ଦେଶ ବିଦେଶ ମନୋରଞ୍ଜନ

ଓସ୍କାର୍ ପାଇଁ ଚୟନ ହେଲା ମାଲାୟଲମ୍ ଫିଲ୍ମ ‘ଜାଲିକାଟୁ’

ଚଳିତ ଥର ଓସ୍କାର୍ ପାଇଁ ଭାରତରୁ ମାଲୟଲମ୍ ଫିଲ୍ମ ଜାଲିକାଟୁକୁ ଚୟନ କରାଯାଇଛି। ୨୦୧୯ରେ ରିଲିଜ୍ ହୋଇଥିବା ଏହି ଫିଲ୍ମ କାହାଣୀ ପାଇଁ ଚୟନ ହୋଇଛି। ମଣିଷ କିପରି ନିଜ ସ୍ବାର୍ଥ ପାଇଁ ପଶୁଙ୍କଠୁ ବି ତଳକୁ ଖସିଯାଏ, ତାହା ଏହି ଫିଲ୍ମରେ ଚିତ୍ରଣ କରାଯାଇଛି। ଓସ୍କାର୍ ପାଇଁ ଚୟନ ହେବା ପୂର୍ବରୁ ଜାଲିକାଟୁ ଟୋରଣ୍ଟୋ ଅନ୍ତଃରାଷ୍ଟ୍ରୀୟ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶନ କରାଯାଇଥିଲା। ଚଳଚ୍ଚିତ୍ରର ପ୍ରତିଟି ଦୃଶ୍ୟରେ କଳାକାରଙ୍କ ଅଭିନୟ ମନଛୁଆଁ ହୋଇଥିଲା। ଛଲାଙ୍ଗ, ସ୍କାଇ ଇଜ୍ […]

ଦେଶ ବିଦେଶ ମନୋରଞ୍ଜନ

୨୫୦ କୋଟିର ଅଫର୍‌କୁ ଭାଇଜାନଙ୍କ ନା’

ବଲିଉଡ୍‌ର ଦବଙ୍ଗ ଖାନ୍‌ ଫିଲ୍ମ ଦୁନିଆରେ ନିଜର ଦବଦବା ବଜାୟ ରଖିଥିବା ବେ‌ଳେ ଏଥର ସେ ଏକ ଲୋଭନୀୟ ଅଫରକୁ ହାତଛଡ଼ା କରି ଚର୍ଚ୍ଚାକୁ ଆସିଛନ୍ତି। ବହୁ ପ୍ରତୀକ୍ଷିତ ଫିଲ୍ମ ‘ରାଧେ’କୁ ଓଟିଟି ପ୍ଲାଟ୍‌ଫର୍ମରେ ରିଲିଜ୍ କରାଇବା ପାଇଁ ସଲମାନ୍‌ଙ୍କୁ ୨୫୦ କୋଟି ଟଙ୍କାର ଅଫର୍ ଆସିଥିଲା। ମାତ୍ର ସେ ତାକୁ ଶୁଣିବା ମାତ୍ରେ ପ୍ରତ୍ୟାଖ୍ୟାନ କରିଥିଲେ। ଫିଲ୍ମ ‘ରାଧେ’କୁ ବଡ଼ ପରଦାରେ ରିଲିଜ୍ କରାଇବେ ବୋଲି ସେ କହିଛନ୍ତି। ରାଧେର ନିର୍ଦ୍ଦେଶକ ପ୍ରଭୁ ଦେବା ମଧ୍ୟ […]

