କୋହଲିଙ୍କ ନେତୃତ୍ବ ଉପରେ ପ୍ରଶ୍ନ, ବୁମରାଙ୍କ ୨ ଓଭର ପ୍ରଥମ ସ୍ପେଲକୁ ନେଇ ଗମ୍ଭୀର ଖପ୍ପା ଘନଘନ ବୋଲିଂ ପରିବର୍ତନକୁ ନେହେରାଙ୍କ ନାପସନ୍ଦ
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ନିକଟରୁ ଦିନିକିଆ ଶୃଙ୍ଖଳା ପରାଜୟ ପରେ ଅଧିନାୟକ ବିରାଟ କୋହଲିଙ୍କ ଉପରେ ଖପ୍ପା ହୋଇଛନ୍ତି ବହୁ ପୂର୍ବତନ ଖେଳାଳି ଏବଂ ପ୍ରଶଂସକମାନେ। ବିଶେଷ କରି ବୋଲିଂ ବାହିନୀର ନେତୃତ୍ବ ନେଉଥିବା ଯଶପ୍ରୀତ୍ ବୁମରାଙ୍କୁ ଠିକଣା ଭାବେ ଉପଯୋଗ କରାଯାଇନଥିବାରୁ କ୍ରିକେଟ୍ ବିଶାରଦମାନେ କୋହଲିଙ୍କ ନେତୃତ୍ବ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ନୂଆ ବଲ୍ ତଥା ପ୍ରଥମ ସ୍ପେଲ୍ରେ ବୁମରା ୨ ଓଭର ବୋଲିଂ କରି ମାତ୍ର ୭ ରନ୍ ବ୍ୟୟ କରିଥିଲେ। କିନ୍ତୁ ୧୦ […]





