେ ଥିବା ବୁଆ ଥଂଗ୍‌ ଜଳପ୍ରପାତ ଏକ ବ୍ୟତିକ୍ରମ। ଏହା ଉପରକୁ ଚଢ଼ିବା ବା ଓହ୍ଲାଇବା ବେଶ୍‌ ସହଜ। କୌଣସି ସ୍ବତନ୍ତ୍ର ଯନ୍ତ୍ରପାତିର ସହାୟତା ବିନା ଏହା ଉପରକୁ ଚଢ଼ାଯାଇପାରେ। ଏହି ପ୍ରପାତ ଚିଆଂ ମେଇ ପ୍ରଦେଶରେ ଅବସ୍ଥିତ। ଯେଉଁ ପ୍ରସ୍ତର ଶଯ୍ୟା ଉପରେ ଏହା ପ୍ରବାହିତ, ତାହା ଅତି ଅଠାଳିଆ ହୋଇଥିବାରୁ ଚଢ଼ିବା ବେଳେ ଆଦୌ ପାଦ ଖସେନାହିଁ। […]

ଦେଶ ବିଦେଶ ମନୋରଞ୍ଜନ ଲାଇଫ୍ ଷ୍ଟାଇଲ

୫ ମିନିଟ୍‌ର ମନୋଲଗ୍‌ ବଦଳାଇଦେଲା କାର୍ତିକଙ୍କ ଭାଗ୍ୟ

ବଲିଉଡ୍‌ ଚାର୍ମିଂ ବଏ କାର୍ତିକ ଆର୍ଯ୍ୟାନଙ୍କର ଆଜି ଜନ୍ମ ଦିନ। ‘ପ୍ୟାର୍‌ କା ପଞ୍ଚନାମା’ ଚଳଚ୍ଚିତ୍ରରୁ ବଲିଉଡ୍‌‌ରେ ପାଦ ଥାପିଥିବା କାର୍ତ୍ତିକଙ୍କ ବଲିଉଡ୍ ଯାତ୍ରା ଏତେ ସହଜ ନଥିଲା। ପିଲାଟି ଦିନୁ ଅଭିନୟରେ ସଉକ ରଖୁଥିବା କାର୍ତିକ ହିନ୍ଦୀ ଚଳଚ୍ଚିତ୍ର ଜଗତରେ କାମ କରିବା ଆଶା ନେଇ ମୁମ୍ବାଇ ଚାଲି ଆସିଥିଲେ। ସେଠାରେ ଏକ ଇଂଜିନିୟରିଂ କଲେଜରେ ନାମ ଲେଖାଇବା ସହ ଅଡିସନ୍‌ ପରେ ଅଡିସନ୍‌ ଦେଇ ଚାଲିଥିଲେ। ଚଳଚ୍ଚିତ୍ର ଜଗତ ସହ ‌କୌଣସି ସମ୍ପର୍କ ନଥିବା […]