ଖେଳ ଦେଶ ବିଦେଶ

ବିଦାୟ ଫୁଟ୍‌ବଲ୍ ଭଗବାନ କ୍ଲବ୍‌ରୁ କିମିଆ, ବିବାଦର ବାଦଶାହ

ଭୁବନେଶ୍ବର: ଧରାପୃଷ୍ଠାରୁ ବାହୁଡ଼ିଗଲେ ଫୁଟ୍‌ବଲ୍ ଭଗବାନ। ହଠାତ୍ ଖବର ଆସିଲା ମାରାଡୋନା ଆଉ ନାହାନ୍ତି। କୋଟି କୋଟି ପ୍ରଶଂସକ ସ୍ତବ୍ଧ। କାହା ପାଟିରୁ ଯେମିତି କଥା ବାହାରୁ ନଥିଲା। ଏହି ହୃଦୟ ବିଦାରକ ଖବରକୁ କେହି ଆଦୌ ବିଶ୍ବାସ କରି ପାରୁନଥିଲେ। କାରଣ ବୁଧବାର ରାତି ‌ଯେମିତି ଫୁଟବଲ୍ ବିଶ୍ବ ପାଇଁ ଥିଲା ଏକ କାଳ ରାତି। ମାତ୍ର ଦୁଇସପ୍ତାହ ତଳେ ମସ୍ତିସ୍କ ଅସ୍ତ୍ରୋପଚାର କରି ସକୁଶଳେ ଘରକୁ ଫେରିଥିବା ଫୁଟବଲ୍ ବିଶ୍ବର ସର୍ବକାଳୀନ ଶ୍ରେଷ୍ଠ, ମହାନଙ୍କ […]

ଖେଳ ଦେଶ ବିଦେଶ ମନୋରଞ୍ଜନ

ଫୁଟ୍‌ବଲ୍‌ କିଂବଦନ୍ତି ମାରାଡୋନା ଆଉ ନାହାନ୍ତି

ବୋଏନସ୍‌ ଆଏରସ୍ : ବିଶ୍ବର ସର୍ବକାଳୀନ ‌ଶ୍ରେଷ୍ଠ ଫୁଟବଲର୍‌, ଆର୍ଜେଣ୍ଟିନାର କିଂବଦନ୍ତି ଖେଳାଳି ଡିଏଗୋ ମାରାଡୋନା ଆଉ ନାହାନ୍ତି। ଫିଫା ବିଶ୍ବକପ୍‌ରେ ଦୁଇ ଦୁଇ ଥର ବିଂଶ ଶତାବ୍ଦୀର ଶ୍ରେଷ୍ଠ ଫୁଟବଲର୍‌ ପୁରସ୍କାର ବିଜେତା ମହାନ୍‌ ମାରାଡୋନାଙ୍କ ବୁଧବାର ରାତିରେ ୬୦ ବର୍ଷ ବୟସରେ ପରଲୋକ ହୋଇ ଯାଇଛି। ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିବାରୁ ଅସ୍ତ୍ରୋପଚାର ହେବାର ମାତ୍ର ଦୁଇ ସପ୍ତାହ ପରେ ହୃଦଘାତରେ ଏହି ଯଶସ୍ବୀ କ୍ରୀଡ଼ା ବ୍ୟକ୍ତିତ୍ବଙ୍କ ଜୀବନ ଦୀପ ଲିଭିଯାଇଛି। ଏହି ଖବର […]

