ଏବେ କାନପୁରରେ ହେବ ହରିଦ୍ୱାର ଓ କାଶୀ ଭଳି ଗଙ୍ଗା ଆରତୀ, ପ୍ରସ୍ତୁତ ହେଉଛି ଘାଟ
କାନପୁର ୨୬।୧୧: ହରିଦ୍ୱାର ଓ କାଶୀ ଭଳି ଏବେ କାନପୁରରେ ମଧ୍ୟ ଗଙ୍ଗା ଆରତୀ ହେବ। ଏଥିଲାଗି ଏବେ ରୂପରେଖ ପ୍ରସ୍ତୁତ ହେଉଛି। ନଭେମ୍ବର ୨୭ ତାରିଖ ଶୁକ୍ରବାର ଦିନ ପରୀକ୍ଷାମୂଳକ ଭାବେ ଗଙ୍ଗା ଆରତୀ କରାଯିବ। ଅଟଳ ଘାଟରେ ପ୍ରଥମ ପରୀକ୍ଷାମୂଳକ ଗଙ୍ଗା ଆରତୀ ହେବାକୁ ଥିବା ବେଳେ କୋଭିଡ-୧୯ ନୀତି ନିୟମ ପୂର୍ବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଗଙ୍ଗାଆରତୀ ଲାଗି ଏବେ କାନପୁରରେ ଲୋକେ ବେଶ ଉତ୍ସାହିତ। ହରିଦ୍ୱାର ଓ କାଶୀ ଭଳି ଏଠାରେ […]





