କଳା ଓ ସଂସ୍କୃତି ଦେଶ ବିଦେଶ

ମନ୍ଦିର ଅଗଣାରେ ଖେଳୁଥିବାବେଳେ ୧୦ବର୍ଷର ନାବାଳିକାକୁ ଦୁଷ୍କର୍ମ : ୬୧ବର୍ଷର ପୂଜକ ଗିରଫ

ବେଙ୍ଗାଲୁରୁ ୨୭/୧୧: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ଦୁଷ୍କର୍ମ ଘଟଣା ସାମନାକୁ ଆସିଛି। ଏଠାରେ ଜଣେ ମନ୍ଦିରର ୬୧ବର୍ଷୀୟ ପୂଜକ ୧୦ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ କରିଛି। ଅଭିଯୁକ୍ତ ପୂଜକ ନିଜ ଝିଅ ଘରେ ଏହି ଅମାନବୀୟ କାଣ୍ଡ ଘଟାଇଛି। ପୋଲିସର କହିବା ଅନୁସାରେ ଚିକ୍କାବଲ୍ଲାପୁରା ବାସିନ୍ଦା ଭେଙ୍କଟରାମନପ୍ପା ନିଜ ଜ୍ବାଇଁର ଅନୁପସ୍ଥିତିରେ ମନ୍ଦିରର ଦେଖାଶୁଣା କରୁଥିଲା। ଏହି ଘଟଣା ମଙ୍ଗଳବାର ସନ୍ଧ୍ୟାରେ ଘଟିଛି। ଝିଅଟି ମନ୍ଦିର ଅଗଣାରେ ଖେଳୁଥିବାବେଳେ ଭେଙ୍କଟରାମନପ୍ପାର କୁଦୃଷ୍ଟି ପଡ଼ିଥିଲା। ସେ ନାବାଳିକାକୁ ମିଠାର […]

ଦେଶ ବିଦେଶ ମନୋରଞ୍ଜନ

ଭାରତୀ ସିଂହଙ୍କୁ ଗଞ୍ଜେଇ ସପ୍ଲାଇ କରୁଥିବା ଡ୍ରଗ୍ସ ପେଡଲର୍ସ ଗିରଫ : ଡେଲିଭରି ବୟ ହୋଇ ଚଲାଇଥିଲା ନିଶା ବ୍ୟବସାୟ

ମୁମ୍ବାଇ ୨୭/୧୧: ଲୋକପ୍ରିୟ କମେଡ଼ି କୁଇନ୍ ଭାରତୀ ସିଂହ ଏବଂ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିଆଙ୍କୁ ନିକଟରେ ଏନସିବି ଡ୍ରଗ୍ସ ମାମଲାରେ ଗିରଫ କରିଥିଲା। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ତାଙ୍କ ଘରୁ ଗଞ୍ଜେଇ ଜବତ କରିଥିଲା। ଭାରତୀ ସିଂହ ପଚରାଉଚରାରେ ମାନିଥିଲେ ଯେ ସେ ଏବଂ ତାଙ୍କ ସ୍ବାମୀ ହର୍ଷ ଗଞ୍ଜେଇ ନିଅନ୍ତି। ଏହା ପରେ ଦମ୍ପତ୍ତିଙ୍କୁ ଗିରଫ କରାଯାଇଥିଲା। ଉଭୟଙ୍କୁ ଜାମିନ ମିଳି ସାରିଛି। ଏବେ ଏନସିବି ଆଉ ଜଣେ ଡ୍ରଗ୍ ପେଡଲର୍ସଙ୍କୁ ଗିରଫ କରିଛି […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଏବେ ଲୁଟେରାଙ୍କ ଟାର୍ଗେଟରେ ମନ୍ଦିର: ରାତାରାତି ହୁଣ୍ଡି ଭାଙ୍ଗି ଲୁଟି ନେଲେ ଟଙ୍କା

