ରେକର୍ଡ ସ୍ତରରେ ସେନସେକ୍ସ୍, ପ୍ରଥମ ଥର ପାଇଁ ୧୩ ହଜାର ଉପରେ ନିଫ୍ଟି
ନୂଆଦିଲ୍ଲୀ ୨୪/୧୧ : କରୋନା ମାହାମରୀ ଚାଲୁ ରହିଥିବା ବେଳେ ଲାଗାତାର ଭାବେ ଅର୍ଥ ବ୍ୟବସ୍ଥା ପାଇଁ ଭଲ ଖବର ମିଳିବାରେ ଲାଗିଛି । କରୋନା ପାଇଁ ଅକ୍ସଫୋର୍ଡ ୟୁନିଭରସିଟି ସହିତ ମିଶି ଭ୍ୟାକସିନ୍ ତିଆରି କରୁଥିବା ଆଷ୍ଟ୍ରାଜେନିକା କହିଛି ଯେ, କମ୍ପାନୀ ଦ୍ବାରା ତିଆରି କରାଯାଇଥିବା ଭ୍ୟାକସିନ୍ ଟ୍ରାଏଲ ବେଳେ ୯୦ ପ୍ରତିଶତ କାମ କରୁଛି । ତେବେ ଏହି ସକାରାତ୍ମକ ଖବର ଆସିବା ପରେ ଭାରତୀୟ ସେୟାର ମାର୍କେଟରେ ସେନସେକ୍ସ ଏବଂ ନିଫ୍ଟି ଶୀର୍ଷରେ […]