ଦେଶ ବିଦେଶ ରାଜନୀତି ରାଜ୍ୟ ସ୍ୱାସ୍ଥ୍ୟ

ଯୋଡ଼ାମୁଣ୍ଡ ଶିଶୁ ବଳିଆର ମୃତ୍ୟୁକୁ ନେଇ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଦୀର୍ଘ ୧୨ମାସର ସଂଘର୍ଷ ପରେ ଶେଷରେ ଏସ୍‌ସିବିରେ ବୁଧବାର ରାତି ୯ଟା ୧୦ରେ ଆଖିବୁଜିଥିଲା ବହୁଚର୍ଚ୍ଚିତ କନ୍ଧମା‌ଳର ଯୋଡ଼ାମୁଣ୍ଡ ଶିଶୁ ବଳିଆ। ଏବେ ବଳିଆର ରୀତିନୀତି ଅନୁସାରେ ଅନ୍ତମ ସଂସ୍କାର ଶେଷ ହୋଇଛି। ବଳିଆର ଗାଁ ମିଲୁପଡ଼ାରେ ତାର ଅନ୍ତମ ସଂସ୍କାର କରାଯାଇଛି। ତେବେ ବଳିଆର ମୃତ୍ୟୁ ଖବର ଆସିବା ପରେ ଟୁଇଟ କରି ଶୋକପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଟୁଇଟରେ, ଡାକ୍ତରମାନଙ୍କ ଅଦମ୍ୟ ଚେଷ୍ଟା ଓ ଶ୍ରେଷ୍ଠ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ସାମୁଦ୍ରିକ ବାତ୍ୟା ‘ନିଭାର’ ଅଧିକ ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେବ: ଭାରତୀୟ ପାଣିପାଗ ସଂସ୍ଥାନ

ନୂଆଦିଲ୍ଲୀ: ଆଗାମୀ ତିନି ଘଣ୍ଟା ମଧ୍ୟରେ ସାମୁଦ୍ରିକ ବାତ୍ୟା ‘ନିଭାର’ ଅଧିକ ଦୁର୍ବଳ ହୋଇ ସାମୁଦ୍ରିକ ଝଡ଼ରେ ପରିଣତ ହେବ ବୋଲି ଗୁରୁବାର ସକାଳେ ଭାରତୀୟ ପାଣିପାଗ ସଂସ୍ଥାନ ଘୋଷଣା କରିଛି। ଗୁରୁବାର ପ୍ରାରମ୍ଭରେ ପୁଦ୍ଦୁଚେରୀ ନିକଟରେ ସାମୁଦ୍ରିକ ବାତ୍ୟା ‘ନିଭାର’ ସ୍ଥଳଭାଗରେ ପ୍ରବେଶ କରିଛି। ସ୍ଥଳଭାଗରେ ପ୍ରବେଶ କରିବା ପରେ ଉଭୟ ପୁଦ୍ଦୁଚେରୀ ଏବଂ ତାମିଲନାଡୁରେ ଅସରାକୁ ଅସରା ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଛି। କେନ୍ଦ୍ରଶାସିତ ଅଞ୍ଚଳ ପୁଦ୍ଦୁଚେରୀ ଉପର ଦେଇ ପ୍ରବାହିତ ହୋଇଯିବା […]

ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ପ୍ରଚଳନ ହେବ ‘ସାଇବର୍‌ ସିକ୍ୟୁରିଟି ଆଲର୍ଟନେସ୍‌’

