ଗର୍ଭାବସ୍ଥାରେ ଶୀର୍ଷାସନ କଲେ ଅନୁଷ୍କା : ଗୋଡ଼ ଧରିଲେ ବିରାଟ,ଫଟୋ ଭାଇରାଲ୍
ମୁମ୍ବାଇ ୧/୧୨: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ସେୟାର କରିଥିଲେ ଯାହା ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଫଟୋରେ ଅନୁଷ୍କା ଶର୍ମା ଶୀର୍ଷାସନ କରୁଥିବା ନଜର ଆସିଛନ୍ତି। ବିରାଟ କୋହଲି ତାଙ୍କୁ ଏଥିରେ ସାହାଯ୍ୟ କରୁଛନ୍ତି। ଫଟୋରେ ଅନୁଷ୍କାଙ୍କ ବେବି ବମ୍ପ୍ ପରିଷ୍କାର ଭାବେ ଦେଖାଯାଉଛି ଏବଂ ବିରାଟ ଖୁବ୍ କେୟାରଫୁଲ୍ ହୋଇ ତାଙ୍କ ଗୋଡ଼କୁ ସପୋର୍ଟ ଦେଉଛନ୍ତି। ଅନୁଷ୍କା ଲେଖିଛନ୍ତି ଯେ,‘ ଏହା ‘hands-down ଏବଂ ଲେଗ୍ସ […]






