ସମସ୍ତେ ବୋର୍ ,କିଛି କହିବାକୁ ଚାହୁଁଛନ୍ତି… କରୀନାଙ୍କ ରିଆକ୍ସନ୍ କାହିଁକି ଏମିତି?
ମୁମ୍ବାଇ ୨୭/୧୧: ବଲିଉଡ ଅଭିନେତ୍ରୀ କରୀନା କପୁର ଟ୍ରୋଲର୍ସଙ୍କୁ ଉଚିତ୍ ଜବାବ ଦେଇଛନ୍ତି। ତାଙ୍କ ମତରେ ଯେଉଁମାନେ ସେଲେବ୍ସଙ୍କୁ ଅନଲାଇନ୍ ଟ୍ରୋଲ୍ କରନ୍ତି ସେମାନଙ୍କ ପାଖରେ ଆଉ କିଛି କାମ ନଥାଏ। ନିକଟରେ ଦ କ୍ବିଣ୍ଟକୁ ଦେଇଥିବା ସାକ୍ଷାତକାରରେ କରୀନା କହିଥିଲେ ଯେ ,‘ମୋତେ ଲାଗୁଛି ଯେ ଲକଡାଉନ୍ ଏବଂ କୋଭିଡ ଯୋଗୁଁ ଲୋକଙ୍କ ମସ୍ତିଷ୍କ ଉପରେ ଅତ୍ୟଧିକ ପ୍ରଭାବ ପଡ଼ିଛି ଏବଂ ସମସ୍ତଙ୍କ ପାଖରେ ବହୁତ ଖାଲି ସମୟ ରହିଛି। ’ ‘ସେଥିପାଇଁ ଲୋକେ ଓଭର […]