ଢ଼େଙ୍କାନାଳ୨୭/୧୧: ଢେଙ୍କାନାଳରେ ମନ୍ଦିରଗୁଡିକୁ ଏବେ ଟାର୍ଗେଟ କରିଛନ୍ତି ଲୁଟେରା। ଏପରି କି ୨ ଦିନରେ ୨ଟି ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟ କରିଥିବା ଦେଖାଯାଇଛି। ଗତ କାଲି ଢେଙ୍କାନାଳ ସହରର ଜୁବୁଲି ଟାଉନ ନାଗେଶ୍ୱର ଓ ପାର୍ବତୀ ମନ୍ଦିର ହୁଣ୍ଡି ଭାଙ୍ଗି ଲୁଟିଥିବା ବେଳେ ଗତ ରାତିରେ ପୁଣି ଅନ୍ୟ ଏକ ମନ୍ଦିରରୁ ଲୁଟ କରିଥିବା ଜଣାପଡିଛି। ଗତ ରାତ୍ରିରେ ଲୁଟ ହୋଇଥିବା ମନ୍ଦିର ସହରର କୋର୍ଟ ଛକରେ ଥିବା ବାବା ଆଖଣ୍ଡଳମଣି ଶିବ ମନ୍ଦିର ବୋଲି […]

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ନାଗାର୍ଜୁନ ବେଶ ଓଲାଗି ପରେ ଭକ୍ତଙ୍କୁ ମିଳିବ ଅବଢ଼ା: ୧୫ ହଜାର ଭକ୍ତଙ୍କ ପାଇଁ ଅବଢ଼ା ସେବା

ପୁରୀ୨୭/୧୧: ଶ୍ରୀମନ୍ଦିରରେ ନାଗାର୍ଜୁନ ବେଶ ବେଳେ ଭିଡ଼ ତଥା ଗହଳି ନିୟନ୍ତ୍ରଣ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଶ୍ରୀମନ୍ଦିର ଚୌହଦିରେ ସିଆରପିସି ୧୪୪ ଧାରା ଲାଗୁ କରିଛି । ରାତି ଦୁଇଟାରୁ ବେଶ ଓଲାଗି ପର୍ଯ୍ୟନ୍ତ ୧୪୪ ଧାରା କଟକଣା ଜାରି ରହିବ। ଏହି ସମୟରେ ସେବାୟତ ଓ ଡ୍ୟୁଟିରେ ଥିବା ଅଫିସର କେବଳ କଟକଣା ଇଲାକାରେ ପ୍ରବେଶ କରି ପାରିବେ। ବେଶ ଓଲାଗି ପରେ ଭକ୍ତଙ୍କୁ ମହାପ୍ରସାଦ ସେବା ମିଳିପାରିବ ବୋଲି ସୁଆର ମହାସୁଆର ନିଯୋଗ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାଭାଇରସ୍‌ଜନିତ ୪୩,୦୮୨ ନୂଆ ସଂକ୍ରମଣ ଓ ୪୯୨ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଶୁକ୍ରବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୪୩,୦୮୨ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୪୯୨ ମୃତ୍ୟୁ ରେକର୍ଡ କରାଯାଇଛି। ଏହି ତଥ୍ୟକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ ସଂକ୍ରମଣ ମାମଲା ୯୩,୦୯,୭୮୮ ଓ ମୃତ୍ୟୁସଂଖ୍ୟା ୧୩୫, ୭୧୫ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୯,୩୭୯ଜଣ ଆକ୍ରାନ୍ତ ଚିକିତ୍ସିତ ହୋଇ ଫେରିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରେକର୍ଡ ଅନୁସାରେ, ସମ୍ପ୍ରତି ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ […]

