ଭାରତ-ଅଷ୍ଟ୍ରେଲିଆ ୫ ଅଭୁଲା ଲଢ଼େଇ, ମେଲବର୍ନ ଶୃଙ୍ଖଳା ନିର୍ଣ୍ଣାୟକରେ ଭାରତ ୭ ୱିକେଟ୍ରେ ବିଜୟୀ ଭାରତକୁ ୯୫ ରନ୍ରେ ପରାସ୍ତ କରି ଅଷ୍ଟ୍ରେଲିଆର ଫାଇନାଲ୍ ପ୍ରବେଶ, ମେଲବର୍ନରେ ଭାରତର ୮ ୱିକେଟ୍ ବାଜିମାତ୍
ସିଡ୍ନି, ୨୩ା୧୧: କୋଭିଡ କାଳରେ ଆୟୋଜିତ ‘ଆଇପିଏଲ୍’ର ଅପାର ସଫଳତା ପରେ ଭାରତୀୟ କ୍ରିକେଟର୍ ଅଷ୍ଟ୍ରେଲିଆରେ ପ୍ରଥମ ଅନ୍ତର୍ଜାତୀୟ ଲଢ଼େଇ ଲଢ଼ିବାକୁ ଯାଉଛନ୍ତି। ଶେଷ ଥର ପାଇଁ ଫେବ୍ରୁଆରି ୨୦୨୦ରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଟିମ୍ ଇଣ୍ଡିଆ ଦୀର୍ଘ ୯ ମାସର ବ୍ୟବଧାନ ପରେ ଟାଣୁଆ ଟକ୍କରରେ କଙ୍ଗାରୁ ଦଳକୁ ତିନିଟି ଯାକ ଫର୍ମାଟ୍ରେ ଭେଟିବ। ସେଥିପାଇଁ କଠୋର ଜୈବ ବଳୟ ଭିତରେ କୋହଲି ବାହିନୀ କଠିନ ଅଭ୍ୟାସ ଚଳାଇଛି। ତିନିଟି ଲେଖାଏଁ ଦିନିକିଆ ଏବଂ ଟ୍ବେଣ୍ଟି-୨୦ […]