ନୂଆଦିଲ୍ଲୀ: ଶିକ୍ଷାନୁଷ୍ଠାନ ପାଠ୍ୟକ୍ରମ ବା ‘ସିଲାବସ୍‌’ରେ ‘ସାଇବର୍‌ ସିକ୍ୟୁରିଟି ଆଲର୍ଟନେସ୍‌’ ପ୍ରଚଳନ କରାଯିବ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟସୂତ୍ରରୁ ଜଣାପଡ଼ିଛି। ପ୍ରଥମେ ଏହା ଉଚ୍ଚ ଶିକ୍ଷା ପ୍ରତିଷ୍ଠାନମାନଙ୍କର ‘ସିଲାବସ୍‌’ରେ ପ୍ରଚଳନ କରାଯିବ। ‘ସାଇବର୍‌ ସିକ୍ୟୁରିଟି ଆଓ୍ଵାର୍‌ନେସ୍‌’ ପ୍ରଣୟନ କରିବା ପାଇଁ ଅନୁରୋଧ କରି ଶିକ୍ଷାମନ୍ତ୍ରାଳୟ ସଚିବ ପ୍ରଫେସର୍‌ ରଜନୀଶ ଜୈନ୍‌ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ ନିକଟକୁ ପତ୍ର ଲେଖିଛନ୍ତି। ସାଇବର୍‌ ସିକ୍ୟୁରିଟି ଷ୍ଟାର୍ଟ-ଅପ୍‌ ସମ୍ବନ୍ଧୀୟ କାର୍ଯ୍ୟ କରିବାକୁ ଶୈକ୍ଷିକ ସଂଗଠନକୁ ଉତ୍ସାହ ଦେବା, ପ୍ରୋତ୍ସାହନ ଦେବା ଏବଂ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ୪୪,୪୮୯ ନୂଆ ସଂକ୍ରମଣ ଓ ୫୨୪ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୪,୪୮୯ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୫୨୪ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ ସଂକ୍ରମଣ ମାମଲା ୯୨,୬୬,୭୦୫ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୧୩୫, ୨୨୩ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରେକର୍ଡ ଅନୁସାରେ, ସମ୍ପ୍ରତି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୪୫୨, ୩୩୪। ସେହିଭଳି ଏବେ ସୁଦ୍ଧା ଦେଶରେ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଘର ପୋଡ଼ିବା ସହ ନିଜ ତଣ୍ଟି ଓ ପେଟ କାଟି ପକାଇଲା ମାନସିକ ବିକାରଗ୍ରସ୍ତ ବ୍ୟକ୍ତି

ଛେଣ୍ଡିପଦା: ଗୁରୁବାର ସକାଳେ ଅନଗୁଳ ଜିଲ୍ଲା ଅନ୍ତର୍ଗତ ଛେଣ୍ଡିପଦା ଥାନା ଅଞ୍ଚଳ ଖମାର ଗ୍ରାମର ଜଣେ ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଘରେ ନିଆଁ ଲଗାଇବା ସହ ନିଜ ତଣ୍ଟି ଓ ପେଟକୁ କାଟି ପକାଇଛନ୍ତି। ପ୍ରାପ୍ତ ସୂଚନା ଅନୁସାରେ, ଆଜି ସକାଳ ପ୍ରାୟ ସାଢ଼େ ଆଠଟା ସମୟରେ ଖୁକୁନ ନାମକ ସେ ବ୍ୟକ୍ତିଜଣକ ହଠାତ୍‌ ତାଙ୍କ ଘରେ ନିଆଁ ଲଗାଇ ଦେଇଥିଲେ। ଘରେ ନିଆଁ ଜଳୁଥିବା ବେଳେ ସେ ସରପାଳ ଗାଁ ଆଡ଼କୁ ଦୌଡ଼ି ପଳାଇଥିଲେ। ଯିବା […]

ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ପଙ୍ଖାରେ ଫାଶୀ ଲଗାଇ ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ରୀ

ଯାଜପୁର: ବୁଧବାର ରାତିରେ ମଙ୍ଗଳପୁର ଥାନା ଅଞ୍ଚଳ କସପା ଗ୍ରାମପଞ୍ଚାୟତ ଅନ୍ତର୍ଗତ କମଲପୁର ଗ୍ରାମରେ ଜନୈକା ଛାତ୍ରୀ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସ୍ଥାନୀୟ ବାଳିକା ବିଦ୍ୟାଳୟରେ ୧୦ମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଏହି ୧୪ ବର୍ଷୀୟ ଛାତ୍ରୀଜଣଙ୍କ ତାଙ୍କ ଶୋଇବା ଘର ସିଲିଂ ଫ୍ୟାନ୍‌ରେ ଫାଶୀ ଲଗାଇ ଜୀବନ ହାରିଥିବା କଥା ଆଜି ସକାଳେ ପରିବାର ଲୋକମାନେ ଦେଖିଥିଲେ। ତାଙ୍କ ଆତ୍ମହତ୍ୟାର କାରଣ ଜଣା ପଡ଼ିନାହିଁ। ଖବର ପାଇ ମଙ୍ଗଳପୁର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି […]