ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ପେଟର ମେଦବହୁଳତାକୁ କମ୍ କରିବାକୁ ଚାହୁଁଛନ୍ତି କି? ତେବେ ନିଶ୍ଚୟ ଖାଆନ୍ତୁ ଏହି ୫ଟି ଖାଦ୍ୟ

ଯଦି ଆପଣଙ୍କ ପେଟର ଚର୍ବି ଆପଣଙ୍କ ସୌନ୍ଦର୍ଯ୍ୟକୁ ଫିକା କରି ଦେଉଛି ତେବେ ଶୀତଦିନ ଏଥିରୁ ମୁକ୍ତି ଦେବାରେ ସହାୟକ ହେବ। ପେଟରେ ଚର୍ବି କେବଳ ଆପଣଙ୍କ ଶରୀରର ସୌନ୍ଦର୍ଯ୍ୟକୁ କମ୍ କରିନଥାଏ ବରଂ ଏହା ଉତ୍ତମ ସ୍ବାସ୍ଥ୍ୟ ପାଇଁ ହାନିକାରକ ହେବ। ବିଶୃଙ୍ଖଳିତ ଦିନଚର୍ଯ୍ୟା ଏବଂ ଓ୍ବାର୍କଆଉଟର ଅଭାବ ଯୋଗୁଁ ପେଟ ପାଖରେ ଅତିରିକ୍ତ ଚର୍ବି ଜମା ହେବାକୁ ଲାଗିଥାଏ,ଯାହାକୁ ଇଂରାଜୀରେ ବେଲି ଫ୍ୟାଟ୍ କୁହାଯାଇଥାଏ। ଶୀତଦିନେ ଏପରି ଅନେକ ଖାଦ୍ୟ ରହିଛି ଯାହା ସାହାଯ୍ୟରେ […]

ଖେଳ ଦେଶ ବିଦେଶ

ICCକୁ ମିଳିଲା ନୂଆ ଚେୟାରମ୍ୟାନ୍, ନ୍ୟୁଜିଲାଣ୍ଡର ଗ୍ରେଗ୍‌ ଓ୍ୱାର୍କେଲ ସମ୍ଭାଳିବେ ଦାୟିତ୍ୱ

ନୂଆଦିଲ୍ଲୀ ୨୫।୧୧: ବିଶ୍ୱ କ୍ରିକେଟ୍‌ର ସର୍ବୋଚ୍ଚ ସଂସ୍ଥା ଆଇସିସିର ନୂଆ ଅଧ୍ୟକ୍ଷ ମିଳିଯାଇଛି । ନ୍ୟୁଜିଲାଣ୍ଡ କ୍ରିକେଟ୍‌ର ପ୍ରମୁଖ୍ୟ ଗ୍ରେଗ୍‌ ଓ୍ୱାର୍କେଲଙ୍କୁ ଅନ୍ତରାଷ୍ଟ୍ରୀୟ କ୍ରିକେଟ୍‌ ପରିଷଦର ନୂଆ ମୁଖିଆ ଭାବେ ଚୟନ କରାଯାଇଛି । ଭାରତର ଶଶାଙ୍କ ମନୋହରଙ୍କ ସ୍ଥାନ ନେବେ । ଜୁଲାଇ ମାସରେ ଶଶାଙ୍କ ୨ବର୍ଷର କାର୍ଯ୍ୟକାଳ ସରିଯାଇଛି । ସେବେଠାରୁ ପଦ ଖାଲିରହିଥିଲା । ଆଇସିସି କ୍ରିକେଟ୍ ପରିଷଦର ଅଧ୍ୟକ୍ଷ ପଦ ୬ମାସ ପରେ ପୂରଣ ହୋଇଛି । ନ୍ୟୁଜିଲାଣ୍ଡର ଗ୍ରେଗ୍‌ ଓ୍ୱାର୍କେଲଙ୍କୁ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଦୁଷ୍କର୍ମକାରୀଙ୍କୁ ନାହିଁ ମାଫ୍, କଠୋର ଦଣ୍ଡ ଦେଇ କରାଯିବ ନପୁଂସକ : ଆଇନରେ ମୋହର ମାରିଲେ ଇମ୍ରାନ୍ ଖାନ୍‌

