ଫାଇଜର କରୋନା ଟିକାର ବ୍ୟବହାର ପାଇଁ ବ୍ରିଟେନ୍ ସରକାରଙ୍କ ଅନୁମତି, ପ୍ରତି ଲୋକଙ୍କୁ ଦିଆଯିବ ଦୁଇ ଡୋଜ୍
ଲଣ୍ଡନ ୦୨/୧୨: କରୋନା ମହାମାରୀ ସାରା ବିଶ୍ବରେ କାୟା ମେଲାଇଛି। ମହାମାରୀକୁ ନିୟନ୍ତ୍ରଣକୁ ଆଣିବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। କିନ୍ତୁ ଏହାର ସ୍ଥାୟୀ ନିରାକରଣ ହେଉଛି ଭ୍ୟାକ୍ସିନ୍। ତେବେ ଭ୍ୟାକ୍ସିନ କେବ ଆସିବ ତାହା ଉପରେ ସମସ୍ତଙ୍କ ନଜର ଥିଲା । ଏହାରି ଭିତରେ ବ୍ରିଟେନ୍ ତାର ଫାଇଜର କରୋନା ଟିକାକୁ ଅନୁମତି ଦେଇଥିବା ଜଣାପଡ଼ିଛି। ପ୍ରଥମ ଦେଶ ଭାବେ ବ୍ରିଟେନ୍ ଫାଇଜର/ ବାୟୋଏନଟେକ୍ କୋଭିଡ-୧୯ ଟିକାକୁ ସର୍ବସାଧାରଣ ବ୍ୟବହାର ପାଇଁ ଅନୁମତି […]






