ଓଜନ ବଢାଇବାକୁ ଚାହୁଁଥିଲେ ଡାଏଟରେ ସାମିଲ କରନ୍ତୁ ଏହି ୫ଟି ଜିନିଷ, ଲାଗିବେ ଆକର୍ଷଣୀୟ
ଭୁବନେଶ୍ୱର ୨୯/୧୧ : ମେଦ ବହୁଳତା ଆଜି ସମୟର ଏକ ସାଧାରଣ ସମସ୍ୟା। ମେଦ ବହୁଳତା ଯୋଗୁଁ ଓଜନ ବୃଦ୍ଧି ହୋଇଥାଏ। ଓଜନ କମ୍ କରିବାକୁ ଲୋକେ ନାନା ଉପାୟ କରିଥାନ୍ତି। କିନ୍ତୁ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ କମ ଓଜନକୁ ନେଇ ଚିନ୍ତିତ। ଅନେକ ଲୋକ ଅଛନ୍ତି ଯେଉଁମାନେ ଓଜନ ବଢାଇବାକୁ ଚେଷ୍ଟା କରନ୍ତି ଏବଂ ଏଥିପାଇଁ ଅନେକ ତରିକା ମଧ୍ୟ ଆପଣେଇଥାନ୍ତି। ଯଦି ଆପଣ ମଧ୍ୟ ଏମାନଙ୍କ ମଧ୍ୟରୁ ଜଣେ […]