ଇସଲାମାବାଦ ୨୫।୧୧: ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏକ ଆଇନକୁ ମଞ୍ଜୁରୀ ଦେଇଛନ୍ତି ଯେଉଁଥିରେ ଦୁଷ୍କର୍ମକାରୀଙ୍କୁ ରସାୟନିକ ଉପାୟରେ ନପୁଂସକ କରିବା ଏବଂ ଯୌନ ଶୋଷଣ ମାମଲାଗୁଡିକର ଶୀଘ୍ର ଶୁଣାଣିର ବ୍ୟବସ୍ଥା ରହିଛି । ପାକିସ୍ତାନ ମିଡିଆରେ ମଙ୍ଗଳବାର ଦିନ ଜାରି କରାଯାଇଥିବା ଏକ ଖବରରେ ଏହା ଦାବି କରାଯାଇଛି । ଜିୟୋ ଟିଭିର ଖବର ଅନୁସାରେ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଯେଉଁଥିରେ ଆଇନ ମନ୍ତ୍ରଣାଳୟ ଦୁଷ୍କର୍ମ ବିରୋଧୀ ଅଧ୍ୟାଦେଶର ଏହି ଡ୍ରାଫ୍ଟ ପ୍ରସ୍ତୁତ […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି

ଟ୍ୟୁସନ ସେଣ୍ଟର ବାହାରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ କରି ଗଣଦୁଷ୍କର୍ମ, ୩ ଅଭିଯୁକ୍ତ ଫେରାର

ଅଲବର ୨୫/୧୧ : ରାଜସ୍ଥାନ ଅଲବର ଜିଲ୍ଲାରେ ମହିଳା ବିରୋଧୀ ଅପରାଧ ଥମିବାର ନାଁ ନେଉନାହିଁ। ଅଲବରରୁ ଲଗାତାର ଦୁଷ୍କର୍ମ ମାମଲା ସାମ୍ନାକୁ ଆସୁଛି। ପୁଣିଥରେ ଏକ ଗଣଦୁଷ୍କର୍ମ ମାମଲା ସାମ୍ନାକୁ ଆସିଛି। ତିଜାରା ଥାନା ଅଞ୍ଚଳରେ ଛାତ୍ରୀଙ୍କୁ ୩ ଯୁବକ ଅପହରଣ କରି ଗଣଦୁଷ୍କର୍ମ କରିଥିବା ଜଣାପଡିଛି। ଘଟଣା ପରେ ଛାତ୍ରୀଙ୍କ ମାନସିକ ସ୍ଥିତି ହରାଇବସିଥିଲେ। ଯେଉଁଥିପାଇଁ ସେ ୧୦ ଦିନ ଯାଏଁ ସେ ଘରଲୋକଙ୍କୁ କିଛି କହିପାରିନଥିଲେ। ପରେ ତାଙ୍କ ମାନସିକ ସ୍ଥିତି ଭଲ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା

ଭୁବନେଶ୍ବର ୨୫।୧୧: ରାଜ୍ୟରେ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୭୩୦ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୬୮୭କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୧୬ ମୃତକଙ୍କ ମଧ୍ୟରୁ ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ, ପୁରୀରୁ ୩ ଜଣ, […]

ଖେଳ ଦେଶ ବିଦେଶ ରାଜ୍ୟ

IIFLରୁ ଲୁଟ୍ ଘଟଣା : ୬ ଅଭିଯୁକ୍ତ ଗିରଫ, ମାନାପୁରମ୍ ଗୋଲ୍ଡ ଲୋନ୍ ଶାଖାରେ ପୋଲିସର ଚଢାଉ

କଟକ ୨୫।୧୧: କଟକ ନୟାସଡକ IIFLରୁ ଲୁଟ୍ ଘଟଣାରେ ମଙ୍ଗଳବାର ଅଟକ ରଖିଥିବା ୬ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ବୋଲି ପୋଲିସ ସ୍ପଷ୍ଟ କରିଛି । ଲୁଟ୍ ର ମାଷ୍ଟରମାଇଣ୍ଡ ଲାଲା ଅମ୍ରିତ ରାୟର ସୌଖିନ କାର୍ ଏବଂ ବୁଲେଟ୍ ଜବତ କରାଯାଇଛି । ଘଟଣାର ଅଧିକ ଖୋଳତାଡ଼ କରୁଛି ପୋଲିସ । ବୁଧବାର ଜଣେ ମହିଳାଙ୍କ ସମେତ ସଂସ୍ଥାର ଆଉ ୪ ଜଣ କର୍ମଚାରୀଙ୍କୁ ଅଟକ ରଖି ଜେରା କରୁଛି ପୋଲିସ । ସେପଟେ ଏହି […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା

ନୟାଗଡ଼୨୪/୧୧: ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ହାଇଓ୍ବା ଧକ୍କାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ରାସ୍ତାରେ ଚାଲି ଚାଲି ଯିବା ବେଳେ ପଛରୁ ୬ ଜଣଙ୍କୁ ହାଇଓ୍ବା ଧକ୍କା ଦେଇଥିଲା। ନୟାଗଡ଼ା ଶରଣକୁଳ ହାଇସ୍କୁଲ ନିକଟରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣା ଘଟଣା ପରେ ହାଇଓ୍ବା ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୃତକଙ୍କ ମଧ୍ୟରେ ୩ ଜଣ ପୁରୁଷ ଏବଂ ୨ ମହିଳା ଅଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ […]

ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

କ୍ୟାନସର ଯୁଦ୍ଧରେ ହାରି ଗଲେ ଦକ୍ଷିଣ ଭାରତୀୟ ଅଭିନେତା ଥବାସୀ : ରଜନୀକାନ୍ତଙ୍କ ସହ କରିଥିଲେ କାମ

ନୂଆଦିଲ୍ଲୀ ୨୪/୧୧: ଦକ୍ଷିଣ ଭାରତୀୟ ଅଭିନେତା ଥବାସୀଙ୍କ ନଭେମ୍ବର ୨୩ତାରିଖରେ ପରଲୋକ ହୋଇଯାଇଛି। କିଛି ଦିନ ତଳେ ଥବାସୀଙ୍କୁ ମଦୁରାଇର ସରାବଣ ହସ୍ପିଟାଲରେ ଆଡମିଟ କରାଯାଇଥିଲା। ତାଙ୍କ ସ୍ବାସ୍ଥ୍ୟ ଗୁରୁତର ଥିଲା। ସୋମବାର ସେ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଥିଲେ। ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରେ ଥବାସୀଙ୍କ ପରଲୋକରେ ଶୋକର ଲହରୀ ଖେଳି ଯାଇଛି। ଗତ ସପ୍ତାହରେ ଥବାସୀଙ୍କ ଏକ ଇମୋସନାଲ୍ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା। ଏଥିରେ ସେ ନିଜ ଦୁଃଖ ସେୟାର କରିଥିଲେ। ଭିଡିଓରେ […]

ଦେଶ ବିଦେଶ ମନୋରଞ୍ଜନ

ଦୀପିକା ପାଦୁକୋନ ଆରମ୍ଭ କଲେ ‘ପଠାନ’ର ସୁଟିଂ : ୬ବର୍ଷ ପରେ ଦେଖିବାକୁ ମିଳିବ ଶାହରୁଖ ଖାନଙ୍କ ସହ

ମୁମ୍ବାଇ ୨୪/୧୧: ୟଶରାଜ ଫିଲ୍ମର ଆଗାମୀ ଫିଲ୍ମ ପଠାନର ସୁଟିଂ ଆରମ୍ଭ ହୋଇ ସାରିଛି। କିଛି ଦିନ ତଳେ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ଶାହରୁଖ ଖାନଙ୍କ ଫିଲ୍ମର ପ୍ରଥମ ଲୁକ୍ ଜାରି ହୋଇଥିଲା। କୁହାଯାଉଛି ଯେ କିଙ୍ଗ୍ ଖାନ୍ ୟଶରାଜ ଷ୍ଟୁଡିଓରେ ଫିଲ୍ମ ସୁଟିଂ କରୁଥିବାବେଳେ ନଜର ଆସିଥିଲେ। ଦୀପିକା ପାଦୁକୋନ ଆଜିଠୁ ଶାହରୁଖ ଖାନଙ୍କ ସହ ପଠାନର ସୁଟିଂ କରିବେ। ଦୀପିକା ପାଦୁକୋନ କିଛି ଦିନ ଯାଏଁ ଶକୁନ ବାତ୍ରାଙ୍କ ଅପକମିଂ ଫିଲ୍ମକୁ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ନିଜ ଘର ଛାତରୁ କରିପାରିବେ ଲକ୍ଷ ଲକ୍ଷ ଟଙ୍କାର ରୋଜଗାର : ଜାଣନ୍ତୁ କିପରି?

ନୂଆଦିଲ୍ଲୀ ୨୪/୧୧: ଯଦି ଆପଣଙ୍କ ଘରର ଛାତ ଖାଲି ପଡ଼ିଛି ତେବେ ଆପଣଙ୍କ ପାଖରେ ଆୟ କରିବାର ଭଲ ସୁଯୋଗ ରହିଛି। ଆଜି ଆପଣଙ୍କୁ ଏପରି କିଛି ବିଜନେସ୍ ଆଇଡିଆ ବିଷୟରେ କହିବା,ଯାହା ଜରିଆରେ ଆପଣ ସହଜରେ ଲକ୍ଷପତି ହୋଇ ପାରିବେ। ଏହି ବିଜନେସ୍ ଆପଣଙ୍କୁ ଘରେ ବସି ଲକ୍ଷପତି କରାଇବ। ଏଥିପାଇଁ ଆପଣଙ୍କୁ ଅଧିକ ଇନଭେଷ୍ଟମେଣ୍ଟ୍ ମଧ୍ୟ କରିବାକୁ ପଡ଼ିବ ନାହିଁ। ଏଥିପାଇଁ ଅଳ୍ପ ସାବଧାନତା ଅବଲମ୍ବନ କରିବାକୁ କରିବାକୁ ପଡ଼ିବ। ଆସନ୍ତୁ ଜାଣିବା କିପରି […]