ଦେଶ ବିଦେଶ ସ୍ୱାସ୍ଥ୍ୟ

ଗୁଜରାଟର ରାଜକୋଟସ୍ଥିତ କୋଭିଡ୍‌ ହସ୍ପିଟାଲ୍‌ ‘ଆଇସିୟୁ’ରେ ନିଆଁ ଲାଗି ୫ ରୋଗୀ ମୃତ

ରାଜକୋଟ: ଗତ ବିଳମ୍ବିତ ରାତ୍ରରେ ଗୁଜରାଟର ରାଜକୋଟ ସହରରେ ଥିବା ଏକ କୋଭିଡ୍‌ ହସ୍ପିଟାଲ୍‌ରେ ନିଆଁ ଲାଗିଯିବାରୁ ଅନ୍ୟୂନ ୫ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି। ହସ୍ପିଟାଲ୍‌ର ‘ଇଣ୍ଟେନ୍‌ସିଭ୍‌ କେୟାର୍‌ ୟୁନିଟ୍‌’ରେ (ଆଇସିୟୁ) ନିଆଁ ଲାଗିଥିବା ଜଣାପଡ଼ିଛି। ପ୍ରାପ୍ତ ତଥ୍ୟ ଅନୁସାରେ, ନିଆଁ ଲାଗିଥିବା ସମୟରେ ‘ଆଇସିୟୁ’ରେ ପ୍ରାୟ ୧୧ଜଣ ରୋଗୀ ଥିଲେ। ସେମାନଙ୍କ ମଧ୍ୟରୁ ୬ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଅବଶିଷ୍ଟ ୫ଜଣ ପ୍ରାଣ ହରାଇଛନ୍ତି। କୋଭିଡ୍‌ ହସ୍ପିଟାଲ୍‌ର ଦ୍ୱିତୀୟ ତାଲାରେ ‘ବିଜୁଳି ସର୍ଟ ସର୍କିଟ୍‌’ କାରଣରୁ […]

ଦେଶ ବିଦେଶ ରାଜନୀତି ସ୍ୱାସ୍ଥ୍ୟ

କରୋନାଭାଇରସ୍‌ ଟିକା ନେବି ନାହିଁ: ବ୍ରାଜିଲ୍‌ ରାଷ୍ଟ୍ରପତି ବୋଲ୍‌ସୋନାରୋ

ନୂଆଦିଲ୍ଲୀ: କରୋନାଭାଇରସ୍‌ ଟିକା ନେବେନାହିଁ ବୋଲି ବ୍ରାଜିଲ୍‌ର ରାଷ୍ଟ୍ରପତି ଜାଇର୍‌ ବୋଲ୍‌ସୋନାରୋ କହିଛନ୍ତି। କରୋନାଭାଇରସ୍‌ ଟିକାକରଣ କାର୍ଯ୍ୟକ୍ରମ ପ୍ରତି ସନ୍ଦିହାନ ଥିବା କଥା ସେ ଅନେକ ଥର ବିବୃତିରେ କହିଛନ୍ତି। ଗୁରୁବାର ଦିନ ଏକାଧିକ ସାମାଜିକ ଗଣମାଧ୍ୟମ ପ୍ଲାଟ୍‌ଫର୍ମରେ ସିଧା ପ୍ରସାରଣ ହୋଇଥିବା ବିବୃତିରେ ଦକ୍ଷିଣ-ପନ୍ଥୀ ନେତା ବୋଲ୍‌ସୋନାରୋ ଆହୁରି ମଧ୍ୟ କହିଛନ୍ତି ଯେ, ବ୍ରାଜିଲୀୟମାନେ ଟିକା ନେବା ଆବଶ୍ୟକ ବୋଲି କଂଗ୍ରେସ ସମ୍ଭବତଃ ବିବେଚନା କରୁନାହିଁ। ଯୁକ୍ତରାଷ୍ଟ୍ର ଆମେରିକା ପରେ କୋଭିଡ୍‌-୧୯ଜନିତ ମୃତ୍ୟୁ ଘଟଣାରେ ବ୍ରାଜିଲ୍‌ […]

ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୫୯୪ ଜଣ କରୋନା ସଂକ୍ରମିତ ଚିହ୍ନଟ, ୧୪ଜଣଙ୍କ ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ କମ୍‌ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୫୯୪ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୩୪୩ ଜଣ ଚିହ୍ନଟ ହୋଇଥିବା ବେଳେ ୨୫୧ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ସଂକ୍ରମିତଙ୍କୁ ମିଶାଇ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩୧୭୨୩୯ ରେ ପହଞ୍ଚିଛି। ଏହା ସହ […]

କଳା ଓ ସଂସ୍କୃତି ଧର୍ମ

ବାସ୍ତୁଶାସ୍ତ୍ରର ଏହି ଉପାୟ ଆପଣଙ୍କୁ କରିଦେବ ଋଣ ମୁକ୍ତ ! ଜାଣନ୍ତୁ ଉପାୟ

ସାଂସାରିକ ଜୀବନକୁ ସୁରୁଖୁରୁରେ ଚଳାଇବାକୁ ହେଲେ ଅର୍ଥର ଆବଶ୍ୟକ ଆବଶ୍ୟକତା ରହିଛି । ଯେତେବେଳେ ଆର୍ଥିକ ସ୍ଥିତି ଦୁର୍ବଳ ହୋଇଯାଏ ସେତେବେଳେ ଋଣ ନେବା ଜରୁରୀ ହୋଇଯାଏ । ତା’ପରେ ଧୀରେ ଧୀରେ ଋଣର ଭାର ବଢିବାରେ ଲାଗେ । ସମସ୍ତ ପ୍ରୟାସ ପରେ ମଧ୍ୟ ଅପସାରଣ କରିବା କଷ୍ଟକର ହୋଇଯାଏ । ଯଦି ଆପଣ ମଧ୍ୟ ଋଣ ଦ୍ୱାରା ଅସୁବିଧାରେ ପଡ଼ନ୍ତି, ତେବେ ବାସ୍ତୁର କିଛି ସହଜ ଉପାୟ ମାଧ୍ୟମରେ ଆପଣ ଏହି ସମସ୍ୟାକୁ ଏଡାଇ […]

ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଆନ୍ଧ୍ରରେ ‘ନିଭାର’ ତାଣ୍ଡବ, ବିଭିନ୍ନ ସ୍ଥାନରେ ୩ ମୃତ, ୪ ଜିଲ୍ଲାରେ ୫ ଦିନ ଶିକ୍ଷାନୁଷ୍ଠାନ ଛୁଟି

ହାଇଦ୍ରାବାଦ ୨୬।୧୧: ଉପକୂଳକୁ ପ୍ରବେଶ କରିବା ପରେବି ଶାନ୍ତ ହୋଇନି ଘୂର୍ଣ୍ଣିବାତ୍ୟା ‘ନିଭାର’ । ଦକ୍ଷିଣ ଆନ୍ଧ୍ର ଉପକୂଳ ଓ ରୟାଲସୀମା ଜିଲ୍ଲାରେ ଗୁରୁବାର ତାଣ୍ଡବ ରଚିଛି ବାତ୍ୟା। ଝଡ଼ ସାଙ୍ଗକୁ ବର୍ଷା ଯୋଗୁ ଆନ୍ଧ୍ରପ୍ରଦେଶରେ ଶହଶହ ଲୋକେ ବାସହରା ହୋଇପଡିଛନ୍ତି। ଏ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଅଧିକାରୀକ ପୁଷ୍ଟି କରାଯାଇଛି। ସାମ୍ଭବ୍ୟ ବାତ୍ୟାକୁ ନେଇ ମୁଖ୍ୟମନ୍ତ୍ରୀ ୱାଇ.ଏସ୍‌. ଜଗନମୋହନ ରେଡ୍ଡୀ ଗୁରୁବାର ଜରୁରି ବୈଠକ କରିଥିବା ବେଳେ ନେଲୋର, ଚିତୁର, […]